Latest Odisha News

BREAKING NEWS

Browsing Category

ଓଡିଶା

Odisha

ଧନୁଯାତ୍ରା ୨୦୨୪: ଭଗବାନ ଶ୍ରୀକୃଷ୍ଣଙ୍କ ଯାମଳାର୍ଜୁନ ଭଞ୍ଜନ ଓ କାଳୀୟ ନାଗର ଦର୍ପ ଦଳନ

ବରଗଡ: ବିଶ୍ୱ ପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା ପଞ୍ଚମ ଦିନରେ ପହଞ୍ଚିଛି। ଭଗବାନ ଶ୍ରୀକୃଷ୍ଣଙ୍କ ଲୀଳା ତଥା ଅଲୌକିକ ଶକ୍ତି ଦିନକୁ ଦିନ ଗୋପପୁର ସମେତ ଆଖ ପାଖ ଅଞ୍ଚଳରେ ପ୍ରଚାରିତ ହେବାକୁ ଲାଗିଛି। ବରଗଡ଼ ଧନୁଯାତ୍ରାର ପଞ୍ଚମ ଦିନରେ କୃଷ୍ଣ-ବଳରାମଙ୍କ ବାଲ୍ୟ ଲୀଳା ଅଭିନୀତ ହୋଇଥିଲା। କୃଷ୍ଣବଳରାମ…

ପୂର୍ବତନ ବିଧାୟକ ଜୟନାରାୟଣ ମହାନ୍ତିଙ୍କ ପରଲୋକ

ବାଲେଶ୍ବର: ଆରପାରିରେ ବାଲେଶ୍ୱର ଜିଲ୍ଲା ଜଳେଶ୍ଵରର ପୂର୍ବତନ ବିଧାୟକ ଜୟ ନାରାୟଣ ମହାନ୍ତି । ଅସୁସ୍ଥ ହୋଇ କିଛି ଦିନ ପୂର୍ବେ ଭୁବନେଶ୍ୱର ସ୍ଥିତ ଏମସରେ ଚିକିତ୍ସାଧୀନ ଥିଲେ । ଆଜି ସକାଳେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି । ମୃତ୍ୟୃ ବେଳକୁ ତାଙ୍କୁ ୭୪ ବର୍ଷ ହୋଇଥିଲା ।…

ପବିତ୍ର ଶାମ୍ବ ଦଶମୀ: ଘରେ ଘରେ ମହକୁଛି ପିଠା, ମିଠାର ବାସ୍ନା, କୋଣାର୍କରେ ହେବ ସୂର୍ଯ୍ୟଦେବଙ୍କ ରଥ ଯାତ୍ରା

ଭୁବନେଶ୍ଵର: କେଉଁ ଆଦିମ ଓ ବୈଦିକ କାଳରୁ ଆଦିଦେବତା ଭାବରେ ସୂର୍ଯ୍ୟ ଉପାସିତ ହୋଇ ଆସିଛନ୍ତି। ସେ ହିଁ ପୃଥିବୀର ସକଳ ଶକ୍ତିର ଆଧାର। ତେଣୁ ଗୃହାଙ୍ଗନଠାରୁ ମନ୍ଦିର ପର୍ଯ୍ୟନ୍ତ, ସର୍ବତ୍ର ସୂର୍ଯ୍ୟ ପୂଜନକୁ ପ୍ରାଥମିକତା ଦିଆଯାଇଥାଏ। ପ୍ରତ୍ୟେକ ଦିନ ସ୍ନାନାନ୍ତେ ସୂର୍ଯ୍ୟଙ୍କୁ ଜଳ ଅର୍ପଣ…

ନୟାଗଡ଼ରେ ହେବ ରାମ ମନ୍ଦିର ପ୍ରତିଷ୍ଠା, କଣ ରହିଛି ଅଯୋଧ୍ୟା ସହିତ ସମ୍ପର୍କ

ନୟାଗଡ଼: ଆସନ୍ତା ୨୨ ତାରିଖରେ ଅଯୋଧ୍ୟାରେ ରାମଲଲ୍ଲାଙ୍କ ପ୍ରାଣ ପ୍ରତିଷ୍ଠା ହେବାକୁ ଯାଉଛି। ଏନେଇ ସମଗ୍ର ଦେଶ ଏବେ ରାମମୟ ହୋଇଛି। ତେବେ ଏହି ୨୨ ତାରିଖ କେବଳ ଦେଶ ପାଇଁ ଗୁରୁତ୍ତ୍ୱପୂର୍ଣ୍ଣ ତାରିଖ ନୁହେଁ, ଆମ ରାଜ୍ୟ ପାଇଁ ମଧ୍ୟ ଏହି ତାରିଖଟି ବେଶ ମହତ୍ତ୍ୱ ରଖିଛି। କାହିଁକି ନା ଏହି ଦିନ…

କନିଷ୍ଠ ଶିକ୍ଷକ ନିଯୁକ୍ତି ଉପରେ ରୋକ ଲଗାଇଲେ ହାଇକୋର୍ଟ

ଭୁବନେଶ୍ୱର: କନିଷ୍ଠ ଶିକ୍ଷକ ନିଯୁକ୍ତି ଉପରେ ରୋକ ଲଗାଇଛନ୍ତି ହାଇକୋର୍ଟ। କନିଷ୍ଠ ନିଯୁକ୍ତିରେ ହୋଇଥିବା ଦୁର୍ନିତୀକୁ ନେଇ ହାଇକୋର୍ଟରେ ଏକ ମାମଲା ରୁଜୁ ହୋଇଥିଲା। ଯାହାର ଶୁଣାଣି କରି ହାଇକୋର୍ଟ ନିଯୁକ୍ତି ପ୍ରକ୍ରିୟା ଉପରେ ରହିତାଦେଶ ଦେଇଛନ୍ତି। ଫଳରେ ପରବର୍ତ୍ତି ଶୁଣାଣି ପର୍ଯ୍ୟନ୍ତ…

ବ୍ୟାଟେରୀ ଓ ହ୍ୱାଇଟ୍ ଆଲୁମିନା ଉତ୍ପାଦନ ପାଇଁ ହିଣ୍ଡାଲକୋ ଓଡ଼ିଶାରେ ୮୦୩ କୋଟି ଟଙ୍କା ନିବେଶ କରିବ

ଝାରସୁଗୁଡା: ବିଶ୍ୱର ସର୍ବବୃହତ ଆଲୁମିନିୟମ ରୋଲିଂ ଆଣ୍ଡ୍ ରିସାଇକ୍ଲିଂ କମ୍ପାନି ହିଣ୍ଡାଲ୍କୋ ଦୁଇଟି ନୂଆ ପ୍ରକଳ୍ପ ସହ ଓଡ଼ିଶାରେ ନିଜର ଉପସ୍ଥିତି ଆହୁରି ଦୃଢ କରିବାକୁ ଯୋଜନା ଘୋଷଣା କରିଛି। ୨୫ ହଜାର ଟନ୍ ଉଚ୍ଚମାନର ଆଲୁମିନିୟମ ତିଆରି ପାଇଁ ପ୍ରାରମ୍ଭିକ କ୍ଷମତା ବିଶିଷ୍ଟ ଏହି…

ଥାନାରେ ପଡ଼ି ରହିଥିବା ଜବତ ଗାଡ଼ି ଉପରେ ନୀତି ପ୍ରସ୍ତୁତ କରିବାକୁ ପରିବହନ କମିଶନରଙ୍କୁ ନିର୍ଦ୍ଦେଶ

କଟକ: ପୁଲିସ, ଅବକାରୀ ଓ ବନ ବିଭାଗ ଜବତ କରିଥିବା ଗାଡ଼ିଗୁଡ଼ିକୁ ଛାଡିବା ପ୍ରସଙ୍ଗରେ ଏକ ନୀତି ପ୍ରସ୍ତୁତ କରିବାକୁ ଓଡ଼ିଶା ହାଇକୋର୍ଟ ରାଜ୍ୟ ସରକାରଙ୍କ ପରିବହନ କମିସନରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। କୋର୍ଟ କହିଛନ୍ତି ଯେ, ଖୋଲାରେ ପଡ଼ି ଖରା ଓ ବର୍ଷାର ସଂସ୍ପର୍ଶରେ ଆସିଥିବା ଜବତ…

ଡ୍ୟାମ୍ ସୁରକ୍ଷା କ୍ଷେତ୍ରରେ ଓଡ଼ିଶା ଅନ୍ୟ ରାଜ୍ୟ ପାଇଁ ଉଦାହରଣ: ବିଶ୍ବବ୍ୟାଙ୍କ ବୈଠକରେ ବିଶେଷଜ୍ଞ

ଭୁବନେଶ୍ୱର: ଶୁକ୍ରବାର ବିଶ୍ବବ୍ୟାଙ୍କର ସମୀକ୍ଷା ବୈଠକରେ ବିଶେଷଜ୍ଞମାନେ ଓଡ଼ିଶାର ଡ୍ୟାମ୍ (ବନ୍ଧ) ସୁରକ୍ଷା ଓ ଆନୁଷଙ୍ଗିକ କାର୍ଯ୍ୟକଳାପକୁ ପ୍ରଶଂସା କରିବା ସହ ଏହାକୁ ଅନ୍ୟ ରାଜ୍ୟ ପାଇଁ ଆଦର୍ଶ ବୋଲି କହିଛନ୍ତି। ଜାନୁଆରୀ ୧୮ ଓ ୧୯ ତାରିଖରେ ଭୁବନେଶ୍ୱରରେ ଅନୁଷ୍ଠିତ ଏହି ବୈଠକରେ…

ଏନଆଇଟି ସମାବର୍ତ୍ତନ ଉତ୍ସବରେ ପ୍ରଦର୍ଶିତ ହେବ ଓଡ଼ିଶାର ସଂସ୍କୃତି ଓ ଐତିହ୍ୟ, ୫୯ ବ୍ରାଞ୍ଚ ଟପ୍ପର ପାଇବେ ମେଡାଲ

ରାଉରକେଲା: ଏନଆଇଟି ରାଉରକେଲାର ୨୧ତମ ବାର୍ଷିକ ସମାବର୍ତ୍ତନ ଉତ୍ସବ ଆସନ୍ତାକାଲି (୨୦ ତାରିଖରେ) ଦିଲ୍ଲୀପ ତିର୍କୀ ଷ୍ଟାଡିୟମରେ ଅନୁଷ୍ଠିତ ହେବ। ଯେଉଁଥିରେ ୧୯୮୮ ଜଣ ଛାତ୍ରଛାତ୍ରୀ ବିଭିନ୍ନ ବିଭାଗରେ ଡିଗ୍ରୀ ହାସଲ କରିବେ। ଏହି ଅନୁଷ୍ଠାନରେ ଚଳିତ ବର୍ଷ ସ୍ନାତକ ହାସଲ କରିଥିବା ଛାତ୍ରୀଙ୍କ…