Latest Odisha News

BREAKING NEWS

Browsing Category

ଓଡିଶା

Odisha

ରାଜଧାନୀରେ ଘରେ ପଶି ଲୁଟ୍ ମାମଲା: ୨୬ ଲକ୍ଷ ଟଙ୍କା ସହ ମାରଣାସ୍ତ୍ର ଜବତ, ୪ ଗିରଫ

ଭୁବନେଶ୍ବର: ରାଜଧାନୀରେ ଚାଲିଛି ଲୁଟେରାଙ୍କ ରାଜ୍। ପୁଣି ଘରେ ପଶି କରୁଛନ୍ତି ଲୁଟ୍ ପାଟ୍। ଏହି ଘଟଣାରେ ଖଣ୍ଡଗିରି ଥାନା ପୋଲିସ ୪ ଅଭିଯୁକ୍ତଙ୍କୁ ଗିରଫ କରିଛି। ଅଭିଯୁକ୍ତ ମାନଙ୍କଠାରୁ ନଗଦ ୨୬ ଲକ୍ଷ ଟଙ୍କା ଜବତ କରାଯାଇଥିବା ବେଳେ ଭୁବନେଶ୍ବର ବାହାରୁ ଅଭିଯୁକ୍ତମାନଙ୍କୁ ପୋଲିସ ଗିରଫ…

ଗିରଫ ହେଲା ଫେରାର କଏଦୀ, କୋର୍ଟ ଟଏଲେଟରୁ ମାରିଥିଲା ଚମ୍ପଟ

ଭୁବନେଶ୍ୱର: ଭୁବନେଶ୍ୱର କୋର୍ଟ ଟଏଲେଟରୁ ଚମ୍ପଟ ମାରିଥିବା ବିଚାରାଧୀନ କଏଦୀ ପ୍ରଶାନ୍ତ କୁମାର ଘଡ଼େଇ ଗିରଫ। ଫେରାର କଏଦୀକୁ ଗିରଫ କରି କୋର୍ଟ ଚାଲାଣ କରିଛି ବଡଗଡ଼ ଥାନା ପୋଲିସ। ଗତ ୧୭ ତାରିଖରେ କୋର୍ଟରୁ ପ୍ରଶାନ୍ତ ଫେରାର ହୋଇଯାଇଥିଲା। ସୂଚନା ଅନୁସାରେ, ଏୟାରଫିଲ୍ଡ ଥାନା ପୋଲିସ…

ସଚିବାଳୟ ସେବା ସଂଘର ଚେତାବନୀ, ଦାବି ପୂରଣ ନହେଲେ ଲୋକସେବା ଭବନ ଆଗରେ ଦେବେ ଧାରଣା

ଭୁବନେଶ୍ୱର: ବିଭିନ୍ନ ଦାବି ନେଇ ନଭେମ୍ବର ୩ ତାରିଖରେ ଲୋକସେବା ଭବନ ସ୍ଥିତ ପାମ୍ କୋର୍ଟଠାରେ ଧାରଣା ଦେବ ଓଡିଶା ସଚିବାଳୟ ସେବା ସଂଘ। ରାଜ୍ୟର ଅନ୍ୟ ସମସ୍ତ ବର୍ଗର କର୍ମଚାରୀମାନେ ସେମାନଙ୍କ କେନ୍ଦ୍ରୀୟ ପ୍ରତିପକ୍ଷ ସହ ସମାନ ହାରରେ ଦରମା ପାଉଥିବା ବେଳେ, କେବଳ ସଚିବାଳୟ ସେବା ବର୍ଗର…

ହବିଷ୍ୟାଳି ଯୋଜନା ନେଇ ଜିଲ୍ଲାପାଳଙ୍କ ଚୂଡାନ୍ତ ବୈଠକ, ବିଭିନ୍ନ ବ୍ୟବସ୍ଥାର କରାଯାଉଛି ତର୍ଜମା

ପୁରୀ: ରାଜ୍ୟ ସରକାରଙ୍କ ହବିଷ୍ୟାଳି ଯୋଜନା ପାଇଁ ଜିଲ୍ଲାପାଳଙ୍କ ଅଧକ୍ଷତାରେ ଆଜି ଚୂଡାନ୍ତ ବୈଠକ କରାଯାଇଛି। ବର୍ତ୍ତମାନ ସୁଦ୍ଧା ସମଗ୍ର ରାଜ୍ୟରୁ ପଞ୍ଜିକରଣ କରିଛନ୍ତି ୩୦୫୦ ଜଣ ହବିଷ୍ୟାଳି। ତନ୍ମଧ୍ୟରେ ଖୋର୍ଦ୍ଧାରୁ ସର୍ବାଧିକ ୯୧୧, ପୁରୀରୁ ୮୭୫ ଜଣ, ଗଞ୍ଜାମରୁ ୩୮୫ ଜଣ, ନୟାଗଡ଼ରୁ ୩୧୦…

ମହାନଦୀରୁ ନାବାଳିକାଙ୍କ ମୃତଦେହ ଉଦ୍ଧାର, ପରିଚୟ ଅସ୍ପଷ୍ଟ

କଟକ: ବାରଙ୍ଗ ଥାନା ଅନ୍ତର୍ଗତ ନରାଜ ସ୍ଥିତ ମହାନଦୀରୁ ଜଣେ ନାବାଳିକାଙ୍କ ମୃତଦେହ ଉଦ୍ଧାର କରାଯାଇଛି। ମହାନଦୀରେ ମତ୍ସ୍ୟଜୀବୀ ମାନେ ମାଛ ମାରୁଥିବେ ବେଳେ ନାବାଳିକାର ମୃତଦେହ ଭାସୁଥିବା ଦେଖିଥିଲେ। ମୃତ ନାବାଳିକାଙ୍କ ପରିଚୟ ମିଳିନାହିଁ। ସୂଚନା ଅନୁସାରେ, ଆଜି ମହାନଦୀରେ…

ଶନିବାର ମଧ୍ୟରାତ୍ରରେ ଦୃଶ୍ୟମାନ ହେବ ଆଂଶିକ ଚନ୍ଦ୍ର ଗ୍ରହଣ, ୪ଟା ୫ ମିନିଟ୍‌ ପୂର୍ବରୁ ପାକତ୍ୟାଗ

ଭୁବନେଶ୍ୱର: ଅକ୍ଟୋବର ୨୮-୨୯ ତାରିଖ ମଧ୍ୟରାତ୍ରରେଦୃଶ୍ୟମାନ ହେବ ଆଂଶିକ ଚନ୍ଦ୍ର ଗ୍ରହଣ। ଆଂଶିକ ଚନ୍ଦ୍ର ଗ୍ରହଣ ଭାରତର ସମସ୍ତ ସ୍ଥାନରୁ ଦୃଶ୍ୟମାନ ହେବ। ଗ୍ରହଣ ରାତି ୧ଟା ୫ ମିନିଟରୁ ଆରମ୍ଭ ହୋଇ ୨ଟା ୨୪ରେ ଶେଷ ହେବା ନେଇ ଭୁବନେଶ୍ୱର ପାଣିପାଗ ବିଭାଗ ଗୁରୁବାର ସୂଚନା ଦେଇଛି। ତେବେ ୨୮…

ନଭେମ୍ବର ୨୭ରୁ ଐତିହାସିକ କଟକ ବାଲିଯାତ୍ରା: ୧୧ରୁ ଆରମ୍ଭ ହେବ ପ୍ଲଟ ବୁକିଂ ପ୍ରକ୍ରିୟା

କଟକ: ଆସନ୍ତା ନଭେମ୍ବର ୨୭ରୁ ଆରମ୍ଭ ହେବ  ଐତିହାସିକ କଟକ ବାଲିଯାତ୍ରା । ୮ ଦିନ ଧରି ଚାଲିବାକୁ ଥିବା ଏହି ବାଲିଯାତ୍ରା ଡିସେମ୍ବର ୪ରେ ଶେଷ ହେବ ।  ଏନେଇ ନଭେମ୍ବର ୧୧ ତାରିଖରୁ ଆରମ୍ଭ ହେବ ପ୍ଲଟ ବୁକିଂ ପ୍ରକ୍ରିୟା ।  ବାଲିଯାତ୍ରା ସହ ସମ୍ପୃକ୍ତ ସମସ୍ତ କାର୍ଯ୍ୟ ଅନୁପାଳନ ପୂର୍ବକ…

ଚିକିତ୍ସା ପାଇଁ ବାପାକୁ ଟ୍ରଲିରେ ଧରି ୩୫ କିମି ବୋହିଲା ଝିଅ

ଭଦ୍ରକ: ଚିକିତ୍ସା ପାଇଁ ବାପାକୁ ଟ୍ରଲିରେ ଧରି ୩୫ କିମି ଆଣିଲା ୧୪ ବର୍ଷ ବୟସର ନାବାଳିକା ଝିଅ। ଏଭଳି ହୃଦୟ ବିଦାରକ ଘଟଣା ଦେଖିବାକୁ ମିଳିଛି ଭଦ୍ରକ ଧୁଷୁରୀ ବ୍ଲକ ନଦୀଗାଁରେ। ସୂଚନା ଅନୁସାରେ ୨୨ ତାରିଖ ଦିନ ସଂଘବଦ୍ଧ ଆକ୍ରମଣରେ ଆହତ ହୋଇଥିଲେ ବାପା। ବାପାଙ୍କ ଚିକିତ୍ସା ପାଇଁ ୧୪…

ଶେଷ ହେଲା ଗୋଶାଣୀ ଯାତ୍ରା : ଶ୍ରୀମନ୍ଦିରରେ ମହାଦ୍ବୀପ ଉଠିବା ପରେ ମେଲାଣି ନେଲେ ଏକାଧିକ ଗୋଶାଣୀ ମୂର୍ତ୍ତି

ପୁରୀ : ଶେଷ ହେଲା ଶ୍ରୀକ୍ଷେତ୍ରର ଗୋଶାଣୀ ଯାତ୍ରା। ଜଳରେ ମେଲାଣି ନେଲେ ଏକାଧିକ ଗୋଶାଣୀ ମୂର୍ତ୍ତି ।ଶ୍ରୀମନ୍ଦିରରେ ମହାଦ୍ବୀପ ଉଠିବା ପରେ ଶୋଭାଯାତ୍ରାରେ ଯାଇ ଦେବୀଘାଟରେ ବିସର୍ଜିତ ହେଲେ ବିଶାଳ ଗୋଶାଣୀ ମୂର୍ତ୍ତିଙ୍କ ସମେତ ନାଗା,ସମ୍ପାତି, ବୁଢା ବୁଢ଼ୀ ଆଦି ଅନେକ ଆକର୍ଷଣୀୟ ମୃଣ୍ମୟୀ…

ନଭେମ୍ବର ୨୬ରେ ହେବ ପୋଲିସ ଏସଆଇ ପରୀକ୍ଷା,ପୋଲିସ ରିକ୍ରୁଟମେଣ୍ଟ ବୋର୍ଡ ପକ୍ଷରୁ ବିଜ୍ଞପ୍ତି ଜାରି

ଭୁବନେଶ୍ଵର: ନଭେମ୍ବର ୨୬ରେ ହେବ ଓଡ଼ିଶା ପୋଲିସ ଏସଆଇ ପରୀକ୍ଷା ।ଏନେଇ ଓଡ଼ିଶା ପୋଲିସ ରିକ୍ରୁଟମେଣ୍ଟ ବୋର୍ଡ ପକ୍ଷରୁ ପ୍ରେସ ମଧ୍ୟମରେ ବିଜ୍ଞପ୍ତି ଜାରି କରି ସୂଚନା ଦେଇଛନ୍ତି । ନଭେମ୍ବର ୨୬ରେ ପରୀକ୍ଷା କରାଯିବାକୁ ଆପାତତଃ ସ୍ଥିର ସୂଚନା ମିଳିଛି ।ରାଜ୍ୟର ସମସ୍ତ ଜିଲ୍ଲାରେ OMR…