Latest Odisha News

BREAKING NEWS

Browsing Category

ଓଡିଶା

Odisha

ହୋଟେଲରୁ ଉଦ୍ଧାର ହେଲା ଏସବିଆଇ ମ୍ୟାନେଜରଙ୍କ ମୃତଦେହ, ଚାରି ଦିନ ତଳେ ବଦଳି ହୋଇ ଆସିଥିଲେ

ଭୁବନେଶ୍ୱର: ଭାରତୀୟ ଷ୍ଟେଟ ବ୍ୟାଙ୍କର ଜଣେ ମ୍ୟାନେଜରଙ୍କ ମୃତଦେହ ଦେବଗଡ଼ ଜିଲ୍ଲାର ଏକ ହୋଟେଲରୁ ଉଦ୍ଧାର ହେବା ଘଟଣା ଏବେ ରହସ୍ୟ ଘେରରେ ରହିଛି। ମୃତକ ଜଣକ ସମ୍ବଲପୁର ଜିଲ୍ଲା ଅଇଁଠାପାଲି ଅଞ୍ଚଳର ସୁବାସ ଅଗ୍ରଓ୍ବାଲ ବୋଲି ଜଣାପଡ଼ିଛି। ଏହାର ଠିକ୍ ୪ ଦିନ ପୂର୍ବରୁ ଏସବିଆଇରେ ମ୍ୟାନେଜର…

ନା ନଧରି ବିଜେଡି ସୁପ୍ରିମୋଙ୍କୁ ବିଜେପି ସଭାପତିଙ୍କ ଟାର୍ଗେଟ, ରଣନୀତି ନା ବାଧ୍ୟବାଧକତା?

ଭୁବନେଶ୍ୱର: ପ୍ରସଙ୍ଗ ଉଠାଇ ସିଧା ରାଜ୍ୟ ସରକାର ତଥା ଶାସକ ଦଳ ବିଜୁ ଜନତା ଦଳକୁ ଟାର୍ଗେଟ କରୁଛି ବିରୋଧୀ ବିଜେପି। କିନ୍ତୁ ଯାହାଙ୍କୁ ନେଇ ଏହି ପ୍ରସଙ୍ଗ ତାଙ୍କ ନା ନେବାକୁ ବିଜେପି କାହିଁକି ପଛଘୁଞ୍ଚା ଦେଉଛି ତାହା ହେଉଛି ଏବେ ବଡ ପ୍ରସଙ୍ଗ। ଦଳର ରାଷ୍ଚ୍ରୀୟ ସଭାପତି ଜେ.ପି ନଡ୍ଡା…

ଭାରତର ଶ୍ରେଷ୍ଠ ବୈଜ୍ଞାନିକଙ୍କ ମଧ୍ୟରେ ସୋଆର ଦୁଇ ଗବେଷକ

ଭୁବନେଶ୍ୱର: ଶିକ୍ଷା ଓ ଅନୁସନ୍ଧାନ (ସୋଆ) ବିଶ୍ୱବିଦ୍ୟାଳୟରେ କାର୍ଯ୍ୟରତ ଦୁଇ ଜଣ ବରିଷ୍ଠ ବୈଜ୍ଞାନିକଙ୍କୁ ୨୦୨୩ ନିମନ୍ତେ ସେମାନଙ୍କ ନିଜ ଗବେଷଣା କ୍ଷେତ୍ରରେ ଭାରତର ସର୍ବୋଚ୍ଚ ୧୦ ଜଣ ଗବେଷକଙ୍କ ମଧ୍ୟରେ ସ୍ଥାନ ମିଳିଛି । ପ୍ରଫେସର ପ୍ରଦୀପ୍ତ କିଶୋର ଦାଶ ଓ ପ୍ରଫେସର କୁଳମଣି…

ସାରା ଓଡ଼ିଶାକୁ ଅଗ୍ରସର ହେଲା ମୌସୁମୀ, ୨ ଦିନ ପ୍ରବଳ ବର୍ଷା ନେଇ ଅରେଞ୍ଜ ୱାର୍ଣ୍ଣିଂ ଜାରି

ଭୁବନେଶ୍ୱର: ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ସମ୍ପୂର୍ଣ୍ଣ ଓଡ଼ିଶାକୁ ଅଗ୍ରସର ହୋଇଛି । ଏଥିସହ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଲାଗି ରହିଛି । ଗତ ୨୪ ଘଣ୍ଟା ରେ ରାଜ୍ୟରେ ୨୧.୩ ମିମି ବର୍ଷା ରେକର୍ଡ କରାଯାଇଛି ଯାହା କି ସ୍ୱାଭାବିକ ବର୍ଷା ୮.୯ ମିମି ତୁଳନାରେ ୧୩୯ ପ୍ରତିଶତ ଅଧିକ ।…

ବାବୁଙ୍କ ଘର ନା ଟଙ୍କାର ଭଣ୍ଡାର ? ବାହାରୁଛି ପେଟି ପେଟି ୫୦୦ ଟଙ୍କାର ବଣ୍ଡଲ

ଭୁବନେଶ୍ୱର: ବାବୁଙ୍କ ଘର ନୁହେଁ ତ ଟଙ୍କାର ଭଣ୍ଡାର । ଯେମିତି  ବାବୁଙ୍କ ଘରେ ଅଛି ଟଙ୍କାର ମେସିନ । ଖାଲି ବାହାରୁଛି ୫୦୦ଟଙ୍କିଆ ନୋଟ । ସେ ପୁଣି ପେଟି ଭିତରୁ । ଟଙ୍କା ଗଣି ଗଣି ଥକି ଗଲେଣି ଭିଜିଲାନ୍ସ ଟିମ । ଆମେ କହୁଛୁନବରଙ୍ଗପୁର ଅତିରିକ୍ତ ଉପଜିଲ୍ଲାପାଳ ପ୍ରଶାନ୍ତ ରାଉତଙ୍କ କଥା ।…

ଆସୁଛି ନୂଆ ନିୟମ: ଏଣିକି ଦିନରେ ଶସ୍ତାହେବ ବିଜୁଳି, ରାତିରେ ମହଙ୍ଗା

ଭୁବନେଶ୍ୱର: ବିଦ୍ୟୁତ ନିୟମାବଳୀରେ ପରିବର୍ତ୍ତନ ଆଣିଛନ୍ତି  କେନ୍ଦ୍ର ସରକାର ।  ଏହି ପରିବର୍ତ୍ତନଗୁଡ଼ିକ ହେଲା ଟାଇମ୍‌ ଅଫ୍‌ ଡେ (ଟିଓଡି) ଶୁଳ୍କ ବ୍ୟବସ୍ଥାର ପ୍ରଚଳନ କରିବା ଏବଂ ମିଟରିଂ ବ୍ୟବସ୍ଥାକୁ ତର୍କସଙ୍ଗତ କରିବା।  ପରିବର୍ତ୍ତିତ ନିୟମ ଅନୁସାରେ ଏଣିକି ଉପଭୋକ୍ତାଙ୍କୁ ଦୁଇ ପ୍ରକାର…

ଗିରଫ ହେଲେ ପୂର୍ବତନ ସମାଜ ମଙ୍ଗଳ ଅଧିକାରୀ:ରଖିଥିଲେ ୧୪୫% ଆୟ ବହିର୍ଭୂତ ସମ୍ପତ୍ତି

ଭୁବନେଶ୍ୱର:  ଭଦ୍ରକର ପୂର୍ବତନ ଡିଏସଡବ୍ଲୁଓ ତଥା ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ଜୟନ୍ତୀ ବେହେରାଙ୍କ ଘରୁ କୋଟି କୋଟି ଟଙ୍କାର ଆୟ ବହିର୍ଭୂତ ସମ୍ପତ୍ତି ଠାବ କରିବା ପରେ ତାଙ୍କୁ ଗିରଫ କରିଛି ଭିଜିଲାନ୍ସ ।  ନିଜ ଆୟଠାରୁ  ୧୪୫ ପ୍ରତିଶତ ଅଧିକ ସମ୍ପତ୍ତି ତାଙ୍କ ଘରୁ ଜବତ କରିଛି…

ପ୍ରେମ ନିବେଦନକୁ ପ୍ରତ୍ୟାଖାନ କରିବାରୁ ଛୁରାମାଡ; ଦୁଇଦିନ ପରେ ଆଖି ବୁଜିଲେ ଯୁବତୀ

ଭୁବନେଶ୍ୱର: ପ୍ରେମ ନିବେଦନକୁ ପ୍ରତ୍ୟାଖାନ କରିବାରୁ  ଜୀବନ ଗଲା । ଏକତରଫା ପ୍ରେମିକ ଛୁରି ଭୁଷିଦେଲା । ଗୁରୁତର ଅବସ୍ଥାରେ ଡାକ୍ତରଖାନା ବିଛଣାରେ ମୃତ୍ୟୁ ସହ ଲଢୁଥିଲେ ଯୁବତୀ । ଦୁଇ ଦିନ ପରେ ଆଖି ବୁଜି ଦେଇଛନ୍ତି । ଏ ଘଟଣା ଖୋଦ ରାଜଧାନୀର । ଦୁଇଦିନ ପୂର୍ବେ ରାଜଧାନୀରେ ଜଣେ…

ଭବାନୀପାଟଣାରେ ନଡ୍ଡା: ବିଜେଡି ସରକାରର ୨୩ ବର୍ଷର ଅପାରଗତାର ହିସାବ ଦେଲେ

କଳାହାଣ୍ଡି:  ଭବାନୀପାଟଣାରେ ବିଜେପି ଜାତୀୟ ଅଧ୍ୟକ୍ଷ ଜେପି ନଡ୍ଡା । ଓଡ଼ିଶା ଗସ୍ତରେ ଆସି ବିଜେପି ଜାତୀୟ ଅଧ୍ୟକ୍ଷ ନଡ୍ଡା ଭବାନୀପାଟଣାରେ ପହଞ୍ଚିଛନ୍ତି । ସ୍ୱତନ୍ତ୍ର ହେଲିକପ୍ଟରରେ ବୁର୍ଲା ଏମସିଏଲ ଗେଷ୍ଟ ହାଉସରୁ ବାହାରି ପହଞ୍ଚିଥିଲେ ଭବାନୀପାଟଣା ବିଶ୍ୱବିଦ୍ୟାଳୟ ପଡିଆରେ ।…

ଭିଜାଉଛି ମୌସୁମୀ ବର୍ଷା: ୨୪ ଘଣ୍ଟାରେ ୧୬ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା

ଭୁବନେଶ୍ୱର: କିଛିଦିନର ଅପେକ୍ଷା ପରେ ଓଡ଼ିଶା ଛୁଇଁଛି ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ। ମାଲକାନଗିରି, କୋରାପୁଟ, ଗଜପତି ଜିଲ୍ଲା ଦେଇ ଓଡ଼ିଶାକୁ ପ୍ରବେଶ କରିଛି ମୌସୁମୀ। ଆଉ ମାତ୍ର ୨ ଦିନ ମଧ୍ୟରେ ମୌସୁମୀ ବାୟୁ ସାରା ଓଡ଼ିଶାକୁ ଛୁଇଁବ ବୋଲି ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ ବିଜ୍ଞାନ…