Latest Odisha News

BREAKING NEWS

Browsing Category

ଓଡିଶା

Odisha

ତାତି ସହ ବଢ଼ିଲା ଗୁଳୁଗୁଳି, ୪୦ ଉପରେ ୧୮ ସହର

ଭୁବନେଶ୍ୱର: ରାଜ୍ୟରେ ତାତି ବଢ଼ିବା ସହ ଗୁଳୁଗୁଳି ବଢ଼ିଛି । ଉପକୂଳରୁ ଉପାନ୍ତ, ପଶ୍ଚିମରୁ ଦକ୍ଷିଣ ଓଡ଼ିଶା ଆଜି ଅସହ୍ୟ ଗରମରେ ସନ୍ତୁଳି ହୋଇଛି । ଆଜି ରାଜ୍ୟର ୧୮ଟି ସ୍ଥାନରେ ପାରଦ ୪୦ ଡିଗ୍ରୀ ଉପରେ ରହିଥିବା ବେଳେ ଗତକାଲି ଭଳି ଆଜି ବି ରାଜ୍ୟର ଉତ୍ପତ୍ତ ସହର ପାଲଟିଛି ବୌଦ୍ଧ । ବୌଦ୍ଧରେ…

‘ଉନ୍ନତ କୃଷି ହିଁ ପ୍ରଗତିଶୀଳ ରାଷ୍ଟ୍ର ଗଠନର ମୂଳଦୂଆ’

ଭୁବନେଶ୍ୱର: ଓଡ଼ିଶାର କୃଷି ଓ କୃଷକର ବିକାଶକୁ ଲକ୍ଷ୍ୟ କରି ରାଜ୍ୟ ସରକାର ସବୁ ସମୟରେ କାର୍ଯ୍ୟ କରି ଆସୁଛନ୍ତି । କୃଷି ଆମ ରାଜ୍ୟର ଅର୍ଥନୀତିର ପରିମାପକ । କୃଷି ଓ କୃଷକର ବିକାଶକୁ ମୂଳମନ୍ତ୍ର ଭାବରେ ବିବେଚନା କରି ୨୦୧୮ରୁ କୃଷି ଛାତ୍ରଛାତ୍ରୀ ମାନଙ୍କ ଦ୍ୱାରା ଆରମ୍ଭ ହୋଇଥିଲା କୃଷି…

ବଲାଙ୍ଗିର ଦୁର୍ଘଟଣା: ସାନ ଝିଅ ପରେ ଆଖି ବୁଜିଲେ ବଡଝିଅ ଓ ବାପା

ବଲାଙ୍ଗିର:ମୃତ୍ୟୁ ଏମିତି ଅତର୍କିତ ଆସେ ଭାବିଲେ ଆଶ୍ଚର୍ଯ୍ୟ ଲାଗେ । ଘରୁ ବାହାରିଥିଲେ  ବାପାଙ୍କ ସହ ଦୁଇ ଝିଅ । ଆଧାରକାର୍ଡ ଅପଡେଟ କରିବେ । ପୁଣି ଘରକୁ ଫେରିବେ । ହେଲେ କେହି ଫେରିଲେନି । ଜଣକ ପରେ ଜଣେ ଚାଲିଗଲେ । ଏମିତି ଦୁଃଖଦ ଘଟଣା ଘଟିଛି ବଲାଙ୍ଗୀର ଜିଲ୍ଲାରେ । ସକାଳେ…

ପୋଷା କୁକୁର ବାଟରେ ମଳତ୍ୟାଗ କଲେ ମାଲିକ ପୋଛିବେ: କଟକଣା ଜାରିକଲା ବିଏମସି

ଭୁବନେଶ୍ୱର: ପୋଷ କୁକୁରକୁ ନେଇ କଟକଣା ଜାରିକଲା ବିଏମସି । ଏଣିକି ପୋଷା କୁକୁର ରଖିଲେ ପଞ୍ଜୀକରଣ କରିବା ବାଧ୍ୟତାମୂଳକ । ଖାଲି ପଞ୍ଜୀକରଣ ନୁହେଁ, ନବୀକରଣ ବି କରିବାକୁ ପଡିବ । ବିଏମସି ପକ୍ଷରୁ ଲାଗୁ କରାଯାଇଥିବା ଆଇନ ମାନିବାକୁ ପଡିବ । ନ ମାନିଲେ ମାଲିକ ବନ୍ଧା ହେବେ ବୋଲି ବିଏମସି…

ଆଜି ୧୨ଘଣ୍ଟିଆ କୋରାପୁଟ ବନ୍ଦ

କୋରାପୁଟ : ଆଜି କୋରାପୁଟ ଜିଲ୍ଲା ୧୨ ଘଣ୍ଟିଆ ବନ୍ଦ । ୧୨ ଘଣ୍ଟିଆ ବନ୍ଦ ପାଳନ କରୁଛି ଜିଲ୍ଲା କଂଗ୍ରେସ । ଜୟପୁର ଜାତୀୟ ରଜପଥ ୨୬ ମୁଖ୍ୟ ଟ୍ରାଫିକ ଛକ ଠାରେ ରାସ୍ତା ଅବରୋଧ କରାଯାଇଛି । ଜିଲ୍ଲା ସଭାନେତ୍ରୀ ମିନାକ୍ଷୀ ବାହିନିପତିଙ୍କ ଆହ୍ୱାନରେ ଆଜି କୋରାପୁଟ ଜିଲ୍ଲା ବନ୍ଦ…

ନବୀନ-ନୀତିଶ ସାକ୍ଷାତ ସମ୍ପୂର୍ଣ୍ଣ ପାରିବାରିକ, ମେଣ୍ଟ ସମ୍ପର୍କରେ କିଛି ଆଲୋଚନା ହେଲାନି

ଭୁବନେଶ୍ୱର: ନବୀନ ନିବାସରେ ଦୁଇ ମଖ୍ୟମନ୍ତ୍ରୀଙ୍କ ମଧ୍ୟରେ ଭେଟଘାଟ ହେଲା । ଦୀର୍ଘ ଦେଢ ଘଣ୍ଟା ଧରି ଚାଲିଲା ଆଲୋଚନା । ହେଲେ ମେଣ୍ଟ ସମ୍ପର୍କରେ ନୁହେଁ । ଜମି ପ୍ରଦାନ ସମ୍ପର୍କରେ  । ଗଣମାଧ୍ୟମକୁ ଏମିତି ସୂଚନା ଦେଇଛନ୍ତି ଦୁଇ ମୁଖ୍ୟମନ୍ତ୍ରୀ । ନବୀନ ନିବାସରେ ନବୀନ-ନୀତିଶ ସାକ୍ଷାତ…

ବନ ବିଭାଗର ଦୀର୍ଘ ୫ ଘଣ୍ଟା ପ୍ରଚେଷ୍ଟା ପରେ ଉଦ୍ଧାର ହେଲା ହାତୀ

ଅନୁଗୁଳ : ପଣସ ଖାଇବାକୁ ଆସି ଦୁଇ ଗଛ ମଧ୍ୟରେ ଫସିଗଲା ହାତୀ । କୌଣସି ଅସାବଧାନତା କାରଣରୁ ଗୋଡ଼ ଫସି ଯିବାରୁ ଦୁଇ ଗଛ ମଝିରୁ ବାହାରି ପାରିଲା ନାହିଁ ହାତୀ । ଦୀର୍ଘ ୫ ଘଣ୍ଟା ପରେ ବନ ବିଭାଗ ପ୍ରଚେଷ୍ଟା ପରେ ହାତୀ ଉଦ୍ଧାର ହୋଇଛି । ସୂଚନା ଅନୁଯାୟୀ , ଗତ ରାତିରେ ହାତୀଟି ପଣସ…

ଲାଞ୍ଚ ନେଇ ଧରା ପଡ଼ିଲେ ସବ୍-ରେଜିଷ୍ଟ୍ରାର ଅଫିସର ବରିଷ୍ଠ କିରାଣି

ଭୁବନେଶ୍ୱର: ସୁବର୍ଣ୍ଣପୁର ଜିଲ୍ଲା ତରଭା ସବ୍-ରେଜିଷ୍ଟ୍ରାର ଅଫିସର ବରିଷ୍ଠ କିରାଣି ଶିବ ପ୍ରସାଦ ଗୁରୁ ଭିଜିଲାନ୍ସ ହାତରେ ଧରା ପଡ଼ିଛନ୍ତି । ବରିଷ୍ଠ କିରାଣି ଶିବଙ୍କ ସହ ଅନ୍ୟ ଜଣେ ହେମକାନ୍ତ ବିଶିଙ୍କୁ ଭିଜାଲନ୍ସ ଲାଞ୍ଚ ଟଙ୍କା ସହ ଧରିବାରେ ସଫଳ ହୋଇଛି । ଜମି ପଞ୍ଜିକରଣ ଲାଗି ୬ଟି…

ନବୀନ ନିବାସରେ ନୀତିଶ କୁମାର, ଏୟାରପୋର୍ଟରୁ ସିଧା ଗଲେ ଭେଟିବାକୁ…

ଭୁବନେଶ୍ୱର: ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିବା ପରେ ସିଧା ନବୀନ ନିବାସ ଯାଇଛନ୍ତି । ନବୀନ ନିବାସରେ ପହଞ୍ଚିବା ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସାକ୍ଷାତ କରି ଆଲୋଚନା କରୁଛନ୍ତି ନୀତିଶ କୁମାର । ସୂଚନା ଅନୁସାରେ, ୨ ମୁଖ୍ୟମନ୍ତ୍ରୀ…

ମୋହନଗିରିରେ ପୋଲିସ-ମାଓବାଦୀ ଏନକାଉଣ୍ଟର; ୩ ନକ୍ସଲ ମୃତ

ଭବାନୀପାଟଣା:  କଳାହାଣ୍ଡି ଜିଲ୍ଲା ମଦନପୁର ରାମପୁର ବ୍ଲକ ମୋହନଗିରି ସାପ୍ତାହିକ ବଜାରରେ ଆଜି ସିବିଲ ପୋଲିସ ଓ ମାଓବାଦୀ ମଧ୍ୟରେ ଗୁଳି ବିନିମୟ ହୋଇଛି । ଏଥିରେ ୩ ମାଓବାଦୀଙ୍କ ମୃତ୍ୟ ହୋଇଥିବା ଜଣାପଡିଛି  । ସୂଚନା ଅନୁଯାୟୀ,  ଆଜି  ସିପିଆଇ ମାଓବାଦୀ ଓଡିଶା କମିଟି ୫ ଜଣ ମାଓବାଦୀ…