Latest Odisha News

BREAKING NEWS

Browsing Category

ଓଡିଶା

Odisha

କ୍ରିପ୍ଟୋ ପଞ୍ଜି ସ୍କାମ ଘଟଣା: ନିରୋଦ ଦାସ ଓ ରତ୍ନାକର ପଲାଇଙ୍କ ଜାମିନ ଆବେଦନ ନାମଞ୍ଜୁର

ଭୁବନେଶ୍ୱର: ବହୁ ଚର୍ଚ୍ଚିତ କ୍ରିପ୍ଟୋ ପଞ୍ଜି ସ୍କାମର ୨ ମାଷ୍ଟର ମାଇଣ୍ଡ ନିରୋଦ ଦାସ ଓ ରତ୍ନାକର ପଲାଇଙ୍କ ଜାମିନ ଆବେଦନ ନାମଞ୍ଜୁର। ଉଭୟଙ୍କର ଜାମିନ ଆବେଦନ ନାମଞ୍ଜୁର କଲେ କଟକ ସ୍ବତନ୍ତ୍ର ଓପିଆଇଡି କୋର୍ଟ। କ୍ରିପ୍ଟୋ ଇନଭେସ୍ଟମେଣ୍ଟ ନାଁରେ ହଜାର କୋଟି ଟଙ୍କା ଠକେଇ ଘଟଣାରେ ଉଭୟଙ୍କୁ…

କ୍ୟାପିଟାଲ ହସ୍ପିଟାଲରେ ଶିଶୁ ଅଦଳବଦଳ ଘଟଣା: ଡିଏନଏ ଟେଷ୍ଟ ପାଇଁ ସାମ୍ପୁଲ ସଂଗ୍ରହ

ଭୁବନେଶ୍ବର : କ୍ୟାପିଟାଲ ହସ୍ପିଟାଲ୍‌ରେ ଶିଶୁ ଅଦଳବଦଳ ଘଟଣା । ଆଜି ମାଆ ଏବଂ ଶିଶୁର ଡିଏନଏ ଟେଷ୍ଟ ପାଇଁ ଡାକ୍ତରୀ ଟିମ୍ ସାମ୍ପୁଲ ସଂଗ୍ରହ କରିଛନ୍ତି  । କୋର୍ଟଙ୍କ ନିର୍ଦ୍ଦେଶକ୍ରମେ ପୋଲିସ ଉପସ୍ଥିତିରେ ସାମ୍ପୁଲ ସଂଗ୍ରହ କରାଯାଇଛି । ତେବେ ସୂଚନା ମୂତାବକ ଗତ କିଛି ଦିନ ତଳେ…

ସାଇବର ଠକେଇରେ ଲାଗିବ ବ୍ରେକ୍, ଆରମ୍ଭ ହୋଇଛି ସଚେତନତା କାର୍ଯ୍ୟକ୍ରମ

ଯାଜପୁର: ରାଜ୍ୟରେ ଦିନକୁଦିନ ବଢ଼ିବାରେ ଲାଗିଛି ସାଇବର ଠକେଇ । ବଡ ବଡ ଶିକ୍ଷିତ ଲୋକମଧ୍ୟ ଫସିଯାଉଛନ୍ତି ଠକଙ୍କ ଜାଲରେ । ତେଣୁ ସାଇବର ଠକେଇକୁ ରୋକିବା ଲକ୍ଷ୍ୟରେ ରାଜ୍ୟରେ ଆରମ୍ଭ ହୋଇଛି ସଚେତନତା କାର୍ଯ୍ୟକ୍ରମ । ଜନସାଧାରଣଙ୍କୁ ସାଇବର ଠକେଇରୁ ସୁରକ୍ଷା ଦେବାକୁ ସାଇବର ସୁରକ୍ଷା…

‘ଏମ୍ସ ପ୍ଲସ’ ହସ୍ପିଟାଲରେ ବିଜୁଳି ପରେ ପାଣି ସମସ୍ୟା

କଟକ: ବଡ଼ ମେଡିକାଲ ତଥା ଏସସିବିକୁ ଏମ୍ସ ପ୍ଲସ ହସ୍ପିଟାଲ କରିବାକୁ ରାଜ୍ୟ ସରକାର ଘୋଷଣା କରିଛନ୍ତି। ହେଲେ ଯେଉଁଭଳି ବିଜୁଳି ପରେ ପାଣି ସମସ୍ୟା ହସ୍ପିଟାଲ ପରିସରରେ ଦେଖିବାକୁ ମିଳିଛି ତାହା ରାଜ୍ୟ ସରକାର କେବେଳ ଘୋଷଣା କରିଦେଇ ନିଜ ପ୍ରତିଶ୍ରୁତି ପାଳନ କରିବା ପ୍ରତି ସେତେଚା ଯତ୍ନବାନ…

ସୁସ୍ମିତା ମିଞ୍ଜଙ୍କ ମୃତ୍ୟୁ ପୂର୍ବରୁ ସୁରକ୍ଷା ଦାୟିତ୍ୱରେ ଥିବା ଏଏସଆଇ ଆଲିଶାଙ୍କ ହଠାତ ମୃତ୍ୟୁ, ବଢ଼ିଲା ସନ୍ଦେହ

ରାଉରକେଲା: ରାଉରକେଲାରେ ମହିଳା ଏଏସ୍ଆଇଙ୍କ ଆକସ୍ମିକ ମୃତ୍ୟୁ ହତ୍ୟା ଷଡ଼ୟନ୍ତ୍ର ଆଶଙ୍କା ସୃଷ୍ଟି କରିଛି। ନିକଟରେ ସହକାରୀ ଜିଲ୍ଲାପାଳ ସୁସ୍ମିତା ମିଞ୍ଜଙ୍କ ରହସ୍ୟଜନକ ମୃତ୍ୟୁର କିଛି ଦିନ ପରେ ରାଉରକେଲାରେ ମହିଳା ଏଏସ୍ଆଇ ଆଲିଶା ନରମି ଲୁଗୁନଙ୍କ ଅଚାନକ ମୃତ୍ୟୁ ଏକ ହତ୍ୟା ଷଡ଼ଯନ୍ତ୍ରକୁ ନେଇ…

ଝିଅ ତନୟାଙ୍କୁ ସମ୍ପାଦକ ଦାୟିତ୍ବ ଦେବା ପରେ ସୌମ୍ୟରଞ୍ଜନଙ୍କ ଆଗାମୀ ରଣନୀତି କ’ଣ?

ଭୁବନେଶ୍ୱର: ବ୍ୟକ୍ତିଗତ କାରଣ ଦର୍ଶାଇ ଦୈନିକ ଖବରକାଗଜ 'ସମ୍ବାଦ'ର ସମ୍ପାଦକ ତଥା ଇଷ୍ଟର୍ଣ୍ଣ ମିଡିଆ ଲିମିଟେଡର ଅଧ୍ୟକ୍ଷ ପଦରୁ ଇସ୍ତଫା ଦେଇଛନ୍ତି ଖଣ୍ଡପଡା ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକ। ତାଙ୍କ ଝିଅ ତଥା 'ସମ୍ବାଦ ଗ୍ରୁପ୍'ର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ତନୟା ପଟ୍ଟନାୟକ ତାଙ୍କ…

ପ୍ରେମିକାକୁ ଭିଡିଓ କଲ କରି ଝୁଲିପଡିଲେ ପ୍ରେମିକ

ଭୁବନେଶ୍ୱର: ବନ୍ଦଘରୁ ମିଳିଲା ଯୁବକଙ୍କ ମୃତଦେହ । ପ୍ରେମିକାଙ୍କୁ ଭିଡିଓ କଲ୍‌ କରି ଫ୍ୟାନ୍‌ରେ ବେଡଶିଟ୍‌ ବାନ୍ଧି ଆତ୍ମହତ୍ୟା କରିଛନ୍ତି ଯୁବକ ଜଣଙ୍କ । ମୃତକ ହେଲେ ଖୋର୍ଦ୍ଧା ଜିଲା ବୋଲଗଡ଼ ଅଞ୍ଚଳର ୨୪ ବର୍ଷୀୟ ପ୍ରଭୁପାଦ ମହାରଣା । ଚନ୍ଦ୍ରଶେଖରପୁର ଥାନା ଅନ୍ତର୍ଗତ ଡମଣା ଛକ ନିକଟରେ…

ଲଦିଗୁଡାରୁ ମୋହନା ଯାଉଥିବାବେଳେ ଘାଟିକୁ ଓଲଟିଲା ବସ୍: ୧୫ ଯାତ୍ରୀ ଆହତ

ଗଜପତି : ଗଜପତି ଜିଲ୍ଲା ଅଡବା ଥାନା କୁଡିକିମା ଗାଁରେ ଅଭାବନୀୟ ଘଟଣା ଘଟିଛି  । ଭାରସାମ୍ୟ ହରାଇ ଇନ୍ଦ୍ରପୁର ଘାଟିକୁ ଏକ ଯାତ୍ରୀବାହୀ ବସ୍ ଓଲଟି ପଡିଛି । ଫଳରେ ଏହି ଦୁର୍ଘଟଣାରେ ୧୫ ଜଣ ଯାତ୍ରୀ ଆହତ ହୋଇଛନ୍ତି । ସମସ୍ତ ଆହତଙ୍କୁ ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି । ୭ଜଣଙ୍କ…

ଲଘୁଚାପ ପ୍ରଭାବ: ଆଜି ୧୪ ଜିଲ୍ଲାରେ ପ୍ରବଳ ବର୍ଷା ଆଶଙ୍କା

ଭୁବନେଶ୍ୱର:  ଶୁକ୍ରବାର ସୃଷ୍ଟି ହୋଇଥିବା ଲଘୁଚାପ ପ୍ରଭାବରେ ସୋମବାର ୧୪ଟି ଜିଲ୍ଲାକୁ ପ୍ରବଳ ବର୍ଷା ପାଇଁ ପାଣିପାଗ ବିଭାଗ ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି। ଏହି ସ୍ପଷ୍ଟ ସଦୃଶ ଲଘୁଚାପ ଏବେ ପଶ୍ଚିମବଙ୍ଗ ଓ ଝାଡ଼ଖଣ୍ଡ ଆଡ଼କୁ ମୁହାଁଇଛି। ତେବେ ରାଜ୍ୟରେ ଆଜି ସକାଳଠୁ ଆକାଶ ମେଘାଛନ୍ନ…

ଭୁଲିଗଲା ମା’ର ମମତା, ମାଆକୁ ପୋଡି ମାରି ଦେଲା ପୁଅ

କନ୍ଧମାଳ: ଫୁଲବାଣୀରେ ଚାଞ୍ଚଲ୍ୟ । ପୁଅ ଭୁଲିଗଲା ମାଆର ମମତା । ଜେଲରୁ ଫେରି ଘଟାଇଲା ଉନ୍ମୁତ୍ତକାଣ୍ଡ । ଘର ଭିତରେ ୯୨ ବର୍ଷୀୟ ମାଆକୁ ଜୀଅନ୍ତା ଜାଳି ମାରିଦେଲା ପୁଅ । ଟିକାବାଲି ଥାନା ଅନ୍ତର୍ଗତ ବଡିମୁଣ୍ଡା ଖଜୁରୀସାହିରେ ଘଟିଛି ଏଭଳି ଅଭାବନୀୟ ଘଟଣା ଘଟିଛି । ହତ୍ୟାକାଣ୍ଡର କାରଣ…