Latest Odisha News

BREAKING NEWS

Browsing Category

ଓଡିଶା

Odisha

ରକ୍ତ ରଞ୍ଜିତ ହେଲା ସୁନାଦେଇ ପୀଠ, ହଜାର ହଜାର ଦର୍ଶକଙ୍କ ସମାଗମରେ ସମ୍ପନ୍ନ ହେଲା ପ୍ରସିଦ୍ଧ ଛତରଯାତ୍ରା

ନୂଆପଡା: ନୂଆପଡା ଜିଲ୍ଲାର ବହୁ ପ୍ରସିଦ୍ଧ ଯାତ୍ରା ସୁନାଦେଇ ଛତର ଯାତ୍ରା । ଚଳିତ ବର୍ଷ ମଧ୍ୟ ରୀତିନୀତିରେ ଏହି ଛତରା ଯାତ୍ରା ସମ୍ପନ୍ନ ହୋଇଛି । ପ୍ରତିବର୍ଷ ଭଳି ଏଥର ବି ବୋଦାବଳିରେ ରକ୍ତ ରଞ୍ଜିତ ହୋଇଛି ମା’ ସୁନାଦେଇଙ୍କ ପୀଠ । ରାଜ୍ୟ ତଥା ରାଜ୍ୟ ବାହାରର ହଜାର ହଜାର ଶ୍ରଦ୍ଧାଳୁ…

ଥମୁନି ନୀଳ ଜହର କାରବାର : ଚୋରା ଚାଲାଣ ବେଳେ ୪ଜଣଙ୍କୁ ଗିରଫ କଲା ଚନ୍ଦକା ପୋଲିସ

ଭୁବନେଶ୍ବର : ଥମୁନି ନୀଳ ଜହର କାରବାର  । ଚୋରା ଚାଲାଣ ବେଳେ  ଗଞ୍ଜେଇ ଜବତ କରିବା ସହ ୪ ଜଣଙ୍କୁ ଗିରଫ କରିଛି ଚନ୍ଦକା ପୋଲିସ  । କୌଣସି  ବିଶେଷ ସୂତ୍ରରୁ ଖବର ପାଇ ପୋଲିସ ପିତାପାଲି-ବାରଙ୍ଗ ରୋଡରେ ଚଢାଉ କରିଥିଲା  । ଫଳରେ ୬୬ କେଜିର ଗଞ୍ଜେଇ ଜବତ କରିବା ସହ ଘଟଣାରେ ୪ ଜଣଙ୍କୁ…

ନଭେମ୍ବର ୧ରୁ କଳାହାଣ୍ତିରେ ଗଡି଼ବ ‘ଲକ୍ଷ୍ମୀ ବସ୍’

କଳାହାଣ୍ଡି: ବିକାଶ ପଥରେ ଆଗଉଛି ଓଡି଼ଶା। ଗାଁ ସହ ଯୋଡି଼ ହେଉଛି ସହର। ଏଣିକି ଦୁର୍ଗମ ଅଞ୍ଚଳରୁ ଆହୁରି ସହଜ ହେବ ଯାତ୍ରା। କାହିଁକିନା ମାଲକାନଗିରି, ଗଜପତି ପରେ ଏବେ କଳହାଣ୍ତି ଜିଲ୍ଲାରେ ଗଡି଼ବ 'ଲକ୍ଷ୍ମୀ ବସ୍‌'। ଆସନ୍ତା ନଭେମ୍ବର ୧ରୁ କଳାହାଣ୍ତିରେ ଗଡି଼ବାକୁ ଯାଉଛି 'ଲକ୍ଷ୍ମୀ ବସ୍‌'…

ନୂଆବର୍ଷରେ ମେଟ୍ରୋ ପ୍ରକଳ୍ପର ଶିଳାନ୍ୟାସ: ଭି.କେ ପାଣ୍ଡିଆନ୍

ଭୁବନେଶ୍ବର: ଆଜି ମେଟ୍ରୋ ପ୍ରକଳ୍ପର ଅନୁଧ୍ୟାନ କରିଛନ୍ତି ଭି.କେ ପାଣ୍ଡିଆନ୍ । ଗତକାଲି ପୁରୀ ଯାଇ ଶ୍ରୀମନ୍ଦିର  ପ୍ରକଳ୍ପ କାର୍ଯ୍ୟ ଅନୁଧ୍ୟାନ କରିଥିବାବେଳେ ଆଜି ଭୋରରୁ ତ୍ରିଶୁଳିଆରେ ପହଞ୍ଚି ଭୁବନେଶ୍ବର-କଟକ ମେଟ୍ରୋ  ପ୍ରକଳ୍ପର ସମୀକ୍ଷା କରିଛନ୍ତି । ମୁଖ୍ୟମନ୍ତ୍ରୀ ଙ୍କ ନିର୍ଦ୍ଦେଶ…

ଆଜି ଭୁବନେଶ୍ବରରୁ ଗୌହାଟୀକୁ ଉଡି଼ବ ବିମାନ

ଭୁବନେଶ୍ୱର: ଭୁବନେଶ୍ୱରରୁ ଗୌହାଟି ପହଞ୍ଚିବାକୁ ଲାଗିବ ମାତ୍ର ଦେଢ ଘଣ୍ଟା ସମୟ । ଆଜିଠାରୁ ଓଡ଼ିଶାରୁ ଗୌହାଟୀ ବିମାନ ସେବା ଆରମ୍ଭ ହେବ । ଇଣ୍ଡିଗୋ ଏୟାରଲାଇନ୍ସ ପକ୍ଷରୁ ଦୈନିକ ଚାଲିବ ବିମାନ । ସପ୍ତାହର ସବୁଦିନ ସେବା ଯୋଗାଇବ ଇଣ୍ଡିଗୋ । ଏହା ପରେ ଆଗକୁ ଜମ୍ମୁ, ଚଣ୍ଡିଗଡ ଓ ସୁରଟକୁ…

ମହାବାତ୍ୟାକୁ ପୁରିଲା ୨୪ବର୍ଷ : ଆଜିର ଦିନରେ ପ୍ରକୃତି ଦେଖାଇଥିଲା କରାଳ ତାଣ୍ଡବ ,ଏବେବି ଲୋକଙ୍କ ଭିତରେ ରହିଛି…

ଭୁବନେଶ୍ବର : ୧୯୯୯ ମସିହା ଅକ୍ଟୋବର ୨୯ ତାରିଖ । ଆଜିକୁ ଠିକ୍ ୨୪ ବର୍ଷ ତଳେ ରାଜ୍ୟରେ ତାଣ୍ଡବ ରଚିଥିଲା ମହାବାତ୍ୟା ।  ଆଜିର ଦିନରେ ପ୍ରକୃତି ଦେଖାଇଥିଲା ତାର କରାଳ ତାଣ୍ଡବ  । ସେଦିନର ସେହି ଭୟଙ୍କର ଦିନ ମନେ ପଡିଲେ ଆଜି ବି ଲୋମ ଟାଙ୍କୁରୀ ଉଠେ  । ସେଦିନର ବିଭୀଷିକାପୂର୍ଣ୍ଣ କଥା…

ସୁବର୍ଣ୍ଣପୁର ଜିଲ୍ଲା ସଦର ମହକୁମାରେ ବୁଲୁଛି ଦନ୍ତା, ଆତଙ୍କିତ ଲୋକେ : ହାତୀ ଗତିବିଧି ଉପରେ ନଜର ରଖିଛି ବନ ବିଭାଗ

ସୁବର୍ଣ୍ଣପୁର : ସୁବର୍ଣ୍ଣପୁର ଜିଲ୍ଲା ସଦର ମହକୁମାରେ ହାତୀ ଆତଙ୍କ  । ଗତକାଲି ମଧ୍ୟରାତ୍ରୀରୁ ଏକ ଦନ୍ତା ହାତୀ ସୋନପୁର ବ୍ଲକର ବିଭିନ୍ନ ଅଞ୍ଚଳରେ  ବୁଲୁଥିବା ଦେଖିବାକୁ ମିଳିଛି l ଏବେ ହାତୀଟି ସୋନପୁର ସହର ନିକଟ ପାଣିସିଆଳି ଗାଁ ପାଖରେ ଥିବା ସୂଚନା ରହିଛି  ।  ହାତୀ ବୁଲୁଥିବାର ଖବର…

ଆଜିଠୁ ମହାକାର୍ତ୍ତିକ ବ୍ରତ: ଶ୍ରୀକ୍ଷେତ୍ରରେ ହବିଷ୍ୟାଳିଙ୍କ ଭିଡ,ତୁଳସୀ ଚଉରା ମୂଳେ କଲେ ରାଇଦାମୋଦର ପୂଜା

ପୁରୀ : ଆଜିଠୁ ମହାକାର୍ତ୍ତିକ ବ୍ରତ  । ଏଥିଲାଗି ଚଳଚଞ୍ଚଳ ହୋଇପଡିଛି ଶ୍ରୀକ୍ଷେତ୍ର  । ହବିଷ କରିବା ଲାଗି ପୁରୀରେ ଆସି ପହଞ୍ଚିଛନ୍ତି ଶହ ଶହ ହବିଷ୍ୟାଳୀ  । ଚଳିତ ବର୍ଷ ୩ ହଜାରରୁ ଉର୍ଦ୍ଧ୍ବ ହବିଷ୍ୟାଳୀ ପଞ୍ଜିକରଣ କରିଥିବାବେଳେ  ରାଜ୍ୟ ସରକାରଙ୍କ ପକ୍ଷରୁ ବ୍ରତଧାରୀ ମାନଙ୍କ ପାଇଁ…

ଓ୍ୱେଦର ଅପଡେଟ: ରାଜ୍ୟରେ ୧ ରୁ ୩ ଯାଏଁ ବର୍ଷା ସମ୍ଭାବନ

ଭୁବନେଶ୍ୱର: ରାଜ୍ୟରୁ ଏବେ ଦକ୍ଷିଣ-ପଶ୍ଚିମ ମୌସୁମୀ ସମ୍ପୂର୍ଣ୍ଣ ଭାବେ ବିଦାୟ ନେଇଥିବାବେଳେ, କିଛି ଦିନ ହେବ କେତେକ ସ୍ଥାନରେ ହାଲୁକା ଶୀତ ଅନୁଭୂତ ହେଉଛି । ତେବେ ନଭେମ୍ବର ୧ ତାରିଖରୁ ରାଜ୍ୟରେ ପୁଣି ବର୍ଷା ହେବାର ସମ୍ଭାବନା ରହିଛି । ବଙ୍ଗୋପସାଗରରୁ ଆସୁଥିବା ଜଳୀୟ ବାଷ୍ପ ପ୍ରଭାବରେ…

ଚାଷ ଜମିରେ ଟ୍ରାକ୍ଟର ଓଲଟି ଡ୍ରାଇଭର ମୃତ

ଢେଙ୍କାନାଳ: ଚାଷ ଜମିରେ ଟ୍ରାକ୍ଟର ଓଲଟି ଡ୍ରାଇଭର ମୃତ । ଏଭଳି ଘଟଣା ଘଟିଛି ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗରରେ । ମୃତକ ଡ୍ରାଇଭର ହେଲେ କାମାକ୍ଷାନଗର ଥାନା ଅନ୍ତର୍ଗତ ବାଇସିଙ୍ଗା ଗ୍ରାମର ମହରଗା ସାହୁ । ସୂଚନାମୁତାବକ, ଆଜି ସକାଳେ ମହରଗା ଟ୍ରାକ୍ଟର ନେଇ ଚାଷ ଜମିକୁ ଯାଇଥିଲେ ।…