Latest Odisha News

BREAKING NEWS

Browsing Category

ଓଡିଶା

Odisha

ବଜ୍ରପାତରେ ୪ ଗାଈଚରାଳି ଗୁରୁତର; ୨୧ ଗୋରୁଗାଈ, ୩ ଛେଳି ମୃତ

ଜୟପୁର: ଆନ୍ଧ୍ର ଓଡ଼ିଶା ସୀମାନ୍ତରେ ଗତକାଲି ଅପରାହ୍ନରେ ବର୍ଷା , ଘଡଘଡି ସହ ପ୍ରବଳ ବିଜୁଳି ଯୋଗୁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଛି ।   ଜଣେ ବୃଦ୍ଧା ଗୁରୁତର ଆହତ ହୋଇଥିବା ବେଳ ଅନେକ ଗାଈ ଏବଂ ଛେଳି ମୃତ୍ୟୁବରଣ କରିଛନ୍ତି ।  ବିଜୁଳି, ଘଡଘଡି ଅଞ୍ଚଳରେ ଏକପ୍ରକାର ଆତଙ୍କ ଖେଳାଇ ଦେଇଛି ।…

ସ୍ତ୍ରୀକୁ ପିଟିପିଟି ମାରିଦେଲା ନୃଶଂସ ସ୍ୱାମୀ, ଘର ପଛପଟେ ପୋତିଲା ମୃତଦେହ

ବଣାଇ : ରକ୍ଷକ ସାଜିଲା ଭକ୍ଷକ । କେତେବେଳେ ଠେଙ୍ଗାରେ ପିଟିଲା ତ ଆଉ କେତେବେଳେ ଟାଙ୍ଗିଆରେ ହାଣିଲା । ଶେଷରେ ପିଟିପିଟି ସ୍ତ୍ରୀର ଜୀବନ ନେଇଗଲା ରାକ୍ଷସ ସ୍ୱାମୀ । ଏଭଳି ଲୋମହର୍ଷଣକାରୀ ଘଟଣା ସୁନ୍ଦରଗଡ଼ ଜିଲ୍ଲା ବଣାଇ ଥାନା ଅନ୍ତର୍ଗତ ନୂଆଗାଁରେ ଘଟିଛି । ନୂଆଗାଁରେ ଜଣେ ବ୍ୟକ୍ତି ତା…

ସରକାରଙ୍କୁ ଚୂନ ଲଗାଇ ଗୋଟିଏ ଜମିକୁ ବାରମ୍ବାର ବିକୁଛନ୍ତି ମାଲିକ, ସାମ୍ନାକୁ ଆସିଲା ଆଉ ଏକ ଜାଲିଆତି

ଭୁବନେଶ୍ୱର; ରାଜଧାନୀରେ ସରକାରଙ୍କୁ  ଦୁଇଥର ଜମି ବିକି ଲୁଟିଛନ୍ତି ଜମି ମାଲିକ୍। ସାମିଲ ଅଛନ୍ତି ସରକାରୀ ବାବୁ। ଜମି କିଣାପରେ ଖାତାପତ୍ର ହୋଇ ପାରିବାରୁ ଗୋଟିଏ ଜମିକୁ ବାରମ୍ବାର ମାଲିକ ଠାରୁ କିଣିଛନ୍ତି ସରକାର। ଏବେ ଏହି ମାମଲାରେ ଖୋଳତାଡ଼ ଆରମ୍ଭ ହୋଇଛି। ସ୍ୱରେଜ ପ୍ରକଳ୍ପ ଓ ରାସ୍ତା…

ସକାଳୁ ସକାଳୁ ଉଠିଲା ପାରଦ; ସାଢେ ୮ଟା ସୁଦ୍ଧା ତାପମାତ୍ରା ୩୨ ଟପିଲା

ଭୁବନେଶ୍ୱର: ଗତକାଲି ତାତି ସାମାନ୍ୟ ଥିବାବେଳେ ଆଜି ପୁଣି ଉପରକୁ ଉଠୁଛି ପାରଦ । ସକାଳୁ ସକାଳୁ ତାତିକୁ ଦେଖିଲେ ଦିନର ତାପମାତ୍ର ଆଜି ବି ଅସହ୍ୟ କରିବ ବୋଲି ଅନୁମାନ କରାଯାଉଛି । କାଳବୈଶାଖୀ ବର୍ଷା ପରେ ସାରା ରାଜ୍ୟ ତାତିରୁ ସାମାନ୍ୟ ଆଶ୍ୱସ୍ତି  ପାଇଥିଲା । ହେଲେ ଆଜି ପୁଣି ତାତି…

ଭିତରକନିକା ଜାତୀୟ ଉଦ୍ୟାନର ବଦଳିବ ରୂପରେଖ

ରାଜନଗର : ନୂଆ ରୂପରେ ଦେଖିବାକୁ ମିଳିବ ବିଶ୍ୱ ପ୍ରସିଦ୍ଧ ଭିତରକନିକା ଜାତୀୟ ଉଦ୍ୟାନ। ଭିତରକନିକା ପର୍ଯ୍ୟଟନସ୍ଥଳୀଠାରେ ପର୍ଯ୍ୟଟନ ଭିତ୍ତିଭୂମିର ବିକାଶ ନିମନ୍ତେ ମାଷ୍ଟର୍‌ପ୍ଲାନ୍‌ ପ୍ରସ୍ତୁତ କରୁଛନ୍ତି ରାଜ୍ୟ ସରକାର । ଏଥିପାଇଁ ସରକାର ୨୦୨୧-୨୨ ଆର୍ଥିକ ବର୍ଷରେ ୫୮ କୋଟି ୫୮ ଲକ୍ଷ ୫୩…

ରାଜଧାନୀରେ ବ୍ୟାପକ ହେଲା ସେଫ ସିଟି ଡ୍ରାଇଭ, ଚେକିଂ ଓ ବ୍ଲକିଂ ଜୋରଦାର

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରେ ବ୍ୟାପକ ହେଲା ସେଫ ସିଟି ଡ୍ରାଇଭ। ଲୋକଙ୍କ ସୁରକ୍ଷା ସହ ନିଶା ଚାଲାଣ ଓ ଅପରାଧ ରୋକିବା ପାଇଁ ଚେକିଂ ଓ ବ୍ଳକିଙ୍ଗ ଜୋରଦାର କରାଯାଇଛି। ସବୁଆଡ଼େ ପୁଲିସ ପଇଁତରା ମାରିବା ସହ ମୁଖ୍ୟ ଛକ ରାସ୍ତାଗୁଡ଼ିକରେ ଚେକିଂ ଚାଲିଛି ବୋଲି ଭୁଭନେଶ୍ୱର ଡିସିପି ପ୍ରତୀକ…

ଆଜିଠୁ ଆରମ୍ଭ +୨ ନାମଲେଖା ଆବେଦନ

ଭୁବନେଶ୍ୱର : ଆଜିଠୁ ଆରମ୍ଭ ହେବ +୨ କଳା, ବିଜ୍ଞାନ, ବାଣିଜ୍ୟ, ଧନ୍ଦାମୂଳକ ଶିକ୍ଷାର ପ୍ରଥମବର୍ଷ ନାମଲେଖା ଆବେଦନ ପ୍ରକ୍ରିୟା । ସାମ୍ସ ପୋର୍ଟାଲ ଜରିଆରେ ଛାତ୍ରଛାତ୍ରୀ କରିପାରିବେ ଆବେଦନ । ଛାତ୍ରଛାତ୍ରୀମାନେ ଅନଲାଇନ୍ ମାଧ୍ୟମରେ ଆସନ୍ତା ଜୁନ୍ ୨୦ ତାରିଖ ରାତି ୧୧ଟା ୪୫ ଧାର୍ଯ୍ୟ ସମୟ…

ଆୟ ବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ କରଞ୍ଜିଆ ତହସିଲଦାରଙ୍କ ଘରେ ଓ ଅଫିସ୍‌ରେ ଭିଜିଲାନ୍ସ ଚଢଉ

କରଞ୍ଜିଆ: ବେଆଇନ ଖଣି ଲିଜ୍ କମାଉଥିଲ କୋଟି କୋଟି ଟଙ୍କା। ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗର ଭିଜିଲାନ୍ସ ଜାଲରେ ଫସିଲେ କରଞ୍ଜିଆ ତହସିଲଦାର ଚାର୍ଲସ ନାୟକ। ଦୁର୍ନୀତି ଅଭିଯୋଗରେ କଟକ ଭିଜିଲାନ୍ସସ ଟିମ୍‌ ତହସିଲଦାରଙ୍କ ଘର ସମେତ ସରକାରୀ କାର୍ଯ୍ୟାଳୟ ଓ ପୈତୃକ ଘରେ ଚଢଉ କରୁଛି। ବେଆଇନ୍…

ଓଡ଼ିଶାର ପ୍ରମୋଦ କୁମାର ମିଶ୍ର ଦେଶର ଦ୍ୱିତୀୟ ଶୀର୍ଷ ନୀତି ନିର୍ଦ୍ଧାରକ

ଭୁବନେଶ୍ୱର: ଦେଶର ନୀତି ନିର୍ଦ୍ଧାରଣ କରୁଥିବା ଯେଉଁ କେତେକ ପ୍ରଭାବଶାଳୀ ପ୍ରଶାସକଙ୍କ ଅଛନ୍ତି, ସେମାନଙ୍କ ମଧ୍ୟରେ ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବ ଓଡ଼ିଆ ପୁଅ ଡ. ପ୍ରମୋଦ କୁମାର ମିଶ୍ର ଦ୍ୱିତୀୟ ସ୍ଥାନରେ ରହିଛନ୍ତି। ପ୍ରଧାନମନ୍ତ୍ରୀଙ୍କ ପାଖକୁ ଆସୁଥିବା ସମସ୍ତ ଫାଇଲ୍ ପ୍ରମୋଦ କୁମାର…

ଦୀର୍ଘ ବର୍ଷ ଧରି ଜେଲରେ ରହିବା ପରେ ମୁକୁଳିଲେ କଏଦୀ, ପୂର୍ବ ଘଟଣାକୁ ମନେ ପକାଇ କଲେ ଅନୁତପ୍ତ

ଭୁବନେଶ୍ୱର: କିଏ ରାଗରେ ନିଜ ରକ୍ତ ସମ୍ପର୍କୀୟଙ୍କୁ ହତ୍ୟା କରି ଜେଲ୍ ଯାଇଥିଲା ତ ଆଉ କିଏ ବିବାଦ କାରଣରୁ ରାଗ ତମମ ହୋଇ ନୃଶଂସ ହତ୍ୟାକାଣ୍ଡ ଘଟାଇଥିଲା। ଏହିସବୁ ହତ୍ୟାକାଣ୍ଡ ହୁଏତ ଲୋକଙ୍କ ମନରୁ ଲିଭିଗଲାଣି କିନ୍ତୁ ଏବେ ଏହି ପରି ଅପରାଧ କରି ଜେଲ ଦଣ୍ଡ ଭୋଗିଥିବା ବ୍ୟକ୍ତି ନିଜ…