Latest Odisha News

BREAKING NEWS

Browsing Category

ଓଡିଶା

Odisha

କିଟ୍‍ ଟିବିଆଇକୁ ବାୟୋସ୍ପେକ୍‍ଟ୍ରମ୍‍ ଏକ୍‍ସେଲେନ୍‍ସ ପୁରସ୍କାର

ଭୁବନେଶ୍ୱର: କିଟ୍‍ ଟେକ୍ନୋଲୋଜି ବିଜିନେସ୍‍ ଇନ୍‍କ୍ୟୁବେଟର୍‍ (କିଟ୍‍-ଟିବିଆଇ)କୁ ସମ୍ମାନଜନକ ବାୟୋସ୍ପେକ୍‍ଟ୍ରମ୍‍ ଏକ୍‍ସେଲେନ୍‍ସ ପୁରସ୍କାର ୨୦୨୧-୨୨ ପ୍ରଦାନ କରାଯାଇଛି । ଦେଶର ସମସ୍ତ ଘରୋଇ ଓ ସରକାରୀ ଇନ୍‍କ୍ୟୁବେଟର ମଧ୍ୟରେ କିଟ୍‍ ଟିବିଆଇ ପ୍ରଥମ ସ୍ଥାନରେ ରହି ଏହି ସମ୍ମାନଜନକ…

ପୁରୀ ରଥଯାତ୍ରାରେ ୧୦ ଲକ୍ଷ ୫୦ ହଜାରରୁ ଅଧିକ ଭକ୍ତଙ୍କୁ ସେବା ଯୋଗାଇଲା ଜେଏସପି ଫାଉଣ୍ଡେସନ

ଭୁବନେଶ୍ୱର: ଜିନ୍ଦଲ ଷ୍ଟିଲ ଆଣ୍ଡ ପାୱାରର ସମାଜକଲ୍ୟାଣ ସଂସ୍ଥା ଜେଏସପି ଫାଉଣ୍ଡେସନ ପକ୍ଷରୁ ବିଶ୍ବ ପ୍ରସିଦ୍ଧ ଜଗନ୍ନାଥ ରଥଯାତ୍ରାରେ ବଡ ଦାଣ୍ଡ ଉପରେ ୧୧ ଦିନ ଧରି ଭକ୍ତ ମାନଙ୍କୁ ରନ୍ଧା ଖାଦ୍ୟ, ଥଣ୍ଡା ପାନୀୟ ଜଳ ଓ ଗ୍ଲୁକୋଜ ଯୋଗାଇ ଦିଆ ଯାଇଥିଲା । ଫାଉଣ୍ଡେସନର ଚେୟାରପର୍ସନ୍ ଶାଲୁ…

ଶେଷ ପର୍ଯ୍ୟାୟରେ ଧବଳେଶ୍ଵର ପୀଠକୁ ସଂଯୋଗ କରୁଥିବା ନୂତନ ସେତୁର ନିର୍ମାଣ କାର୍ଯ୍ୟ

ଭୁବନେଶ୍ବର: ଧବଳେଶ୍ଵର ପୀଠକୁ ସଂଯୋଗ କରୁଥିବା ନୂତନସ୍ଥାୟୀ ସେତୁର ନିର୍ମାଣ କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ଶେଷ ସ୍ପର୍ଶ ଦିଆଯିବା ପରେ ଏହା ସର୍ବସାଧାରଣଙ୍କ ଗମନାଗମନ ନିମନ୍ତେ ଉନ୍ମୁକ୍ତ ରହିବ । ପୂର୍ଣ୍ଣାଙ୍ଗ ସ୍ଥିତି ପରଖିଲେ ପ୍ରମୁଖ ଶାସନ ସଚିବ । ଏଣିକି ସ୍ଥଳପଥ ଦେଇ…

ଜୁନରେ ଓଡ଼ିଶାର ଜିଏସଟି ଆଦାୟରେ ୨୫.୧୩ ପ୍ରତିଶତ ଅଭିବୃଦ୍ଧି

ଭୁବନେଶ୍ୱର: ଗତବର୍ଷ ଜୁନ୍ ମାସ ତୁଳନାରେ ୨୦୨୩ ଜୁନ୍ ମାସରେ ଓଡ଼ିଶାର ଜିଏସଟି ଆଦାୟ ବଢ଼ିଛି । ଗତବର୍ଷ ଜୁନ୍ ତୁଳନାରେ ଜିଏସିଟ ସଂଗ୍ରହ ୨୫.୧୩ ପ୍ରତିଶତ ଅଭିବୃଦ୍ଧି ହୋଇଛି । ୨୦୨୩ ଜୁନ୍ ମାସରେ ରାଜ୍ୟ ଜିଏସଟି ଓ ସମନ୍ୱିତ ଜିଏସଟି ବାବଦକୁ ୧୭୩୨.୪୯ କୋଟି ସଂଗ୍ରହ କରିଛି । ଯେତେବେଳେ କି…

ଅଫିସ୍ ସମୟରେ ବେଫିକର ବିଡିଓ, ଲୋକଙ୍କ ସମସ୍ୟା ନ ଶୁଣି କାଟୁଛନ୍ତି ଜନ୍ମଦିନ କେକ୍

ନବରଙ୍ଗପୁର: ଲୋକଙ୍କ ସମସ୍ୟା ଶୁଣିବା ଓ ସମାଧାନ କରିବା ଲାଗି ବ୍ଲକରେ ଗୋଷ୍ଠୀ ଉନ୍ନୟନ ଅଧିକାରୀ ବା ବିଡିଓ ରହିଛନ୍ତି । ହେଲେ ନବରଙ୍ଗପୁର ଜିଲ୍ଲା ପାପଡ଼ାହାଣ୍ଡି ବ୍ଲକରେ ଥିବା ବିଡିଓ ଅଫିସ୍ ସମୟରେ ଲୋକଙ୍କ ସମସ୍ୟା ନ ଶୁଣି ଜନ୍ମଦିନ କେକ୍ କାଟୁଛନ୍ତି । ବ୍ଲକ୍ ଅଫିସ୍ ବାରଣ୍ଡାରେ ଏକାଧିକ…

ଆରବିଆଇ ଭୁବନେଶ୍ୱରର ଆଞ୍ଚଳିକ ନିର୍ଦ୍ଦେଶକ ଭାବେ ଦାୟିତ୍ୱ ଗ୍ରହଣ କଲେ ସାରଦା ପ୍ରସନ୍ନ ମହାନ୍ତି

ଭୁବନେଶ୍ୱର: ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ, ଭୁବନେଶ୍ୱରର ଆଞ୍ଚଳିକ ନିର୍ଦ୍ଦେଶକ ଭାବେ କାର୍ଯ୍ୟଭାର ଗ୍ରହଣ କରିଛନ୍ତି ସାରଦା ପସନ୍ନ ମହାନ୍ତି । ଏହା ପୂର୍ବରୁ ଶ୍ରୀ ମହାନ୍ତି ଆରବିଆଇର ଭୁବନେଶ୍ୱର କାର୍ଯ୍ୟାଳୟ ସହ ମୁଖ୍ୟାଳୟ ମୁମ୍ବାଇ, ଦିଲ୍ଲୀ ଓ କୋଲକାତାରେ କାର୍ଯ୍ୟ କରି ସଫଳତା…

୭ ବର୍ଷ ତଳେ ହାତୀ ନେଇଥିଲା ବାପାଙ୍କ ଜୀବନ, ଏବେ ପୁଅକୁ କଚାଡ଼ି ମାରି ଦେଲା

ଢେଙ୍କାନାଳ: ଭାଇ ଚାଲିଗଲା… ହାତୀ ମାଆର ସିନ୍ଦୂର ପୋଛି ଆମକୁ ବାପ ଛେଉଣ୍ଡ କରିଥିଲା… ଏବେ ଭାଉଜ ହାତରୁ ଶଙ୍ଖା ଭାଙ୍ଗି ଦେଇଛି । ହାତୀ ମୋ ଭାଇକୁ ମାରି ଦେଇଛି ।… କୋହଭରା କଣ୍ଠ, ଅବୁଝା ମନ ଓ ଅଶ୍ରୁଭରା ଆଖି ଭାଇର ମଲାଦେହକୁ ଦେଖି ପାରୁନି । ମାଆ ବାହୁନି କାନ୍ଦୁଛି… ସ୍ତ୍ରୀ ବୁକୁ ଫାଟି…

ଟିପିଏସ୍ଓଡିଏଲକୁ ‘ରାଜ୍ୟସ୍ତରୀୟ ବିଦ୍ୟୁତ ସୁରକ୍ଷା ପୁରସ୍କାର ୨୦୨୩’ ସମ୍ମାନ

ବ୍ରହ୍ମପୁର: ବ୍ରହ୍ମପୁର ସର୍କଲ୍ ଅଧୀନସ୍ଥ ୩୩/୧୧ ଖଣ୍ଡଦେଉଳି ପ୍ରାଥମିକ ସବ୍-ଷ୍ଟେସନରେ ଗ୍ରହଣ କରାଯାଇଥିବା ଶ୍ରେଷ୍ଠ ବିଦ୍ୟୁତ୍ ସୁରକ୍ଷା ବ୍ୟବସ୍ଥା ପାଇଁ ଟିପି ସଦର୍ଣ୍ଣ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ ଲିମିଟେଡ୍ (ଟିପିଏସ୍ଓଡିଏଲ)କୁ ‘ରାଜ୍ୟସ୍ତରୀୟ ବିଦ୍ୟୁତ ସୁରକ୍ଷା ପୁରସ୍କାର ୨୦୨୩’ରେ…

ରାଜ୍ୟରେ ସକ୍ରିୟ ହେଉଛନ୍ତି ମାଓବାଦୀ ! ରାୟଗଡାରେ ପୋଡ଼ାଜଳା ପରେ ନୂଆପଡାରୁ ଠାବ ହେଲା ମାଓକ୍ୟାମ୍ପ

ନୂଆପଡା: ପୁଣି ମାତିଲେ ମାଓବାଦୀ । ଦକ୍ଷିଣ ଓଡ଼ିଶାରେ ପୁଣି ସକ୍ରିୟ ହେଉଛନ୍ତି ମାଓବାଦୀ । ରାୟଗଡାରେ ଲାଲବାହିନୀର ତାଣ୍ଡବ ପରେ ନୂଆପଡାରେ ଠାବ ହୋଇଛି ମାଓ କ୍ୟାମ୍ପ । ନୂଆପଡ଼ା ଜିଲ୍ଲା ସିନାପାଲି ଥାନା ଝୋଲାପଡା ଗାଁ ନିକଟ ଜଙ୍ଗଲରୁ ମାଓ କ୍ୟାମ୍ପ ଠାବ ହୋଇଛି । ଏଠାରୁ ବିପୁଳ ପରିମାଣର…

ଝାରପଡ଼ା ଗୁଳିମାଡ଼ ଘଟଣା: ଗିରଫ ହେଲା ମୁଖ୍ୟ ଅଭିଯୁକ୍ତ ପ୍ରଭାତ ମାର୍ଥା

ଭୁବନେଶ୍ୱର: ଝାରପଡ଼ାରେ ଗାଡ଼ି ସାଇଡ଼୍ ମରା ଘଟ଼ଣାକୁ ନେଇ ହୋଇଥିବା ଗୁଳିମାଡ଼ ଘଟଣାର ମୁଖ୍ୟ ଅଭିଯୁକ୍ତ ପ୍ରଭାତ ମାର୍ଥା ଗିରଫ । ଅଭିଯୁକ୍ତ ପ୍ରଭାତ ମାର୍ଥା ସହ ଅନ୍ୟ ଏକ ସହଯୋଗୀକୁ ଗିରଫ କରିଛି ପୋଲିସ । ପୂର୍ବରୁ ପୋଲିସ ୨ଜଣଙ୍କୁ ଗିରଫ କରିଥିଲା । ଏହି ଦୁଇ ଜଣଙ୍କୁ ମିଶାଇ ଏପର୍ଯ୍ୟନ୍ତ ମୋଟ…