Latest Odisha News

BREAKING NEWS

Browsing Category

ଓଡିଶା

Odisha

ଥମୁନି ହାତୀ ଉପଦ୍ରବ; ହାତୀ ଆକ୍ରମଣରେ ଗଲା ବୃଦ୍ଧାଙ୍କର ଜୀବନ

ଅନୁଗୁଳ : ମାତିଛନ୍ତି ହାତୀ । ଦିନକୁ ଦିନ ବଢ଼ିବାରେ ଲାଗିଛି ହାତୀ ଉପଦ୍ରବ । ପୁଣି ହାତୀ ଆକ୍ରମଣରେ ଗଲା ବୃଦ୍ଧାଙ୍କର ଜୀବନ । ଏହି ଘଟଣା ଅନୁଗୁଳ ଜିଲ୍ଲା ବନ୍ତଳା ରେଞ୍ଜ ମରଣ୍ଡା ଗାଁରେ ଘଟିଛି । ସୂଚନା ଅନୁଯାୟୀ, ମୃତକ ହେଲେ ଝଟକ ବେହେରା । ମହିଳା ଜଣକ ସକାଳୁ ବଗିଚାକୁ ଯାଇଥିବା…

ଟ୍ରକ୍‌ ପଛରୁ ପିଟିଲା ଟ୍ରକ୍‌, ୬ ଗୁରୁତର

ଭଦ୍ରକ : ସକାଳୁ ସକାଳୁ ଦୁର୍ଘଟଣା । ତ୍ରିଶଳପୁର ଛକ ନିକଟରେ କୁକୁଡ଼ା ଚିଆଁ ନେବାକୁ ଆସିଥିବା ଟ୍ରକ ଦୁର୍ଘଟଣାଗ୍ରସ୍ତ ହୋଇଛି । ଫଳରେ ଟ୍ରକରେ ଥିବା ୬ ଜଣଙ୍କ ଅବସ୍ଥା ଗୁରୁତର ରହିଛି । ଏଭଳି ମର୍ମନ୍ତୁଦ ଦୁର୍ଘଟଣା ଆଜି ଭୋରରୁ ଭଦ୍ରକ ଗ୍ରାମାଞ୍ଚଳ ଥାନା ଅଧିନ ତ୍ରୀଶଳପୁର ଛକ ନିକଟରେ…

ଏ କେଉଁ ରାଜ୍ୟ ଦେଇ ଯାଉଛି ବନ୍ଦେ ଭାରତ ଏକ୍ସପ୍ରେସ ? ଟ୍ୱିଟରରେ ପଚାରିଲେ କେନ୍ଦ୍ର ମନ୍ତ୍ରୀ

ଭୁବନେଶ୍ୱର: ଓଡ଼ିଶାରେ ପରୀକ୍ଷାମୂଳକ ଭାବେ ଗଡିଲା ବନ୍ଦେ ଭାରତ ଏକ୍ସପ୍ରେସ ଟ୍ରେନ । ହାୱଡା-ପୁରୀ ବନ୍ଦେ ଭାରତ ଏକ୍ସପ୍ରେସ ଆଜି ସକାଳ ୬.୧୦ରେ ହାୱଡାରୁ ବାହାରିଥିଲା । ପୁରୀରେ ପହଞ୍ଚିବାକୁ ପ୍ରାୟ ୬ ଘଣ୍ଟା ଲାଗିଥିଲା। ମଧ୍ୟାହ୍ନ ପ୍ରାୟ ୧୨.୩୫ ବେଳକୁ ଏହା ପୁରୀରେ ପହଞ୍ଚିଥିଲା । ଟ୍ରେନ…

ମଧୁବାବୁଙ୍କୁ ମିଳୁ ମରଣୋତ୍ତର ଭାରତ ରତ୍ନ, ଜୋର୍ ଧରିଲା ଦାବି

ସାଲେପୁର: କଟକ ଜିଲ୍ଲା ସାଲେପୁର ବ୍ଲକର ସତ୍ୟଭାମାପୁର । ଏଇଠି ଜନ୍ମ ହୋଇଥିଲେ ଉତ୍କଳ ଗୌରବ ମଧୁସୂଦନ ଦାସ । ଓଡ଼ିଆ ଜାତିର ଅସ୍ମିତାକୁ ଅକ୍ଷୂର୍ଣ୍ଣ ରଖିବାକୁ ବ୍ରିଟିଶ ସରକାର ସହ ଲଢ଼ି ସ୍ୱତନ୍ତ୍ର ଉତ୍କଳ ପ୍ରଦେଶ ଗଠନ କରିଥିଲେ । ମଧୁବାବୁ ଚାହୁଁଥିଲେ ଝିଅମାନେ କେବେ ଅବହେଳିକ ହେବେ ନାହିଁ…

ଓଡ଼ିଶାର ୧୦ଟି ସ୍ଥାନରେ ଏକକାଳୀନ ଜିଏସଟି ଚଢ଼ାଉ

ଭୁବନେଶ୍ୱର: ଟିକସ ଠକେଇ ଅଭିଯୋଗରେ ଶୁକ୍ରବାର ଓଡ଼ିଶାର ପ୍ରାୟ ୧୦ଟି ସ୍ଥାନରେ ଜିଏସଟି ଅଧିକାରୀ ଚଢ଼ାଉ କରିଛନ୍ତି । ସୂଚନା ଅନୁସାରେ, କେନ୍ଦ୍ରୀୟ ଜିଏସଟିର ୧୦ଟି ଟିମ୍ ଜଣେ ଖଣି ମାଲିକଙ୍କ ଷ୍ଟୋନ କ୍ରସର ୟୁନିଟକୁ ନେଇ ଭୁବନେଶ୍ୱର, ଚଣ୍ଡିଖୋଲ ଓ ଯାଜପୁରରେ ଚଢ଼ାଉ କରିଛି । ଅଭିଯୋଗ…

ଗାଁ ଦାଣ୍ଡରେ ଖେଳୁଥିବା ବେଳେ ଚାପି ଦେଲା ଗାଡ଼ି, ୨ ଶିଶୁଙ୍କ ସହ ମହିଳା ମୃତ

ଅନୁଗୁଳ: ଅସ୍ତଗାମୀ ସୂର୍ଯ୍ୟର ଆଲୋକରେ ଗାଁ ଦାଣ୍ଡରେ ଖେଳୁଥିଲେ ଦୁଇ କୁନି କୁନି ଛୁଆ । ହେଲେ କିଏ ଜାଣିଥିଲା ଅସ୍ତଗାମୀ ସୂର୍ଯ୍ୟ ସହ ସେମାନଙ୍କ ଜୀବନ ବି ଅସ୍ତ ହୋଇଯିବ । ଶୁକ୍ରବାର ଅପରାହଣରେ ତାଳଚେର ଗୋବରା ଗାଁ ଦାଣ୍ଡରେ ଖେଳୁଥିବା ବେଳେ ଏକ କାର ଧକ୍କାରେ ୨ ଛୁଆଙ୍କ ସହ ଜଣେ ବୟସ୍କ…

ବେଦାନ୍ତ ବିରୋଧୀ ସଂଗ୍ରାମୀଙ୍କୁ ନାଗରିକ ସମ୍ବର୍ଦ୍ଧନା

ଭୁବନେଶ୍ୱର: ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ଜନ୍ମ ଜୟନ୍ତୀରେ ବେଦାନ୍ତ ବିରୋଧୀ ସଂଗ୍ରାମୀଙ୍କୁ ନାଗରିକ ସମ୍ବର୍ଦ୍ଧନା ଦିଆଯାଇଛି । ଲୋହିଆ ଏକାଡେମୀ ଠାରେ ଆୟୋଜିତ କାର୍ଯ୍ୟକ୍ରମରେ ବେଦାନ୍ତ ବିରୋଧୀ ନେତା ଉମାବଲ୍ଲଭ ରଥ ଦୀର୍ଘ ୧୭ ବର୍ଷର ଉଭୟ ରାଜରାସ୍ତା ଓ ନ୍ୟାୟିକ ଲଢ଼େଇ କହିଥିଲେ ।…

ମେରେ ସ୍ୱାଭାବିକ ଠାରୁ ଅଧିକ ଉତ୍ତପ୍ତ ରହିବ ଓଡ଼ିଶା

ଭୁବନେଶ୍ୱର: ତାତିବ ଓଡ଼ିଶା, ସ୍ୱାଭାବିକ ଠାରୁ ଅଧିକ ରହିବ ତାପମାତ୍ରା । ମେ ମାସରେ ତାପମାତ୍ରା ଓ ବର୍ଷା ନେଇ ଭାରତୀୟ ପାଣିପାଗ ବିଭାଗ ଆକଳନ କରିଛି । ଆକଳନ ଅନୁସାରେ, ମେ ମାସରେ ଓଡ଼ିଶାରେ ସ୍ୱାଭାବିକ ଠାରୁ ଅଧିକ ତାପମାତ୍ରା ରହିବ । ଖାଲି ଓଡ଼ିଶା ନୁହେଁ ଦେଶର ଅଧିକାଂଶ ସ୍ଥାନରେ…

ଭାରତର ଜି-୨୦ ସଭାପତିତ୍ବକୁ ନେଇ ଏମ୍‌ସ ଭୁବନେଶ୍ୱର ଛାତ୍ରଛାତ୍ରୀଙ୍କ ପକ୍ଷରୁ ମାନବଶୃଙ୍ଖଳ

ଭୁବନେଶ୍ୱର: ଭାରତର ଜି-୨୦ ସଭାପତିତ୍ବର ସଫଳତାକୁ ଏମ୍‌ସ ଭୁବନେଶ୍ୱର ପକ୍ଷରୁ ନିଆରା ଢଙ୍ଗରେ ପାଳନ କରାଯାଇଛି । ଆଜି ଏହି ଜାତୀୟ ସ୍ବାସ୍ଥ୍ୟ ପ୍ରତିଷ୍ଠାନର ଛାତ୍ରଛାତ୍ରୀଙ୍କ ପକ୍ଷରୁ ଏକ ବିଶାଳ ମାନବଶୃଙ୍ଖଳ ଗଠନ କରାଯାଇଥିଲା । ପ୍ରାୟ ସାଢ଼େ ତିନିଶହ ଛାତ୍ରୀଙ୍କୁ ନେଇ ଜି୨୦କୁ ଚିତ୍ରଣ…

ଯୁଦ୍ଧଗ୍ରସ୍ତ ସୁଦାନରୁ ଫେରିଲେ ୬ ଓଡ଼ିଆ, ବଖାଣିଲେ ଦୁର୍ଦ୍ଦଶା

ଭୁବନେଶ୍ୱର: ଯୁଦ୍ଧ ଭୂଇଁରୁ ଫେରିଲେ ୬ ଓଡ଼ିଆ । ସୁଦାନ ଜଳୁଥିବା ବେଳେ ଅପରେସନ୍ କାବେରୀ ଜରିଆରେ ଓଡ଼ିଶାର ୬ ଜଣ ଭୁବନେଶ୍ୱର ଫେରିଛନ୍ତି । ଯୁଦ୍ଧ ସମୟରେ ସୁଦାନ ଛାଡ଼ିବା ବେଳେ ବନ୍ଧୁକ ମୁନରେ ସେମାନଙ୍କ ବ୍ୟାଗପତ୍ର ଲୁଟି ନିଆଯାଇଥିବା ଜଣାପଡ଼ିଛି । ସୁଦାନରୁ ଫେରିଥିବ ୬ ଜଣଙ୍କ ଘର…