Latest Odisha News

BREAKING NEWS

Browsing Category

ଓଡିଶା

Odisha

କାହାକୁ ଲକ୍ଷ୍ୟ କରି କଟକ ବିଜେଡି ସାଂସଦ ‘ଫାଉଲ’ ଶବ୍ଦ ବ୍ୟବହାର କଲେ?

କଟକ: ବିଜୁ ଜନତା ଦଳ (ବିଜେଡି) ସାଂସଦ ଭତ୍ତୃହରୀ ମହତାବଙ୍କ କେନ୍ଦ୍ର ଶିକ୍ଷା ଓ ଦକ୍ଷତା ବିକାଶ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଦେଇଥିବା ପରାମର୍ଶ ଏବେ ରାଜନୈତିକ ମହଲରେ ଚର୍ଚ୍ଚାର ବିଷୟ ପାଲଟିଛି। ରେଭେନ୍ସା ବାଳିକା ଉଚ୍ଚ ବିଦ୍ୟାଳୟର ୧୫୦ ତମ ବାର୍ଷିକୀ ପାଳନ ଅବସରରେ ଏକ ସମାବେଶକୁ…

ଶୋଇବା ବେଳେ ମଶା ଘଉଡାଇବା ଧୂପ ହେଲା କାଳ, ଚିରନିଦ୍ରାରେ ସୁରକ୍ଷାକର୍ମୀ!

କେନ୍ଦୁଝର: ମଶା ଘୋଉଡାଇବାକୁ ବ୍ୟବହାର କରୁଥିବା ଧୂପ ନେଲା ଜୀବନ। ଏକ ଘରୋଇ କମ୍ପାନୀର ଜଣେ କାର ଚାଳକ ଏବଂ ଅନ୍ୟ ଜଣେ ସୁରକ୍ଷା କର୍ମୀ ଏକ ଘରେ ମଶା ଧୂପ ଲଗାଇ ଶୋଇଥିଲେ। ଏହି ସମୟରେ ଅଣନିଶ୍ବାସୀ ହୋଇ ସୁରକ୍ଷାକର୍ମୀଙ୍କ ମୃତ୍ୟୁ ଘଟିଥିବାବେଳେ କାର ଚାଳକ ଜଣଙ୍କ ଗୁରୁତର ହୋଇ…

ରାଜଧାନୀରେ ବୁଲା କୁକୁର ଆତଙ୍କ: କ୍ୟାପିଟାଲ ହସ୍ପିଟାଲରେ ବଢୁଛି କୁକୁର କାମୁଡା ରୋଗୀଙ୍କ ସଂଖ୍ୟା

ଭୁବନେଶ୍ୱର: ରାଜଧାନୀରେ ବୁଲା କୁକୁରଙ୍କ ଉତ୍ପାତ। ରାସ୍ତାଘାଟ ଗଳିକନ୍ଦିରେ ରାଜ୍‌ ଚଳାଇଛନ୍ତି ବୁଲା କୁକୁର । ଗୋଡେଇ ଗୋଡେଇ କରୁଛନ୍ତି ଆକ୍ରମଣ। ହଠାତ୍‌ ଗାଡ଼ି ଆଗକୁ ଆସିଯିବାରୁ ଅନେକ ସମୟରେ ଦୁର୍ଘଟଣା ମଧ୍ୟ ଘଟୁଛି। ଗତ କିଛିଦିନ ହେବ କୁକୁରଙ୍କ ଉପଦ୍ରବ କ୍ରମାଗତ ଭାବେ ବୃଦ୍ଧି ପାଇଛି।…

କଲେଜ ଛାତ୍ର ହତ୍ୟା ଘଟଣାର ପର୍ଦ୍ଦାଫାସ, ୩ ଅଭିଯୁକ୍ତଙ୍କୁ ଗିରଫ କଲା ରାୟଗଡ଼ ପୁଲିସ

ରାୟଗଡ଼ା: ଗତକାଲି ରାୟଗଡ଼ା ସହରରେ ହୋଇଥିବା କଲେଜ ଛାତ୍ର ହତ୍ୟା ଘଟଣାର ଆଜି ପର୍ଦ୍ଦାଫାସ କରିଛି ପୁଲିସ। ପ୍ରେମ ବ୍ୟାପାରକୁ କେନ୍ଦ୍ର କରି ଏହି ହତ୍ୟାକାଣ୍ଡ ଘଟିଥିବା ପୁଲିସ ସୂଚନା ଦେଇଛି। ରାୟଗଡ଼ା ଥାନା ପରିସରରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଏହି ସୂଚନା ଦେଇଛନ୍ତି ଏସଡିପିଓ ରଶ୍ମି…

ଆଇଟି ରେଡ୍ ପରେ ଧୀରଜଙ୍କ ସହ ବ୍ୟକ୍ତିଗତ ସମ୍ପର୍କକୁ ଖାରଜ କଲେ ବିକ୍ରମ

ଢେଙ୍କାନାଳ: ଢେଙ୍କନାଳ ସ୍ଥିତ ଶକ୍ତି ମଲ୍ଚଟଏୟାର ଏବଂ ଲିମୋନେଡ୍ ପ୍ରାଇଭେଟ୍ ଲିମିଟେଡ କମ୍ପାନୀରେ ରେଡ୍ ପରେ ପ୍ରତିକ୍ରିୟା ରଖିଛନ୍ତି କମ୍ପାନୀର ମାଲିକ ବିକ୍ରମ ସାହୁ। ବୌଦ୍ଧ ଡିଷ୍ଟଲାରୀ କମ୍ପାନୀ ସହ ଲିଙ୍କ ଥିବାରୁ ରେଡ୍ ହୋଇଥିବା ଚର୍ଚ୍ଚାକୁ ସେ ଖାରଜ କରିଛନ୍ତି। ଆଉ କହିଛନ୍ତି,…

ସୁନା ଶଙ୍ଖ କହି ବାପ-ପୁଅଙ୍କଠାରୁ ଠକିନେଲେ ୩ଲକ୍ଷ

ନବରଙ୍ଗପୁର: ଉମରକୋଟରେ ନକଲି ସୁନା ଶଙ୍ଖ ବିକ୍ରି ଅଭିଯୋଗ । ନକଲି ଶଙ୍ଖ ବିକ୍ରି ଅଭିଯୋଗରେ ୪ଜଣଙ୍କୁ ଗିରଫ କରିଛି ପୋଲିସ। ଲୋକ ବାରମ୍ବାର ଏଥିରେ ଠକାମୀର ଶିକାର ହେଉଛନ୍ତି। ସାମ୍ବାଦିକ ସମ୍ମିଳନୀ କରି ଉମରକୋଟ ପୋଲିସ ପକ୍ଷରୁ ନକଲି ସୁନା ଶଙ୍ଖ ବିକ୍ରିକୁ ନେଇ ବିସ୍ତୃତ ସୂଚନା ଦିଆଯାଇଛି।…

ଆୟକର ରେଡ: ଧୀରଜଙ୍କ ସଫେଇ ପରେ ବି ପ୍ରସଙ୍ଗରେ ପଡୁନି ପୂର୍ଣ୍ଣଛେଦ, ଧୋଇଦେଲେ ଧର୍ମେନ୍ଦ୍ର ପ୍ରଧାନ

ଭୁବନେଶ୍ୱର: ମଦ ବ୍ୟବସାୟୀ ତଥା ରାଜ୍ୟସଭା ସାଂସଦ ଧୀରଜ ସାହୁଙ୍କ ସଫେଇକୁ ନେଇ ଏବେ ତେଜିଲା ବୟାନବାଜି। ଆୟକର ରେଡର ସପ୍ତାହେ ପରେ ଜବତ ଟଙ୍କାକୁ ନେଇ ବିଜେପି କଂଗ୍ରେସକୁ ଟାର୍ଗେଟ କରି ଆସୁଛି। ଏହାରି ଭିତରେ ସବୁ ଚର୍ଚ୍ଚାର ଅନ୍ତ ଘଟାଇ ଗତକାଲି ଧୀରଜ ସାହୁ କହିଥିଲେ, ଜବତ ଟଙ୍କା ସହ…

୧୩ଟି ଜିଲ୍ଲାର ୮୦ ହଜାର ହେକ୍ଟର ଜମିକୁ ମିଳିଲା ପାଣି, ୫୯ଟି ପ୍ରକଳ୍ପକୁ ଲୋକାର୍ପିତ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ଵର: ପାର୍ବତୀ ଗିରି ବୃହତ ଉଠା ଜଳସେଚନ ପ୍ରକଳ୍ପ କାର୍ଯ୍ୟକ୍ରମରେ ରାଜ୍ୟର ୧୩ଟି ଜିଲ୍ଲାରେ ୫୯ଟି ମେଗା ଲିଫ୍ଟ ପ୍ରକଳ୍ପକୁ ଆଜି ଉଦ୍‌ଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହା ଦ୍ୱାରା ୮୦ ହଜାର ହେକ୍ଟର ଢିପ ଜମିକୁ ଜଳସେଚନର ସୁବିଧା ମିଳି ପାରିଛି। ଏଥିପାଇଁ ୨,୫୦୦…

ନୂଆପଡାରେ ବୁଲୁଛି ପୁଣି ଏକ କଲରାପତରିଆ ବାଘ, ଆତଙ୍କିତ ଲୋକେ

ନୂଆପଡା: କିଛିଦିନର ବ୍ୟବଧାନ ପରେ ପୁଣି ଭୟ ଦେଖାଇଲାଣି ବାଘ । ବାଘ ଭୟରେ ଲୋକେ ଦିନ ଦ୍ଵିପହରରେ ଘରେ କବାତ ଦେଇ ପଶିରହୁଛନ୍ତି । ନୂଆପଡା ଜିଲ୍ଲା ସୁନାବେଡା ଅଭୟାରଣ୍ୟର ଗଡ଼ଗଡା ଘାଟିରେ ଏକ କଲରାପତରିଆ ବାଘ ବୁଲୁଥିବାର ଚିତ୍ର କ୍ୟାମେରାରେ କଏଦ ହୋଇଛି  l ବାଘ ଦେଖିବା ପରେ ସୁନାବେଡାକୁ…

ରାଉରକେଲାରେ ଡାଇରିଆ ଆତଙ୍କ, ଗଲାଣି ୪ ମୁଣ୍ଡ

ରାଉରକେଲା: ପୁଣି ମୁଣ୍ଡ ଟେକିଲାଣି ଡାଇରିଆ । ରାଉରକେଲାରେ ଆତଙ୍କ ଖେଳାଇଲାଣି ଝାଡାବାନ୍ତି । ଦୁଇ ଦିନରେ ୪ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୧୦୨ ଜଣ ଆକ୍ରାନ୍ତ ଏବେ ରାଉରକେଲାର ଆଇଜିଏଚ ହସ୍ପିଟାଲରେ ଚିକିତ୍ସାଧୀନ ଅଛନ୍ତି । ସେମାନଙ୍କ ମଧ୍ୟରୁ ଦୁଇ ଜଣଙ୍କ ଅବସ୍ଥା ଗୁରୁତର ଅଛନ୍ତି ।…