Latest Odisha News

BREAKING NEWS

Browsing Category

ଓଡିଶା

Odisha

ମଙ୍ଗୁ ମଠର ସ୍ଥିତି ଅନୁଧ୍ୟାନ କଲେ ଜାତୀୟ ସଂଖ୍ୟାଲଘୁ କମିଶନ

ପୁରୀ: ପୁରୀରେ ଜାତୀୟ ସଂଖ୍ୟାଲଘୁ କମିଶନ ଅଧ୍ୟକ୍ଷ । ମଙ୍ଗୁ ମଠ ପ୍ରସଙ୍ଗରେ ଜାତୀୟ ସଂଖ୍ୟାଲଘୁ କମିଶନ ଅଧକ୍ଷ ସର୍ଦ୍ଦାର ଇକବାଲ ସିଂ ଲାଲପୁରାଙ୍କ ସହ ଆଜି ଜିଲ୍ଲା ପ୍ରଶାସନର ବୈଠକ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ଗୁରୁଦ୍ୱାର କମିଟିର ୧୦ ଜଣିଆ ପ୍ରତିନିଧିମଣ୍ଡଳୀ ଜିଲ୍ଲା ପ୍ରଶାସନ ସହ ମଠ…

ଘରେ ପଶି ମହିଳାଙ୍କୁ ଗୁଳିମାଡ, ଦୁର୍ବୁତ୍ତ ଫେରାର୍

ନୀଳଗିରି : ଘରେ ପଶି ମହିଳାଙ୍କୁ ଗୁଳିମାଡ କଲେ ଅଜଣା ଦୁର୍ବୁତ୍ତ  । ଏମିତି କିଛି ଅଭାବନୀୟ ଘଟଣା ଘଟିଛି ବାଲେଶ୍ବର ଜିଲ୍ଲା ରାଇପାଳ ଗାଁରେ  । ମହିଳା ଜଣକ ରାତିରେ ଘରେ ଶୋଇଥିବାବେଳେ କିଛି ଅଜଣା ଦୁର୍ବୁତ୍ତ ଆସି ଗୁଳି ମାଡ କରିଛନ୍ତି  । ମହିଳା ଜଣକ ଲକ୍ଷ୍ମୀ ମୁର୍ମୁ ବୋଲି ଜଣାପଡିଛି ।…

ମାଟ୍ରିକ ପରୀକ୍ଷାର୍ଥୀଙ୍କ ପାଇଁ ନମୁନା ପ୍ରଶ୍ନପତ୍ର

କଟକ : ମାଟ୍ରିକ ପରୀକ୍ଷାର୍ଥୀଙ୍କ ପାଇଁ ପଠାଗଲା ନମୁନା ପ୍ରଶ୍ନପତ୍ର। ମାଧ୍ୟମିକ ଶିକ୍ଷା ପରିଷଦ ଦ୍ବାରା ପରିଚାଳିତ ୨୦୨୪ ଦଶମ ପରୀକ୍ଷାରେ ପରୀକ୍ଷାର୍ଥୀଙ୍କ ସୁବିଧା ପାଇଁ ନମୁନା ପ୍ରଶ୍ନପତ୍ର ପ୍ରସ୍ତୁତ ହୋଇଛି। ଏହି ପ୍ରଶ୍ନପତ୍ର ଛାତ୍ରଛାତ୍ରୀଙ୍କୁ ବଣ୍ଟନ କରିବାକୁ ମାଧ୍ୟମିକ ଶିକ୍ଷା…

ଦୁର୍ବଳ ହେଉଛି ମିଗଜୋମ, ରାଜ୍ୟରେ ଲାଗିରହିଛି ପ୍ରବଳ ବର୍ଷା

ଭୁବନେଶ୍ଵର: ସ୍ଥଳଭାଗ ଛୁଇଁବା ପରେ ଦୁର୍ବଳ ହେଉଛି ବାତ୍ୟା ମିଗଜୋମ୍ । କେନ୍ଦ୍ରୀୟ ଆନ୍ଧ୍ର ଉପକୂଳରେ ଗଭୀର ଅବପାତରେ ପରିଣତ ହୋଇଛି ବାତ୍ୟା ମିଗଜୋମ୍ । ଆଗାମୀ କିଛି ଘଣ୍ଟା ଭିତରେ ଏହା ଅବପାତର ରୂପ ନେବ । ଏପଟେ ବାତ୍ୟା ପ୍ରଭାବରେ ଓଡ଼ିଶାର ବିଭିନ୍ନ ସ୍ଥାନରେ ଜାରି ରହିଛି ବର୍ଷା । ସେପଟେ…

୧୦ ଜିଲ୍ଲାରେ ନିର୍ମାଣ ହେବ ଟ୍ରକ୍ ଟର୍ମିନାଲ

ଭୁବନେଶ୍ୱର : ଜାତୀୟ ରାଜପଥରେ ସୁରକ୍ଷିତ ଗାଡ଼ି ଚଳାଚଳ ସହ ଟ୍ରକ୍ ଚାଳକଙ୍କ ସୁବିଧା ପାଇଁ ୧୦ ଜିଲାରେ ନିର୍ମାଣ ହେବ ଟ୍ରକ ଟର୍ମିନାଲ । ଏଥିପାଇଁ ଡିପିଆର ପ୍ରସ୍ତୁତ ହୋଇଛି । ଏଥିଲାଗି ୩୦୦ କୋଟି ଟଙ୍କା ବ୍ୟୟ ଅଟକଳ କରାଯାଇଛି । ଜମି ଚିହ୍ନଟ ହୋଇସାରିଥିବାରୁ ଡିପିଆର ପ୍ରସ୍ତୁତି ପାଇଁ କିଛି…

୧୫ରୁ କୋରାପୁଟରେ ଚାଲିବ ଲକ୍ଷ୍ମୀ ବସ୍‌: ଜୟପୁର ବ୍ଲକରେ ୩ଟି ରୁଟରେ ଗଡ଼ିବ

ଜୟପୁର: ମାଲାକାନଗିରି, ଗଜପତି, କଳାହାଣ୍ଡି, ରାୟଗଡ଼ା ଓ ନବରଙ୍ଗପୁର ଜିଲ୍ଲା ପରେ ଏବେ କୋରାପୁଟ ଜିଲାରେ ଗଡ଼ିବ ଲକ୍ଷ୍ମୀ ବସ । କୋରାପୁଟ ଜିଲ୍ଲାରେ ଆସନ୍ତା ୧୫ତାରିଖରେ ଏହାର ଲୋକାର୍ପଣ ଉତ୍ସବ ଅନୁଷ୍ଠିତ ହେବ । ଏଥିପାଇଁ ପ୍ରାରମ୍ଭିକ ଭାବେ ୨୦ଟି ନୂଆ ବସ ଆସିବା ସହ ଷ୍ଟିକରିଂ ଚାଲିିଥିବା…

ରାଜ୍ୟରେ ‘ମହିଳା ସୁରକ୍ଷା ବ୍ୟବସ୍ଥା’ କେବଳ ‘ନୀଳ ରଙ୍ଗ ବୋର୍ଡ’ରେ ସୀମିତ: ବିଜେପି

ଭୁବନେଶ୍ୱର: ମହିଳା ଓ ଶିଶୁମାନଙ୍କ ପ୍ରତି ଘଟୁଥିବା ହିଂସା ପାଇଁ ଗୃହ ବିଭାଗ ସଂପୂର୍ଣ୍ଣ ଦାୟୀ । ରାଜ୍ୟରେ 'ମହିଳା ସୁରକ୍ଷା ବ୍ୟବସ୍ଥା' କେବଳ 'ନୀଳ ରଙ୍ଗ ବୋର୍ଡ'ରେ ସୀମିତ ହୋଇ ରହିଛି । ଗତକାଲି ଏନ୍‌ସିଆର୍‌ବି ରିପୋର୍ଟ ପ୍ରକାଶ ପାଇବା ପରେ ବିଜେଡି ଉପରେ ବର୍ଷିଛନ୍ତି ରାଜ୍ୟ ମୁଖପାତ୍ର…

ଆୟ ବହିର୍ଭୂତ ସମ୍ପତ୍ତି ଠାବ ଓ ପଞ୍ଜୀକରଣ ମାମଲାରେ ଦେଶରେ ଓଡ଼ିଶା ଭିଜିଲାନ୍ସ ଶୀର୍ଷରେ

ଭୁବନେଶ୍ୱର: ଆୟ ବହିର୍ଭୂତ ସମ୍ପତ୍ତି ଠାବ ଓ ପଞ୍ଜୀକରଣ ମାମଲାରେ ଓଡ଼ିଶା ଭିଜିଲାନ୍ସ ଦେଶର ଶୀର୍ଷ ସ୍ଥାନରେ ରହିଛି। ଜାତୀୟ ଅପରାଧ ରେକର୍ଡ ବ୍ୟୁରୋ (ଏନସିଆରବି) ଦ୍ୱାରା ନିକଟରେ ପ୍ରକାଶିତ 'କ୍ରାଇମ ଇନ୍ ଇଣ୍ଡିଆ-୨୦୨୨' ରିପୋର୍ଟ ଅନୁଯାୟୀ, ୨୦୨୨ରେ ସାରା ଦେଶରେ ହୋଇଥିବା ୩୭୨ଟି ଡିଏ ମାମଲା…

ରାଜ୍ୟରେ କୃଷି ସମସ୍ୟା ନେଇ ଗର୍ଜିଲା ବିଜେପି; ଚାଷୀଙ୍କୁ ନ୍ୟାୟ ଦାବିରେ କେନ୍ଦ୍ରମନ୍ତ୍ରୀଙ୍କୁ ଦାବିପତ୍ର

ନୂଆଦିଲ୍ଲୀ/ଭୁବନେଶ୍ବର: କେନ୍ଦ୍ରରୁ ଚାଷୀଙ୍କ ପାଇଁ ଆସୁଛି ସହାୟତା । ହେଲେ ଚାଷୀଙ୍କୁ ଅଣଦେଖା କରୁଛନ୍ତି ରାଜ୍ୟ ସରକାର । ଯାହାକୁ ନେଇ ଦିନକୁ ଦିନ ବଢିଚାଲିଛି କୃଷି ଓ କୃଷକ ସମସ୍ୟା । ଦେଶରେ ବିଜେପି ୯ ବର୍ଷର ଶାସନକାଳରେ ଚାଷୀମାନଙ୍କ ଆୟ ଦୁଇ ଗୁଣା କରିଥିବାବେଳେ ବିଜେଡି ର ଦୀର୍ଘ ୨୪…

ପଦ୍ମପୁର ଜିଲ୍ଲା ମାନ୍ୟତା ଦିଗରେ ଅଗ୍ରସର, ଅନ୍ୟ ଅଞ୍ଚଳକୁ ଜିଲ୍ଲା ଘୋଷଣା କରିବାକୁ ତେଜିଲା ଦାବି

ଭୁବନେଶ୍ୱର: ୨୦୨୪ ସାଧାରଣ ନିର୍ବାଚନ ପାଖେଇ ଆସୁଥିବା ବେଳେ ଓଡ଼ିଶାରେ ବିଭିନ୍ନ ଅଞ୍ଚଳକୁ ଜିଲ୍ଲା ମାନ୍ୟତା ଦାବିରେ ଦୀର୍ଘ ଦିନ ଧରି ଚାଲିଥିବା ଆନ୍ଦୋଳନକୁ ପୁଞ୍ଜି କରି ରାଜନୈତିକ ଦଳଗୁଡ଼ିକ ସମର୍ଥନ ପାଇଁ ଅଣ୍ଟା ଭିଡ଼ିଛନ୍ତି। ବରଗଡ ପଦ୍ମପୁରକୁ ସ୍ୱତନ୍ତ୍ର ଜିଲ୍ଲା ଭାବେ ବିବେଚନା କରିବା…