Latest Odisha News

BREAKING NEWS

Browsing Category

ଓଡିଶା

Odisha

କ୍ରାଇମବ୍ରାଞ୍ଚ ଚାର୍ଜସିଟରେ ଗୋପାଳ ନୁହେଁ ପାଗଳ, ଯୋଜନାବଦ୍ଧ ଭାବେ ନବଙ୍କୁ କରିଥିଲା ହତ୍ୟା

ଭୁବନେଶ୍ୱର: ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସ ହତ୍ୟା ମାମଲାର ୧୧୮ ଦିନ ଅର୍ଥାତ୍ ୩ ମାସ ୨୯ ଦିନ ପରେ ଆଜି ଚାର୍ଜସିଟ୍ ଦାଖଲ କରିଛି କ୍ରାଇମବ୍ରାଞ୍ଚ । ୫୪୩ ପୃଷ୍ଠାର କ୍ରାଇମବ୍ରାଞ୍ଚ ଚାର୍ଜସିଟରେ ଅଭିଯୁକ୍ତ ଗୋପାଳ ଦାସ କାହିଁକି ନବଙ୍କୁ ମାରିଲା ସେ ବାବଦରେ ଉଲ୍ଲେଖ ରହିଛି । ୨୦୨୩ ଜାନୁଆରୀ…

ମେଟ୍ରୋ ପ୍ରକଳ୍ପ ନେଇ ବଡ ଘୋଷଣା: ଜୁନରେ ଭିତ୍ତିପ୍ରସ୍ତର ସ୍ଥାପନ କରିବେ ମୁ୍ଖ୍ୟମନ୍ତ୍ରୀ

ଭୁବନେଶ୍ୱର: ରାଜଧାନୀରେ ଖୁବ ଶୀଘ୍ର ଗଡିବ ମେଟ୍ରୋ ଟ୍ରେନ । ଏ ନେଇ ପୂର୍ବପ୍ରସ୍ତୁତି ଆରମ୍ଭ ହୋଇ ଯାଇଛି । ଜୁନମାସରେ ମେଟ୍ରୋ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାନ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏ ନେଇ ସୂଚନା ଦେଇଛନ୍ତି ନଗର ଉନ୍ନୟନ ବିଭାଗ ସଚିବ ସଚିବ ଜି.ମାଥିଭାଥନନ ।…

୫ ଦିନ ଲାଗି ରହିବ କାଳବୈଶାଖୀ, ୭ ଜିଲ୍ଲାରେ ଛେଚିବ କୁଆପଥର

ଭୁବନେଶ୍ୱର: ଆଗାମୀ ୫ ଦିନ ଯାଏ ରାଜ୍ୟରେ କାଳବୈଶାଖୀ ଲାଗି ରହିବ । ଦିନ ତାପମାତ୍ରାରେ ବିଶେଷ ପରିବର୍ତ୍ତନ ହେବ ନାହିଁ । ଆଭ୍ୟନ୍ତରୀଣ ଓଡ଼ିଶାର କିଛି ସ୍ଥାନ ସହ ସୁନ୍ଦରଗଡ଼, ସମ୍ବଲପୁର, ଅନୁଗୁଳ, ବୌଦ୍ଧ, ସୋନପୁର, ଝାରସୁଗୁଡ଼ା ଓ ବରଗଡ଼ ଜିଲ୍ଲାରେ ୫ ଦିନ ଯାଏ ତାପମାତ୍ରା ୪୨ ଡିଗ୍ରୀ…

ଜମି କିଣାବିକା ପାଇଁ ଅନ୍ ଲାଇନ୍ ପଞ୍ଜିକରଣ ବାଧ୍ୟତାମୂଳକ, ଦେଶରେ ପ୍ରଥମ କହିଲେ ରାଜସ୍ବ ମନ୍ତ୍ରୀ

ଭୁବନେଶ୍ୱର: ଓଡ଼ିଶାରେ ଏବେ ଜମି ପଞ୍ଜୀକରଣ ପ୍ରକ୍ରିୟାରେ ଅନଲାଇନ୍ ସ୍ଲଟ୍ ବୁକିଂ ବାଧ୍ୟତାମୂଳକ କରାଯାଇଛି। ଜିମା କିଣିବା ବେଳେ ପଞ୍ଜିକରଣ ପାଇଁ ବିଳମ୍ବ ହେଉଥିବା ଲକ୍ଷ୍ୟ କରି ରାଜ୍ୟ ସରକାର ଏପରି ଏକ ପଦକ୍ଷେପ ନେଇଛନ୍ତି ବୋଲି ସୂଚନା ରହିଛି। ଯାହା ଲୋକଙ୍କୁ ଖରା, ବର୍ଷା ଓ ଶୀତ ଆଦି…

ଶୀତଳ ଷଷ୍ଠୀ ଯାତ୍ରା ଦେଖି ଫେରିବା ବେଳେ ଯୁବକଙ୍କୁ ହତ୍ୟା ମାମଲା, ୨ ଗିରଫ

ବଲାଙ୍ଗୀର: ଶୀତଳ ଷଷ୍ଠୀ ଯାତ୍ରା ଦେଖି ଫେରୁଥିବା ବେଳେ ଯୁବକଙ୍କୁ ଛୁରା ମାରି ହତ୍ୟା ଘଟଣାରେ ପୋଲିସ ଦୁଇ ଜଣ ଅଭିଯୁକ୍ତକୁ ଗିରଫ କରିଛି। ଗିରଫ ଦୁଇ ଜଣ ହେଲେ ବିମଲ ରାଉଳ ଓ ପ୍ରୀତମ କଲତା। ବଲାଙ୍ଗୀର ଏସପି ଋଷିକେଶ ଖିଲାରୀ ଗିରଫ ବାବଦରେ ସୂଚନା ଦେଇଛନ୍ତି। ମଙ୍ଗଳବାର ବିଳମ୍ବିତ ରାତିରେ…

ମାଲକାନଗିରିରେ ଗଞ୍ଜେଇ ଚାଲାଣ ବେଳେ ତେଲେଙ୍ଗାନାର ଜଣେ ପୁଲିସ ସମେତ ସାତ ଗିରଫ

କାଲିମେଳା: ଗୁରୁବାର ମାଲକାନଗିରି ଜିଲ୍ଲା କାଲିମେଳା ପୋଲିସ ଆର ଶ୍ରୀନି ନାଏକ ନାମକ ଜଣେ କନେଷ୍ଟବଳଙ୍କୁ ଗଞ୍ଜେଇ ଚୋରା ଚାଲାଣରେ ସମ୍ପୃକ୍ତ ଥିବା ଅଭିଯୋଗରେ ଗିରଫ କରିଛି। ତେଲେଙ୍ଗାନାର ଏହି ଅଭିଯୁକ୍ତମାନେ କମଳା ପଦର ଅଞ୍ଚଳ ନିକଟରେ ରାତିରେ କାଲିମେଳା ପୋଲିସ ପାଟ୍ରୋଲିଂ କରୁଥିବା ବେଳେ…

ଶିମିଳିପାଳ ଫରେଷ୍ଟ ଗାର୍ଡ ମୃତ୍ୟୁ ମାମଲାରେ ପୂର୍ବତନ ସରପଞ୍ଚଙ୍କ ସମେତ ତିନି ଗିରଫ

ବାରିପଦା: ମୟୂରଭଞ୍ଜ ଶିମିଳିପାଳ ବ୍ୟାଘ୍ର ଅଭୟାରଣ୍ୟରେ ନିକଟରେ ଫରେଷ୍ଟ ଗାର୍ଡ ବିମଳ ଜେନା ହତ୍ୟା ଘଟଣାରେ ଶୁକ୍ରବାର ପୂର୍ବତନ ସରପଞ୍ଚଙ୍କ ସମେତ ଆଉ ୩ ଜଣଙ୍କୁ ଗିରଫ କରାଯାଇଛି। ବାରିପଦା ପୁଲିସ ଓ ବନ ବିଭାଗ କର୍ମଚାରୀଙ୍କ ମିଳିତ ଉଦ୍ୟମରେ ଏହି ତିନି ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି।…

ନବ ଦାସ ହତ୍ୟା: ୧୧୮ ଦିନ ପରେ ୫୪୩ ପୃଷ୍ଠାର ଚାର୍ଜସିଟ, କେବେ ଖୋଲିବ ହତ୍ୟା ରହସ୍ୟ ?

ଝାରସୁଗୁଡା: ପୂର୍ବତନ ସ୍ୱାସ୍ଥ୍ୟମନ୍ତ୍ରୀ ନବକିଶୋର ଦାସ ହତ୍ୟାକାଣ୍ଡ ମାମଲାର ଚାର୍ଜସିଟ ଦାଖଲ କଲା କ୍ରାଇମବ୍ରାଞ୍ଚ । ନବ ଦାସଙ୍କ ମୃତ୍ୟୁର ୧୧୮ ଦିନ ପରେ ଆଜି ଝାରସୁଗୁଡା ଜେଏମଏଫସି କୋର୍ଟରେ ଚାର୍ଜସିଟ୍ ଦାଖଲ କରିଛି କ୍ରାଇମବ୍ରାଞ୍ଚ । ତଦନ୍ତକାରୀ ଡିଏସପି ଅଧିକାରୀ  ଦାଖଲ କରିଥିବା…

ବୃଦ୍ଧାଙ୍କ ଉପରେ ଚଢ଼ିଗଲା ଶହ ଶହ ଗାଡି

ଢେଙ୍କାନାଳ:ସକାଳୁ ସକାଳୁ ଦେଖିବାକୁ ମିଳିଥିଲା ଏ ଭୟଙ୍କର ଛାତିଥରା ଦୃଶ୍ୟ । ରାସ୍ତା ଉପରେ ପଡିଥିଲା  ଖଣ୍ଡ ବିଖଣ୍ଡିତ ଶବ । ରକ୍ତରେ ଲାଲ ଦିଶୁଥିଲା କଳା ମଚମଚ ପିଚୁ ରାସ୍ତା । ଦେଖିବା ଲୋକଙ୍କ ଆଖି ବନ୍ଦ ହୋଇ ଯାଉଥିଲା । ଏ ଦୃଶ୍ୟ ଦେଖି ହେବନି କି ଦେଖାଇ ହେବନି । ହେଲେ ସମସ୍ତ ସ୍ତବ୍ଧ…

ରାସ୍ତାରେ ରଖି ପାରିବେନି ଅଚଳ ଗାଡ଼ି; ଉଠାଇ ନେବ ବିଏମସି

ଭୁବନେଶ୍ୱର:ଆଉ ଏଣିକି ରାସ୍ତାରେ ରହିବନି ଅଚଳ ଗାଡି । ଅଚଳ ଗାଡିକୁ କେଉଁଠି ରଖିବେ, କେମିତି ରଖିବେ ସେ ଦାୟତ୍ୱ ମାଲିକଙ୍କର । ଯଦି ଭୁଲରେ ବି ରାସ୍ତାରେ ଅଚଳ ଗାଡି ରଖୁଥାନ୍ତି ତେବେ ସାବଧାନ ! ଦେଖିବା ମାତ୍ରେ ଉଠାଇ ନେବ ଭୁବନେଶ୍ୱର ମହାନଗର ନିଗମ ବା ବିଏମସି ।  ବିଏମସି ପକ୍ଷରୁ ଏପରି…