Latest Odisha News

BREAKING NEWS

Browsing Category

ଓଡିଶା

Odisha

ଶ୍ରୀମନ୍ଦିରରେ ପ୍ରବେଶ ବେଳେ ପୋଷାକ ଉପରେ ଧ୍ୟାନ ଦିଅନ୍ତୁ

ପୁରୀ: ଶ୍ରୀମନ୍ଦିରକୁ ଯାଉଥିବା ଭକ୍ତଙ୍କ ପୋଷାକରେ ଆସିବ ଶାଳୀନତା। ନଚେତ୍ ଭକ୍ତଙ୍କୁ ଶ୍ରୀମନ୍ଦିର ପ୍ରବେଶ ମନା। ଏଭଳି ଚେତାବନୀ ଦେଇଛି ଶ୍ରୀମନ୍ଦିର ପ୍ରଶାସନ। ପୂର୍ବରୁ ବାରମ୍ବାର ସେବାୟତ ଓ ବୁଦ୍ଧିଜୀବୀମାନଙ୍କ ତରଫରୁ ଭକ୍ତମାନେ ଶାଳୀନତା ଭାବେ ପୋଷାକ ପିନ୍ଧି ଶ୍ରୀମନ୍ଦିର ଯିବାକୁ…

ସ୍ତ୍ରୀଙ୍କ ମୃତ୍ୟୁ ପରେ ଚାଲିଗଲେ ସ୍ୱାମୀ, ପରଲୋକରେ ବିଶିଷ୍ଟ ଶ୍ରମିକ ସଂଗଠନ ନେତା ଘନଶ୍ୟାମ ଜେନା

ଭଦ୍ରକ: ସର୍ବ ଭାରତୀୟ ଏଫସିଆଇ ଶ୍ରମିକ ସଂଗଠନର ନେତା ଘନଶ୍ୟାମ ଜେନାଙ୍କ ଦେହାନ୍ତ। ଗତକାଲି ତାଙ୍କ ଧର୍ମପତ୍ନୀ ହେମଲତାଙ୍କ ୯୦ ବର୍ଷ ବୟସରେ ତାଙ୍କ ପୈତୃକ ଘର ଧାମନଗର ବ୍ଲକ ଦୋବଳଠାରେ ଦେହାନ୍ତ ହୋଇଛି। ସ୍ତ୍ରୀଙ୍କ ଦେହାନ୍ତରେ ଭାଙ୍ଗିପଡିଲେ ଶ୍ରମିକ ନେତା ଘନଶ୍ୟାମ ଜେନା। ସ୍ତ୍ରୀଙ୍କ…

ଜଙ୍ଗଲ ଭିତରୁ ଏକ ମାସର ଶିଶୁକନ୍ୟା ଉଦ୍ଧାର

ବାରିପଦା: ମୟୂରଭଞ୍ଜ ଜିଲ୍ଲା ଠାକୁରମୁଣ୍ଡା ବ୍ଲକ ଚମ୍ପାଝର ପଞ୍ଚାୟତ ଗାଉଗାଢ଼ିଆ ନିକଟ ଜଙ୍ଗଲ ଭିତରୁ ଏକ ମାସର ଶିଶୁକନ୍ୟା ଉଦ୍ଧାର କରାଯାଇଛି। ଜଙ୍ଗଲକୁ ପତ୍ର ପାଇଁ ଯାଇଥିବା କିଛି ମହିଳା ଶିଶୁକନ୍ୟାକୁ ଦେଖିଥିଲେ। ଶିଶୁକନ୍ୟାଟି ପ୍ରାୟ ମାସକର ହେବ। ସ୍ଥାନୀୟ କିଛି ମହିଳା ଜଙ୍ଗଲକୁ…

ତଲସରାରେ ବିଜେଡି, ବିଜେପି ସହ ହେବ ପ୍ରବୋଧଙ୍କ ଟକ୍କର!

ଭୁବନେଶ୍ୱର: ସୁନ୍ଦରଗଡ ଜିଲ୍ଲାର ଅନ୍ୟତମ ପ୍ରମୁଖ ନିର୍ବାଚନ ମଣ୍ଡଳୀ ଭାବେ ତଲସରାକୁ ଗଣାଯାଏ। ଆଦିବାସୀ ବହୁଳ ଏହି ଅଞ୍ଚଳରେ କଂଗ୍ରେସର ଦବଦବା ଦେଖିବାକୁ ମିଳେ। କିନ୍ତୁ ବହୁ ବର୍ଷର ଏହି ଟ୍ରେଣ୍ଡକୁ ଭାଙ୍ଗି ଗତ ନିର୍ବାଚନରେ ବିଜେପି ଏହି ସିଟରେ ବିଜୟ ଲାଭ କରିଛି। ୨୦୧୯ ନିର୍ବାଚନରେ…

କୁଇ ଓ ଦେଶିଆ ଭାଷା ଉପରେ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ, ବିଭିନ୍ନ ବିଦ୍ୟାଳୟର ଶିକ୍ଷକମାନଙ୍କୁ ତାଲିମ ପ୍ରଦାନ

କୋରାପୁଟ: ଓଡ଼ିଶା କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ ପକ୍ଷରୁ ପ୍ରାଥମିକ ବିଦ୍ୟାଳୟ ଶିକ୍ଷକମାନଙ୍କ ପାଇଁ କୁଇ ଓ ଦେଶିଆ ଭାଷା ଉପରେ ତିନିଦିନିଆ ପରିବର୍ତ୍ତନଶୀଳ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଉଦଘାଟିତ। କୋରାପୁଟ ଜିଲ୍ଲାରେ ପ୍ରାଥମିକ ବିଦ୍ୟାଳୟର ଶିକ୍ଷକମାନଙ୍କୁ ସଶକ୍ତ କରିବା ଏବଂ କୁଇ ଓ ଦେଶିଆ…

ଗୁଣପୁର ସଦର ମହକୁମଠାରେ ଯୁଗ୍ମ ଅଭିଯୋଗ ଶୁଣାଣି ଅନୁଷ୍ଠିତ

ଗୁଣପୁର: ଆଜି ରାୟଗଡା ଜିଲ୍ଲା ପ୍ରଶାସନ ତରଫରୁ ଗୁଣପୁର ଉପଖଣ୍ଡ ସଦର ମହକୁମା ସ୍ଥିତ ଉପଜିଲ୍ଲାପାଳଙ୍କ ସଦ୍ଭାବନା ସଭାଗୃହଠାରେ ଯୁଗ୍ମ ଅଭିଯୋଗ ଶୁଣାଣି ଅନୁଷ୍ଠିତ ହୋଇଛି। ଜିଲ୍ଲାପାଳ ସ୍ୱଧାଦେବ ସିଂଙ୍କ ନିର୍ଦ୍ଦେଶ କ୍ରମେ ଅତିରିକ୍ତ ଜିଲ୍ଲାପାଳ ରାମେଶ୍ୱର ପ୍ରଧାନଙ୍କ ଅଧ୍ୟକ୍ଷତାରେ…

ଉର୍ମାଗଡ଼ ଜଳପ୍ରପାତରେ ଖସିପଡ଼ି ଦଶମ ଶ୍ରେଣୀ ଛାତ୍ର ନିଖୋଜ

ଫୁଲବାଣୀ: କନ୍ଧମାଳ ଜିଲ୍ଲା ଗୋଚ୍ଛାପଡ଼ା ଥାନା ଅନ୍ତର୍ଗତ ପର୍ଯ୍ୟଟନ ସ୍ଥଳୀ ଉର୍ମାଗଡ଼ ଜଳପ୍ରପାତରେ ଖସିପଡ଼ି ଜଣେ ଛାତ୍ର ନିଖୋଜ ହୋଇଯାଇଛନ୍ତି। ନିଖୋଜ ଛାତ୍ର ଜଣକ ହେଲେ କଟ୍ରିଙ୍ଗିଆ ପଞ୍ଚାୟତ ନାକଡ଼ିସରୁ ଗ୍ରାମର ଲିଙ୍ଗା ବେହେରାଙ୍କ ପୁଅ ରାଖଲ ବେହେରା (୧୫)। ସେ ଆଦର୍ଶ ବିଦ୍ୟାଳୟର ଦଶମ…

ଟାଟା ପାଓ୍ବାରର ମନମୁଖୀ ଶାସନକୁ ବିରୋଧ: ୭ ଦଫା ଦାବି ନେଇ ବିଦ୍ୟୁତ୍ କର୍ମଚାରୀଙ୍କ ଧାରଣା

ମୟୁରଭଞ୍ଜ: ମୟୁରଭଞ୍ଜରେ ନେସ୍କୋ ପାଓ୍ବାର ଏମ୍ପ୍ଲଇଜ ୟୁନିୟନ୍ ପକ୍ଷରୁ ସଂଘର ଜିଲ୍ଲା ସଭାପତି ସୁବ୍ରମଣ୍ୟମଙ୍କ ଅଧ୍ୟକ୍ଷତାରେ ଏକ ଜରୁରୀକାଳୀନ ବୈଠକ ଅନୁଷ୍ଠିତ ହୋଇଯାଇଛି  । ସଂଘର ଉପଦେଷ୍ଟା ତଥା ପୂର୍ବତନ ଉପବାଚସ୍ପତି ସାନନ୍ଦ ମାରାଣ୍ଡି ଓ ସଂଘର ପରାମର୍ଶଦାତା ପୌରପରିଷଦ ଅଧ୍ୟକ୍ଷ…

ଜମିବାଡିକୁ କେନ୍ଦ୍ର କରି ପୁତୁରା ଦାଦାକୁ ହତ୍ୟା କରିବା ଘଟଣା: ଅଭିଯୁକ୍ତ ପୁତୁରା ଗିରଫ

ପୁରୀ: ପୁରୀ ସଦର ଗୋପାଳପୁର ସାହି ହତ୍ୟାକାଣ୍ଡ ଘଟଣା  । ଅଭିଯୁକ୍ତ ପୁତୁରାକୁ ଗିରଫ କରି କୋର୍ଟ ଚାଲାଣ କରିଛି ପୋଲିସ  । ଗତ ୭ ତାରିଖରେ ଏହି ଘଟଣା ଘଟିଥିଲା । ଦୀର୍ଘଦିନ ଧରି ଜମିବାଡ଼ିକୁ କେନ୍ଦ୍ର କରି ପୁତୁରା ଭୀମସେନ ଓରଫ ପପୁ ବରାଳ ଏବଂ ଦାଦା ବୀର ବରାଳଙ୍କ ମଧ୍ୟରେ ବିବାଦ ଲାଗି…