Latest Odisha News

BREAKING NEWS

Browsing Category

ଓଡିଶା

Odisha

ବାଣ ଉପରେ ଚଢିଗଲା କାର: ଭୟଙ୍କର ବିସ୍ଫୋରଣରେ ଗାଡ଼ି ଛିନଛତ୍ର, ଡାକ୍ତର ଗୁରୁତର

କେନ୍ଦ୍ରାପଡା:ରାସ୍ତାରେ ଶୁଖୁଥିଲା ବାଣ । ଏହି ବାଣ ଉପରେ ଚଢିଗଲା କାର । ଭୟଙ୍କର ବିସ୍ଫୋରଣରେ ଛିନଛତ୍ର ହୋଇଗଲା କାର । ଭିତରେ ବସିଥିବା ଯୁବ ଡାକ୍ତରଙ୍କ ଅବସ୍ଥା ମଧ୍ୟ ଗୁରୁତର ହୋଇପଡିଛି । ଏମିତି ଘଟଣା ଆଜି ଘଟିଛି କେନ୍ଦ୍ରାପଡା ଜିଲ୍ଲା ଭରତପୁର ଖଣ୍ଡିଆବନ୍ଧି ଗାଁରେ । ଗୁରୁତର…

ଭିମସାରରେ ଉତ୍ତେଜନା, ଡାକ୍ତରୀ ଛାତ୍ର ଓ ସୁରକ୍ଷାକର୍ମୀ ପିଟାପିଟି

ସମ୍ବଲପୁର: ପୁଣି ବିବାଦରେ ସମ୍ବଲପୁର ବୁର୍ଲା ଭୀମସାର ମେଡିକାଲ କଲେଜ । ବୁର୍ଲା ଭୀମସାରରେ ଡାକ୍ତରୀ ଛାତ୍ର ଓ ସୁରକ୍ଷା କର୍ମୀଙ୍କ ମଧ୍ୟରେ ତୁମୁଳକାଣ୍ଡ। ଏଥିରେ ଜଣେ ପିଜି ଛାତ୍ର ଆହତ ହୋଇଥିବା ବେଳେ ଜଣେ ସିକ୍ୟୁରିଟି ଗାର୍ଡ ମଧ୍ୟ ଆହତ ହୋଇଛନ୍ତି । ତାଙ୍କୁ ଚିକିତ୍ସା ପାଇଁ ଏକ ବେସରକାରୀ…

ବିବାହକୁ ନେଇ ପୁଣି ଚର୍ଚ୍ଚାରେ ତିର୍ତ୍ତୋଲ ବିଧାୟକ ବିଜୟ ଶଙ୍କର: ଫସିଯିବେ କି ?

ଜଗତସିଂହପୁର: ଗତ କିଛି ଦିନର ବ୍ୟବଧାନ ପରେ ପୁଣି ଚର୍ଚ୍ଚାରେ ତିର୍ତ୍ତୋଲ ବିଧାୟକ ବିଜୟ ଶଙ୍କର ଦାସ । କେତେବେଳେ ପ୍ରେମିକାକୁ ପ୍ରତାରଣା କରି ତ ପୁଣି କେବେ ବିବାହର ପ୍ରତିଶ୍ରୁତି ଦେଇ ଠକି ଦେଇଥିବା ନେଇ ବିବାଦ କୁ ଆସିଥିଲେ ବିଧାୟକ ବିଜୟ ଶଙ୍କର ଦାସ । ଏହାରିଭିତରେ ସାମ୍ନାକୁ ଆସିଛି ଆଉ…

ଏଥର ଜମିବ ଦୁର୍ଗାପୂଜା: ରାତି ୧୨ଟା ଯାଏ ଚାଲିବ ମେଲୋଡି

ଭୁବନେଶ୍ୱର: ଆସୁଛି ପୂଜା । ଏଥର ପୂଜାରେ ଜମିବ ରଙ୍ଗରଙ୍ଗ କାର୍ଯ୍ୟକ୍ରମ  ।  ରାଜଧାନୀରେ ରାତି ୧୨ଟା ଯାଏ ଚାଲିବ  ମେଲୋଡି । ମନ ଭରି ମଜା ଉଠାଇବେ ଦର୍ଶକ ।  ଏଥିପାଇଁ ଅନୁମତି ଦେଇଛି ପ୍ରଶାସନ । ଏଥର  ଦୁର୍ଗାପୂଜା ସମୟରେ ଭୁବନେଶ୍ୱରରେ ରାତି ୧୨ଟା ପର୍ଯ୍ୟନ୍ତ ହୋଇପାରିବ ମେଲୋଡି।…

ମେସର ବନ୍ଦ କୋଠରୀରେ ଝୁଲି ପଡିଲେ ଛାତ୍ରୀ

ଉଦଳା: ମୟୁରଭଞ୍ଜ ଜିଲ୍ଲା ଉଦଳା ଥାନା ଏନଏସି ୩ ନଂ ୱାର୍ଡରେ ଥିବା ମେସ୍‌ରୁ ଛାତ୍ରୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଛି । ମୃତା ଛାତ୍ରୀ ଜଣକ ଆରଡିଏସ୍ କଲେଜର ଯୁକ୍ତ ଦୁଇ ପ୍ରଥମ ବର୍ଷ ବିଜ୍ଞାନ ବିଭାଗରେ ପଢୁଥିଲେ । ଏହି ମେସରେ ରହି ସେ ପଢୁଥିଲେ । ଗୁରୁବାର ସକାଳେ ମେସର ସବୁ…

ଏସିୟ କ୍ରିଡାରେ ଓଡିଶା ପାଇଁ ଗୌରବ ଆଣିଲେ ଓଡିଆ ପୁଅ କିଶୋର, ବାଲୁକା କଳାରେ ଶୁଭେଚ୍ଛା ଜଣାଇଲେ ବାଲୁକାଶିଳ୍ପୀ…

ପୁରୀ: ଏସିୟ କ୍ରିଡାରେ ଓଡିଶା ପାଇଁ ଗୌରବ ଆଣିଛନ୍ତି ଓଡିଆ ପୁଅ କିଶୋର କୁମାର । ଜାଭେଲିନ ଥ୍ରୋରେ ରୌପ୍ୟ ଜିତି ଓଡିଶା ପାଇଁ ଇତିହାସ ରଚିଛନ୍ତି କିଶୋର । ୮୭.୫୪ ମିଟର ଦୂରତାକୁ ଜାଭେଲିନ ଥ୍ରୋ କରି କିଶୋର ପାଇଛନ୍ତି ଏହି ସଫଳତା । ସେପଟେ ଏସିଆନ ରୌପ୍ୟ ବିଜୟୀ ଓଡ଼ିଆ ପୁଅ କିଶୋର ଜେନାଙ୍କୁ…

ଗଠନ ହେବ ଜାତୀୟ ହଳଦୀ ବୋର୍ଡ; ବିଦେଶରେ ସୃଷ୍ଟି କରିବ ନୂଆ ବଜାର

ନୂଆଦିଲ୍ଲୀ: ବଢିବ ଓଡ଼ିଶାର ହଳଦୀ ମୂଲ୍ୟ । ୨୦୩୦ ସୁଦ୍ଧା ଭାରତର ହଳଦୀ ରପ୍ତାନୀର ମୂଲ୍ୟ ଏକ ବିଲିୟନ ଆମେରିକୀୟ ଡଲାରରେ ପହଞ୍ଚିବ।  ଏହି ଲକ୍ଷ୍ୟ ପୂରଣ ପାଇଁ ଏକ ଜାତୀୟ ହଳଦୀ ବୋର୍ଡ ଗଠନ ସଂକ୍ରାନ୍ତ ସରକାରୀ ବିଜ୍ଞପ୍ତି  ପ୍ରକାଶ ପାଇଛି । ଏହି ଜାତୀୟ ହଳଦୀ ବୋର୍ଡ ଦେଶରେ ହଳଦୀ ଓ ହଳଦୀ…

ଓଟିପି ସେୟାରିଂ ମାମଲା: ସାମ୍ନାକୁ ଆସିଲା ସାଂଘାତିକ ତଥ୍ୟ, ରହିଛି ପାକିସ୍ତାନୀ ଲିଙ୍କ

ଭୁବନେଶ୍ୱର:ଓଟିପି ସେୟାରିଂ ମାମଲାରେ ନୂଆ ମୋଡ ।  ରହିଛି ପାକିସ୍ତାନୀ ଲିଙ୍କ । ଭାରତରୁ ତଥ୍ୟ ନେବାକୁ ଲକ୍ଷ ଲକ୍ଷ ଟଙ୍କା ଦେଉଥିଲା ପାକିସ୍ତାନ ।  ଏସଟିଏଫ ଦେଲା ଏମିତି ସାଂଘାତିକ ତଥ୍ୟ । ରିମାଣ୍ଡ ବେଳେ ତଦନ୍ତକାରୀ ସଂସ୍ଥା ଆଗରେ ସତ ଓଗାଳିଛି ଅଭିଯୁକ୍ତ । ଅଭିଯୁକ୍ତ ମାନିଛି,…

ମନେ ପଡନ୍ତି ବାଜି: ଆଜି ଦେଶର ସର୍ବକନିଷ୍ଠ ସ୍ୱାଧିନତା ସଂଗ୍ରାମୀ ବାଜି ରାଉତଙ୍କ ଜନ୍ମ ଜୟନ୍ତୀ

ଢେଙ୍କାନାଳ: ସେ କେଉଁ ରାଜାଙ୍କ ସେନାପତି ନଥିଲେ କି କେଉଁ ପରାକ୍ରମୀ ଯୋଦ୍ଧା ମଧ୍ୟ ନଥିଲେ । ସେ ଜଣେ ମାଟି ମାକୁ ଭଲ ପାଉଥିବା ସାଧାରଣ ପିଲାଟିଏ । ବୟସ ମାତ୍ର ୧୨ ବର୍ଷ । ଅନ୍ଧାରୀ ମୂଲକର ଅମୁହାଁ ଦେଉଳ ଭିତରେ ସେ ଥିଲେ ଲକ୍ଷ ଲକ୍ଷ ଦୀପ ଶିଖାର ଉତ୍ସ । ଯାହାଙ୍କ ଛୋଟ ଧମନୀର ଥିଲା ବିରାଟ…

ବିଜେପି ପକ୍ଷରୁ ୧୨ ଘଣ୍ଟିଆ ସୁନ୍ଦରଗଡ଼ ବନ୍ଦ, ଯାତାୟତ ଠପ

ରାଉରକେଲା: ଆଜି ୧୨ଘଣ୍ଟିଆ ସୁନ୍ଦରଗଡ ବନ୍ଦ । ଆସିଷ୍ଟାଣ୍ଟ କଲେକ୍ଟର ରସ୍ମିତା ମିଞ୍ଜ ଓ ଏଏସଆଇ ଆଲିଶା ଲୁଗୁନ ହତ୍ୟାର ସିବିଆଇ ତଦନ୍ତ ଦାବିରେ ୧୨ ଘଣ୍ଟିଆ ସୁନ୍ଦରଗଡ ବନ୍ଦ ଡାକରା ଦେଇଛି ବିଜେପି । ବିଜେପି ମହିଳା ମୋର୍ଚ୍ଚା ଓ ଆଦିବାସୀ ମୋର୍ଚ୍ଚା ପକ୍ଷରୁ ସକାଳ ୬ଟାରୁ ସନ୍ଧ୍ୟା ୬ଟା…