Latest Odisha News

BREAKING NEWS

Browsing Category

ଓଡିଶା

Odisha

ଝାରସୁଗୁଡା: ଉପନିର୍ବାଚନ ପାଇଁ ସରିଲା ପ୍ରଚାର, ବୁଥରେ ପହଁଚିଲା ଇଭିଏମ୍; ସବୁ ବୁଥରେ ଓ୍ୱେବକାଷ୍ଟିଂ

ଝାରସୁଗୁଡା: ସରିଲା ଝାରସୁଗୁଡା ବିଧାନସଭା ଉପନିର୍ବାଚନ ପାଇଁ ପ୍ରଚାର। ୧୦ରେ ପଡିବ ଭୋଟ୍। ଏବେ ଅନ୍ଧାରିବିଜେ। ପୋଲିଂ ଅଧିକାରୀମାନେ ଝାରସୁଗୁଡ଼ା ଇଞ୍ଜିନିୟରିଂ ସ୍କୁଲରେ ପହଞ୍ଚି ସାରିଛନ୍ତି, ସେମାନେ ମତଦାନ ପୂର୍ବରୁ ନିର୍ବାଚନ ମଣ୍ଡଳୀରେ ଥିବା ସେମାନଙ୍କ ନିର୍ଦ୍ଧାରିତ ବୁଥକୁ ଯିବେ।…

ଜିତିବା କଂଗ୍ରେସର ମାନସିକତାରେ ନାହିଁ ବୋଲି କହି ଦଳକୁ ସମାଲୋଚନା କଲେ ଚିରଞ୍ଜୀବ ବିଶ୍ୱାଳ

ଭୁବନେଶ୍ୱର: ପଦରେ ପଡିଲା ଦଳୀୟ କନ୍ଦଳ । ଦଳ ଉପରେ ବର୍ଷିଛନ୍ତି ପୂର୍ବତନ ପୂର୍ବତନ ପିସିସି କାର୍ଯ୍ୟକାରୀ ସଭାପତି ଚିରଞ୍ଜୀବ ବିଶ୍ୱାଳ । କଂଗ୍ରେସର ଲଢିବା ମନୋବୃତ୍ତି ଆଉ ନାହିଁ । ଦଳରେ ୯ ଜଣ ବିଧାୟକ  । ହେଲେ ୨୦ ଜଣ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ । ଏହି ସଂଖ୍ୟା ଦିନକୁ ଦିନ ବଢିବାରେ…

ଏ ବୟସରେ ମୁଖ୍ୟମନ୍ତ୍ରୀଙ୍କ ମୁହଁରେ ମିଛ ଶୋଭା ପାଉନି: ଲେଖାଶ୍ରୀ

ଭୁବନେଶ୍ୱର: ଏ ବୟସରେ ମୁଖ୍ୟମନ୍ତ୍ରୀଙ୍କ ମୁହଁରେ ଡାହା ମିଛ ଶୋଭା ପାଉନାହିଁ ।  ବିଜୁ ଜନତା ଦଳ ମହିଳାଙ୍କୁ ବାରମ୍ବାର ଅପମାନିତ କରୁଛି ।  ନବୀନ ବାବୁଙ୍କ ୨୩ ବର୍ଷ ଶାସନରେ ଓଡିଶାର ମହିଳା ସମ୍ପୂର୍ଣ୍ଣ ଅସୁରକ୍ଷିତ ।  ମମିତା, ପରୀ, ସ୍ମିତାରାଣୀ, ସୋନାଲିକା ଓ ସଂଯୁକ୍ତାଙ୍କୁ କେବେ ନ୍ୟାୟ…

ଓଲଟି ପଡିଲା ପିକଅପ ଭ୍ୟାନ: ୩୦ ଆହତ, ୧୦ ଗୁରୁତର

ବରଗଡ: ବରଗଡ ଜିଲ୍ଲା ଭଟଲିରେ ଘଟିଛି ଭୟଙ୍କର ସଡକ ଦୁର୍ଘଟଣା । ଦୁର୍ଘଟଣାରେ ୩୦ ଜଣ ଆହତ ହୋଇଛନ୍ତି । ଏମାନଙ୍କ ମଧ୍ୟରୁ ୧୦ ଜଣଙ୍କ ଅବସ୍ଥା ଗୁରୁତର  ଅଛି।ଏହି ଦୁର୍ଘଟଣା ସୋମବାର ଭଟଲି ଥାନା ଅନ୍ତର୍ଗତ ପିପଲମୁଣ୍ଡା ଛକରେ ଘଟିଛି । ଏକ ପିକଅପ ଭ୍ୟାନରେ ଭେଡେନ ଥାନା ଅନ୍ତର୍ଗତ ଗୁଡ଼ି…

ଚାଉଳ ପାଇଁ ବୃଦ୍ଧାଙ୍କୁ ଚାଲିବାକୁ ପଡୁଛି ଦେଢ଼ କିଲୋମିଟର, ସୁବିଧା ପାଇଁ ବୃଦ୍ଧାଙ୍କ ନିବେଦନ

ଯାଜପୁର: ବୟସ ଛୁଇଁଲାଣି ୧୦୦ । ଅଣ୍ଟା ନଇଁ ପଡ଼ିଲାଣି । ହାତ ଗୋଡ଼ ଥର ଥର ହେଉଛି । ଚାଲିବାକୁ ନାହିଁ ବଳ ତଥାପି ଆଶାବାଡ଼ି ସହାୟତାରେ ଚାଉଳ ପାଇଁ ଧାଉଁଛନ୍ତି ବୃଦ୍ଧା । ଆମେ କହୁଛୁ ଯାଜପୁର ଜିଲ୍ଲା ବିଞ୍ଝାରପୁର ବ୍ଲକ ଅନ୍ତର୍ଗତ ଅଳକୁଣ୍ଡ ପଞ୍ଚାୟତ ବନ୍ଦସାହିର କାଲି ଜେନାଙ୍କ କଥା ।…

ଲୁଟିନେଲେ ଗରିବର ଭାତହାଣ୍ଡି; ଖାଇଗଲେ ତିନିମାସର ପିଡିଏସ ଚାଉଳ

ନୂଆପଡା: ସବୁଥିରେ ଦୁର୍ନୀତି ।  ଶ୍ରମିକଙ୍କୁ ପାଉଣା ଦେବାରେ ଦୁର୍ନୀତି । ବୁଢାବୁଢୀଙ୍କ ଭତ୍ତାରେ ଦୁର୍ନୀତି । ଅସହାୟ ଭିନ୍ନକ୍ଷମଙ୍କୁ ସହାୟତା ଟଙ୍କା ଯୋଗାଣରେ ବି ଦୁର୍ନୀତି । ତଥାପି ପୂରିଲାନି ପେଟ । ଶେଷରେ ଗରିବର ଭାତହାଣ୍ଡିରୁ ଚାଉଳ ବି ଛଡ଼ାଇ ନେଲେ । ଖାଇଗଲେ ତିନି ମାସର ପିଡିଏସ…

ଲୁହାରଡ ଓ ଠେଙ୍ଗାରେ ପିଟି ପୂର୍ବତନ ସମିତି ସଭ୍ୟଙ୍କୁ ହତ୍ୟା

କାମାକ୍ଷାନଗର : ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଥାନା ଦିଘି ପଞ୍ଚାୟତର ପୂର୍ବତନ ସମିତି ସଭ୍ୟଙ୍କୁ ହତ୍ୟା । ଲହାରଡ ଓ ଠେଙ୍ଗାରେ ପିଟି ପିଟି ହତ୍ୟା କରିଛନ୍ତି ଦୁର୍ବୃତ୍ତ । ଏମିତି ନିର୍ମମ ଘଟଣା ଘଟିଛି ଗତକାଲି ରାତିରେ।   ମୃତ ବ୍ୟକ୍ତି ହେଲେ ଦିଘି ଗାଁର ସର୍ବେଶ୍ୱର ରାଉତ ।…

ଆଜିଠୁ ଓଜେଇଇ ପରୀକ୍ଷା, ୫୫ ହଜାରରୁ ଅଧିକ ଛାତ୍ରଛାତ୍ରୀ ଦେବେ ପରୀକ୍ଷା

ଭୁବନେଶ୍ୱର : ଆଜିଠୁ ଓଜେଇଇ ପରୀକ୍ଷା ଆରମ୍ଭ । ଆସନ୍ତା ୧୫ ତାରିଖ ପର୍ଯ୍ୟନ୍ତ ଚାଲିବ ପରୀକ୍ଷା । ୩ଟି ସିପ୍ଟରେ ପରୀକ୍ଷା ଦେବେ ଛାତ୍ରଛାତ୍ରୀ । ସେଥିପାଇଁ ରାଜ୍ୟରେ ମୋଟ ୩୩ଟି ସହରରେ ୪୭ଟି ପରୀକ୍ଷା କେନ୍ଦ୍ର କରାଯାଇଛି । ତେବେ ଚଳିତ ବର୍ଷ ପରୀକ୍ଷା ଦେଉଛନ୍ତି ୫୫ହଜାର ୯୭୯…

ରାଜଧାନୀରେ ଅନୁଷ୍ଠିତ ହେଲା ଢେଙ୍କାନାଳ ଉତ୍ସବ

ଭୁବନେଶ୍ୱର : ଢେଙ୍କାନାଳ ସାଂସ୍କୃତିକ ପରିଷଦ, ଭୁବନେଶ୍ୱର ଆନୁକୂଲ୍ୟରେ, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ସହଯୋଗରେ ସ୍ଥାନୀୟ ରବୀନ୍ଦ୍ର ମଣ୍ଡପରେ ଢେଙ୍କାନାଳ ଉତ୍ସବ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ଜିଲ୍ଲାର ସାଂସ୍କୃତିକ ଐତିହ୍ୟକୁ ଜିଲ୍ଲା  ତଥା ରାଜ୍ୟରେ…

କାଠଯୋଡ଼ି ନଦୀ ଉପରେ ରାଜ୍ୟ ସରକାର ତିଆରି କରିବେ ବ୍ରିଜ, ଆରମ୍ଭ ହେଲା ପ୍ରକ୍ରିୟା

କଟକ: ଭୁବନେଶ୍ୱର-କଟକ ମଧ୍ୟରେ ସଡ଼କପଥ ସେବାକୁ ଗହଳି ମୁକ୍ତ ଏବଂ ଉନ୍ନତ କରିବା ପାଇଁ ରାଜ୍ୟ ସରକାର କଟକ ଜିଲ୍ଲାର ତ୍ରିଶୁଳିଆ ନିକଟରେ ଥିବା କାଠଯୋଡ଼ି ନଦୀ ଉପରେ ଏକ ଚାରି ଲେନ୍ ବିଶିଷ୍ଟ ବ୍ରିଜ ବା ପୋଲ ନିର୍ମାଣ ପାଇଁ ଯୋଜନା କରିଛନ୍ତି। ପ୍ରସ୍ତାବିତ ସେତୁରେ ପାଦଚଲା ରାସ୍ତା ଓ ଉପଯୁକ୍ତ…