Latest Odisha News

BREAKING NEWS

Browsing Category

ଓଡିଶା

Odisha

ବସ ଧର୍ମଘଟ ସ୍ଥଗିତ, ଆସନ୍ତାକାଲିଠୁ ସ୍ବାଭାବିକ ହେବ ସ୍ଥିତି

ଭୁବନେଶ୍ୱର: ଲକ୍ଷ୍ମୀ ଯୋଜନାକୁ ବିରୋଧ କରି ଡାକରା ଦିଆଯାଇଥିବା ଧର୍ମଘଟ ସ୍ଥଗିତ ରହିଛି। ମୁଖ୍ୟମନ୍ତ୍ରୀଙ୍କ ଅନୁରୋଧ କ୍ରମେ ଧର୍ମଘଟ ଆନ୍ଦୋଳନ ସ୍ଥଗିତ ରହିଛି। 31 ଯାଏ ଆନ୍ଦୋଳନକୁ ସ୍ଥଗିତ ରଖିଛି ସଂଘ। ମୁଖ୍ୟମନ୍ତ୍ରୀଙ୍କ ଅନୁରୋଧ କ୍ରମେ ଆନ୍ଦୋଳନ ସ୍ଥଗିତ ରହିଛି ବୋଲି ସଂଘ…

ପ୍ରମିଳା ବିଶୋଇଙ୍କ ପରେ ବିଧାୟକ ଦେବୀ ମିଶ୍ର ୫ଟି ସଚିବ ପାଣ୍ଡିଆନଙ୍କୁ କହିଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ବରିଷ୍ଠ ବିଜେଡି ନେତା ତଥା ବଡମ୍ବା ବିଧାୟକ ଦେବୀ ପ୍ରସାଦ ମିଶ୍ର ୫ଟି ସଚିବ ଭିକେ ପାଣ୍ଡିଆନଙ୍କୁ ମୁଖ୍ୟମନ୍ତ୍ରୀ ବୋଲି କହିବା ରାଜନୈତିକ ମହଲରେ ଭ୍ରୁକୁଞ୍ଚନ ସୃଷ୍ଟି କରିଛି । ଯଦିଓ ବିଧାୟକ ଦେବୀ ମିଶ୍ର ନିଜ ଅଜାଣତରେ ଏହା କହିଛନ୍ତି ତଥାପି ଏହାକୁ ନେଇ ଚର୍ଚ୍ଚା ଜୋର…

ବିଜେପିର ଅଭିଯୋଗ, ବସ୍ ସେବା ଠପ୍ କରିବା ରାଜ୍ୟ ସରକାରଙ୍କ ପ୍ରାୟୋଜିତ ଷଡଯନ୍ତ୍ର

ଭୁବନେଶ୍ୱର:ପାର୍ବଣରେ ଲୋକେ ଘରକୁ ଯିବାକୁ ବ୍ୟସ୍ତ । ହେଲେ ବସ ଧର୍ମଘଟ ଯୋଗୁ ବସ ଚଳାଚଳ ଠପ ହୋଇଯାଇଛି । ଲୋକେ ବସଷ୍ଟାଣ୍ଡରେ ବସି କାନ୍ଦୁଛନ୍ତି । ଲକ୍ଷ ଲକ୍ଷ ଯାତ୍ରୀ କାନ୍ଦୁଛନ୍ତି । ହେଲେ ରାଜ୍ୟ ସରକାର ଚୁପ । ରାଜ୍ୟବ୍ୟାପୀ ବସ୍ ସେବା ଠପ୍ ହେବା ରାଜ୍ୟ ସରକାରଙ୍କ ପ୍ରାୟୋଜିତ…

ଲୋକଙ୍କୁ ନାହିଁ ପିଇବା ପାଣି, ପ୍ରଚାର ସର୍ବସ୍ୱ ବିକାଶ କାହାଣୀ : ବିଜେପି

ଭୁବନେଶ୍ୱର:ଲୋକଙ୍କୁ ନାହିଁ ପିଇବା ପାଣି ।  ପ୍ରଚାର ସର୍ବସ୍ୱ ବିକାଶ କାହାଣୀ  । କେନ୍ଦ୍ର ସରକାର ପାନୀୟ ଜଳ ଯୋଗାଣ ପାଇଁ ଅନୁଦାନ ଦେଉଥିଲେ ହେଁ ରାଜ୍ୟ ସରକାର ଖର୍ଚ୍ଚ କରୁନାହାନ୍ତି । ଟଙ୍କା ଫେରି ଯାଉଛି, ଅଥଚ ଲୋକେ ପାଣି ପାଇଁ ଡହଳ ବିକଳ ହେଉଛନ୍ତି ।   ରାଜ୍ୟ ସରକାରଙ୍କ ପାନୀୟ ଜଳ…

ଜମିହରା ଓ ବିସ୍ଥାପିତଙ୍କ ଦାବି ମାନିନେଲେ ପିପିଏଲ୍ କର୍ତ୍ତୃପକ୍ଷ: ପ୍ରତ୍ୟାହୃତ ହେଲା ଧାରଣା

ପାରାଦୀପ : ଦାବି ମାନିବା ପରେ ପ୍ରତ୍ୟାହୃତ ହେଲା ଧାରଣା । ନିଯୁକ୍ତି ଓ ଠିକା କାମ ଭଳି ବିଭିନ୍ନ ଦାବିକୁ ନେଇ ପିପିଏଲ୍ ସାରା କାରଖାନା ମୁଖ୍ୟ ଫାଟକ ନିକଟରେ କିଛି ଜମିହରା ଓ ବିସ୍ଥାପିତ ଧାରଣାରେ ବସିଥିଲେ । ଦୀର୍ଘ ବର୍ଷ ଧରି କମ୍ପାନୀ ପାଇଁ ଜମି ହରାଇଥିବା ପରିବାର ମାନଙ୍କୁ ଆଜି…

ପୂଜା ବୁଲିବାକୁ ଯାଉଥିଲେ ରାଜଧାନୀବାସୀଙ୍କ ଘର ଉପରେ ନଜର ରଖିବ ପୋଲିସ

ଭୁବନେଶ୍ବର : ପାର୍ବଣରେ ଦିନକୁ ଦିନ ଅପରାଧୀଙ୍କ ଦୌରାତ୍ମ୍ୟ ବଢିବାରେ ଲାଗିଛି  । ପ୍ରତିଦିନ ଚୋରି , ଡକାୟତି ଭଳି ଘଟଣା ସାମ୍ନାକୁ ଆସୁଛି । ଅପରାଧୀଙ୍କୁ ଧରିବା ଯେପରି ପୋଲିସ ପାଇଁ ଏକ ବଡ ଚ୍ୟାଲେଞ୍ଚ ପାଲଟିଛି । ଅପରାଧୀଙ୍କ ଦମନ ପାଇଁ ପୋଲିସ ମଧ୍ୟ ସୁରକ୍ଷା ବ୍ୟବସ୍ଥାକୁ କଡାକଡି…

ଏମ୍‌ସ ଭୁବନେଶ୍ୱରରେ ଇ-ପେମେଣ୍ଟ ବ୍ୟବସ୍ଥା ଆରମ୍ଭ, ଭିଡରୁ ମିଳିବ ମୁକ୍ତି

ଭୁବନେଶ୍ୱର: ତ୍ବରାନ୍ବିତ ରୋଗୀସେବା ନିମନ୍ତେ ଅଭିନବ ପଦକ୍ଷେପ । ବିଲିଂ କାଉଣ୍ଟର୍‌ରେ ଦୀର୍ଘ ସମୟ ପାଇଁ ଆଉ ଧାଡ଼ିରେ ଠିଆ ହୋଇ ଅପେକ୍ଷା କରିବାକୁ ପଡିବନି । ଏନେଇ ଏମ୍‌ସ ଭୁବନେଶ୍ୱରରେ ଆଜି ଇ-ପେମେଣ୍ଟ ବ୍ୟବସ୍ଥାର ଶୁଭାରମ୍ଭ ହୋଇଛି। ଏଣିକି ଘରୁ ଥାଇ ମଧ୍ୟ ବିଭିନ୍ନ ପରୀକ୍ଷା ନିମନ୍ତେ…

ସେବାୟତ କୂଳର ନିଆରା ପରମ୍ପରା, ଶିବଙ୍କ ଭଳି ବରପ୍ରାପ୍ତି ଉଦ୍ଦେଶ୍ୟରେ ପୂଜା କରନ୍ତି ‘ନେତପିଲା’

ପୁରୀ: ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ନେଇ ଶ୍ରୀକ୍ଷେତ୍ରର ସଂସ୍କୃତି ଓ ପରମ୍ପରା । ପୁରୀ ସେବାୟତ ସମ୍ପ୍ରଦାୟର ନେତପିଲା ହେଉଛି ଏକ ବିଶେଷ ପର୍ବ। ଶହ ଶହ ବର୍ଷର ପୁରୁଣା ଏହି ପର୍ବ। 'ନେତପିଲା' ପରମ୍ପରା ଅନୁଯାୟୀ ଶ୍ରୀମନ୍ଦିରର ପ୍ରତିଟି ସେବାୟତ ପରିବାରରେ ଏହା ପାଳନ ହୋଇ ଆସୁଛି । ଶାରଦୀୟ…

ଜନ୍ମମାଟିରେ ଓଡିଆ ପୁଅ କିଶୋର ଜେନାଙ୍କୁ ଭବ୍ୟ ସ୍ବାଗତ: ମହାପ୍ରଭୂଙ୍କୁ ଦର୍ଶନ ସହ କଲେ ଆଶିଷ ଭିକ୍ଷା

ପୁରୀ: ଶ୍ରୀକ୍ଷେତ୍ର ମାଟିରେ ଜାଭଲିନ ଥ୍ରୋରେ ରୌପ୍ୟ ପଦକ ହାସଲ କରିଥିବା ଓଡିଆ ପୁଅ କିଶୋର ଜେନା । ଆଜି ଶ୍ରୀକ୍ଷେତ୍ର ମାଟିରେ ପହଞ୍ଚିବା ପରେ ଜିଲ୍ଲା ପ୍ରଶାସନ ତଥା ପୁରୀର ଅଗଣିତ କ୍ରୀଡା ପ୍ରେମୀ ଓ ସଂଗଠକ ମାନଙ୍କ ପକ୍ଷରୁ କିଶୋରଙ୍କୁ ଭବ୍ୟ ସ୍ବାଗତ କରାଯାଇଛି । ପରେ ମହାପ୍ରଭୁ…

ମାଁ ସୁରେଶ୍ୱରୀଙ୍କ ବଗଲାମୁଖି ବେଶ

https://youtu.be/_gZuqKlpFuU ସୁବର୍ଣ୍ଣପୁର: ଆଜି ଆଶ୍ୱୀନ ମାସ ଷଷ୍ଠୀ ତିଥି । ସୁବର୍ଣ୍ଣପୁର ଇଷ୍ଟଦେବୀ ମାଁ ସୁରେଶ୍ୱରୀ ଆଜି ବଗଲାମୁଖୀ ବେଶରେ ଭକ୍ତ ମାନଙ୍କୁ ଦର୍ଶନ ଦେଉଛନ୍ତି । ଗତ କାଲି ଭୁବନେଶ୍ଵରୀ ବେଶରେ ଦର୍ଶନ ଦେଇଥିବା ବେଳେ ଆଜି ବଗଲାମୁଖୀ ବେଶ ଧାରଣ କରିଛନ୍ତି । ସବୁ…