Latest Odisha News

BREAKING NEWS

Browsing Category

ଓଡିଶା

Odisha

ତିନିଦିନ ହେଲା ଉପାସରେ ଲିଙ୍ଗରାଜ: ଆଜି ସ୍ୱତନ୍ତ୍ର ବୈଠକରେ ସମାଧାନ ନ ହେଲେ ଗ୍ରହଣ କରାଯିବ ବିକଳ୍ପ ବ୍ୟବସ୍ଥା

ଭୁବନେଶ୍ୱର: ତିନି ଦିନ ହୋଇଗଲଣି । ବିଶ୍ୱ ନିୟନ୍ତା ପ୍ରଭୁ ଶ୍ରୀ ଲିଙ୍ଗରାଜ ଖାଡା ଉପାସରେ । ନା ହେଉଛି ନୀତିକାନ୍ତି ନା ଭୋଗଲାଗି । ସେବାୟତ ବିବାଦକୁ ନେଇ ବନ୍ଦ ରହିଛି ମହାପ୍ରଭୁଙ୍କ ସେବା । ଆଜି ବସିବ ସେବାୟତ-ମନ୍ଦିର ପ୍ରଶାସନ ସ୍ୱତନ୍ତ୍ର ବୈଠକ । ବୈଠକରେ ଆଲୋଚନା ପରେ ସମାଧାନର…

ପୁଣି ଅଶାନ୍ତ ହେଲା ରାଜଧାନୀ: ପଞ୍ଚାୟତ ନିର୍ବାଚନକୁ ନେଇ ପଟିଆ ପଦ୍ମକେଶରପୁରରେ ଗୋଷ୍ଠୀ ସଂଘର୍ଷ, ଫୋର୍ସ ମୂତୟନ

ଭୁବନେଶ୍ବର: ପୁଣି ଅଶାନ୍ତ ହୋଇଉଠିଲା ରାଜଧାନୀ  । ପଞ୍ଚାୟତ ନିର୍ବାଚନକୁ ନେଇ ପଟିଆ ପଦ୍ମକେଶରପୁରରେ ଗୋଷ୍ଠୀ ସଂଘର୍ଷ  । ଦୁଇ ଓ୍ବାର୍ଡବାସୀଙ୍କ ମଧ୍ୟରେ ପଥର ଏବଂ ବୋତଲ ମାଡ ହୋଇଥିବା ଦେଖିବାକୁ ମିଳିଛି ।  ଫଳରେ ବହୁ ଲୋକ ଆହତ ହୋଇଛନ୍ତି  । ପ୍ରାୟ ଦୁଇ ବର୍ଷ ହେବ ପଞ୍ଚାୟତ…

ନଭେମ୍ବର ପହିଲାରୁ ଧାନ ସଂଗ୍ରହ: ମଣ୍ଡିରେ ସିସିଟିଭି ବାଧ୍ୟତାମୂଳକ

ଭୁବନେଶ୍ୱର:ନଭେମ୍ବର ପହିଲାରୁ ମଣ୍ଡିରେ ଧାନ ସଂଗ୍ରହ । ଧାନ ସଂଗ୍ରହ ବେଳେ ଲାଗିବ ସିସିଟିଭି କ୍ୟାମେରା । ମଣ୍ଡିରେ ସିସିଟିଭି କ୍ୟାମେରା ବାଧ୍ୟତାମୂଳକ କରାଯାଇଛି । ଖରିଫ ଚାଷବେଳେ ଉତ୍ପାଦନ ହୋଇଥିବା ଚାଷୀଙ୍କ ବଳକା ଧାନ ମଣ୍ଡିରେ ଦେଇପାରିବେ । ଧାନ ସଂଗ୍ରହରେ ସ୍ୱଚ୍ଛତା ଅବଲମ୍ବନ…

ରାୟଗଡାରେ ପୃଥକ୍ ବାଇକ୍ ଦୁର୍ଘଟଣାରେ ଚାଲିଗଲା ଦୁଇ ଜୀବନ, ୪ ଗୁରୁତର

ରାୟଗଡା : ଦୁର୍ଘଟଣାରେ ଚାଲିଗଲା ଦୁଇ ଜୀବନ  । ରାୟଗଡାରେ ପୃଥକ ବାଇକ୍ ଦୁର୍ଘଟଣାରେ ଦୁଇ ମୃତ , ୪ ଗୁରୁତର  । ଚାନ୍ଦିଲି ଥାନା ଭୁଜବଳ ଗାଁ ରାସ୍ତାରେ ଦୁଇଟି ବାଇକ୍ ମୁହାଁମୁହିଁ ଧକ୍କା ହୋଇଛି । ଫଳରେ ଜଣେ ବାଇକ୍ ଆରୋହୀଙ୍କର ମୃତ୍ୟୁ ଘଟିଥିବାବେଳେ ୩ ଜଣଙ୍କୁ ଗୁରୁତର ଅବସ୍ଥାରେ…

ଦୁର୍ଗାପୂଜା ବିସର୍ଜନ ଶୋଭାଯାତ୍ରା ବେଳେ ବୃଦ୍ଧଙ୍କୁ ହୃଦଘାତ

ଭୁବନେଶ୍ୱର: ଗୁରୁବାର ଦୁର୍ଗା ମୂର୍ତ୍ତି ବିସର୍ଜନ ଶୋଭାଯାତ୍ରାରେ ଡିଜେ ମ୍ୟୁଜିକର ବିକଟାଳ ଶବ୍ଦ ଯୋଗୁଁ ଜଣେ ବୃଦ୍ଧ ହୃଦଘାତର ଶିକାର ହୋଇଥିବା ସୂଚନା ମିଳିଛି। ବିଭିନ୍ନ ପର୍ବପର୍ବାଣୀ ଓ ସାମାଜିକ କାର୍ଯ୍ୟକ୍ରମରେ ଅଧିକ ଡେସିବଲ ବାଦ୍ୟ ଉପରେ କମିସନରେଟ୍ ପୁଲିସର କଟକଣା ସତ୍ତ୍ୱେ…

ବଲାଙ୍ଗୀର ସରକାରୀ ହସ୍ପିଟାଲରେ ପ୍ରସୂତିଙ୍କଠୁ ନର୍ସ ନେଉଛନ୍ତି ଲାଞ୍ଚ

ବଲାଙ୍ଗୀର: ଜଣେ ନର୍ସ ନିଜ ସହକର୍ମୀଙ୍କ ମଧ୍ୟରେ ଟଙ୍କା ବାଣ୍ଟୁଥିବାର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ବଲାଙ୍ଗୀର ମେଡିକାଲ କଲେଜ ଓ ହସ୍ପିଟାଲ ବିବାଦରେ ଛନ୍ଦି ହୋଇଯାଇଛି। ସଂପୃକ୍ତ ଭିଡିଓରେ ମେଡିକାଲ କଲେଜ ଓ ହସ୍ପିଟାଲର ପ୍ରସୂତୀ ଓ ସ୍ତ୍ରୀ ରୋଗ ବିଭାଗରେ ଥିବା ନର୍ସ…

ପୂଜା ସମୟରେ ରେକର୍ଡ ସଂଖ୍ୟକ ବେଆଇନ ମଦ ଜବତ କଲା ଅବକାରୀ ଟିମ୍

ଭୁବନେଶ୍ୱର: ଦୁର୍ଗାପୂଜାକୁ ଦୃଷ୍ଟିରେ ରଖି ଅକ୍ଟୋବର ୧୦ରୁ ୨୪ ଯାଏଁ ଧାର୍ଯ୍ଯ କରାଯାଇଥିବା ବେଆଇନ ଓ ନକିଲ ମଦ କାରବାର ବିରୋଧରେ ଏକ ସ୍ୱତନ୍ତ୍ର ଅଭିଯାନରେ ଓଡ଼ିଶାର ଅବକାରୀ ଅଧିକାରୀମାନେ ରେକର୍ଡ ସଂଖ୍ୟକ ବେଆଇନ ମଦ ମାମଲା ଠାବ କରିଛନ୍ତି। ଓଡ଼ିଶା ଅବକାରୀ କମିସନରଙ୍କ ଆଇପିଏସ୍ ନରସିଂହ…

ଏଏସଆଇ ଆଲିଶାଙ୍କର ମୃତ୍ୟୁ ଘଟଣା: ଶବ ବ୍ୟବଚ୍ଛେଦ ରିପୋର୍ଟ ଗ୍ରହଣ କଲାନି ପରିବାର, ସିବିଆଇ ତଦନ୍ତ ଦାବି

ରାଉରକେଲା: ରାଉରକେଲାର ଉଦିତନଗର ଥାନା ମହିଳା ASI ଆଲିଶା ଲୁଗୁନଙ୍କ ଶବ ବ୍ୟବଚ୍ଛେଦ ରିପୋର୍ଟ ଗ୍ରହଣ କଲାନି ପରିବାର। ତାଙ୍କ ପରିବାର ସଦସ୍ୟ ଏହାକୁ ପ୍ରତ୍ୟାଖ୍ୟାନ କରି ଏହି ମୃତ୍ୟୁ ଘଟଣାରେ ସିବିଆଇ ଯାଞ୍ଚ କରିବାକୁ ଦାବି କରିଛନ୍ତି। ଆଜି ଆଲିଶାଙ୍କ ସ୍ୱାମୀ ସଞ୍ଜୟ ଲାକ୍ରା ସାମ୍ବାଦିକ…

ବାଲୁକାକଳା ମାଧ୍ୟମରେ ଭୋଟର ସଚେତନତା ବାର୍ତ୍ତାର ଶୁଭାରମ୍ଭ କଲେ ମୁଖ୍ୟ ନିର୍ବାଚନ ଅଧିକାରୀ

ପୁରୀ: ବାଲୁକା କଳାରେ ଭୋଟର ସଚେତନତାର ବାର୍ତ୍ତା । ଆଜି ପୁରୀ ନୀଳାଦ୍ରୀ ବିଚ୍ ଠାରେ ୨୦୨୪ର ସ୍ୱତନ୍ତ୍ର ସଂକ୍ଷିପ୍ତ ଭୋଟର ତାଲିକା ସଂଶୋଧନ (SSR) ଥିମ୍ ର ଶୁଭାରମ୍ଭ ହୋଇଛି । ବାଲୁକାକଳା ମାଧ୍ୟମରେ ଏହାର ଶୁଭାରମ୍ଭ କରିଛନ୍ତି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ନିକୁଞ୍ଜ ବିହାରୀ ଧଳ ।…

ପ୍ରଫେସର ଗଣେଶୀ ଲାଲଙ୍କୁ ଭେଟିଲେ ମୁଖ୍ୟମନ୍ତ୍ରୀ, ଆସନ୍ତାକାଲି ଓଡ଼ିଶାରୁ ନେବେ ବିଦାୟ

ଭୁବନେଶ୍ୱର: ଆସନ୍ତାକାଲି ଓଡ଼ିଶାରୁ ବିଦାୟ ନେବେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍। ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜଭବନ ଯାଇ ବିଦାୟୀ ରାଜ୍ୟପାଳ ପ୍ରଫେସର ଗଣେଶୀଲାଲଙ୍କୁ ସୌଜନ୍ୟମୂଳକ ସାକ୍ଷାତ କରିଛନ୍ତ। ତାଙ୍କର କାର୍ଯ୍ୟକାଳକୁ ପ୍ରଶଂସା କରିବା ସହ ତାଙ୍କୁ ଧନ୍ୟବାଦ ଦେଇଛନ୍ତି।…