Latest Odisha News

BREAKING NEWS

Browsing Category

ଓଡିଶା

Odisha

ଶ୍ରୀମନ୍ଦିରରେ ଆଜି ହେବନାହିଁ ମହାପ୍ରଭୂଙ୍କର ରାତ୍ର ପହୁଡ: ବିଳମ୍ବିତ ରାତି ଯାଏଁ ଚାଲିବ ଦର୍ଶନ

ପୁରୀ : ଆଜି ମହାକାର୍ତ୍ତିକମାସର ଶୁକ୍ଳପକ୍ଷ ବୈକୁଣ୍ଠ ଚତୁର୍ଦ୍ଦଶୀ ତିଥି। ଆଜି ମହାପ୍ରଭୁ ଭକ୍ତ ମାନଙ୍କୁ  ଡାଳିକିଆ ବା ଲକ୍ଷ୍ମୀନୃସିଂହ ବେଶରେ ଦର୍ଶନ ଦେଉଛନ୍ତି  । ବିଳମ୍ବିତ ରାତି ପର୍ଯ୍ୟନ୍ତ ଆଜି ଭକ୍ତମାନେ ମହାପ୍ରଭୁଙ୍କୁ ଦର୍ଶନ କରିପାରିବେ । କାରଣ ଆଜି ମହାପ୍ରଭୂଙ୍କର ରାତ୍ର ପହୁଡ…

କାର୍ତ୍ତିକ ପୂର୍ଣ୍ଣିମା ପାଇଁ ସ୍ୱତନ୍ତ୍ର ଜନସାଧାରଣ ଟ୍ରେନ, ଜାଣନ୍ତୁ କେଉଁ ଠାରୁ କେଉଁଠିକି ଗଡିବ ଏହି ଟ୍ରେନ

ଭୁବନେଶ୍ଵର: ରାତି ପାହିଲେ କାର୍ତ୍ତିକ ପୁର୍ଣ୍ଣିମା । ସେଥିପାଇଁ ଚଳଚଞ୍ଚଳ ଗାଁ ଠୁ ସହର । ଧର୍ମ ମାସ କାର୍ତ୍ତିକ ମାସ ପାଇଁ ମାସ ସାରା ଜଗନ୍ନାଥ ଧାମରେ ଭକ୍ତଙ୍କ ଗହଳି ଲାଗିଛି । ସେପଟେ ଆସନ୍ତାକାଲି କାର୍ତ୍ତିକ ପୂର୍ଣ୍ଣିମା ହୋଇଥିବାରୁ ପୁରୀରେ ଭକ୍ତଙ୍କ ନାହିଁ ନଥିବା ଗହଳି ଦେଖିବାକୁ…

ଭାରତୀୟ ସମ୍ବିଧାନ ଦିବସ, ଗୁଣୁପୁର କୋର୍ଟ ପରିସରରେ ଶପଥ ସମାରୋହ

ଗୁଣୁପୁର: ଆଜି ଆମ ଦେଶର ‘ସମ୍ବିଧାନ ଦିବସ’ । ୧୯୪୯ ନଭେମ୍ବର‌ ୨୬ ତାରିଖରେ ‘ସମ୍ବିଧାନ ସଭା’ ଦ୍ବାରା ଆମ ସମ୍ବିଧାନ ଗୃହୀତ ହୋଇଥିଲା ଏବ˚ ପର ବର୍ଷ ଜାନୁଆରି ୨୬ରେ ଲାଗୁ କରାଯାଇଥିଲା । ୨୦୧୫ରୁ ଏହି ଦିବସ ପାଳନ କରାଯାଉଛି । ଏହି ପରିପେକ୍ଷୀରେ ଗୁଣୁପୁର ଗୁଣୁପୁର କୋର୍ଟ ପରିସରରେ ଆୟୋଜିତ…

ସ୍ଵାମୀ-ସ୍ତ୍ରୀ ମିଶି କରୁଥିଲେ ଗଞ୍ଜେଇ ବେପାର, ମାଡି ବସିଲା ଅବକାରୀ ବିଭାଗ

ବିନିକା: ସ୍ଵାମୀ-ସ୍ତ୍ରୀ ମିଶି କରୁଥିଲେ ଗଞ୍ଜେଇ ବେପାର । ପେଟ୍ରୋଲିଙ୍ଗ ବେଳେ ମାଡିବସିଲା ସୁବର୍ଣ୍ଣପୁର ଜିଲ୍ଲା ଅବକାରୀ ବିଭାଗ । ୨୧ କେଜିର ଗଞ୍ଜେଇ ସହ ଏକ କାରକୁ ଜବତ କରିଛି ଅବକାରୀ ବିଭାଗ । ସୂଚନା ଅନୁସାରେ, ଆଜି ସକାଳୁ ବିନିକା ବ୍ଲକ ଅଞ୍ଚଳର କରତଙ୍ଗ ଛକରେ ଅବକାରୀ ବିଭାଗ…

ଆରମ୍ଭ ହୋଇଛି କୋରାପୁଟର ଲୋକ ମହୋତ୍ସବ’ପରବ’

ଜୟପୁର: ଶୀତୁଆ ସଂଧ୍ୟାରେ ସାଂସ୍କୃତିକ କାର୍ଯ୍ୟକ୍ରମ । କୋରାପୁଟରେ ଜମୁଛି ‘ପରବ’ ଲୋକ ମହୋତ୍ସବ । ଆଦିବାସୀଙ୍କ ଢେମସା ନାଚର ତାଳେ ତାଳେ ଦୁଲୁକୁଛି ମଞ୍ଚ । କୋରାପୁଟ ସ୍ଥିତ ଲାଣ୍ଡିଗୁଡା ସରକାରୀ କଲେଜ ପଡିଆ ଠାରେ ଉଦଘାଟିତ ହୋଇଛି ‘ପରବ’-୨୦୨୩ ଲୋକ ମହୋତ୍ସବ । କାର୍ଯ୍ୟକ୍ରମର ମୁଖ୍ୟ…

କାର୍ତ୍ତିକ ପୂର୍ଣ୍ଣମୀ ପ୍ରସ୍ତୁତି: ପୁରୀରେ ସୁରକ୍ଷା ବ୍ୟବସ୍ଥା କଡାକଡି

ପୁରୀ: ଆସନ୍ତାକାଲି ପବିତ୍ର କାର୍ତ୍ତିକ ପୂର୍ଣ୍ଣମୀ । ଏଥିପାଇଁ ଆଜିଠାରୁ ଶ୍ରୀମନ୍ଦିରରେ ନାହିଁନଥିବା ଭିଡ଼ ଦେଖିବାକୁ ମିଳିଛି । ଶ୍ରୀକ୍ଷେତ୍ରର ବିଭିନ୍ନ ତୀର୍ଥ ପୁଷ୍କରିଣୀ ଏବଂ ମହୋଦଧିରେ ଲକ୍ଷାଧିକ ଶ୍ରଦ୍ଧାଳୁ ସ୍ନାନ ଓ ବୋଇତ ବନ୍ଦାଣ କରିବା ପରେ ମହାପ୍ରଭୁଙ୍କୁ ଦର୍ଶନ କରିବେ ।…

ଟିପ୍ପର ଓଲଟି ୬ ଶ୍ରମିକଙ୍କ ମୃତ୍ୟୁ ଘଟଣା : ମୃତଦେହ ପହଞ୍ଚିବା ପରେ ଗାଁରେ ଶୋକାକୂଳ ପରିବେଶ

ନବରଙ୍ଗପୁର : ଚିତ୍ରକୋଣ୍ଡା ସିମେଣ୍ଟ ବୋଝେଇ ଟିପ୍ପର ଓଲଟି ୬ ଜଣ ଶ୍ରମିକଙ୍କ ମୃତ୍ୟୁ ଘଟଣା ।  ନବରଙ୍ଗପୁର ଜିଲ୍ଲା କୋଷାଗୁମୁଡ଼ା  ଥାନା ଅନ୍ତର୍ଗତ ମୋତିଗାଁରେ ପହଁଚିଲା ୬ ମୃତଦେହ। ଶହଶହ ଲୋକଙ୍କ କାନ୍ଦବୋବାଳି ଏବଂ ଶୋକାକୁଳ ପରିବେଶ ରେ ଫାଟିପଡ଼ୁଛି ଗାଁ ମଶାଣି । ସୂଚନା ଅନୁସାରେ ଗତକାଲି…

ଲଜରୁ ଯୁବତୀଙ୍କ ମୃତଦେହ ! ମୃତ୍ୟୁର କାରଣ ଖୋଜୁଛି ପୋଲିସ୍

ବ୍ରହ୍ମପୁର : ବ୍ରହ୍ମପୁରର ଏକ ଲଜରୁ ଯୁବତୀଙ୍କ ମୃତଦେହ ଉଦ୍ଧାର କରାଯାଇଛି । ଏଭଳି କିଛି ଘଟଣା ଦେଖିବାକୁ ମିଳିଛି ବୈଦ୍ୟନାଥପୁର ଥାନା ଅଞ୍ଚଳରେ ଥିବା  ଏକ ଲଜରେ । ମୃତ ଯୁବତୀ ଜଣକ କେରଳର ଅବଦୁଲ ପରିପାଲିପ ହୋଇଥିବା ସୂଚନା ମିଳିଛି । ସେ ତାଙ୍କ ପୁରୁଷ ବନ୍ଧୁଙ୍କ ସହ ଆସି  ଏହି ଲଜରେ…

ବୋଇତ ବନ୍ଦାଣ ଉତ୍ସବରେ ଯୋଗଦେବେ ମହାମହିମ

ପାରାଦୀପ : ଚଳିତବର୍ଷ ପାରାଦୀପ ବୋଇତ ବନ୍ଦାଣ ଉତ୍ସବରେ ଯୋଗଦେବେ ମହାମହିମ ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମ୍ମୁ। ଏଥିନେଇ ଚଳଚଞ୍ଚଳ ହୋଇ ଉଠିଛି ପୁରା ବନ୍ଦରନଗରୀ ପାରାଦୀପ। କିଏ ରାସ୍ତା ସଫା କରୁଛି ତ କିଏ ରାସ୍ତା କଡରେ ରଙ୍ଗ ଲଗାଇ ଚକଚକ୍ କରୁଛି। ପାରାଦୀପ ର ଗଳିକନ୍ଦି ଏବେ…

ସରିଲା ବଡ ଓଷା: ବାବା ଧବଳେଶ୍ୱରଙ୍କ ପାଖରେ ଲାଗି ହେଲା ତରଣ ଓ ଗଜଭୋଗ

କଟକ : ଚାଲିଛି ମହାପଞ୍ଚୁକ ବ୍ରତ । ଏଥିଲାଗି ରାଜ୍ୟର ପ୍ରାୟ ସବୁ ଶୈବପୀଠ ଗୁଡିକ ଚଳଚଞ୍ଚଳ ହୋଇପଡିଛି । ସକାଳୁ ସକାଳୁ ସବୁ ଶିବ ମନ୍ଦିରରେ ଶ୍ରଦ୍ଧାଳୁଙ୍କର ପ୍ରବଳ ଭିଡ ପରିଲକ୍ଷିତ ହେଉଛି । ଆଜି ବଡ଼ସିଂହାର ସହ ହରିହର ବେଶରେ ଦର୍ଶନ ଦେଉଛନ୍ତି ବାବା ଧବଳେଶ୍ବର। ରାତି ୩ଟାରୁ ବାବାଙ୍କର…