Latest Odisha News

BREAKING NEWS

Browsing Category

ଓଡିଶା

Odisha

୧୨ ଘଣ୍ଟିଆ ଡୁଙ୍ଗୁରିପାଲି ବନ୍ଦ; ଯାତାୟତ ଠପ୍

ସୋନପୁର: ଆଜି ୧୨ ଘଣ୍ଟିଆ ଡୁଙ୍ଗୁରିପାଲି ବନ୍ଦ। ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ନିକଟ ୨୬ ନମ୍ବର ଜାତୀୟ ରାଜପଥର ପ୍ରଶସ୍ତିକରଣ ଅବହେଳା ପ୍ରତିବାଦରେ ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ସଚେତନ ନାଗରିକ କମିଟି ପକ୍ଷରୁ ୧୨ ଘଣ୍ଟିଆ ଡୁଙ୍ଗୁରିପାଲି ବନ୍ଦ କରାଯାଇଛି । ଫଳରେ  ଯାତାୟତ…

ବିହାର ଓ ରାଜସ୍ଥାନ ଭଳି ଓଡ଼ିଶାରେ ଜାତି ଭିତିକ ଗଣନା କେବେ ହେବ: ପିସିସି ସଭାପତି 

ଭୁବନେଶ୍ୱର: ଓଡ଼ିଶା ପ୍ରଦେଶ କଂଗ୍ରେସ ସଭାପତି ଶରତ ପଟ୍ଟନାୟକ ବିହାର ଓ ରାଜସ୍ଥାନ ଭଳି ଓଡ଼ିଶାରେ ଜାତିଭିତିକ ଜନଗଣନା ଶୈଳୀ କରାଯିବା ପାଇଁ ଦାବି କରିଛନ୍ତି। ସେ କହିଛନ୍ତି ଯେତେବେଳେ କି ବିହାର ସରକାର ଜାତିଭିତିକ ଜାତିଭିତିକ ଜନଗଣନା କରିସାରିଛନ୍ତି ଏବଂ ଶନିବାର ଦିନ ରାଜସ୍ଥାନ…

ଗୁରୁବାର ଲକ୍ଷ୍ମୀ ବସ ସେବାର ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ରାଜ୍ୟ ସରକାର ଅକ୍ଟୋବର ୧୨ ତାରିଖରେ ଲକ୍ଷ୍ମୀ (LAccMI) ଯୋଜନାରେ ବସ୍ ସେବା ଆରମ୍ଭ କରିବାକୁ ଯାଉଛନ୍ତି। ଏହି ପରିପ୍ରେକ୍ଷୀରେ ବସ୍ କର୍ମଚାରୀମାନେ ଯାତ୍ରୀଙ୍କ ସୁରକ୍ଷାକୁ ସର୍ବୋଚ୍ଚ ପ୍ରାଥମିକତା ଦେବାକୁ ପରାମର୍ଶ ଦିଆଯାଇଛି। ଏହି ଯୋଜନାରେ ପ୍ରଥମ ପର୍ଯ୍ୟାୟରେ…

ରାଜ୍ୟ ସରକାର ଜନ ବିରୋଧୀ ସହିତ ସମ୍ବିଧାନ ବିରୋଧୀ: ବିଜୟ ପଟ୍ଟନାୟକ

ଭୁବନେଶ୍ୱର: କଂଗ୍ରେସ ନେତା ବିଜୟ ପଟ୍ଟନାୟକ ସୋମବାର ସରପଞ୍ଚଙ୍କ ଆନ୍ଦୋଳନକୁ ନିଜର ଦଳୀୟ ସମର୍ଥନ ଜଣାଇବା ସହ ଓଡ଼ିଶା ସରକାର ପଞ୍ଚାୟତିରାଜ ଅନୁଷ୍ଠାନଗୁଡ଼ିକୁ କ୍ଷୁର୍ଣ୍ଣ କରୁଥିବାରୁ କଡ଼ା ସମାଲୋଚନା କରିଛନ୍ତି। ଏପରି କାମ କେବଳ ଜନ ବିରୋଧୀ ନୁହଁ ବରଂ ସମ୍ବିଧାନ ବିରୋଧୀ ବୋଲି ପୂର୍ବତନ…

‘ସଚ୍ଚୋଟତା’ର ଅନ୍ଯତମ ନା ହୋମଗାର୍ଡ ସଙ୍ଗୀତା, ଏଟିଏମରୁ ୧୦ ହଜାର ଟଙ୍କା ପାଇ ଫେରାଇଦେଲେ

ବାରିପଦା: ସଚ୍ଚୋଟତାର ଏକ ବିରଳ ଉଦାହରଣ ଦେଖିବାକୁ ମିଳିଛି ମୟୂରଭଞ୍ଜ ଜିଲ୍ଲାରେ ଜଣେ ମହିଳା ହୋମଗାର୍ଡଙ୍କ ନିକଟରେ। ଏଟିଏମ୍ ମେସିନରୁ ମିଳିଥିବା ୧୦ ହଜାର ଟଙ୍କାକୁ ଏହାର ସଠିକ୍ ମାଲିକଙ୍କୁ ଫେରାଇ ଦେଇଛନ୍ତି ଏହି ସ୍ବଳ୍ପ ବେତନଧାରୀ ସରକାରୀ କର୍ମଚାରୀ। ସଙ୍ଗୀତା ମାରାଣ୍ଡିଙ୍କ ସଚ୍ଚୋଟତା…

ରାଜ୍ୟ ବିଜେପି ସଭାପତିଙ୍କ ଉପସ୍ଥିତିରେ ଦୁଇ ନେତାଙ୍କ ମଧ୍ୟରେ ପିଟାପିଟି

ବଲାଙ୍ଗୀର: ସୋମବାର ରାଜ୍ୟ ବିଜେପି ସଭାପତି ମନମୋହନ ସାମଲଙ୍କ ରାଲି ବେଳେ ବଲାଙ୍ଗୀର ଜିଲ୍ଲା ବିଜେପିର ଦୁଇ ନେତାଙ୍କ ମଧ୍ୟରେ ପିଟାପିଟା ହୋଇଛି। ବିଜେପିର ମୋ ମାଟି, ମୋ ଦେଶ କାର୍ଯ୍ୟକ୍ରମରେ ଯୋଗ ଦେବାକୁ ମନମୋହନ ସାମଲ ବଲାଙ୍ଗୀର ଆସିଛନ୍ତି। ଦଳ ପକ୍ଷରୁ ମନମୋହନ ସାମଲଙ୍କ ନେତୃତ୍ୱରେ…

ଆଦିତ୍ୟ ବିର୍ଲା ପବ୍ଲିକ୍ ସ୍କୁଲରେ ଆୟୋଜିତ ହେଲା ସାଇବର ସୁରକ୍ଷା କାର୍ଯ୍ୟକ୍ରମ

ଭୁବନେଶ୍ୱର: ଆଦିତ୍ୟ ବିର୍ଲା ପବ୍ଲିକ୍ ସ୍କୁଲରେ ସୋମବାର ବିଭିନ୍ନ କାର୍ଯ୍ୟକ୍ରମ ମାଧ୍ୟମରେ ଛାତ୍ରଛାତ୍ରୀଙ୍କୁ ସାଇବର ସୁରକ୍ଷା ଓ ସୁରକ୍ଷା ସଚେତନତା ସମ୍ପର୍କରେ ଅବଗତ କରାଯାଇଛି। କମିସନରେଟ୍ ପୁଲିସର ଏସିପି ଅଞ୍ଜନା ଟୁଡୁଙ୍କ ନେତୃତ୍ୱରେ ଏକ ଟିମ୍ ଦ୍ୱାରା ଆୟୋଜିତ ଏହି କାର୍ଯ୍ୟକ୍ରମରେ…

ବିଦ୍ୟାଳୟରେ ଛାତ୍ରଛାତ୍ରୀ ଶୁଣିଲେ ହକିର ଜୟଗାଥା, ପ୍ରାର୍ଥନା ସଭାରେ ଶିକ୍ଷକ ଶୁଣାଇଲେ ହକିର ସଫଳତା

ଭବନେଶ୍ୱର: ରାଜ୍ୟର ସମସ୍ତ ସରକାରୀ ଓ ସରକାରୀ ଅନୁଦାନପ୍ରାପ୍ତ ବିଦ୍ୟାଳୟରେ ଛାତ୍ରଛାତ୍ରୀମାନଙ୍କୁ ହକିର ସଫଳତା ସମ୍ବନ୍ଧରେ ଏକ ପ୍ରେରଣାଦାୟୀ ବକ୍ତବ୍ୟ ଦିଆଯାଇଛି । ସୋମବାର ଦିନ ପ୍ରାର୍ଥନା ସଭାରେ ସମସ୍ତ ଶିକ୍ଷକ-ଶିକ୍ଷୟିତ୍ରୀଙ୍କ ଉପସ୍ଥିତିରେ ଛାତ୍ରଛାତ୍ରୀମାନଙ୍କୁ ଭାରତୀୟ ହକିଦଳର…

ରାୟପୁରରେ ନିର୍ବାଚନ ଲଢ଼ିବେ ଓଡ଼ିଆ ପୁଅ ପୁରନ୍ଦର ମିଶ୍ର; ବିଜେପି ଦେଲା ଟିକେଟ

ରାୟପୁର/ଭୁବନେଶ୍ୱର: ରାୟପୁରରେ ନିର୍ବାଚନ ଲଢ଼ିବେ ଓଡ଼ିଆ ପୁଅ। ବିଜେପି କଲା ଟିକେଟ କନଫର୍ମ। ବିଶିଷ୍ଟ ସମାଜସେବୀ ଏବଂ ରାୟପୁରସ୍ଥିତ ଜଗନ୍ନାଥ ମନ୍ଦିରର ପ୍ରତିଷ୍ଠାତା ଅଧ୍ୟକ୍ଷ ପୁରନ୍ଦର ମିଶ୍ର ଛତିଶଗଡ଼ ରାଜ୍ୟର ଆସନ୍ତା ବିଧାନସଭା ନିର୍ବାଚନ ପାଇଁ ଭାରତୀୟ ଜନତା ପାର୍ଟିର ପାର୍ଥୀ ଭାବେ…

ବେଗୁନିଆରେ ପ୍ରତିଷ୍ଠା ହେବ ୧୦୦ ଶଯ୍ୟା ବିଶିଷ୍ଟ ହସ୍ପିଟାଲ, ପ୍ରସ୍ତାବକୁ ରାଜ୍ୟ ସରକାରଙ୍କ ଅନୁମୋଦନ

ଖୋର୍ଦ୍ଧା: ରୋଗୀଙ୍କୁ ଗୁଣାତ୍ମକ ସ୍ୱାସ୍ଥ୍ୟସେବା ଯୋଗାଇ ଦେବା ଲକ୍ଷ୍ୟରେ ରାଜ୍ୟ ସରକାର ବେଗୁନିଆରେ ଶହେ ଶଯ୍ୟା ବିଶିଷ୍ଟ ହସ୍ପିଟାଲ ପ୍ରସ୍ତାବକୁ ଅନୁମୋଦନ ଦେଇଛନ୍ତି। ଖୋର୍ଦ୍ଧା ଜିଲ୍ଲାର ବେଗୁନିଆରେ ୧୦୦ ଶଯ୍ୟା ବିଶିଷ୍ଟ ଏକ ଉପଖଣ୍ଡସ୍ତରୀୟ ହସ୍ପିଟାଲ ପ୍ରତିଷ୍ଠା ପାଇଁ ନିଷ୍ପତ୍ତି…