Latest Odisha News
Browsing Category

ଓଡିଶା

Odisha

ଜୁଲାଇ ୩ରୁ ମାଟ୍ରିକ ସପ୍ଲିମେଣ୍ଟାରୀ ପରୀକ୍ଷା

କଟକ: ମାଟ୍ରିକ ପରୀକ୍ଷାର୍ଥୀଙ୍କ ପାଇଁ ପୁଣି ସୁଯୋଗ । ଅଧାରୁ ପାଠ ଛାଡ଼ିଥିବା ଦଶମ ଶିକ୍ଷାର୍ଥୀ ଓ ଏକ୍ସ ରେଗୁଲାର ଛାତ୍ରଛାତ୍ରୀ ମାଟ୍ରିକ୍ ସପ୍ଲିମେଣ୍ଟାରୀ ପରୀକ୍ଷା ଦେଇ ପାରିବେ । ଏନେଇ ବୁଧବାର ମାଧ୍ୟମିକ ଶିକ୍ଷା ପରିଷଦ ସୂଚନା ଦେଇଛି । ଜୁଲାଇ ୩ରୁ ୮ ଯାଏ ମାଟ୍ରିକ୍ ସପ୍ଲିମେଣ୍ଟାରୀ…

ମୁଣ୍ଡଳିରେ ଛତିଶଗଡ଼ ପର୍ଯ୍ୟଟକଙ୍କୁ ଆକ୍ରମଣ ଘଟଣା, ଟୋଲ୍ ଗେଟର ୪ କର୍ମଚାରୀ ଗିରଫ

ଭୁବନେଶ୍ୱର: ମଙ୍ଗଳବାର ଛତିଶଗଡ଼ରୁ ବସ୍ ଯୋଗେ ଆସିଥିବା ପର୍ଯ୍ୟଟକଙ୍କୁ ମୁଣ୍ଡଳି ଟୋଲ୍ ଗେଟରେ ମାଡ଼ ମାରିଥିଲେ ଟୋଲ୍ ଗେଟ୍ କର୍ମଚାରୀ । ଏହି ମାମଲାରେ ମୁଣ୍ଡଳି ଟୋଲ୍ ଗେଟର ୪ ଜଣ କର୍ମଚାରୀଙ୍କୁ ପୋଲିସ ଗିରଫ କରିଛି । ଗିରଫ ଅଭିଯୁକ୍ତଙ୍କୁ ସ୍ଥାନୀୟ କୋର୍ଟକୁ ଚାଲାଣ କରାଯାଇଛି ।…

ନୂତନ ସଂସଦ ଭବନ ଉଦଘାଟନ ଉତ୍ସବରେ ସାମିଲ୍ ହେବେନି ୨୦ ବିରୋଧୀ ଦଳ, ଯିବ ବିଜେଡି

ଭୁବନେଶ୍ୱର: ନୂତନ ସଂସଦ ଭବନକୁ କିଏ କରିବ ଉଦଘାଟନ ? ପ୍ରଧାନମନ୍ତ୍ରୀ ଆସନ୍ତା ୨୮ ତାରିଖରେ ନୂତନ ସଂସଦ ଭବନର ଉଦଘାଟନ କରିବେ । ଯାହାକୁ ତମାମ ବିପକ୍ଷ ଦଳ ବିରୋଧ କରିବା ସହ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ କିମ୍ବା ଲୋକସଭା ବାଚସ୍ପତି ଓମ୍ ବିର୍ଲା ଉଦଘାଟନ କରନ୍ତୁ ବୋଲି ଦାବି କରି…

କାଳବୈଶାଖୀ; ଟ୍ରେନ ଉପରେ ପଡିଲା ଗଛ

ରାୟଗଡା:ହଠାତ ମାଡି ଆସିଲା କାଳବୈଶାଖୀ । ଆଗକୁ ଗଡିପାରିଲାନି ଟ୍ରେନ । ଟ୍ରାକ ଉପରେ ଅଟକି ରହିଲା । ଆଉ ଏହି ସମୟରେ ପ୍ରବଳ ପବନରେ ଗଛ ଉପୁଡି ପଡିଲା ଟ୍ରେନ ଉପରେ  । ଏମିତି ଦୃଶ୍ୟ ଦେଖିବାକୁ ମିିଳିଥିଲା ଆଜି ଅରାହ୍ନରେ  । ଅନ୍ୟପକ୍ଷେ  ରାୟଗଡା ଜିଲ୍ଲାର ବିଭିନ୍ନ ସ୍ଥାନରେ କାଳବୈଶାଖୀ…

୪୪ ଡିଗ୍ରୀରେ ଭାଜି ହେଲା ନୂଆପଡ଼ା, ୨୫ ସହରରେ ପାରଦ ୪୦ ପାର୍

ଭୁବନେଶ୍ୱର: ଆଜି ରାଜ୍ୟରେ ଅସହ୍ୟ ଗ୍ରୀଷ୍ମ ପ୍ରବାହ ସହ ଗୁଳୁଗୁଳି ଅନୁଭୂତ ହୋଇଛି । ୨୫ ସହରରେ ପାରଦ ୪୦ ପାର୍ ହୋଇଥିବା ବେଳେ ୪୪ ଡିଗ୍ରୀ ତାପମାତ୍ରାରେ ଟକ୍ ଟକ୍ ହୋଇ ଫୁଟିଛି ନୂଆପଡ଼ା । ପଶ୍ଚିମ ସହ ଦକ୍ଷିଣ ଓ ଆଭ୍ଯନ୍ତରୀଣ ଓଡ଼ିଶାରେ ଅସହ୍ୟ ତାତି ଅନୁଭୂତ ହୋଇଥିବା ବେଳେ ଉପକୂଳବାସୀ…

ବେଦାନ୍ତ ଆଲୁମିନିୟମ୍ ପକ୍ଷରୁ ଭିନ୍ନକ୍ଷମ ପିଲାମାନଙ୍କ ପାଇଁ ପୁନର୍ବାସ କେନ୍ଦ୍ର ପ୍ରତିଷ୍ଠା

ଝାରସୁଗୁଡ଼ା: ଭାରତର ସର୍ବବୃହତ ଉତ୍ପାଦକ ବେଦାନ୍ତ ଆଲୁମିନିୟମ୍‌, ସ୍ୱତନ୍ତ୍ର ରୂପରେ ଭିନ୍ନକ୍ଷମ ପିଲାମାନଙ୍କ ପାଇଁ ଝାରସୁଗୁଡାର ଟାଉନ୍ସିପରେ ଏକ ଅତ୍ୟାଧୁନିକ ପୁନର୍ବାସ କେନ୍ଦ୍ର ପ୍ରତିଷ୍ଠା କରିଛି । ଏହି ସୁବିଧା ବିଭିନ୍ନ ଭିନ୍ନକ୍ଷମ ପିଲାମାନଙ୍କୁ ବିସ୍ତୃତ ଯତ୍ନ, ଥେରାପି ଏବଂ…

ସିକଲ୍ ସେଲ୍ ରୋଗୀଙ୍କୁ ରକ୍ତଦାନ କରି ମହାନତା ଦେଖାଇଲେ ୧୦୮ ଆମ୍ବୁଲାନ୍ସ କର୍ମଚାରୀ

ଦେବଗଡ଼: ସିକଲ୍ ସେଲ୍ ରୋଗୀଙ୍କୁ ରକ୍ତ ଦାନ କରି ପୁଣି ନିଜର ମହାନତା ଦେଖାଇଛନ୍ତି ୧୦୮ ଆମ୍ବୁଲାନ୍ସ କର୍ମଚାରୀ । ଘଟଣା ଅନୁଯାୟୀ ଗୋବିନ୍ଦ ମହାକୁଦ ନାମକ ଜଣେ ୧୩ ବର୍ଷିୀୟ ବାଳକ ସିକଲ୍ ସେଲ ରୋଗରେ ପୀଡ଼ିତ ହୋଇ ଦେଓଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସିତ ହେଉଥିଲେ । ଏଠାରେ ଉକ୍ତ…

୩ ମାସ ଶିଶୁର ରେଟିନା ଅସ୍ତ୍ରୋପଚାର କଲେ କିମ୍‍ସ ଡାକ୍ତର

ଭୁବନେଶ୍ୱର: ଜଣେ ୩ ମାସର ଶିଶୁଠାରେ ସଫଳ ରେଟିନା ଅସ୍ତ୍ରୋପଚାର କରି କଳିଙ୍ଗ ଇନଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ ସାଇନ୍‌ସେସ୍ (କିମ୍‌ସ) ଡାକ୍ତର ପ୍ରଶଂସା ସାଉଣ୍ଟିଛନ୍ତି । କିମ୍‌ସ ଶିଶୁରୋଗ ବିଭାଗରେ ଭର୍ତ୍ତି ହୋଇଥିବା ଜଣେ ୩ ମାସର ଶିଶୁଠାରେ ଦୃଷ୍ଟିଶକ୍ତି ଉପରେ ସନ୍ଦେହ ହେବାରୁ ଶିଶୁଟିର…

ବଦଳିଲା ମାଟ୍ରିକ୍ ବୋର୍ଡ ପରୀକ୍ଷା ଢାଞ୍ଚା, ବର୍ଷ ଶେଷରେ ହେବ ବାର୍ଷିକ ପରୀକ୍ଷା

କଟକ: ମାଟ୍ରିକ୍ ବୋର୍ଡ ପରୀକ୍ଷାକୁ ନେଇ ମାଧ୍ୟମିକ ଶିକ୍ଷା ପରିଷଦ ବଡ଼ ନିଷ୍ପତ୍ତି ନେଇଛି । କୋଭିଡ୍ ପୂର୍ବଭଳି ଚଳିତବର୍ଷରୁ ବାର୍ଷିକ ପରୀକ୍ଷା ହେବ । ସମସ୍ତ ସରକାରୀ ହାଇସ୍କୁଲରେ ଦଶମ ପଢ଼ୁଥିବା ଛାତ୍ରଛାତ୍ରୀ ବାର୍ଷିକ ମାଟ୍ରିକ ବୋର୍ଡ ପରୀକ୍ଷା ଦେବେ । ମହାମାରୀ କୋଭିଡ୍ ପରେ ବୋର୍ଡ…