Latest Odisha News

BREAKING NEWS

Browsing Category

ଓଡିଶା

Odisha

ବଢ଼ିଲା ଅବଢ଼ା ଯୋଜନାର ଅଟକଳ, ମା ମଝିଘରିଆଣୀ ମନ୍ଦିର ଭିତ୍ତିଭୂମି ପାଇଁ ୬ ଏକର ଜମି ଦେବେ ସରକାର

ଭୁବନେଶ୍ୱର: ରାୟଗଡ଼ା ଜିଲ୍ଲା ମାଆ ମଝିଘରିଆଣୀ ମନ୍ଦିରର ଭିତ୍ତିଭୂମି ବିକାଶ ପାଇଁ ସରକାର ଜମି ଦେବେ । ଏ ସମ୍ପର୍କିତ ନିଷ୍ପତ୍ତିକୁ ଅନୁମୋଦନ ଦେଇଛି ରାଜ୍ୟ କ୍ୟାବିନେଟ୍ । ରାୟଗଡ଼ା ତହସିଲ୍ ଅନ୍ତର୍ଗତ ରାମଚନ୍ଦ୍ରପୁର ମୌଜାରେ ଭାରତୀୟ ରେଳ ବିଭାଗ ଠାରୁ ସମାନ ପରିମାଣ ଓ ସମାନ ମୂଲ୍ୟର ଜମି…

ମୁଖ୍ୟମନ୍ତ୍ରୀ ସମ୍ପୂର୍ଣ୍ଣ ପୁଷ୍ଟି ଯୋଜନାକୁ କ୍ୟାବିନେଟ୍ ଅନୁମୋଦନ, ୫ ବର୍ଷରେ ଖର୍ଚ୍ଚ ହେବ ୩୩୫୪ କୋଟି

ଭୁବନେଶ୍ୱର: ରାଜ୍ୟ କ୍ୟାବିନେଟ୍ ବୈଠକରେ ମୁଖ୍ୟମନ୍ତ୍ରୀ ସମ୍ପୂର୍ଣ୍ଣ ପୁଷ୍ଟି ଯୋଜନାକୁ ଅନୁମୋଦନ ମିଳିଛି । ଏହା ମାଧ୍ୟମରେ ରାଜ୍ୟର ସମସ୍ତ ଜିଲ୍ଲାର ୧୫ରୁ ୧୯ ବର୍ଷର କିଶୋରୀ ବାଳିକା, ଗର୍ଭବତୀ ଓ ପ୍ରସୂତି ମାଆ, ସାମ, ମାମ ଏବଂ ଏସୟୁଡବ୍ଲୁ ଶିଶୁମାନଙ୍କର ପୁଷ୍ଟିଗତ ଓ ସ୍ୱାସ୍ଥ୍ୟଗତ…

ତେଲେଙ୍ଗାନା ହାତରୁ ଖସିବାକୁ ବସିଲାଣି, ଓଡିଶାକୁ କିଏ ପଚାରେ!

ଭୁବନେଶ୍ୱର: ଓଡ଼ିଶାରେ ଆଉ ବିଆରଏସର ଚର୍ଚ୍ଚା ନାହିଁ। ଆସନ୍ନ ନିର୍ବାଚନକୁ ନେଇ ଦେଶ ଓ ରାଜ୍ୟ ରାଜନୀତି ଚଳଚଞ୍ଚଳ ହୋଇଥିବା ବେଳେ ବିଆରଏସ ଆଉ ଓଡିଶାରେ ଆଗକୁ ବଢ଼ୁଥିବା ଦେଖାଯାଉ ନାହିଁ। ରାଜ୍ୟରେ ବିରୋଧୀଙ୍କ ସ୍ଥିତିକୁ ଦେଖିଲେ କେସିଆରଙ୍କ ବିଆରଏସ ଓଡ଼ିଶାରେ ଏକ ବଡ଼ ବିକଳ୍ପ ହେବ ବୋଲି…

ରାଜ୍ୟ କ୍ୟାବିନେଟ୍ ବୈଠକରେ ୧୫ ପ୍ରସ୍ତାବକୁ ମଞ୍ଜୁରୀ, ଗ୍ରାମ୍ୟ ରାସ୍ତା ପାଇଁ ନବୀନଙ୍କ ଟଙ୍କା ବର୍ଷା

ଭୁବନେଶ୍ୱର: ଆଜି ଲୋକସେବା ଭବନରେ ବସିଥିବା ରାଜ୍ୟ କ୍ୟାବିନେଟ୍ ବୈଠକରେ ୧୫ଟି ପ୍ରସ୍ତାବକୁ ଅନୁମୋଦନ ମିଳିଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବସିଥିବା ବୈଠକରେ ବିଭିନ୍ନ ବିଭାଗର ୧୫ଟି ପ୍ରସ୍ତାବକୁ ଅନୁମୋଦନ ମିଳିଛି । କ୍ୟାବିନେଟରେ ଦୁର୍ଗମ ଅଞ୍ଚଳରେ ଅସଂଯୋଜିତ…

ପାକିସ୍ତାନକୁ ଓଟିପି ସେୟାରିଂ ମାମଲା, କ୍ରିପ୍ଟୋରେ କୋଟିଏ ନିବେଶ କରିଥିଲେ ଅଭିଯୁକ୍ତ

ଭୁବନେଶ୍ୱର: ପାକିସ୍ତାନ ଗୁଇନ୍ଦା ସଂସ୍ଥାକୁ ଓଟିପି ସେୟାରିଂ ମାମଲାରେ ନୂଆ ତଥ୍ୟ ସାମ୍ନାକୁ ଆସିଛି । ଏସଟିଏଫର ସୂଚନା ଅନୁସାରେ, ଗିରଫ ୨ ଅଭିଯୁକ୍ତ ଯାଜପୁରର ପ୍ରୀତମ କର ଓ ନୟାଗଡ଼ର ସରୋଜ ନାୟକ କ୍ରିପ୍ଟୋରେ ନିବେଶ କରିଥିଲେ । ଅଭିଯୁକ୍ତ ପ୍ରୀତମ ଇମେଲ୍ ଆଇଡି ଓ ୨ଟି ବ୍ୟାଙ୍କ…

ବାସନ ମାଜୁଥିଲେ ମହିଳା, ଟାଣିନେଲା କୁମ୍ଭୀର

କେନ୍ଦ୍ରାପଡା: ନାଳ କୂଳରେ ବସି ବାସନ ମାଜୁଥିଲେ ମହିଳା । ଟାଣି ନେଇଗଲା କୁମ୍ଭୀର । ବର୍ତ୍ତମାନ ସୁଦ୍ଧା ମହିଳାଙ୍କର କୌଣସି ସନ୍ଧାନ ମିଳିନି । ଏମିତି ଘଟଣା ଘଟିଛି କେନ୍ଦ୍ରାପଡା ରାଜନଗର ବ୍ଲକ ଅନ୍ତର୍ଗତ ହାତିଆଗଡି ଗାଁରେ । ଏହି ଗାଁର ବୈଲୋଚନ ଦାସ ରାଜ୍ୟ ବାହାକୁ ଦାଦନ ଖଟିବାକୁ…

ଆସନ୍ତାକାଲି ଦୁଇଦିନିଆ ଓଡ଼ିଶା ଗସ୍ତରେ ଆସିବେ ବିଜେପି ଜାତୀୟ ଅଧ୍ୟକ୍ଷ ଜେପି ନଡ୍ଡା

ଭୁବନେଶ୍ୱର: ଆସନ୍ତାକାଲି ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି ରାଷ୍ଟ୍ରୀୟ ଅଧ୍ୟକ୍ଷ ଶ୍ରୀ ଜଗତ୍ ପ୍ରକାଶ ନଡ୍ଡା । ୨୨ତାରିଖ ଅପରାହ୍ନ ୪ଟାରେ ଶ୍ରୀ ନଡ୍ଡା ଝାରସୁଗୁଡା ବିମାନ ବନ୍ଦରରେ ପହଂଚିବା ପରେ ଝାରସୁଗୁଡା ଜିଲ୍ଲା କାର୍ଯ୍ୟାଳୟକୁ ସିଧାସଳଖ ଗସ୍ତ କରିବେ । ସେଠାରୁ ବରଗଡ ଲୋକସଭା…

ଆସୁଛି ନୂଆ ସାଇବର ସ୍କାମ: କ୍ଲିକ କରିବା ମାତ୍ରେ ହ୍ୟାକ ହୋଇଯବ ମୋବାଇଲ ଫୋନ

ଭୁବନେଶ୍ୱର: ହ୍ୱାଟ୍ସଅପ ଅପଡେଟ କରିବା ପାଇଁ କିଛି ମେସେଜ ବା ଲିଙ୍କ ଆପଣଙ୍କ ମୋବାଇଲକୁ  ଆସିଛି କି ? ଯଦି ଏମିତି କିଛି ମେସେଜେ ଆସିଥାଏ ତେବେ ସାବଧାନ ହୋଇଯାଆନ୍ତୁ । ଭୁଲରେ ବି ଏସବୁ ମେସେଜରେ କ୍ଲିକ କରନ୍ତୁ ନାହିଁ । କାରଣ ଥରେ କ୍ଲିକ କରିଦେଲେ ହ୍ୟାକ ହୋଇ ଯାଇପାରେ ଆପଣଙ୍କ…

ରାଜ୍ୟର କିଛି ଜିଲ୍ଲାରେ ପ୍ରାକ୍ ମୌସୁମୀ ବର୍ଷା ଆରମ୍ଭ, ୨୩ରୁ ପ୍ରବଳ ବର୍ଷା ସମ୍ଭାବନା

ଭୁବନେଶ୍ୱର: ରାଜ୍ୟର କିଛି ଜିଲ୍ଲାରେ ଆରମ୍ଭ ହୋଇଛି ପ୍ରାକ୍ ମୌସୁମୀ ବର୍ଷା । ଦକ୍ଷିଣ ଓଡ଼ିଶାର କିଛି ଜିଲ୍ଲାରେ ବର୍ଷା ଆରମ୍ଭ ହୋଇଥିବା ବେଳେ ଆଉ ୨ରୁ ୩ ଦିନ ପରେ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଓଡ଼଼ିଶା ଛୁଇଁପାରେ ବୋଲି ଆକଳନ କରାଯାଉଛି । ଆଜି କଳାହାଣ୍ଡି, କନ୍ଧମାଳ, ନବରଙ୍ଗପୁର,…

ନୀତି ବିଳମ୍ବ; ରଥ ଉପରେ ଭୋକରେ ବସିଛନ୍ତି ମହାପ୍ରଭୁ

ପୁରୀ: ରଥଯାତ୍ରାରେ ବିଭ୍ରାଟ । ରଥ ଉପରେ ଭୋକରେ ରହିଛନ୍ତି ମହାପ୍ରଭୁ । ନିର୍ଦ୍ଧାରିତ ସମୟ ଭିତରେ ହୋଇ ପାରିନି ଗୋପାଳବଲ୍ଲଭ ନୀତି । ଅବକାଶ ନୀତି ସରିଥିଲେ ହେଁ ଏ ଯାଏ ଗୋପାଳବଲ୍ଲଭ ନୀତି ହୋଇପାରି ନାହିଁ । ଗତକାଲି ରଥଯାତ୍ରା ଦିନ ପ୍ରଭୁ ବଳଭଦ୍ରଙ୍କ ରଥ ଶରଧାବାଲିରେ…