Latest Odisha News

BREAKING NEWS

Browsing Category

ଓଡିଶା

Odisha

ନବ ଦାସ ହତ୍ୟା ଚାର୍ଜସିଟକୁ ନେଇ ନାଖୁସ୍ ତାରା, କହିଲେ ‘ବଡ଼ବଡ଼ିଆ ସାମିଲ୍ ଥିବାରୁ ତଦନ୍ତ ବାଟବଣା’

ଭୁବନେଶ୍ୱର: ନବୀନ ଖୁସି ଥିବେ ମୁଁ ନୁହଁ । ନବ ଦାସ ହତ୍ୟା ମାମଲାରେ କ୍ରାଇମବ୍ରାଞ୍ଚର ଚାର୍ଜସିଟକୁ ନେଇ ଏମିତି ଢ଼ଙ୍ଗରେ ସମାଲୋଚନା କରିଛନ୍ତି କଂଗ୍ରେସ ବିଧାୟକ ତାରା ବାହିନୀପତି । ରବିବାର ଚାର୍ଜସିଟ୍ ଉପରେ ପ୍ରତିକ୍ରିୟା ଦେଇ ବରିଷ୍ଠ କଂଗ୍ରେସ ନେତା ବାହିନୀପତି କହିଛନ୍ତି,…

କଂଗ୍ରେସ ନେତା ଚିରଞ୍ଜିବ ବିଶ୍ୱାଳ ଓ ମହମ୍ମଦ ମୋକିମ୍‌ଙ୍କୁ କାରଣ ଦର୍ଶାଅ ନୋଟିସ୍‌

ଭୁବନେଶ୍ୱର: ଓଡ଼ିଶା କଂଗ୍ରେସରେ ରହିଛି କି ନେତୃତ୍ୱ ସଂକଟ ? ଦଳରେ ନେତୃତ୍ୱ ସଂକଟ ନେଇ ଦେଇଥିବା ମନ୍ତବ୍ୟ ଏବେ ଦୁଇ କଂଗ୍ରେସ ନେତାଙ୍କୁ ମହଙ୍ଗା ପଡ଼ିଛି । ଦଳ ବିରୋଧୀ ମନ୍ତବ୍ୟ ପାଇଁ ବରିଷ୍ଠ କଂଗ୍ରେସ ନେତା ଚିରଞ୍ଜିବ ବିଶ୍ୱାଳ ଓ ବାରବାଟି-କଟକ ବିଧାୟକ ମହମ୍ମଦ ମୋକିମଙ୍କୁ ଦଳ ପକ୍ଷରୁ…

ଅଧାରେ ରହିଲା ଜଗା ଦର୍ଶନ, ବାଟରେ ଓଲଟିଲା ଗାଡ଼ି ୨ରୁ ଉର୍ଦ୍ଧ୍ୱ ଯାତ୍ରୀ ଗୁରୁତର

ବୌଦ୍ଧ : ଶ୍ରୀମନ୍ଦିର ଯିବା ବାଟରେ ଓଲଟିଲା ଯାତ୍ରୀବାହୀ ଗାଡ଼ି । ଫଳରେ ଅଧାରେ ରହିଲା ଜଗା ଦର୍ଶନ । ବୌଦ୍ଧ ରଇଠାଣୀ ଗାଁ ନିକଟରେ ଭାରସାମ୍ୟ ହରାଇ ଯାତ୍ରୀବାହୀ କାରଟି ତଳକୁ ଖସିପଡ଼ିଛି । ଏହି ଦୁର୍ଘଟଣାରେ ୨ରୁ ଉର୍ଦ୍ଧ୍ୱ ଯାତ୍ରୀ ଗୁରୁତର ହୋଇଛନ୍ତି । ଶ୍ରୀ ଜଗନ୍ନାଥ ଦର୍ଶନ ପାଇଁ…

ଭୁଜାଲି ଦେଖାଇ ଘରୁ ଲୁଟିନେଲେ ସୁନା ଓ ଟଙ୍କା

ସୋର : ଭୁଜାଲି ଦେଖାଇ ଘରୁ ଲୁଟିନେଲେ ଦୁର୍ବୃତ୍ତ । ବିଳମ୍ବିତ ରାତିରେ ସାଜନପୁର ପଞ୍ଚାୟତ ଅଙ୍କବ୍ରହ୍ମପୁର ଗ୍ରାମର ମନୋଜ ନାୟକଙ୍କ ଘରୁ ଚୋରି ହୋଇଥିବା ନେଇ ଅଭିଯୋଗ ହୋଇଛି । ସୂଚନା ଅନୁଯାୟୀ, ବିଳମ୍ବିତ ରାତିରେ ମନୋଜଙ୍କ ପରିବାର ଲୋକେ ଶୋଇବାକୁ ଯିବା ସମୟରେ ୫ ରୁ ୬ ଜଣ…

ଆଜି ଘୋଷଣା ହେବ ଯୁକ୍ତ ଦୁଇ ରେଜଲ୍ଟ ତାରିଖ

ଭୁବନେଶ୍ୱର : ଆଜି ଘୋଷଣା ହେବ ଯୁକ୍ତ ଦୁଇ ପରୀକ୍ଷା ଫଳ ତାରିଖ । ଏନେଇ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପରୀକ୍ଷା ନିୟାନ୍ତ୍ରକ ସୂଚନା ଦେଇଛନ୍ତି । ପ୍ରଥମେ ବିଜ୍ଞାନ ଓ ତା’ ପରେ  ବାଣିଜ୍ୟ ପରୀକ୍ଷା ଫଳ ତାରିଖ ଘୋଷଣା ହେବ । ଶେଷରେ କଳା ଓ ଧନ୍ଦାମୂଳକ ପରୀକ୍ଷା ଫଳ ପ୍ରକାଶିତ ହେବ ବୋଲି…

ନୀତି ଆୟୋଗ ବୈଠକକୁ ଆସିଲେନି ନବୀନ ସମେତ ୧୧ ଜଣ ମୁଖ୍ୟମନ୍ତ୍ରୀ, ‘ବୈଠକ ବର୍ଜନ ବିକାଶରେ ବାଧାପ୍ରାପ୍ତ’

ନୂଆଦିଲ୍ଲୀ: ଆଜି ଦିଲ୍ଲୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ନୀତି ଆୟୋଗ ପରିଷଦ ବୈଠକରେ ୧୧ ଜଣ ମୁଖ୍ୟମନ୍ତ୍ରୀ ଅନୁପସ୍ଥିତ ଥିଲେ। ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ତାଙ୍କ ଅନୁପସ୍ଥିତି ପାଇଁ ସ୍ୱାସ୍ଥ୍ୟଗତ କାରଣ ଦର୍ଶାଇଥିବା ବେଳେ କେରଳ ମୁଖ୍ୟମନ୍ତ୍ରୀ…

କୁଆଖାଇ ନଦୀରେ ଭାସି ଯାଇ ୨ ଇଞ୍ଜିନିୟର ଛାତ୍ରଙ୍କ ମୃତ୍ୟୁ

ଭୁବନେଶ୍ୱର: ଗାଧୋଇବା ବେଳେ ଅଘଟଣ । ଭୁବନେଶ୍ୱର ଉପକଣ୍ଠରେ ଥିବା କୁଆଖାଇ ନଦୀରେ ବୁଡ଼ିଯାଇ ୨ ଜଣ ଇଞ୍ଜିନିୟରିଂ ଛାତ୍ରଙ୍କ ମୃତ୍ୟୁ ହୋଇଛି । ସୂଚନା ଅନୁସାରେ, ୨ ଇଞ୍ଜିନିୟରିଂ ଛାତ୍ର ତମାଣ୍ଡୋର ସ୍ମୃତି ସୌରଭ ପ୍ରଧାନ ଓ ରେଙ୍ଗାଳିର ସତ୍ୟଜିତ୍ ଦାସ ରାତି ସାଢ଼େ ୭ଟା ପାଖାପାଖି ଗାଧୋଇବା…

ଅଷ୍ଟମ ଶ୍ରେଣୀ ଛାତ୍ରୀଙ୍କ ତଣ୍ଟି କାଟି ହତ୍ୟା ଘଟଣା, ୧୯ ଦିନ ପରେ ଅଭିଯୁକ୍ତକୁ ଧରିଲା ପୋଲିସ

ଅନୁଗୁଳ: ଅନୁଗୁଳ ଜିଲ୍ଲା କୁଇଓ ଗାଁରେ ଲୋମଟାଙ୍କୁରା ଖୁସି ହତ୍ୟା ଘଟଣାର ୧୯ ଦିନ ପରେ ଅଭିଯୁକ୍ତ ସୌମ୍ୟ ରଞ୍ଜନ ବେହେରାକୁ କାବୁ କରିବାରେ ସଫଳ ହୋଇଛି ପୋଲିସ । ଗତ ୮ ତାରିଖ ଦିନ ସକାଳ ପ୍ରାୟ ୧୦ଟା ବେଳେ କୁଇଓ ଅନନ୍ତବେରଣୀ କଲୋନୀର ଖୁସି ନାମକ ଜଣେ ଅଷ୍ଟମ ଶ୍ରେଣୀ ଛାତ୍ରୀଙ୍କୁ ସୌମ୍ୟ…

ହତ୍ୟାର ୩ ମାସ ପରେ ଏତଲା, ୪ ଦିନରେ ୪ ଗିରଫ

ବାଲିଗୁଡ଼ା: ପୂର୍ବ ଶତ୍ରୁତାକୁ ନେଇ ମାର୍ଚ୍ଚ ମାସରେ ହୋଇଥିବା ହତ୍ୟା ନେଇ ମେ ୨୨ରେ ଅଭିଯୋଗ ହୋଇଥିଲା । ଆଉ ଅଭିଯୋଗର ୪ ଦିନ ମଧ୍ୟରେ ବାଲିଗୁଡ଼ା ଥାନା ପୋଲିସ ୪ ଭାଇଙ୍କୁ ଗିରଫ କରିବା ସହ ହତ୍ୟାକାଣ୍ଡର ପର୍ଦ୍ଦାଫାସ୍ କରିଛି । ସୂଚନା ପ୍ରକାରେ, ଗତ ମାର୍ଚ୍ଚ ମାସରେ କନ୍ଧମାଳ ଜିଲ୍ଲା…

ଟ୍ରାନ୍ସଫ୍ୟୁଜନ୍ ମେଡିସିନ୍‌ର ଅଭ୍ୟୁଦୟ ଚିକିତ୍ସା କ୍ଷେତ୍ରରେ ପ୍ରଭାବ ପକାଉଛି

ଭୁବନେଶ୍ୱର: ଚିକିତ୍ସା ବିଜ୍ଞାନ କ୍ଷେତ୍ରରେ ଅତ୍ୟାଧୁନିକ ବୈଷୟିକ ଜ୍ଞାନକୌଶଳର ପ୍ରୟୋଗ ଯୋଗୁଁ ଏକ ସ୍ୱତନ୍ତ୍ର କ୍ଲିନିକାଲ୍ ଏବଂ ବୈଜ୍ଞାନିକ ଶାଖା ଭାବେ ଟ୍ରାନ୍ସଫ୍ୟୁଜନ୍ ମେଡିସିନ୍‌ର ଅଭ୍ୟୁଦୟ ଫଳରେ ଚିକିତ୍ସା କ୍ଷେତ୍ରରେ ଗତ ଏକ ଦଶନ୍ଧି ମଧ୍ୟରେ ପ୍ରଭୂତ ଉନ୍ନତି ଘଟିଛି ବୋଲି ଶୁକ୍ରବାର…