Latest Odisha News

BREAKING NEWS

Browsing Category

ଓଡିଶା

Odisha

ରାମ୍ ଫିଲ୍ମ ନ ଚାଲିବାରେ ଥାଇପାରେ ସ୍ୱାମୀଙ୍କ ସମ୍ପୃକ୍ତି, ଏମିତି କିଛି କହିଲେ ମନୋଜଙ୍କ ପତ୍ନୀ

ଭୁବନେଶ୍ୱର,: ଓଲିଉଡରେ ଚାଲିଥିବା କଳି ଭିତରେ ଅଭିନେତା ମନୋଜ ମିଶ୍ରଙ୍କ ପତ୍ନୀ ମାନା ମିଶ୍ର ମୁହଁ ଖୋଲିଛନ୍ତି । ଏବେ ସୋସିଆଲ ମିଡ଼ିଆରେ ତାଙ୍କର ଏକ ପୋଷ୍ଟ ଚର୍ଚ୍ଚାର ପରିସରକୁ ଆସିଛି । କଳିର ସମାଧାନ କରି ଶାନ୍ତିରେ କାମ କରିବାକୁ ପରାମର୍ଶ ଦେଇଛନ୍ତି ପତ୍ନୀ । ଏମିତିକି ଯେଉଁମାନେ…

ଆସନ୍ତାକାଲି ମୁଖ୍ୟମନ୍ତ୍ରୀଙ୍କ କଳାହାଣ୍ଡି ଗସ୍ତ, ସଦିହ ରେଣ୍ଡୋ ମାଝୀ ମେଡିକାଲ କଲେଜ ଓ ଲକ୍ଷ୍ମୀବସ୍ ଲୋକାର୍ପିତ…

କଳାହାଣ୍ଡି: ଆସନ୍ତାକାଲି ମୁଖ୍ୟମନ୍ତ୍ରୀଙ୍କ କଳାହାଣ୍ଡି ଗସ୍ତ। ସହିଦ୍ ରେଣ୍ଡୋ ମାଝୀ ମେଡିକାଲ୍ କଲେଜ ଉଦ୍ଘାଟନ ସହ ଲକ୍ଷ୍ମୀ ବସ ଯୋଜନାର ଶୁଭାରମ୍ଭ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ନେଇ ଉତ୍ସବମୁଖର ହୋଇଉଠିଛି ବିଜେଡି ଶିବିର ଏବଂ ଜିଲ୍ଲାବାସୀ। କାରଣ…

ଗୁରୁ ଦେବପ୍ରସାଦ ପୁରସ୍କାର ଉତ୍ସବ ଉଦ୍‌ଯାପିତ: ଭାରତନାଟ୍ୟମ, କଥକ ନୃତ୍ୟ ଏବଂ ବଂଶୀବାଦନରେ ଦର୍ଶକ ବିିଭୋର

ଭୁବନେଶ୍ୱର:ରବୀନ୍ଦ୍ରମଣ୍ଡରେ ଆୟେଜିତ ୧୭ତମ ଗୁରୁ ଦେବପ୍ରସାଦ ଦାସ ପୁରସ୍କାର ଉତ୍ସବ ଉଦ୍‌ଯାପିତ ହୋଇଯାଇଛି । କାର୍ଯ୍ୟକ୍ରମର ଆରମ୍ଭରେ ବିଶିଷ୍ଟ ଅତିଥିମାନଙ୍କ ଦ୍ୱାରା ପୁରସ୍କାର ବିତରଣ ଉତ୍ସବ ଅନୁଷ୍ଠିତ ହୋଇଥିଲା । ଗୁରୁ ଦେବପ୍ରସାଦ ସମ୍ମାନ ୨୦୨୩, ଓଡ଼ିଶୀ ନୃତ୍ୟ କ୍ଷେତ୍ରରେ ଅମୂଲ୍ୟ…

ଗଣଶିକ୍ଷା ବିଭାଗକୁ ଘାରିଲା ମାଟ୍ରିକ୍ ପିଲାଙ୍କ ଚିନ୍ତା: ରାଜ୍ୟ ସରକାର ଆଣିଲେ ‘ଜିରୋ ଏଫ୍ ମିଶନ’

ଭୁବନେଶ୍ୱର: ସରକାରଙ୍କୁ ଘାରିଛି ମାଟ୍ରିକ୍ ପିଲାଙ୍କ ଚିନ୍ତା। ମାଟ୍ରିକ ପରୀକ୍ଷାରେ ଯେଭଳି କୌଣସି ପିଲା ଫେଲ ନହେବେ ସେ ନେଇ ମାର୍ଗଦର୍ଶିକା ଜାରି କରିଛି ଗଣଶିକ୍ଷା ବିଭାଗ। ମାଟ୍ରିକରେ କେହି ଫେଲ ହେବେନି ତେଣୁ ରାଜ୍ୟ ସରକାର ଆଣିଲେ ‘ଜିରୋ ଫେଲ ମିଶନ’ମାଟ୍ରିକ୍ ପରୀକ୍ଷାରେ ଶତ ପ୍ରତିଶତ…

ହାତ ଧୋଇବା ଦ୍ୱାରା ସଂକ୍ରମଣକୁ ଦୂର କରିହେବ: ବିଶେଷଜ୍ଞ

ଭୁବନେଶ୍ୱର: ସେପ୍‌ସିସ୍ ଯୋଗୁଁ ବିଶ୍ୱରେ ବର୍ଷକୁ ୧ କୋଟି ଲୋକଙ୍କର ମୃତ୍ୟୁ ହେଉଛି । ପ୍ରତି ୧୦୦ ମୃତ୍ୟୁ ମଧ୍ୟରୁ ୩୫ ଟିର କାରଣ ସେପ୍‌ସିସ୍ । ଏହା ପୃଥିବୀରେ ମୃତ୍ୟୁର ତୃତୀୟ କାରଣ ପାଲଟିଥିବା ବେଳେ ଆଇସିୟୁରେ ପ୍ରଥମ ମୃତ୍ୟୁର କାରଣ ପାଲଟିଛି । ଏହା କୌଣସି ମହାମାରୀ ଠାରୁ କମ୍ ନୁହେଁ…

ବାଣ ଗୋଦାମରେ ବିସ୍ଫୋରଣ, ୨ ଗୁରୁତର

ଖୋର୍ଦ୍ଧା: ଆଗକୁ ଆସୁଛି ଆଲୋକର ପର୍ବ ଦୀପାବଳୀ । ଏନେଇ ଚାରିଆଡେ ଯୋରସୋରରେ ଚାଲିଛି ବାଣ ତିଆରି କାମ । ଆଉ ଏହି ବାଣ ତିଆରି ସମୟରେ ଅସାବଧାନତା ହେତୁ ଘଟୁଛି ଅନେକ ଦୁର୍ଘଟଣା । ଅକାରଣରେ ଚାଲି ଯାଉଛି ବହୁମୂଲ୍ୟ ଜୀବନ । ତେବେ ପୁଣି ଏଭଳି ଏକ ଘଟଣା ସାମ୍ନାକୁ ଆସିଛି ଖୋର୍ଦ୍ଧା ଜିଲ୍ଲା…

ରାଜ୍ୟର ସର୍ବବୃହତ ପରିବା ମଣ୍ଡି ଆରମ୍ଭ, ଏଣିକି ଛତ୍ର ବଜାର ନୁହେଁ ଅର୍ବାନ ହାଟରେ ଲାଗିବ ଭିଡ଼

କଟକ: ଆଜିଠାରୁ ଆରମ୍ଭ ହେଲା ଅର୍ବାନ ହାଟ। ଅର୍ବାନ ହାଟ ପରିସରକୁ ସ୍ଥାନାନ୍ତର ହେଲା କଟକର ସର୍ବ ପୂରାତନ ଛତ୍ରବଜାର ପରିବା ମାର୍କେଟ। ପ୍ରାୟ ଦେଢଶହ ବର୍ଷର ଛତ୍ରବଜାର ପରିବା ହାଟ, ଆଜି ଏକ ନୂଆ ପରିଚୟ ପାଇଛି। ଏଠାରେ ଆଜିଠାରୁ ଏକ ହଜାରରୁ ଅଧିକ ପରିବା ବ୍ଯବସାୟୀ ଓ ଚାଷୀ ବିଭିନ୍ନ…

ହେବନି ବସ ଧର୍ମଘଟ, ନିଷ୍ପତ୍ତିରୁ ଓହରିଲା ସଂଘ

ଭୁବନେଶ୍ବର: ବସ ଧର୍ମଘଟରୁ ଓହରିଲ ଘରୋଇ ବସ ମାଲିକ ସଙ୍ଘ । ନଭେମ୍ବର ୧ରେ ରାଜ୍ୟର ୧୦ଟି ଜିଲ୍ଲାରେ ହେବକୁ ଥିବା ଘରୋଇ ବସ୍ ଧର୍ମଘଟକୁ ପ୍ରତ୍ୟାହୃତ କରିଛି ସଂଘ । ଆଜି ସରକାରଙ୍କ ସହ ଆଲୋଚନା ପରେ ଧର୍ମଘଟରୁ ଓହରିଛନ୍ତି ଘରୋଇ ବସ୍ ମାଲିକ ସଂଘ । ୮ ତାରିଖରେ ସରକାରଙ୍କ ସହ ଆଲୋଚନା ପରେ…

୨୦୨୪ ପାଇଁ ରଣନୀତି; ଓଡ଼ିଶା ପାଇଁ ‘କୋରଟିମ୍‌’ ଗଢ଼ିଲା ବିଜେପି

ଭୁବନେଶ୍ୱର: ପାଖେଇ ଆସୁଛି ନିର୍ବାଚନ। ଏଥିଲାଗି ପ୍ରସ୍ତୁତ ହେଉଛନ୍ତି ସମସ୍ତ ଦଳର ରାଜନେତା। ଆଗାମୀ ନିର୍ବାଚନ ୨୦୨୪ ପାଇଁ ଚାଲିଛି ରଣନୀତି। ଏହାକୁ ଦୃଷ୍ଟିରେ ରଖି ଓଡ଼ିଶା ପାଇଁ ‘କୋରଟିମ୍‌’ ଗଢ଼ିଲା ବିଜେପି। ଘୋଷଣା ହେଲା ବିଜେପିର ସାମାଜିକ ଗଣମାଧ୍ୟମ ରାଜ୍ୟ ଟିମ। ଆଜି ବିଜେପି ରାଜ୍ୟ…

ବିଜେପି ପାଇଁ ଆଗରେ ପ୍ରଦୀପ !

ଭୁବନେଶ୍ୱର: ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ ଏବେ ପୁଣିଥରେ ଚର୍ଚ୍ଚାରେ। ଶାସକ ବିଜେଡିର ଶୀର୍ଷ ନେତୃତ୍ୱଙ୍କୁ ଲଗାତର ଟାର୍ଗେଟ କରୁଥିବା ପ୍ରଦୀପ ପାଣିଗ୍ରାହୀଙ୍କ ରାଜନୈତିକ ଭବିଷ୍ୟତକୁ ନେଇ କେବେଠୁ ଚର୍ଚ୍ଚା ହେଉଛି। ନିର୍ବାଚନ ପାଖେଇ ଆସୁଥିବା ବେଳେ ସେ କେଉଁ ଦଳରୁ ଲଢ଼ିବେ…