Latest Odisha News

BREAKING NEWS

Browsing Category

ଓଡିଶା

Odisha

ରେଲଓ୍ୱେର ‘ଗୋଟିଏ ଷ୍ଟେସନ ଗୋଟିଏ ଉତ୍ପାଦ’ ଆଉଟଲେଟ ଖୋଲିଲା ୩୧ଟି

ଭୁବନେଶ୍ୱର: ଓଡ଼ିଶା ସମେତ ଦେଶର ୨୧ଟି ରାଜ୍ୟ ଓ ୩ଟି କେନ୍ଦ୍ର ଶାସିତ ଅଞ୍ଚଳର ରେଳ ଷ୍ଟେସନରେ ସ୍ଥାନୀୟ ଉତ୍ପାଦର ପ୍ରଚାର ଓ ବିକ୍ରି ପାଇଁ ରେଳ ମନ୍ତ୍ରାଳୟ ପକ୍ଷରୁ 'ଗୋଟିଏ ଷ୍ଟେସନ ଗୋଟିଏ ଉତ୍ପାଦ' (ଓଏସ୍ଓପି) ଯୋଜନା ଆରମ୍ଭ କରାଯାଇଛି। ମାର୍ଚ୍ଚ ୨୫, ୨୦୨୨ରେ ଆରମ୍ଭ ହୋଇଥିବା ଏହି ଯୋଜନାରେ…

ବିଜେଡି ଛାଡି କଂଗ୍ରେସରେ ସାମିଲ ହେଲେ ଯାଜପୁର ଜିଲ୍ଲାର ଉପସଭାନେତ୍ରୀ

ଭୁବନେଶ୍ୱର: କଂଗ୍ରେସ ଦଳର ନୀତି ଆଦର୍ଶରେ ଅନୁପ୍ରାଣିତ ହୋଇ ଯାଜପୁର ଜିଲ୍ଲା ବିଜୁ ମହିଳା ଜନତା ଦଳର ଉପସଭାନେତ୍ରୀ ଶ୍ରୀମତୀ ଆରତୀ ଦେଓଙ୍କ ସମେତ ବହୁ ବିଜେଡ଼ି କର୍ମୀ ଆଜି ବିଜେଡ଼ି ଛାଡ଼ି କଂଗ୍ରେସ ଦଳରେ ସାମିଲ ହୋଇଛନ୍ତି । ଏହି ଅବସରରେ ଭୁବନେଶ୍ୱର ପ୍ରଦେଶ କଂଗ୍ରେସ କାର୍ଯ୍ୟାଳୟ ଠାରେ…

ରାଉରକେଲା ଏନଆଇଟି ଛାତ୍ରୀ ନିବାସରେ ଅଗ୍ନିକାଣ୍ଡ, କାରଣ ଅସ୍ପଷ୍ଟ

ରାଉରକେଲା: ସୁନ୍ଦରଗଡ଼ ଜିଲ୍ଲା ରାଉରକେଲାସ୍ଥିତ ଏନ୍ଆଇଟିର ସିଭି ରମଣ ଛାତ୍ରୀ ନିବାସରେ ଶୁକ୍ରବାର ସନ୍ଧ୍ୟାରେ ଅଗ୍ନିକାଣ୍ଡ ଘଟିଛି। ହଷ୍ଟେଲର ଅନେକ ଛାତ୍ରୀ ଗୋଟିଏ କୋଠରୀରୁ ଧୂଆଁ ବାହାରୁଥିବା ଦେଖି ତୁରନ୍ତ ଅନୁଷ୍ଠାନର କର୍ତ୍ତୃପକ୍ଷଙ୍କୁ ଖବର ଦେଇଥିଲେ ଏହାପରେ ଅଗ୍ନିକାଣ୍ଡ ବାବଦରେ…

ନିଶ୍ଚିତ ବିଜୟ, ବ୍ୟବଧାନ କେତେ ?

ଭୁବନେଶ୍ୱର: ଆଉ କେଇ ଘଣ୍ଟା ପରେ ଝାରସୁଗୁଡ଼ା ଉପନିର୍ବାଚନ ପାଇଁ ଭୋଟ ଗଣତି ଆରମ୍ଭ ହେବ। ନିର୍ବାଚନ ଫଳାଫଳକୁ ରାଜ୍ୟର ତିନି ପ୍ରମୁଖ ଦଳ ଅପେକ୍ଷା କରିଥିବା ବେଳେ ନାନା ପ୍ରକାରର ଚର୍ଚ୍ଚା ଓ ଆକଳନ ହେଉଛି। ବିଜେଡି ବହୁ ଭୋଟ ବ୍ୟବଧାନରେ ଜିତିବ ବୋଲି ବିଜେଡି ନେତାମାନେ ଦୃଢୋକ୍ତି ପ୍ରକାଶ…

ମହାମାରୀ ସମୟରେ ସମ୍ କୋଭିଡ ହସ୍ପିଟାଲ୍‌ର ନର୍ସମାନଙ୍କ ସେବା ଅତୁଳନୀୟ: ଶାଶ୍ୱତୀ ଦାସ

ଭୁବନେଶ୍ୱର: କରୋନା ମହାମାରୀ ସମୟରେ ସମ୍ କୋଭିଡ ହସ୍ପିଟାଲ୍‌କୁ ଆସୁଥିବା ସଂକ୍ରମିତମାନଙ୍କର ସେବା, ଯତ୍ନ ଓ ଚିକିତ୍ସା କରିବା କ୍ଷେତ୍ରରେ ନର୍ସମାନଙ୍କର ଭୂମିକା ଅତୁଳନୀୟ ଥିଲା । କୋଭିଡ ସମୟରେ ହିଁ ସେମାନଙ୍କର ଦକ୍ଷତା ପ୍ରତିପାଦିତ ହୋଇଥିଲା ବୋଲି ଶିକ୍ଷା ଓ ଅନୁସନ୍ଧାନ (ସୋଆ)ର…

ସ୍ୱର୍ଣ୍ଣ ପଦକ ବିଜୟିନୀ କୁମାରୀ ଶ୍ଵେତା ରାଣୀ ମହନ୍ତଙ୍କୁ ଜିନ୍ଦଲ ଷ୍ଟିଲ ଆଣ୍ଡ ପାୱାର ପକ୍ଷରୁ ସମ୍ବର୍ଦ୍ଧନା

ବଡ଼ବିଲ: ଯୋଡା-ବଡ଼ବିଲ ଅଞ୍ଚଳର ଉଦୟମନ କ୍ରୀଡ଼ା ପ୍ରତିଭା କୁମାରୀ ଶ୍ଵେତା ରାଣୀ ମହନ୍ତଙ୍କୁ, “ମସ୍କୋ ଉଷୁ ଷ୍ଟାର୍ସ ୨୦୨୩ ଆନ୍ତର୍ଜାତୀୟ ଟୁର୍ନାମେଣ୍ଟ”ରେ ତାଙ୍କର ଉଲ୍ଲେଖନୀୟ ପ୍ରଦର୍ଶନ ପାଇଁ ପ୍ଲାଣ୍ଟ ସ୍ଥିତ ଅଡିଟୋରିଅମରେ ଆଜି ସମ୍ବର୍ଦ୍ଧିତ କରିଛନ୍ତି ଜେଏସପି ପେଲେଟ୍ ପ୍ଲାଣ୍ଟ ୟୁନିଟ୍…

ସିବିଏସ୍ଇ ରେଜଲ୍ଟରେ କିଟ୍ ଇଣ୍ଟରନ୍ୟାସାନାଲ ସ୍କୁଲ୍ ଛାତ୍ରଛାତ୍ରୀଙ୍କ ସଫଳତା

ଭୁବନେଶ୍ୱର: କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ (ସିବିଏସ୍‍ଇ) ଦ୍ୱାରା ପରିଚାଳିତ ଦଶମ ଓ ଦ୍ୱାଦଶ ଶ୍ରେଣୀ ପରୀକ୍ଷା ଫଳ ଆଜି ପ୍ରକାଶ ପାଇଛି । ଏଥିରେ କିଟ୍‍ ଇଣ୍ଟରନ୍ୟାସ୍‍ନାଲ୍‍ ସ୍କୁଲ୍‍ର ଛାତ୍ରଛାତ୍ରୀମାନେ ଉଲ୍ଲେଖନୀୟ ସଫଳତା ହାସଲ କରିଛନ୍ତି । ଦ୍ୱାଦଶ ଶ୍ରେଣୀ ସ୍କୁଲ୍‍ର ଛାତ୍ରୀ…

ବାଚସ୍ପତି ପରେ ଦୁଇ ମନ୍ତ୍ରୀଙ୍କ ଇସ୍ତଫା, ଦିଲ୍ଲୀରୁ ଫେରିଲେ ନବୀନ ଗଢ଼ିବେ ନୂଆ ଟିମ୍!

ଭୁବନେଶ୍ୱର: ଦିଲ୍ଲୀରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଫେରିଲେ ହେବ ମନ୍ତ୍ରିମଣ୍ଡଳ ଅଦଳ ବଦଳ। ଆଜି ବାଚସ୍ପତି ବିକ୍ରମ କେଶରୀ ଆରୁଖ ଇସ୍ତଫା ଦେବା ଏବଂ ଶ୍ରମମନ୍ତ୍ରୀ ଶ୍ରୀକାନ୍ତ ସାହୁ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ ଇସ୍ତଫା ଦେବା ପରେ ଏଭଳି ଏକ ଚର୍ଚ୍ଚା ଆରମ୍ଭ ହୋଇଛି। ତେବେ କେଉଁ…

ବାଚସ୍ପତିଙ୍କ ପରେ ମନ୍ତ୍ରିମଣ୍ଡଳରୁ ଇସ୍ତଫା ଦେଲେ ୨ ମନ୍ତ୍ରୀ

ଭୁବନେଶ୍ୱର: ବାଚସ୍ପତି ପଦରୁ ବିକ୍ରମ କେଶରୀ ଆରୁଖଙ୍କ ଇସ୍ତଫା ପରେ ୨ ଜଣ ମନ୍ତ୍ରୀ ଇସ୍ତଫା ଦେଇଛନ୍ତି । ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ଏବଂ ଶ୍ରମ ମନ୍ତ୍ରୀ ଶ୍ରୀକାନ୍ତ ସାହୁ ନବୀନଙ୍କ ମନ୍ତ୍ରିମଣ୍ଡଳରୁ ଇସ୍ତଫା ଦେଇଛନ୍ତି । ଏଥିସହ ପଢ଼ନ୍ତୁ: ବାଚସ୍ପତି ପଦରୁ…

ସାରଙ୍କ ଚାପୁଡା ସହିନପାରି ଛାତ୍ରର ଆତ୍ମହତ୍ୟା ଅଭିଯୋଗ

ଭୁବନେଶ୍ୱର: ରାଜଧାନୀ ଉପକଣ୍ଠ ମଞ୍ଚେଶ୍ୱରରେ ଥିବା ଏକ ଆଇଟିଆଇ କଲେଜରେ ଆଜି ଏକ ଅଭାବନୀୟ ଘଟଣା ଘଟିଛି। କେନ୍ଦୁଝର ଜିଲ୍ଲାର ବାସିନ୍ଦା ତଥା କଲେଜରେ ଛାତ୍ର ରୁଦ୍ର ମାଧବ ରଣାଙ୍କୁ ଶୁକ୍ରବାର ହଷ୍ଟେଲରେ ଝୁଲନ୍ତା ଅବସ୍ଥାରେ ଉଦ୍ଧାର କରାଯାଇଛି। ମୃତ୍ୟୁର କାରଣ ଅସ୍ପଷ୍ଟ ଥିବା ବେଳେ ଭବାନୀ…