Latest Odisha News

BREAKING NEWS

Browsing Category

ଓଡିଶା

Odisha

ସୋଆ ବିଶ୍ଵବିଦ୍ୟାଳୟରେ ୨ ଦିନିଆ ରାଜ୍ୟସ୍ତରୀୟ ଯୁବ ଉତ୍ସବ ଅନୁଷ୍ଠିତ

ଭୁବନେଶ୍ୱର: ରାଜଧାନୀ ସ୍ଥିତ ଶିକ୍ଷା ଓ ଅନୁସନ୍ଧାନ ବିଶ୍ଵବିଦ୍ୟାଳୟ ଠାରେ ନେହେରୁ ଯୁବକେନ୍ଦ୍ର ଓଡିଶା ଆନୁକୁଲ୍ୟରେ ଦୁଇ ଦିନ ଧରି ରାଜ୍ୟ ସ୍ତରୀୟ ଯୁବ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟକ୍ରମକୁ ଜଳ ଶକ୍ତିମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଶୁଭ ଉଦଘାଟନ କରିଥିଲେ । ଉଦଯାପନୀ ଦିବସରେ…

ନବମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ସାଇକେଲରେ ଲାଗିଲା “ଆମେ ଗଢିବୁ ନୂଆ ଓଡ଼ିଶା”ର ବ୍ରାଣ୍ଡିଂ, ଷ୍ଟିକର

ଭୁବନେଶ୍ବର: ଛାତ୍ରଛାତ୍ରୀଙ୍କ ସାଇକେଲରେ ଲାଗିଲା “ଆମେ ଗଢିବୁ ନୂଆ ଓଡ଼ିଶା”ର ବ୍ରାଣ୍ଡିଂ। ଆଜି ଏହି କ୍ରମରେ ଭୁବନେଶ୍ୱର କ୍ୟାପିଟାଲ ହାଇସ୍କୁଲରେ ଆରମ୍ଭ ହୋଇଛି କାର୍ଯ୍ୟକ୍ରମ। ରାଜ୍ୟର ସମସ୍ତ ସ୍କୁଲର ନବମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ସାଇକେଲରେ ବ୍ରାଣ୍ଡି ସହ “ଆମେ ପଢ଼ିବୁ, ବଢ଼ିବୁ,…

ଉମରକୋଟର ପୁଅ ଶାଶ୍ୱତ ପଟ୍ଟନାୟକଙ୍କ ସଫଳତା, ‘କେବିସି’ରେ ଜିତିଲେ ୧୩ ଲକ୍ଷ ୪୦ ହଜାର

ନବରଙ୍ଗପୁର: ଶାଶ୍ୱତ ପଟ୍ଟନାୟକ‘କୌନ୍ ବନେଗା କରୋଡ୍ ପତି’ଜୁନିୟରେ ଅଂଶଗ୍ରହଣ କରି ଆଜି ନବରଙ୍ଗପୁର ଜିଲ୍ଲା ପାଇଁ ଆଣିଛନ୍ତି ଗର୍ବ ଓ ଗୌରବ। ଉମରକୋଟର ଶାଶ୍ଵତ ପଟନାୟକ ବିଗ୍-ବି ଅମିତାଭ ବଚ୍ଚନଙ୍କ ସହ ସୋନି ଟିଭି ଚ୍ୟାନେଲରେ କେବିସି ଖେଳି ଜିତିଲେ ୧୩ ଲକ୍ଷ ୪୦ ହଜାର ଟଙ୍କା। ଯାହାକୁ ନେଇ…

ସରକାର ଯୋଜନା ପାଲଟିଛି ସାତ ସପନ, ଓଳିଏ ଖାଇଲେ ଓଳିଏ ଉପାସ ରହୁଛନ୍ତି ଦିବ୍ୟାଙ୍ଗ ଯୁଧିଷ୍ଠିର

ନୂଆପଡା: ସରକାର ଗରିବ ଶ୍ରେଣୀର ଲୋକଙ୍କୁ ଗ୍ରାମୀଣ ଆବାସରେ ଘର ଖଣ୍ଡିଏ ଯୋଗାଇବାର ବ୍ୟବସ୍ଥା କରିଛନ୍ତି । ଏମିତିକି ଭିନ୍ନକ୍ଷମ ମାନଙ୍କ ପାଇଁ ସ୍ୱତନ୍ତ୍ର ପ୍ରାଥମିକତା ଦେବାର ନିୟମ ରହିଛି । ଏ ହେଉଛନ୍ତି ନୂଆପଡା ଜିଲ୍ଲା ଖଡ଼ିଆଳ ବ୍ଲକ ଖାସବାହାଲ ପଞ୍ଚାୟତ ଚଚରାଭଟା ଗ୍ରାମର ଦିବ୍ୟାଙ୍ଗ…

ଭବାନୀପାଟଣା ଠାରେ ଜିଲ୍ଲା ସ୍ତରୀୟ ପିସି ଏବଂ ପିଏନଡିଟି ଉପଦେଷ୍ଟା କମିଟି ବୈଠକ ଅନୁଷ୍ଠିତ

ଭବାନୀପାଟଣା: ଆଜି ସ୍ଥାନୀୟ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ କକ୍ଷରେ ଜିଲ୍ଲାପାଳ ପି ଅନ୍ୱେଷା ରେଡ୍ଡୀଙ୍କ ଅଧ୍ୟକ୍ଷତାରେ ଜିଲ୍ଲା ସ୍ତରୀୟ ପିସି ଏବଂ ପିଏନଡିଟି ଉପଦେଷ୍ଟା କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି । ସିଡ଼ିଏମଓ କଳାହାଣ୍ଡି ଡ. ସୁଚେତା ପାଣି ଜିଲ୍ଲାରେ ପୂର୍ବ ଗର୍ଭ ଧାରଣ ଓ ଜନ୍ମ…

ପୁରୀରେ ୪ ମଠର ପୁନରୁଦ୍ଧାର କାର୍ଯ୍ୟର ତଦାରଖ କଲା ଏନଏମଏ ଟିମ୍

ପୁରୀ: ପୁରୀରେ ଏନଏମଏ ଟିମ୍ ।  ଆଜି (ଗୁରୁବାର) ଶ୍ରୀମନ୍ଦିର ମେଘନାଦ ପାଚେରୀ ଠାରୁ ଶହେ ମିଟର ମଧ୍ୟରେ ଥିବା ୪ ଟି ମଠର ପୁନରୁଦ୍ଧାର କାର୍ଯ୍ୟର ତଦାରଖ କଲେ ଏନଏମଏ (NMA)ର ସ୍ୱତନ୍ତ୍ର ଅଧିକାରୀ । ଏହି ତଦାରଖ ଟିମ୍ ରେ ରହିଛନ୍ତି ଏନଏମଏର ପ୍ରତିନିଧି ସଂସ୍କୃତି ନିର୍ଦ୍ଦେଶକ ଦୀଲିପ…

ଆସ ବୁଲିଯିବା ଓଡିଶା: ପର୍ଯ୍ୟଟକଙ୍କ ମନମୋହୁଛି ଗୁଦଗୁଦା ଜଳପ୍ରପାତ

ସମ୍ବଲପୁର: ଚାଲିଛି ଶୀତ ଋତୁ । ଶୀତ ଋତୁରେ ନୂଆନୂଆ ପର୍ଯ୍ୟଟନସ୍ଥଳ ବୁଲିଯିବା ସହ ବଣ ଭୋଜି କରିବାକୁ ସମସ୍ତେ ଭଲ ପାଆନ୍ତି । ଥଣ୍ଡା ପାଗରେ ବୁଲିବାର ମଜା ନିଆରା । ଯଦି ଝରଣା, ପାହାଡ ଓ ଘଞ୍ଚ ଜଙ୍ଗଲରେ ପିକନିକ୍ ହୁଏ ତେବେ କଥା ସରିଲା । ପ୍ରାକୃତିକ ଶୋଭାରାଜିକୁ ଭଲ କରି ଉପଭୋଗ କରିବା ସହ…

ଟ୍ରେନ୍ ଲାଇନରେ ହାତୀଙ୍କୁ ରକ୍ଷା କରିବ ‘ଗଜରାଜ’, କମିବ ମୃତ୍ୟୁ ହାର

ନୂଆଦିଲ୍ଲୀ/ଭୁବନେଶ୍ବର: ଅନେକ ସମୟରେ ଦେଶର ବିଭିନ୍ନ ସହରରୁ ରେଳ ଟ୍ରାକରେ ହାତୀ ଦୁର୍ଘଟଣା ଘଟଣା ସାମ୍ନାକୁ ଆସୁଛି । ଯେଉଁ ରାଜ୍ୟରେ ହାତୀ ସଂଖ୍ୟା ଅଧିକ, ସେହିଠାରେ ଏଭଳି ଘଟଣା ଅଧିକ ଦେଖାଯାଏ । ରେଳ ଟ୍ରାକରେ ଦୁର୍ଘଟଣା ହେତୁ ହାତୀ ମୃତ୍ୟୁକୁ ରୋକିବା ପାଇଁ ଭାରତୀୟ ରେଳବାଇ ଏକ ନୂତନ…

ମାର୍ଗଶୀର ପ୍ରଥମ ଗୁରୁବାରରେ ନବରଙ୍ଗପୁରକୁ ଆସିଲେ ଲକ୍ଷ୍ମୀ, ଲକ୍ଷ୍ମୀ ବସ୍ ଯୋଜନାର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

ନବରଙ୍ଗପୁର: ମାର୍ଗଶୀର ପ୍ରଥମ ଗୁରୁବାରରେ ନବରଙ୍ଗପୁରକୁ ଆସିଲେ ଲକ୍ଷ୍ମୀ । ନବରଙ୍ଗପୁର ଜିଲ୍ଲାରେ ଆଜିଠାରୁ ଆରମ୍ଭ ହେଲା ଲକ୍ଷ୍ମୀ ବସ ଯୋଜନା । ଭିଡିଓ କନଫରେସିଙ୍ଗ ମାଧ୍ୟମରେ ଯୋଡି ହୋଇ ୪୫ ଟି ଲକ୍ଷ୍ମୀବସର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । 5T ସଚିବ ଭିକେ…

ଛାତ୍ରୀଙ୍କୁ ଯୌନ ନିର୍ଯ୍ୟାତନା ଅଭିଯୋଗରେ ବନ୍ଧାହେଲେ ରସିକିଆ ଇଂରାଜୀ ଶିକ୍ଷକ

ସମ୍ବଲପୁର : ଥମୁନି ଲଜ୍ଜା  । ପୁଣି ସମ୍ବଲପୁରରୁ ଆସିଛି ଲଜ୍ଜାଜନକ ଘଟଣା  । ବରେଇପାଲି ଥାନା ଅନ୍ତର୍ଗତ ପାଞ୍ଚଗଛିଆ ଠାରେ ଥିବା ଏକ ଇଂଲିଶ ମିଡିୟମ୍ ସ୍କୁଲରେ ଛାତ୍ରୀଙ୍କୁ ଯୌନ ନିର୍ଯ୍ୟାତନା ଦିଆଯାଇଥିବାର ଅଭିଯୋଗ ହୋଇଛି । ଏନେଇ ବରେଇପାଲି ଥାନାରେ ଏକ ମାମଲା ରୁଜ୍ଜୁ ହୋଇଛି । ପରେ…