Latest Odisha News

BREAKING NEWS

Browsing Category

ଓଡିଶା

Odisha

ଓଡ଼ିଆ ପୁଅଙ୍କୁ ଜାତୀୟ ଯୁବ ଭୂ-ବିଜ୍ଞାନୀ ପୁରସ୍କାର, ରାଷ୍ଟ୍ରପତିଙ୍କଠୁ ଗ୍ରହଣ କଲେ ପୁରସ୍କାର

ଭୁବନେଶ୍ୱର: ଓଡ଼ିଆ ଯୁବ ବୈଜ୍ଞାନିକ ଡକ୍ଟର ଅମୀୟ କୁମାର ସାମଲଙ୍କୁ ନ୍ୟାସନାଲ ୟଙ୍ଗ ଜିଓସାଇଣ୍ଟିଷ୍ଟ ଆୱାର୍ଡ-୨୦୨୨ ବା ଜାତୀୟ ଯୁବ ଭୂ-ବିଜ୍ଞାନୀ ପୁରସ୍କାର ପ୍ରଦାନ କରାଯାଇଛି। ଯାଜପୁର ଜିଲ୍ଲା ସମେତ ବଡ଼ଚଣା ମାଟି ପାଇଁ ଗର୍ବ ଆଣିଲେ ମାଟିର ପୁଅ ଅମୀୟ କୁମାର ସାମଲ। ରାଷ୍ଟ୍ରପତି ଭବନରେ…

ସ୍ୱଚ୍ଛ ସର୍ବେକ୍ଷଣ ତାଲିକାରେ ଭୁବନେଶ୍ୱରକୁ ଶୀର୍ଷରେ ରଖିବା ପାଇଁ ଅପିଲ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ସ୍ୱଚ୍ଛ ସର୍ବେକ୍ଷଣ-୨୦୨୩ରେ ଭୁବନେଶ୍ୱର ସହର ଭାଗ ନେଇଛି । ଏହି ସର୍ବେକ୍ଷଣରେ ସମସ୍ତେ ସିଟିଜେନ ଫିଡବ୍ୟାକ ଦେଇ ଭୁବନେଶ୍ୱରକୁ  ୧ ନମ୍ବର କରିବାକୁ ଅପିଲ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏକ ଭିଡିଓ ବାର୍ତ୍ତା ଦେଇ ମୁଖ୍ୟମନ୍ତ୍ରୀ ସମସ୍ତ ଭୁବନେଶ୍ୱରବାସୀଙ୍କୁ…

ବିଜେପିର ‘ଡେଙ୍ଗୁ’ ପ୍ରତିବାଦ, ବିଏମସି ଅଫିସ୍ ସମ୍ମୁଖ ରାସ୍ତା ଉପରେ ମଶାରୀ ଟାଣିଲେ

ଭୁବନେଶ୍ୱର: ଡେଙ୍ଗୁ ଜରରେ କମ୍ପୁଛି ଭୁବନେଶ୍ୱର । ଗଲାଣି ୨ ଜୀବନ । ରାଜଧାନୀରେ ଡେଙ୍ଗୁ କାୟା ବିସ୍ତା କରି ଚାଲିଥିବା ବେଳେ ପ୍ରଶାସନର ଅପାରଗତାକୁ ନେଇ ପ୍ରତିବାଦ କରିଛି ବିଜେପି । ମଙ୍ଗଳବାର ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ର କହିଥିଲେ, ଗତବର୍ଷ ତୁଳନାରେ ଏ ବର୍ଷ ଡେଙ୍ଗୁ…

‘୨୦୨୩-୨୪ ବର୍ଷରେ ଧାର୍ଯ୍ୟ ଲକ୍ଷ୍ୟ ଠାରୁ ଅଧିକ ଉତ୍ତୋଳନ କରିବ ଏମସିଏଲ୍’: କୋଲ୍ ଇଣ୍ଡିଆ

ସମ୍ବଲପୁର: ଧାର୍ଯ୍ୟ ଉତ୍ତୋଳନ ଲକ୍ଷ୍ୟ ଟପିବ ମହାନଦୀ କୋଲଫିଲ୍ଡ୍ସ ଲିମିଟେଡ୍ । ଏନେଇ କୋଲ୍ ଇଣ୍ଡିଆ ଅଧ୍ୟକ୍ଷ ପିଏମ୍ ପ୍ରସାଦ ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି । ୨୦୨୩-୨୪ ଆର୍ଥିକ ବର୍ଷରେ ଏମସିଏଲ୍ ୨୦୪ ମିଲିୟନ୍ ଟନ୍ ଉତ୍ତୋଳନ ନେଇ ଲକ୍ଷ୍ୟ ଧାର୍ଯ୍ୟ ହୋଇଛି । ଶ୍ରୀ ପ୍ରସାଦ କୋଲ୍…

୨୪ ଘଣ୍ଟା ମଧ୍ୟରେ ଅବପାତ: ୨୯ ତାରିଖ ଯାଏ ପ୍ରବଳ ବର୍ଷା

ଭୁବନେଶ୍ୱର:   ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ କ୍ଷେତ୍ର ଆସନ୍ତାକାଲି ଅବପାତର ରୂପ ନେବାର ସମ୍ଭାବନା ରହିଛି ।  ଏହା ଉତ୍ତର-ଆନ୍ଧ୍ରପ୍ରଦେଶ ଓ ଦକ୍ଷିଣ ଓଡ଼ିଶା ମଧ୍ୟ ଦେଇ ପଶ୍ଚିମ-ଉତ୍ତର-ପଶ୍ଚିମ ଦିଗରେ ଗତି  କରିବାର ସମ୍ଭାବନା ରହିଛି। ଏହାର ପ୍ରଭାବରେ ଆସନ୍ତା ୨୯  ତାରିଖ ଯାଏ ପ୍ରବଳ…

ସାଇ ଇଣ୍ଟରନ୍ୟାସନାଲ ପକ୍ଷରୁ ପ୍ରେରଣାଦାୟୀ ଛାତ୍ର ନେତା ଉତ୍ସବ

ଭୁବନେଶ୍ୱର: ପ୍ରତିଷ୍ଠିତ ଶିକ୍ଷାନୁଷ୍ଠାନ ସାଇ ଇଣ୍ଟରନ୍ୟାସନାଲ ପକ୍ଷରୁ ବହୁ ପ୍ରତୀକ୍ଷିତ ପ୍ରେରଣାଦାୟୀ ଛାତ୍ର ନେତା ଉତ୍ସବ ୨୦୨୩-୨୪ ଅନୁଷ୍ଠିତ ହୋଇଛି । ଏହି କାର୍ଯ୍ୟକ୍ରମରେ ସାଇ ଇଣ୍ଟରନ୍ୟାସନାଲ ସ୍କୁଲରେ ନୂଆ କାର୍ଯ୍ୟକର୍ତ୍ତାଙ୍କୁ ନିଯୁକ୍ତି ଦିଆଯାଇଛି । ଏହି କାର୍ଯ୍ୟକ୍ରମରେ…

ଅବସରପ୍ରାପ୍ତ ସହକାରୀ ଯନ୍ତ୍ରୀଙ୍କୁ ୩ ବର୍ଷ ଜେଲ୍ ଦଣ୍ଡାଦେଶ

ବୌଦ୍ଧ: ଲାଞ୍ଚ ନେଇ ଧରା ପଡ଼ିଥିଲେ, ଏବେ ୩ ବର୍ଷ ଜେଲରେ କାଟିବେ । ବୌଦ୍ଧ ଗ୍ରାମ୍ୟ ଜଳ ଯୋଗାଣ ଓ ପରିମଳ କାର୍ଯ୍ୟାଳୟର ପୂର୍ବତନ ସହକାରୀ ଯନ୍ତ୍ରୀ ଭାବଗ୍ରାହୀ ସାମନ୍ତରାୟଙ୍କୁ ଫୁଲବାଣୀ ଭିଜିଲାନ୍ସ କୋର୍ଟ ୩ ବର୍ଷ ଜେଲ୍ ଦଣ୍ଡାଦେଶ ଶୁଣାଇଛନ୍ତି । ୩ ବର୍ଷ ଜେଲ୍ ସହ ୫ ହଜାର ଟଙ୍କା ଜରିମାନା…

ସାପ କାମୁଡାରେ ଚାଲିଗଲା ଶିଶୁପୁତ୍ରର ଜୀବନ, ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି ହେଲା ମା’

ବାରିପଦା: ସାପ କାମୁଡାରେ ଚାଲିଗଲା ଶିଶୁ ପୁତ୍ରର ଜୀବନ । ଗୁରୁତର ଅବସ୍ଥାରେ ମା’ ମେଡିକାଲରେ ଭର୍ତ୍ତି । ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ମୟୂରଭଞ୍ଜ ଜିଲ୍ଲା ଶରତ ଥାନା କଟୁରିଆ ଗ୍ରାମରେ । ସୂଚନା ଅନୁସାରେ, କଟୁରିଆ ଗ୍ରାମର ମିନତୀ ମହାକୁଡ ନିଜର ଶିଶୁପୁତ୍ର ଘନକୁ ଧରି ଘରେ ଶୋଇଥିଲେ ।…

ବାପା-ମା’ଙ୍କୁ କଳିରୁ କ୍ଷାନ୍ତ କରିବାକୁ ଯାଇ ବଳି ପଡିଗଲା କୁନି ଝିଅ; ତଣ୍ଟି ଚିପିଦେଲା ପିଶାଚ ବାପା

ନୂଆପଡା: ପାରିବାରିକ ବିବାଦ କେତେ ଭୟଙ୍କର ହୋଇପାରେ ତାହାର ଏକ କରୁଣ ରୂପ ଦେଖିବାକୁ ମିଳିଛି ନୂଆପଡା ଜିଲ୍ଲାରେ । ବାପା-ମା’ଙ୍କ ମଧ୍ୟରେ ଚାଲିଥିଲା ଝଗଡା । ଝଗଡା ଦେଖି ସହି ପାରିଲାନି କୁନି ଝିଅଟି । ଝଗଡାରୁ କ୍ଷାନ୍ତ କରିବା ପାଇଁ ଉଭୟଙ୍କୁ ଚେଷ୍ଟା କରୁଥିଲା । ହେଲେ ସେ ଜାଣି ନ ଥିଲା…

ପାଣି ପିଇବାକୁ ଯାଇ ମହାନଦୀରେ ଭାସିଗଲେ ଶହ ଶହ ଗାଈଗୋରୁ

ବୌଦ୍ଧ:ମହାନଦୀ ପାଣିରେ ଭାସିଗଲେ ଶହଶହ ଗୋରୁ । ସମସ୍ତେ ଦେଖୁଥିଲେ । ହେଲେ କେହି କିଛି କରିପାରୁ ନ ଥିଲେ । ଆଖି ସାମ୍ନାରେ ଭାସି ଯାଉଥିଲେ ଗାଈଗୋରୁ । ଏମିତି ଦୃଶ୍ୟ ଦେଖିବାକୁ ମିଳିଛି ବୌଦ୍ଧ ଜିଲ୍ଲା ହରଙ୍ଗାରେ । ପାଣି ପିଇବାକୁ ନଦୀକୁ ଯାଇଥିଲେ ଗୋରୁ ପଲ ।  ହଠାତ୍ ମାଡି ଆସିଲା…