Latest Odisha News

BREAKING NEWS

Browsing Category

ଓଡିଶା

Odisha

ଜାନୁଆରୀ ମାସ ଛୁଟି ଦିନରେ ଖୋଲା ରହିବ ଲୋକସେବା ଭବନ ଉଦ୍ୟାନ

ଭୁବନେଶ୍ବର: ସର୍ବସାଧାରଣଙ୍କ ପରିଦର୍ଶନ ଲାଗି ଚଳିତ ମାସ ଛୁଟି ଦିନରେ ଲୋକସେବା ଭବନ ଉଦ୍ୟାନ ବୁଲିପାରିବେ ସାଧାରଣ ଲୋକ । ଆସନ୍ତାକାଲି ଠାରୁ ଲୋକସେବା ଭବନ ଉଦ୍ୟାନ ସାଧାରଣ ଜନତାଙ୍କ ପାଇଁ ଖୋଲା ରହିବ। ସର୍ବସାଧାରଣଙ୍କ ନିମନ୍ତେ ଚଳିତ ଜାନୁଆରି ମାସର ରବିବାର ସମେତ ଅନ୍ୟ ସମସ୍ତ ଛୁଟି…

ବ୍ରାଉନସୁଗାର କାରବାରବେଳେ ମାଡିବସିଲା ପୋଲିସ, ୨ ଗିରଫ

ଭୁବନେଶ୍ବର: ରାଜଧାନୀରେ ଥମୁନି ଧଳା ଜହର କାରବାର । ଆଜି ବ୍ରାଉନ ସୁଗାର କାରବାର ବେଳେ ଦୁଇ ଜଣଙ୍କୁ କାବୁ କଲା କ୍ୟାପିଟାଲ ଥାନା ପୋଲିସ । ଗିରଫ ଅଭିଯୁକ୍ତ ହେଲେ ଧଉଳି ଥାନା ଅନ୍ତର୍ଗତ କାଳପଡା ଗାଁ ର ବିଶ୍ବରଞ୍ଜନ ସାହୁ ଓରଫ ଆଲୋକ(୨୬) ଅନ୍ୟ ଜଣକ ଯାଜପୁର ଜିଲ୍ଲା କଟିଆ ଗାଁ ର ତ୍ରିଲୋଚନ…

ଆଇନ ମନ୍ତ୍ରୀ ଜଗନ୍ନାଥ ସାରକାଙ୍କ ଗାଡ଼ି ଧକ୍କାରେ ୪ ବର୍ଷର ବାଳକ ଗୁରୁତର

ଭୁବନେଶ୍ୱର: ଆଇନ ମନ୍ତ୍ରୀ ଜଗନ୍ନାଥ ସାରକାଙ୍କ ଗାଡ଼ି ଧକ୍କାରେ ୪ ବର୍ଷର ବାଳକ ଗୁରୁତର ହୋଇପଡ଼ିଛି। ରାୟଗଡା ଜିଲ୍ଲା କୋଲନେରା ବ୍ଲକ ବେଲକଣା ଛକ ନିକଟରେ ଏହି ଦୁର୍ଘଟଣା ଘଟିଥିବା ସୂଚନା ରହିଛି। ଏବେ ଗୁରୁତର ଜଣଙ୍କ ରାୟଗଡା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇଛି। ଆହତ…

ହାଇଟେକ୍ ହସ୍ପିଟାଲ ବିସ୍ଫୋରଣ ଘଟଣା: ଡାକ୍ତରଖାନା ବିରୁଦ୍ଧରେ ଏତଲା ଦେଲେ ଦିଲ୍ଲୀପଙ୍କ ମା’

ଭୁବନେଶ୍ବର: ହାଇଟେକ୍ ହସ୍ପିଟାଲ ବିସ୍ଫୋରଣ ଘଟଣା । ଦିଲ୍ଲୀପଙ୍କ ମୃତ୍ୟୁ ପରେ ହସ୍ପିଟାଲ ପରିସରରେ ଦେଖାଦେଇଛି ପ୍ରବଳ ଉତ୍ତେଜନା । ଦିଲ୍ଲୀପଙ୍କୁ ହସ୍ପିଟାଲ କର୍ତ୍ତୃପକ୍ଷ ଜାଣିଶୁଣି ମାରିଦେଇଥିବା ଅଭିଯୋଗ ଆଣିଲେ ପରିବାର ଲୋକେ । ଏନେଇ ମଞ୍ଚେଶ୍ୱର ଥାନାରେ ଏତଲା ଦେଇଛନ୍ତି ମୃତ ଦିଲ୍ଲୀପ…

ସୁନ୍ଦରଗଡ଼: ଦ୍ବିତୀୟ ଦିନରେ ବ୍ୟବସାୟୀଙ୍କ ଠିକଣାରେ ଆଇଟି ଚଢ଼ାଉ

ସୁନ୍ଦରଗଡ଼: ଜଣେ ବ୍ୟବସାୟୀଙ୍କ ବାସଭବନ ଓ କାର୍ଯ୍ୟାଳୟ ଉପରେ ଆୟକର ବିଭାଗର ଚଢ଼ାଉ ଶନିବାର ଦ୍ବିତୀୟ ଦିନରେ ଜାରି ରହିଛି। ମିଳିଥିବା ସୂଚନା ଅନୁଯାୟୀ, ଟିକସ ଠକେଇ ଅଭିଯୋଗରେ ଆଇଟି ଅଧିକାରୀମାନେ ଶୁକ୍ରବାର ବ୍ୟବସାୟୀ କଲେଜ ରୋଡ ସ୍ଥିତ ବିଭୁ ପଣ୍ଡାଙ୍କ ଉପରେ ଚଢ଼ାଉ ଜାରି ରଖିଛନ୍ତି।…

ଖୋର୍ଦ୍ଧା-ବଲାଙ୍ଗିର ରେଳପଥରେ ପ୍ରଥମ ଥର ପାଇଁ ଦଶପଲ୍ଲାକୁ ଗଡ଼ିଲା ୪ଟି ଟ୍ରେନ୍

ଭୁବନେଶ୍ଵର: ବହୁତ ଦିନର ଅପେକ୍ଷା ପରେ ନୟାଗଡ଼ ଜିଲ୍ଲା ଦଶପଲ୍ଲାରୁ ଗଡ଼ିଲା ଟ୍ରେନ। ଆଜି କେନ୍ଦ୍ର ରେଳମନ୍ତ୍ରୀ ଅଶ୍ଵିନୀ ବୈଷ୍ଣବ ଦଶପଲ୍ଲା ରେଳ ଷ୍ଟେସନର ଉଦଘାଟନ କରିବା ସହ ପତାକା ଦେଖାଇ ଏଠାରୁ ଟ୍ରେନ ଚଳାଚଳର ଶୁଭାରମ୍ଭ କରିଛନ୍ତି। ଏହି ଟ୍ରେନ ସଂପ୍ରସାରଣ ହେବା ଦ୍ୱାରା ଦଶପଲ୍ଲା ସହିତ…

ଆଜିଠୁ ରାଜ୍ୟବ୍ୟାପୀ ଶ୍ରୀଜଗନ୍ନାଥ ରଥ ପରିକ୍ରମା

ପୁରୀ: ଶ୍ରୀମନ୍ଦିର ଯାତ୍ରୀ ପରିକ୍ରମା ପ୍ରକଳ୍ପ ଆସନ୍ତା ୧୭ ତାରିଖରେ ଲୋକାର୍ପିତ ହେବ । ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ଉତ୍ସବ ପୂର୍ବରୁ ପ୍ରଚାର ପ୍ରସାର ପାଇଁ ପଞ୍ଚାୟତରାଜ ବିଭାଗ ପକ୍ଷରୁ ରାଜ୍ୟ ବ୍ୟାପୀ ଶ୍ରୀଜଗନ୍ନାଥ ରଥ ପରିକ୍ରମା କରିବା ଆରମ୍ଭ କରିଛି । ରାଜ୍ୟରେ ସମସ୍ତ ପଞ୍ଚାୟତ,…

ପୁରୀରେ ବେଳାଭୂମିରେ ମରି ପଡିଛନ୍ତି ୧୦ କଇଁଛ, ପୋଷ୍ଟମର୍ଟମ ନକରି ବାଲି ଖୋଳି ପୋତିଲା ବନ ବିଭାଗ

ପୁରୀ: ବିପଦରେ ଅଲିଭ ରିଡଲେ କଇଁଛ । ପୁରୀ ଉପକୂଳରେ ଦେଖାଦେଇଛି କଇଁଛ ମଡକ । ଗତକାଲି ରାତିରେ ପୁରୀ ବେଳାଭୂମିରେ ପ୍ରାୟ ୧୦ ଟି କଇଁଛ ମରି ପଡିଥିବାର ଦେଖିବାକୁ ମିଳିଛି । ପ୍ରାୟ ସବୁ କଇଁଛ ଙ୍କ ଆଖିରେ ରହିଥିଲା କ୍ଷତ ଓ ଦେହ ସାରା ଜୁଡୁବୁଡୁ ହୋଇ ଲାଗିଥିଲା ରକ୍ତ । ଗୋଟିଏ ପଟରେ କଇଁଛ…

ପୁଣି ଚର୍ଚ୍ଚାରେ ନଗଡା: ଆଉ ଏକ ନବଜାତ ଶିଶୁ ଅପପୁଷ୍ଟିର ଶିକାର!

ଯାଜପୁର:ପୁଣି ଥରେ ମୁଣ୍ଡ ଟେକୁଛି କି ବହୁ ଚର୍ଚ୍ଚିତ ନଗଡା ଅପପୁଷ୍ଟି ମାମଲା । ପୁଣି ଥରେ ନଗଡାରେ ଏକ ନବଜାତ ଶିଶୁ ଅପପୁଷ୍ଟିର ଶିକାର ହୋଇଥିବା ସୂଚନା ମିଳିଛି । ତେବେ ଏହି ଘଟଣାରେ କେତେ ସତ୍ୟତା ରହିଛି ତାହା ଏବେ ଏଠାରେ ପ୍ରଶ୍ନବାଚୀ ସୃଷ୍ଟି କରିଛି। ସୂଚନାଯୋଗ୍ୟ ଯେ, ନିକଟରେ ନଗଡା…

ବାଙ୍ଗିରିପୋଷି ଘାଟି ରାସ୍ତାର ମରାମତି ହେବ, ଶିଳାନ୍ୟାସ କରିପାରନ୍ତି ପ୍ରଧାନମନ୍ତ୍ରୀ: କେନ୍ଦ୍ରମନ୍ତ୍ରୀ

ବାରିପଦା: ମୟୂରଭଞ୍ଜ ଜିଲ୍ଲା ବାଙ୍ଗିରିପୋଷି କ୍ଷତିଗ୍ରସ୍ତ ରାସ୍ତାର ମରାମତି ଓ ସମ୍ପ୍ରସାରଣ କାର୍ଯ୍ୟ ଖୁବ୍ ଶୀଘ୍ର ଆରମ୍ଭ ହେବ। ଏହାଦ୍ବାରା ସ୍ଥାନୀୟ ବାସିନ୍ଦାଙ୍କୁ ଅନେକ ଆଶ୍ୱସ୍ତି ଆଣିଦେବ। ଫେବ୍ରୁଆରିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହି ପ୍ରକଳ୍ପର ଶିଳାନ୍ୟାସ କରିପାରନ୍ତି ବୋଲି…