Latest Odisha News

BREAKING NEWS

Browsing Category

ଓଡିଶା

Odisha

ବୀରମହାରାଜପୁରରେ ସକାଳେ ଏନଏସି ମାନ୍ୟତାକୁ ନେଇ ଚେତାବନୀ, ସଂଧ୍ୟାରେ ମାନ୍ୟତା ଦେଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ୩୨୪ଟି ନୂଆ ବିଜ୍ଞାପିତ ଅଞ୍ଚଳ ପରିଷଦ (ଏନ୍ଏସି) ଗଠନ ଘୋଷଣା ପରେ ସୋନପୁର ଜିଲ୍ଲାରେ ଅବସ୍ଥିତ ବୀରମହାରାଜପୁରକୁ ମଧ୍ୟ ଏନ୍ଏସି ମାନ୍ୟତା ଦିଆଯିବ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଛନ୍ତି। ଏହି ଅନ୍ତର୍ଭୁକ୍ତିକରଣ ଫଳରେ ରାଜ୍ୟରେ ନବଗଠିତ ଏନ୍ଏସିସଂଖ୍ୟା ୩୫ରେ…

ବିଜେଡ଼ିରୁ ଇସ୍ତଫା ଦେବାର କିଛି ସମୟ ପରେ ବିଜେପିରେ ମିଶିଲେ ଦେବାଶିଷ

ବନେଶ୍ୱର: ବିଜେପିରେ ମିଶିଛନ୍ତି ବରୀର ପୂର୍ବତନ ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ଦେବାଶିଷ ନାୟକ। ବିଜେଡିରୁ ଇସ୍ତଫା ଦେବାର କିଛି ସମୟ ପରେ ବିଜେପିରେ ମିଶିଛନ୍ତି ଦେବାଶିଷ ନାୟକ। ୪ ଥରର ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ଦେବାଶିଷ ନାୟକ ବିଜେଡି ଛାଡ଼ି ବିଜେପିରେ ସାମିଲ ହୋଇଛନ୍ତି। ଏକଦା…

ଚର୍ଚ୍ଚାରେ ଫିର୍ ଆଏଗା ମୋଦୀ ଗୀତ; ନିର୍ଦ୍ଦେଶନା ଦେଇଛନ୍ତି ପ୍ରେମ ଆନନ୍ଦ

ଭୁବନେଶ୍ୱର: ପାଖେଇ ଆସିଲାଣି ନିର୍ବାଚନୀ ଋତୁ । ଏଥିପାଇଁ ସାରା ଦେଶରେ ନିର୍ବାଚନୀ ଉଷ୍ମତା ଦେଖିବାକୁ ମିଳିଲାଣି । ଏମିତିକି ବିଭିନ୍ନ ରାଜନୖତିକ ଦଳ ଭୋଟରଙ୍କ ନିକଟରେ ପହଞ୍ଚିଲେଣି । ଆଉ ଭୋଟରଙ୍କୁ ନିଜ ଆଡକୁ ଆକୃଷ୍ଟ କରିବା ପାଇଁ କସରତ ଆରମ୍ଭ କରିସାରିଲେଣି । ଏହି କ୍ରମରେ ଭାରତୀୟ…

କେମିତି ଇଂରାଜୀ ପ୍ରଶ୍ନପତ୍ର ଲିକ୍ ହେଲା, ମନ୍ତ୍ରୀଙ୍କଠୁ ଜବାବ ମାଗିଲା ଏବିଭିପି

ଭୁବନେଶ୍ୱର: ମାଟ୍ରିକ ପରୀକ୍ଷା ପରିଚାଳନାରେ ଓଡ଼ିଶା ସରକାର ସମ୍ପୂର୍ଣ୍ଣ ବିଫଳ ହୋଇଥିବା ଅଭିଯୋଗ କରି ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ (ଏବିଭିପି) କର୍ମୀ ରବିବାର ଭୁବନେଶ୍ୱରରେ ବିଶାଳ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସୁଦାମ ମାର୍ଣ୍ଡିଙ୍କ ସରକାରୀ…

ଛତିଶଗଡ ପୁଣି ମୁହାଁମୁହିଁ ହେଲେ ସୁରକ୍ଷାକର୍ମୀ-ମାଓବାଦୀ, ସୁରକ୍ଷାକର୍ମୀଙ୍କ ଗୁଳିରେ ଟଳିଲେ ୩ ମାଓବାଦୀ

ମାଲକାନଗିରି: ଛତିଶଗଡ ପୁଣି ମୁହାଁମୁହିଁ ହେଲେ ସୁରକ୍ଷାକର୍ମୀ-ମାଓବାଦୀ । ସୁରକ୍ଷାକର୍ମୀଙ୍କ ଗୁଳିରେ ଟଳିଲେ ୩ ମାଓବାଦୀ । ସେପଟେ ମାଓବାଦୀଙ୍କ ଗୁଳିରେ ଆହତ ହୋଇଛନ୍ତି ଜଣେ ଯବାନ । ଯବାନଙ୍କୁ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ସୂଚନା ରହିଛି । ସୂଚନା ଅନୁସାରେ,…

‘ମନ୍ କୀ ବାତ’ରେ ଓଡ଼ିଆ ଦମ୍ପତି ଜୟନ୍ତୀ ମହାପାତ୍ର ଓ ବୀରେନ ସାହୁଙ୍କୁ ଖୁବ ପ୍ରଶଂସା କଲେ…

ଭୁବନେଶ୍ୱର: 'ମନ୍ କୀ ବାତ୍' କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କ ରେଡିଓ ଅଭିଭାଷଣରେ ଓଡ଼ିଶାର ଏକ ଦମ୍ପତିଙ୍କ ଉଲ୍ଲେଖନୀୟ ପ୍ରୟାସକୁ ପ୍ରଶଂସା କରିଛନ୍ତି। ଏକଦା ବେଙ୍ଗାଲୁରୁରେ ମ୍ୟାନେଜମେଣ୍ଟ ପ୍ରଫେସନାଲ ଥିବା ଜୟନ୍ତୀ ମହାପାତ୍ର ଓ ତାଙ୍କ ସ୍ୱାମୀ ବିରେନ ସାହୁ ଏକ…

ଚିଲିକା ହ୍ରଦରେ ଅଟକିଗଲା ଡଙ୍ଗା: ଉଦ୍ଧାର ଅପେକ୍ଷାରେ ଯାତ୍ରୀ

ଚିଲିକା: ଚିଲିକା ହ୍ରଦର ମଝିରେ ଏକ ମୋଟର ଚାଳିତ ଯାତ୍ରୀବାହୀ ଡଙ୍ଗା ବିପଜ୍ଜନକ ପରିସ୍ଥିତିର ସମ୍ମୁଖୀନ ହୋଇଛି। ଡଙ୍ଗାର ଇଞ୍ଜିନରେ ଯାନ୍ତ୍ରିକ ତ୍ରୁଟି ରହିବାରୁ ଏପରି ଅସୁବିଧା ସାମ୍ନା କରିବାକୁ ପଡିଛି। ଜହ୍ନିକୁଦରୁ ସାତପଡ଼ା ଅଭିମୁଖେ ଯାତ୍ରୀଙ୍କୁ ନେଇ ଯାଉଥିବା ଏହି ମୋଟର ଚାଳିତ…

ଜନ୍ମମାଟିରେ ଜମ୍ମୁ କାଶ୍ମୀରର ଓଡ଼ିଆ ପୁଲିସ୍ ଡିଜି

ଭୁବନେଶ୍ୱର: ରାଉରକେଲାରେ ଜମ୍ମୁ କାଶ୍ମୀରର ପୁଲିସ୍ ଡିଜି ରଶ୍ମୀରଞ୍ଜନ ସ୍ୱାଇଁ। ସେ ପ୍ରଥମ ଓଡ଼ିଆ ଭାବେ ଜମ୍ମୁ କାଶ୍ମୀରର ଡିଜି ବନିଛନ୍ତି । ତାଙ୍କ ଘର ରାଉରକେଲାର ସିଭିଲ୍ ଟାଉନ ସିଟିରେ । ଡିଜି ହେବା ପରେ ସେ ପ୍ରଥମଥର ପାଇଁ ଜନ୍ମମାଟି ରାଉରକେଲାକୁ ଆସିଛନ୍ତି । ସେ ଜଣେ ଦକ୍ଷ, ସଚ୍ଚୋଟ…

ଦେବଗଡ଼ ପୁରୁଣାଗଡ଼ ଠାରେ ସ୍କିଲ୍ ଇଣ୍ଡିଆ ସେଣ୍ଟରର ଲୋକାର୍ପଣ କଲେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ଦେବଗଡ଼: ଓଡ଼ିଶାର ଯୁବପିଢିଙ୍କ ସ୍କିଲିଂ ବଢାଇବା ଦିଗରେ ସମ୍ବଲପୁର ଓ ଢେଙ୍କାନାଳ ପରେ ଆଜି ଦେବଗଡ ଠାରେ ଏନଏସଡିସିର ‘ସ୍କିଲ୍ ଇଣ୍ଡିଆ ସେଣ୍ଟର’ (ଏସଆଇସି)ର ଲୋକାର୍ପଣ କରିଛନ୍ତି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଏହି ଅବସରରେ କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ, 'ଦେବଗଡ଼…