Latest Odisha News

BREAKING NEWS

Browsing Category

ଓଡିଶା

Odisha

ଓଏଏସ୍ ଅଫିସର ସ୍ତରରେ ଅଦଳବଦଳ, ବଦଳିଲେ ୧୧ ଅଫିସର

ଭୁବନେଶ୍ବର: ରାଜ୍ୟ ସରକାର ଓଏଏସ୍‌ ଅଫିସର ସ୍ତରରେ ଅଦଳବଳଦ କରିଛନ୍ତି । ଏନେଇ ଆଜି ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ଜାରି ବିଜ୍ଞପ୍ତି ଅନୁସାରେ ୧୧ ଜଣ ଓଏଏସ୍ ଅଫିସରଙ୍କୁ ବିଭିନ୍ନ ଜିଲ୍ଲାରେ ଅତିରିକ୍ତ ଉପଜିଲ୍ଲାପାଳ ଭାବେ ନିଯୁକ୍ତି ମିଳିଛି । ପ୍ରକାଶିତ…

୫୦ ବର୍ଷର ଜମିଜମା ସମସ୍ୟାର ହେବ ସମାଧାନ, ଡିସେମ୍ବର ୧୪ରେ ପଟ୍ଟା ବଣ୍ଟନ

ଭୁବନେଶ୍ବର: ଦୀର୍ଘ ୫୦ ବର୍ଷର ଜମିଜମା ସମସ୍ୟାର ଖୁବ ଶୀଘ୍ର ହେବ ସମାଧାନ । ଜାନୁଆରୀ ମାସରେ ଜଟଣୀ ଖାସମାହାଲ ଜମିର ପ୍ରଥମ ପର୍ଯ୍ୟାୟରେ ହେବ ପଟ୍ଟା ବଣ୍ଟନ । ଝାରସୁଗୁଡା ହୀରାକୁଦ ବନ୍ଧ ବିସ୍ଥାପିତ ମାନଙ୍କୁ ମିଳିବ ଜମିପଟ୍ଟା । ସୋରଡାର ୨୨ଟି ଗାଁରେ ବହୁ ପୁରାତନ ଜମି ସମସ୍ୟାର ମଧ୍ୟ ହେବ…

ଛାତ୍ରୀଙ୍କୁ କାମୁଡିଲା ବିରୁଡି, ଛୁରୀ ତତାଇ ଚେଙ୍କ ଦେଲେ ଶିକ୍ଷୟିତ୍ରୀ

ଖୋର୍ଦ୍ଧା: ଖୋର୍ଦ୍ଧା ଜିଲ୍ଲା ବୋଲଗଡ ବ୍ଲକରେ ଦେଖିବାକୁ ମିଳିଛି ଅଭାବନୀୟ ଘଟଣା । ବ୍ଲକ ଅଧିନ ଅସରଳାର ନୋଡାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଜଣେ ଛାତ୍ରୀଙ୍କୁ ବିରୁଡି କାମୁଡି ଦେବାରୁ ଜଣେ ଶିକ୍ଷୟତ୍ରୀ ତାଙ୍କୁ ଲୁହା ଚେଙ୍କ ଦେଇଥିବା ଖବର ସାମ୍ନାକୁ ଆସିଛି । ଯାହାକୁ ସବୁ ମହଲରେ ତୀବ୍ର…

କ୍ରୀଡ଼ା ଓ ଯୁବସେବା ବିଭାଗ ପକ୍ଷରୁ ଶ୍ରାବଣୀ ନନ୍ଦ ସମ୍ବର୍ଦ୍ଧିତ

ଭୁବନେଶ୍ୱର: ଗୋଆରେ ଅନୁଷ୍ଠିତ ୩୭ ତମ ଜାତୀୟ କ୍ରୀଡ଼ା ୨୦୨୩ ଏବଂ ଅନ୍ୟ କ୍ରୀଡ଼ାରେ ଉଲ୍ଲେଖନୀୟ  ପ୍ରଦର୍ଶନ ଲାଗି ଆଥଲେଟ ଶ୍ରାବଣୀ ନନ୍ଦଙ୍କୁ ଆଜି କ୍ରୀଡ଼ା ଓ ଯୁବସେବା ବିଭାଗ ପକ୍ଷରୁ ୯ଲକ୍ଷ ୪୦ ହଜାର ଟଙ୍କାର ଅର୍ଥରାଶି ପୁରସ୍କାର ପ୍ରଦାନ କରାଯାଇଛି  । କଳିଙ୍ଗ ଷ୍ଟାଡିୟମରେ ଆୟୋଜିତ ଏକ…

ବିଜେପିରି ମିଶ୍ରଣ ପର୍ବ: କଂଗ୍ରେସ ଛାଡି ମିଶିଲେ ଶତାଧିକ ନେତା ଓ କର୍ମୀ

ଭୁବନେଶ୍ୱର: ସାଧାରଣ ନିର୍ବାଚନ ପୂର୍ବରୁ ବଳ ଗୋଟାଇବାରେ ଲାଗିଛି ବିଜେପି । କଂଗ୍ରେସ ଛାଡ଼ି ଆନୁଷ୍ଠାନିକ ଭାବେ ବିଜେପିରେ ମିଶିଛନ୍ତି କଂଗ୍ରେସର ବହୁ ନେତା ଓ କର୍ମୀ । ଆଜି ରାଜ୍ୟ କାର୍ଯ୍ୟାଳୟଠାରେ ବିଜେପି ସଭାପତି ମନମୋହନ ସାମଲଙ୍କ ଉପସ୍ଥିତିରେ ରାଜ୍ୟ କଂଗ୍ରେସର ମୁଖପାତ୍ର ତଥା ଓବିସି…

ପୂର୍ବୋଦୟ ସମ୍ଭାବନା ସମ୍ପର୍କିତ ଆନ୍ତର୍ଜାତିକ ଆଲୋଚନାଚକ୍ର: ‘ଗ୍ଲୋବାଲ୍ ବେଞ୍ଚମାର୍କ ସ୍ଥାପନ କରିବ…

ଭୁବନେଶ୍ବର: ରାଜଧାନୀରେ ଆରମ୍ଭ ହୋଇଛି ପୂର୍ବୋଦୟ ସମ୍ଭାବନା ସମ୍ପର୍କିତ ଦୁଇ ଦିନିଆ ଆନ୍ତର୍ଜାତିକ ଆଲୋଚନା ଚକ୍ର। ଏହାର ଉଦଘାଟନୀ ଅବେଶନରେ ଯୋଗଦେଇଥିଲେ କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। କାର୍ଯ୍ୟକ୍ରମରେ ଉଦବୋଧନ ଦେଇ କେନ୍ଦ୍ରମନ୍ତ୍ରୀ…

ଉତ୍ତରାଖଣ୍ଡ ଟନେଲରୁ ଉଦ୍ଧାର ଭଗବାନଙ୍କୁ ଜିଲ୍ଲା ପ୍ରଶାସନ ପକ୍ଷରୁ ସମ୍ବର୍ଦ୍ଧନା

ନବରଙ୍ଗପୁର: ଦୀର୍ଘ ୧୭ ଦିନର ସଂଘର୍ଷ ପରେ ଟନେଲ ରୁ ସୁରକ୍ଷିତ ଭାବେ ଉଦ୍ଧାର ହୋଇ ନବରଙ୍ଗପୁର ଫେରିଥିବା ଡାବୁଗାଁ ବ୍ଲକ ତାଳବେଢା ଗ୍ରାମର ଭଗବାନ ଭତ୍ରା ଙ୍କୁ ଜିଲ୍ଲା ପ୍ରଶାସନ ପକ୍ଷରୁ ସ୍ବାଗତ ସମ୍ବର୍ଦ୍ଧନା । ଏନେଇ ସ୍ଥାନୀୟ ମିଶନଶକ୍ତି ହଲ ଠାରେ ଅନୁଷ୍ଠିତ ଏକ ସମ୍ବର୍ଦ୍ଧନା…

ଡିସେମ୍ବର ୯ ଯାଏ ଭୋଟର ତାଲିକା ସଂଶୋଧନ

ଭୁବନେଶ୍ୱର: ଆସନ୍ତା ଡିସେମ୍ବର ୯ ତାରିଖ ପର୍ଯ୍ୟନ୍ତ ଚାଲୁରହିବ ଭୋଟର ତାଲିକା ସଂଶୋଧନ କାର୍ଯ୍ୟ। ଆଗାମୀ ସାଧାରଣ ନିର୍ବାଚନ-୨୦୨୪ ନିମନ୍ତେ ଭୋଟର ତାଲିକାର ସ୍ଵତନ୍ତ୍ର ସଂକ୍ଷିପ୍ତ ସଂଶୋଧନ କାର୍ଯ୍ୟକ୍ରମ ଚାଲିବ। ଭୋଟର ତାଲିକାରେ ଥିବା ତ୍ରୁଟି ସଂଶୋଧନ ଏବଂ ନୂତନ ଭୋଟର ଭାବେ ପଂଜିକରଣ…

ପୃଥକ୍ ଦୁର୍ଘଟଣା: ଗୋଟିଏ ଦିନରେ ୩ ଜଳ ସମାଧୀ, ଜଣେ ନିଖୋଜ

ସୁନ୍ଦରଗଡ: ସୁନ୍ଦରଗଡ ଜିଲ୍ଲା ରାଉରକେଲାରେ ଆଜି ଏକ ଦୁଃଖଦ ଘଟଣା ଘଟିଛି । ଜିଲ୍ଲାର ପ୍ରଧାନପାଲି ସ୍ଥିତ କୋଏଲ ନଦୀ ଘାଟରେ ଗାଧୋଇବାକୁ ଯାଇଥିବାବେଳେ, ବୁଡି ଯାଇଥିଲେ ଦୁଇ ଛାତ୍ର । ଯେଉଁଥିରେ ଜଣେ ଛାତ୍ରର ମୃତ୍ୟୁ ଘଟିଥିବାବେଳେ ଅନ୍ୟ ଜଣେ ନିଖୋଜ ଅଛନ୍ତି । ଖବରମୁତାବକ, ଉଭୟ ବାସନ୍ତୀ…

ଏବେ କମିବ ପେଟ୍ରୋଲ ଓ ଡିଜେଲ ଦର! ତିନି ବର୍ଷ ପରେ ଭାରତ କରିବାକୁ ଯାଉଛି ଏପରି କାମ

ନୂଆଦିଲ୍ଲୀ: ଦେଶରେ ବତବର୍ଷ ଏପ୍ରିଲ ମାସରୁ ପେଟ୍ରୋଲ ଓ ଡିଜେଲର ଦରରେ କୌଣସି ପରିବର୍ତ୍ତନ ଆସିନି । ମାତ୍ର ଖୁବଶୀଘ୍ର ଏହି ସ୍ଥିତି ବଦଳିବାକୁ ଯାଉଛି । କାରଣ ଭାରତ ତିନି ବର୍ଷ ପରେ ବେନେଜୁଏଲାଠାରୁ ତେଲ ଆମଦାନୀ କରିବାକୁ ଯାଉଛି । ଆମେରିକା ଏହି ଲାଟିନ ଆମେରିକୀୟ ଦେଶ ଉପରୁ ପ୍ରତିବନ୍ଧକ…