Latest Odisha News

BREAKING NEWS

Browsing Category

ଓଡିଶା

Odisha

କାଜୁ ଜଙ୍ଗଲରୁ ଦନ୍ତା ହାତୀର ଗଳିତ ମୃତଦେହ ଠାବ, ମୃତ୍ୟୁର କାରଣ ଅସ୍ପଷ୍ଟ

ଆଠଗଡ : ଥମୁନି ହାତୀ ମୃତ୍ୟୁ  । ହାତୀ-ମଣିଷ ଲଢେଇ ମଧ୍ୟରେ କେତେବେଳେ ମଣିଷର ଜୀବନ ଚାଲିଯାଉଛି ତ ଆଉ କେତେବେଳେ ହାତୀର ମୃତ୍ୟୁ ଘଟୁଛି । ଏହାରି ମଧ୍ୟରେ ଆଠଗଡ ବନଖଣ୍ଡରେ ପୁଣି ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି । ଜେନାପଦା ବିଟ୍ ଅଂଶୁପା  ରାସ୍ତା ପେଟ୍ରୋଲ୍ ଟାଙ୍କି ନିକଟ କାଜୁ…

ଘରୋଇ ବସ୍ ମାଲିକ ସଂଘ-ସରକାରଙ୍କ ମଧ୍ୟରେ ବୈଠକ ଆଜି: ବାହାରିପାରେ ସମାଧାନର ବାଟ !

ଭୁବନେଶ୍ୱର:  ବସ୍ ଚଳାଚଳକୁ ନେଇ ଆଜି ହେବ ଆଲୋଚନା । ରାଜ୍ୟ ସରକାର ଓ ଘରୋଇ ବସ୍ ମାଲିକ ସଂଘ ମଧ୍ୟରେ ଆଜି ପୂର୍ବାହ୍ନ ୧୧ଟା ବେଳେ ଖାରବେଳ ଭବନରେ ବୈଠକ ବସିବାର ସମ୍ଭାବନା ରହିଛି । ଲକ୍ଷ୍ମୀ ବସ୍ ଚଳାଚଳକୁ ବିରୋଧ କରି ମାଲିକ ସଂଘର ଦାବି ଉପରେ ବୈଠକରେ ଆଲୋଚନା ହୋଇପାରେ ।…

ପୂର୍ବତନ ଆଇଏଏସ୍ ଅଫିସର ପାଣ୍ଡିଆନଙ୍କୁ ରାଜନୈତିକ ନେତା ଭାବେ ଗ୍ରହଣ କରିବେ ତ ଲୋକେ?

ଭୁବନେଶ୍ୱର: ପୂର୍ବତନ ପ୍ରଶାସନିକ ଅଧିକାରୀ ଭି. କେ. ପାଣ୍ଡିଆନ 2024ରେ ରାଜନୀତିରେ ପ୍ରବେଶ କରି ନିର୍ବାଚନ ଲଢ଼ିବା ନେଇ ବିଜେଡି ନେତାମାନେ କଳ୍ପନାଜଳ୍ପନା କରୁଥିବା ବେଳେ ବିରୋଧୀ ବିଜେପି ଓ କଂଗ୍ରେସ ତାଙ୍କୁ ଗ୍ରହଣ କରିବା ନେଇ ସନ୍ଦେହ ପ୍ରକାଶ କରିଛନ୍ତି। ରାଜ୍ୟ ସରକାର ପାଣ୍ଡିଆନଙ୍କୁ…

କେନ୍ଦୁଝରରେ ମାଙ୍କଡ ଉପଦ୍ରବ: ଦୁଇ ଆହତ

କେନ୍ଦୁଝର: କେନ୍ଦୁଝର ଜିଲ୍ଲାରେ ମାଙ୍କଡ଼ ଆକ୍ରମଣରେ ଦୁଇ ଜଣ ଆହତ ହୋଇଛନ୍ତି। ସୂଚନା ଅନୁଯାୟୀ, ଜିଲ୍ଲାର ଘସିପୁରା ଥାନା ଅନ୍ତର୍ଗତ ସଲାପଦା ଗ୍ରାମର ଉପେନ୍ଦ୍ର ଜେନା ଓ ସୁରଭି ଦଳେଇଙ୍କୁ ମଙ୍ଗଳବାର ଦିନ ମାଙ୍କଡ଼ କାମୁଡ଼ି ଦେଇଥିଲା। ଏହି ଘଟଣା ପରେ ଉଭୟଙ୍କୁ ଆନନ୍ଦପୁର ଗୋଷ୍ଠୀ…

ଭୁବନେଶ୍ୱରରେ ଦୁର୍ଗା ମୂର୍ତ୍ତି ଭସାଣି ଶୋଭାଯାତ୍ରାରେ ହିଂସା, ଦୁଇ ଆହତ

ଭୁବନେଶ୍ୱର: ବୁଧବାର ରାତିରେ ଭୁବନେଶ୍ୱରରେ ଦୁର୍ଗା ମୂର୍ତ୍ତି ବିସର୍ଜନ ଶୋଭାଯାତ୍ରା ବେଳେ ଦୁଇ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ ହୋଇଥିଲା। ରସୁଲଗଡ଼ ପୂଜା ମଣ୍ଡପର ମେଢ଼କୁ ଏକ ଭବ୍ୟ ଶୋଭାଯାତ୍ରାରେ ନିଆଯିବା ବେଳେ ଏହି ଅଘଟଣ ଘଟିଛି। କିଛି ଦୁର୍ବୃତ୍ତ ପୂଜା କମିଟି ସଦସ୍ୟ ଓ ଉତ୍ସବରେ ଭାଗ…

ଜାନୁଆରୀ ୫ରେ ଓଡ଼ିଶା ଭୋଟରଙ୍କ ଚୂଡାନ୍ତ ତାଲିକା ପ୍ରକାଶ ପାଇବ

ଭୁବନେଶ୍ୱର: ଆସନ୍ତା ବର୍ଷ ଜାନୁଆରୀ ୫ ତାରିଖରେ ଓଡ଼ିଶାର ଚୂଡାନ୍ତ ଭୋଟର ତାଲିକା ପ୍ରକାଶ ପାଇବ ବୋଲି ବୁଧବାର ମୁଖ୍ୟ ନିର୍ବାଚନ ଅଧିକାରୀ ନିକୁଞ୍ଜ ବିହାରୀ ଧଳ ସୂଚନା ଦେଇଛନ୍ତି। ଭୁବନେଶ୍ୱରରେ ସିଇଓଙ୍କ ଦ୍ୱାରା ଡକାଯାଇଥିବା ସମସ୍ତ ରାଜନୈତିକ ଦଳର ପ୍ରତିନିଧିଙ୍କ ବୈଠକରେ ଏହି ତଥ୍ୟ…

୨୬ରୁ ଆରମ୍ଭ ହେବ ଗୁରୁ ଦେବପ୍ରସାଦ ସମ୍ମାନ ପ୍ରଦାନ ଉତ୍ସବ, ଭାଗ ନେବେ ଅନେକ ଓଡ଼ିଶୀ ନୃତ୍ୟ ଶିଳ୍ପୀ

ଭୁବନେଶ୍ୱର: ଓଡ଼ିଶୀ ନୃତ୍ୟ ଗୁରୁ ଦେବପ୍ରସାଦ ଦାସଙ୍କ ସ୍କୃତିରେ ତ୍ରିଧାରା ଅନୁଷ୍ଠାନ ପକ୍ଷରୁ ୧୭ତମ ଗୁରୁ ଦେବପ୍ରସାଦ ସମ୍ମାନ ପ୍ରଦାନ ଉତ୍ସବ ଗୁରୁବାର ଅନୁଷ୍ଠିତ ହେବ । ରବୀନ୍ଦ୍ରମଣ୍ଡପରେ ଆୟୋଜିତ ହେବାକୁ ଥିବା ଏହି ଉତ୍ସବ ଆସନ୍ତା ୩୦ ତାରିଖ ପର୍ଯ୍ୟନ୍ତ ଚାଲିବ । ନୃତ୍ୟ ଏବଂ ସଙ୍ଗୀତ…

ଛାତ୍ରଙ୍କ ମାଡ଼ରେ ଚାଲିଗଲା ଅଧ୍ୟାପକଙ୍କ ଜୀବନ, ଦୀର୍ଘ ୮ ମାସ ଧରି ଚାଲିଥିଲା ଚିକିତ୍ସା

ଝାରସୁଗୁଡ଼ା: ସମ୍ବଲପୁରରେ କଲେଜ ଛାତ୍ର ମାଡ଼ରେ ଗୁରୁତର ଅଧ୍ଯାପକଙ୍କ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ। ଦୀର୍ଘ ଆଠ ମାସ ଧରି ତାଙ୍କର ବୁର୍ଲାରେ ତାଙ୍କର ଚିକିତ୍ସା ଚାଲିଥିଲା। ଶେଷରେ ସେ ଜୀବନ ଯୁଦ୍ଧରେ ହାରିଗଲେ ଅଧ୍ୟାପକ। ଫେବୃଆରୀ ୨୨ ତାରିଖରେ ଝାରସୁଗୁଡ଼ା ଜିଲ୍ଲାରେ ଛାତ୍ରଙ୍କ ମାଡ଼ରେ…

ବଙ୍ଗୋମୁଣ୍ଡାରେ ଦୁଇ ଗୋଷ୍ଠୀ ମଧ୍ୟରେ ବିବାଦ: ଲାଗୁ ହେଲା ୧୪୪ ଧାରା

ବଲାଙ୍ଗୀର: ବଙ୍ଗୋମୁଣ୍ଡାରେ ଲାଗୁ ହେଲା ୧୪୪ ଧାରା। ପାଟଖଣ୍ଡା ଯାତ୍ରା ପାଇଁ ସହରରେ କଟକଣା ଲାଗୁ କରାଯାଇଛି। ଦୁଇ ଗୋଷ୍ଠୀ ମଧ୍ୟରେ ଝଗଡ଼ାକୁ କେନ୍ଦ୍ର କରି ବଲାଙ୍ଗୀର ଜିଲ୍ଲା ବ‌ଙ୍ଗୋମୁଣ୍ଡାରେ ପ୍ରଶାସନ ୧୪୪ ଧାରା ଜାରି କରିଛି। ଆସନ୍ତାକାଲି ଅର୍ଥାତ୍ ଅକ୍ଟୋବର ୨୬ ମଧ୍ୟରାତ୍ରି…

ପୋଲିସ ଉପରକୁ ଅବସରପ୍ରାପ୍ତ ଯବାନଙ୍କ ଆକ୍ରମଣ ଘଟଣା; ବଦଳିଲେ ବାଙ୍କୀ ଥାନା ଆଇଆଇସି

କଟକ: ବାଙ୍କି ଥାନା ଆଇଆଇସି କାବୁଲି ବାରିକଙ୍କ ବଦଳି। ଭଦ୍ରେଶ୍ୱର ଥାନାକୁ ବଦଳି ହେଲେ କାବୁଲି ବାରିକ। କଟକ ଜିଲ୍ଲା ବାଙ୍କୀରେ ପୋଲିସ ଉପରକୁ ଅବସରପ୍ରାପ୍ତ ଯବାନଙ୍କ ଆକ୍ରମଣ ଘଟଣାରେ ଆଇଆଇସି କାବୁଲି ବାରିକଙ୍କ ବଦଳି ହୋଇଛି। ଭଦ୍ରେଶ୍ବର ଥାନା ଆଇଆଇସି ଶିବ ପ୍ରସାଦ ବେହେରାଙ୍କୁ ବାଙ୍କୀ…