Latest Odisha News

BREAKING NEWS

Browsing Category

ଓଡିଶା

Odisha

ନବୀନ ନିବାସରେ ନୀତିଶ କୁମାର, ଏୟାରପୋର୍ଟରୁ ସିଧା ଗଲେ ଭେଟିବାକୁ…

ଭୁବନେଶ୍ୱର: ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିବା ପରେ ସିଧା ନବୀନ ନିବାସ ଯାଇଛନ୍ତି । ନବୀନ ନିବାସରେ ପହଞ୍ଚିବା ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସାକ୍ଷାତ କରି ଆଲୋଚନା କରୁଛନ୍ତି ନୀତିଶ କୁମାର । ସୂଚନା ଅନୁସାରେ, ୨ ମୁଖ୍ୟମନ୍ତ୍ରୀ…

ମୋହନଗିରିରେ ପୋଲିସ-ମାଓବାଦୀ ଏନକାଉଣ୍ଟର; ୩ ନକ୍ସଲ ମୃତ

ଭବାନୀପାଟଣା:  କଳାହାଣ୍ଡି ଜିଲ୍ଲା ମଦନପୁର ରାମପୁର ବ୍ଲକ ମୋହନଗିରି ସାପ୍ତାହିକ ବଜାରରେ ଆଜି ସିବିଲ ପୋଲିସ ଓ ମାଓବାଦୀ ମଧ୍ୟରେ ଗୁଳି ବିନିମୟ ହୋଇଛି । ଏଥିରେ ୩ ମାଓବାଦୀଙ୍କ ମୃତ୍ୟ ହୋଇଥିବା ଜଣାପଡିଛି  । ସୂଚନା ଅନୁଯାୟୀ,  ଆଜି  ସିପିଆଇ ମାଓବାଦୀ ଓଡିଶା କମିଟି ୫ ଜଣ ମାଓବାଦୀ…

ବାଇକରେ ଯାଉଥିଲେ ବାପା-ଦୁଇ ଝିଅ; ପଛପଟୁ ପିଟିଦେଲା ବସ୍, ଚାଲିଗଲା ସାନ ଝିଅର ଜୀବନ

ବଲାଙ୍ଗିର:ଆଧାରକାଡ ଅପଡେଟ ପାଇଁ ବାପାଙ୍କ ସାଙ୍ଗରେ ଯାଉଥିଲେ । ହେଲେ ଆଧାରକାର୍ଡରୁ ସବୁଦିନ ପାଇଁ ଝିଅର ଏମିତି ନାଁ ହଜିଯିବ ବୋଲି କିଏ ଭାବିଥିଲା ? ବାପାଙ୍କ ସହ ବାଇକରେ ଆସୁଥିବାବେଳେ ବାଟରେ ଯେମିତି ଜଗି ବସିଥିଲା ଯମ । ଅଧା ରାସ୍ତାରେ ଚାଲିଗଲା ଝିଅର ଜୀବନ । ଏମିତି ଏକ ଦୁଃଖଦ…

୨୪ ଦିନର ସଂଘର୍ଷ ପରେ ଆଖିବୁଜିଲା କଲରାପତରିଆ ବାଘ

ନୂଆପଡା : ଅସୁସ୍ଥ କଲରାପତରିଆ ବାଘର ଆଜି ମୃତ୍ୟୁ ଘଟିଛି । ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟ ଘଟିଛି । ପୂର୍ବରୁ ବାଘ ବାବେସିଆ ରୋଗରେ ଆକ୍ରାନ୍ତ ଥିଲା । ଦୀର୍ଘ ୨୪ ଦିନପରେ ଆଜି ବନବିଭାଗ କାର୍ଯ୍ୟାଳୟରେ ବାଘର ମୃତ୍ୟୁ ଘଟିଛି । ଏନେଇ ସୂଚନା ଦେଲେ ଖଡ଼ିଆଳ ବନଖଣ୍ଡ ଡ଼ିଏଫଓ ଶୁଶିଳ କୁମାର…

ବଢିଲା ତାତି; ସକାଳୁ ସକାଳୁ ଅସହ୍ୟ ଦେଲା ଗରମ ସାଙ୍ଗକୁ ଗୁଳୁଗୁଳି

ଭୁବନେଶ୍ୱର:ରାଜ୍ୟରେ ବଢୁଛି ତାତି । ଅସହ୍ୟ ହେଉଛି ଗୁଳୁଗୁଳି । ରାଜଧାନୀରେ ସକାଳ ୮ଟା ସୁଦ୍ଧା ତାପମାତ୍ରା ୩୨.୬ ଡିଗ୍ରୀ ଥିବାବେଳେ ଆଦ୍ରତା ୭୯ ପ୍ରତିଶତ ରହିଛି । ଗତକାଲିଠାରୁ ମଧ୍ୟ ଆଜି ତାତି ଅଧିକ ରହିଛି । ତାପମାତ୍ରା ଏବଂ ଆଦ୍ରତା ଆହୁରି ବଢିବାର ସମ୍ଭାବନା ରହିଛି । ସକାଳୁ ସକାଳୁ…

ଭାରି ପଡ଼ିଲା ଖାଦ୍ୟ ଲୋଭ : ପଣସ ଖାଇବାକୁ ଆସି ୨ ଗଛ ମଧ୍ୟରେ ଫସିଲା ହାତୀ

ଅନୁଗୁଳ : ବିପଦ ମୁହଁକୁ ଟାଣି ନେଲା ଖାଦ୍ୟ ଲୋଭ । ଭାରି ପଡ଼ିଲା ପଣସ ଖାଇବା ନିଶା । ପଣସ ଖାଇବାକୁ ଆସି ୨ ଗଛ ମଧ୍ୟରେ ଫସିଗଲା ମାଇ ହାତୀ । ଏଭଳି ଘଟଣା ଅନୁଗୁଳ ଜିଲ୍ଲା ବନଖଣ୍ଡ ବର୍ତ୍ତୀ ଜଙ୍ଗଲରେ ଦେଖିବାକୁ ମିଳିଛି । ଗତ ରାତିରେ ହାତୀଟି ପଣସ ପାଚିଥିବାର ବାସ୍ନା ପାଇ ବନଖଣ୍ଡ…

ବେକରେ ଦଉଡ଼ି ଦେଇ ହଷ୍ଟେଲରେ ଝୁଲିପଡ଼ିଲେ +୨ ଛାତ୍ରୀ 

ବ୍ରହ୍ମପୁର : ପୁଣି ହଷ୍ଟେଲରେ ଛାତ୍ରୀଙ୍କ ଆତ୍ମହତ୍ୟା । ବେକରେ ଦଉଡ଼ି ଦେଇ ଝୁଲିପଡ଼ିଲେ ଛାତ୍ରୀ । ଏପରି ଦୁଃଖଦ ଘଟଣା  ଗିରିରୋଡ ସ୍ଥିତ ପଦ୍ମାବତୀ ନାମକ ଏକ ଘରୋଇ ଛାତ୍ରୀ ନିବାସରେ ଘଟିଛି । ଆତ୍ମହତ୍ୟା କରିଥିବା ଛାତ୍ରୀ ଜଣକ ହେଲେ ଶେରଗଡ ବ୍ଲକ ଗୋବିନ୍ଦପୁର ଅଞ୍ଚଳର ସୁଜ୍ଞାନୀ ସ୍ୱାଇଁ ।…

ଆଜି ନବୀନଙ୍କୁ ଭେଟିବେ ନୀତୀଶ; ମୋଦୀ ବିରୋଧୀ ମେଳିରେ ସାମିଲ ହେବ ବିଜେଡି?

ଭୁବନେଶ୍ୱର: ଆଜି ଓଡ଼ିଶା ଆସି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିବେ ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର। ନବୀନ ପଟ୍ଟନାୟକଙ୍କୁ ଭେଟି ୨୦୨୪ ଲୋକସଭା ନିର୍ବାଚନରେ ବିଜେପି ବିରୋଧରେ ମିଳିତ ବିରୋଧୀ ସାମ୍ମୁଖ୍ୟ ଗଠନ ନେଇ ଆଲୋଚନା କରିବେ। ଏହି ବୈଠକ ପ୍ରାୟ ଘଣ୍ଟାଏ ଧରି ଚାଲିବ ବୋଲି…

ମଣିପୁର ହିଂସା ବେଳେ ଓଡ଼ିଆ ଛାତ୍ରଙ୍କୁ ଉଦ୍ଧାର କରିବାରେ ଗ୍ରୁପ କ୍ୟାପଟେନ ଦେବାଶିଷଙ୍କ ବଡ଼ ଭୂମିକା

ଭୁବନେଶ୍ୱର: ଭାରତର ଉତ୍ତର-ପୂର୍ବ ରାଜ୍ୟ ମଣିପୁରରେ ସାମ୍ପ୍ରଦାୟିକ ହିଂସା ଯୋଗୁଁ ଶତାଧିକ ଲୋକ ଡାକ୍ତରଖାନାରେ ଭର୍ତ୍ତି ହୋଇଥିବା ବେଳେ ୨୫ ହଜାରରୁ ଅଧିକ ଲୋକ ବିସ୍ଥାପିତ ହୋଇଛନ୍ତି। ଜାତିଗତ ମାନ୍ୟତାକୁ ନେଇ ହୋଇଥିବା ଏହି ଗୋଷ୍ଠୀ ସଂଘର୍ଷରେ ଏଯାବତ ୬୦ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ…

ଲେଡିଜ ହଷ୍ଟେଲରେ ପଶି ଭଙ୍ଗାରୁଜା କରିବା ଘଟଣାରେ ୩ ଗିରଫ, ୭ ଅଭିଯୁକ୍ତ ଫେରାର

ଭୁବନେଶ୍ୱର: ରାଜଧାନୀ ଉପକଣ୍ଠ ନୟାପଲ୍ଲୀ ଅଞ୍ଚଳରେ ଲେଡିଜ୍ ହଷ୍ଟେଲରେ ପଶି ଜଣେ ଯୁବତୀଙ୍କୁ ମାଡ଼ ମାରିବା ଘଟଣାରେ କମିସନରେଟ୍ ପୁଲିସ ତିନି ଜଣ ଯୁବକଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତମାନେ ହେଲେ ସନିଆ ଦାସ, ଶଶିକାନ୍ତ ଭୋଇ, ସଞ୍ଜୟ ବେହେରା। ଗତ ୫ ତାରିଖରେ ଏହି ଘଟଣା ଘଟିଥିବା ବେଳେ କିଛି…