Latest Odisha News

BREAKING NEWS

Browsing Category

ଓଡିଶା

Odisha

ସ୍ମାର୍ଟ ଫୋନ କିଣିବାକୁ ମନା କଲେ ବାପା: ଜୀବନ ହାରିଦେଲା ପୁଅ

ବାଲେଶ୍ୱର:ପାଗଳ କରିଛି ସ୍ମାର୍ଟଫୋନ ନିଶା । ସ୍ମାର୍ଟଫୋନରେ ୟୁଟ୍ୟୁବ ଖୋଲି ଭିଡିଓ ଗେମ ଖେଳିବାର ଏହି ନିଶା ପାଖରେ ବହୁମୂଲ୍ୟ ଜୀବନ ତୁଚ୍ଛ ହୋଇପଡିଛି । ସମ୍ପର୍କର ବନ୍ଧନ ବି ଶିଥିଳ ହୋଇପଡୁଛି । ତେଣୁ ବାପା-ମା’ ସ୍ମାର୍ଟଫୋନ ଜିଦ୍ଦି ପୂରଣ କରି ନ ପାରିବାରୁ ଜୀବନ ହାରିଦେଲେ…

ଚାଲିଥିଲା କୁମାର ପୂର୍ଣ୍ଣିମା ପ୍ରସ୍ତୁତି: ବିଦ୍ୟୁତ ଆଘାତରେ ଚାଲିଗଲା ଯୁବତୀଙ୍କ ଜୀବନ

କେନ୍ଦୁଝର:ଏପଟେ ଚାଲିଥିଲା କୁମାର ପୂର୍ଣ୍ଣିମା ପାଇଁ ପ୍ରସ୍ତୁତି । ପଛରେ ଛିଡା ହୋଇଥିଲା ମୃତ୍ୟୁ ଦୂତ । ଗୋଟିଏ ମୁହୂର୍ତ୍ତରେ କୁମାର ପୂର୍ଣ୍ଣିମାର ଖୁସି ମିଳେଇଗଲା । କାନ୍ଦ ବୋବାଳି ପଡିଗଲା । ଅଚାନକ ବିଦ୍ୟୁତ ସଂସ୍ପର୍ଶରେ ଆସି ଜଣେ ଯୁବତୀଙ୍କର ଅକାଳ ମୃତ୍ୟୁ ଘଟିଲା । ଶନିବାର ଦିନ…

ବିଜେଡିରେ ସାମିଲ ହେଲେ ବରପାଲି ଏନ୍‌ଏସି ଅଧ୍ୟକ୍ଷଙ୍କ ସହ ଶତାଧିକ ବିଜେପି କର୍ମୀ

ଭୁବନେଶ୍ୱର:ବରଗଡ଼ ଜିଲ୍ଲା ବିଜେପୁର ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ବରପାଲି ଏନଏସି ଅଧ୍ୟକ୍ଷ ଦୀନେଶ ଗହିର ଓ ବିଜେପୁର ଏନଏସି ୪ନଂ ୱାର୍ଡ଼ର କାଉନସିଲର ଦୀପକ ପାଣିଗ୍ରାହୀଙ୍କ ସମେତ ଶତାଧିକ ବିଜେପି କର୍ମୀ ଆଜି ଶଙ୍ଖଭବନ ଠାରେ ମନ୍ତ୍ରୀ ତଥା ବିଜେପୁର ବିଧାୟିକା ରୀତା ସାହୁଙ୍କ ଉପସ୍ଥିତିରେ…

ମୁଖ୍ୟମନ୍ତ୍ରୀ ଚତୁରତାର ସହ ଅନ୍ୟଜଣକୁ ମୋହରା ବନାଇ ଲୋକଙ୍କୁ ଭୁଆଁ ବୁଲାଉଛନ୍ତି –ଚେଲ୍ଲା କୁମାର

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ଅତି ଚତୁରତାର ସହିତ ଅନ୍ୟଜଣକୁ ମୋହରା ବନାଇ ଲୋକଙ୍କୁ ଭୁଆଁ ବୁଲାଉଛନ୍ତି । ସମସ୍ତ ଅନୀତି ଓ ଅପକର୍ମର ସେ ହେଉଛନ୍ତି ମୁଖ୍ୟ ସ୍ଥପତି । ଏମିତି କହି ମୁଖ୍ୟମନ୍ତୀ ଏବଂ ପାଣ୍ଡିଆନଙ୍କୁ କଡା ସମାଲୋଚନା କରିଛନ୍ତି କଂଗ୍ରେସର ଓଡ଼ିଶା ପ୍ରଭାରୀ ଡା. ଏ ଚେଲ୍ଲା କୁମାର ।…

ଥାନା ଭିତରେ ଥାନା ଅଧିକାରଣୀଙ୍କୁ ହତ୍ୟା ଉଦ୍ୟମ, ଅଭିଯୁକ୍ତ କୋର୍ଟ ଚାଲାଣ

ମୟୂରଭଞ୍ଜ: ମୟୂରଭଞ୍ଜରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି । ଜିଲ୍ଲାର ବିଶୋଇ ଥାନା ଭିତରେ ଥାନା ଅଧିକାରିଣୀଙ୍କୁ ଗଳା କାଟି ହତ୍ୟା ଉଦ୍ୟମ କରିଛନ୍ତି ଜଣେ ଅଭିଯୁକ୍ତ । ଏଥିରେ ଥାନା ଅଧିକାରିଣୀଙ୍କ ଜୀବନ ଅଳ୍ପକେ ବର୍ତ୍ତିଯାଇଥିବା ବେଳେ ସେ ଲହୁଲୁହାଣ ହୋଇଛନ୍ତି । ତେବେ ଘଟଣା ଘଟାଇଥିବା…

ଭୋଟର ସଚେତନତା: ଭବାନୀପାଟଣାରେ ‘ପଥ ଉତ୍ସବ’ ଅନୁଷ୍ଠିତ

ଭବାନୀପାଟଣା: ଆଜି ସ୍ଥାନୀୟ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖ ରାସ୍ତା କଡ଼ରେ ସ୍ୱତନ୍ତ୍ର ସଂକ୍ଷିପ୍ତ ସଂଶୋଧନ ୨୦୨୪ ଉପଲକ୍ଷେ ପଥଉତ୍ସବ ଓ ପଦଯାତ୍ରା ଅନୁଷ୍ଠିତ ହୋଇଯାଇଛି । ଏହି ପଦଯାତ୍ରାକୁ କଳାହାଣ୍ଡି ଜିଲ୍ଲାପାଳ ତଥା ଜିଲ୍ଲା ନିର୍ବାଚନ ଅଧିକାରୀ ପି. ଅନ୍ୱେଷା ରେଡ୍ଡୀ ପତାକା ଦେଖାଇ…

ବ୍ରହ୍ମପୁରରେ ଘରେ ପଶି ମା’ ଓ ପୁଅଙ୍କୁ ଆକ୍ରମଣ ଘଟଣା, ୨ ଅଟକ

ବ୍ରହ୍ମପୁର: ବ୍ରହ୍ମପୁର ସଦର ଥାନା ଅନ୍ତର୍ଗତ ନାରାୟଣପୁର ଗାଁରେ ଘରେ ପଶି ମା’ ଓ ଦୁଇ ପୁଅଙ୍କୁ ଆକ୍ରମଣ ଘଟଣା । ଆକ୍ରମଣରେ ଜଣଙ୍କର ମୃତ୍ୟୁ ହୋଇଛି । ମୃତକ ହେଲେ ଦୁନିଆ ସାହୁ । ଏନେଇ ୨ ଜଣଙ୍କୁ ଥାନାରେ ଅଟକ ରଖି ପଚରାଉଚରା କରୁଛି ପୋଲିସ । ତେବେ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି…

ଫୋକସରେ ୨୪ ନିର୍ବାଚନ, ମୟୂରଭଞ୍ଜ ଜିଲ୍ଲା ପ୍ରଶାସନ ପକ୍ଷରୁ ସଚେତନତା କାର୍ଯ୍ୟକ୍ରମ “ପଥ ଉତ୍ସବ “

ବାରିପଦା: ସାରା ରାଜ୍ୟରେ ଏବେ ୨୪ ନିର୍ବାଚନ କ୍ରେଜ । ୨୦୨୪ ସାଧାରଣ ନିର୍ବାଚନକୁ ଜନମାନସରେ ସଂପୂର୍ଣ୍ଣ ରୂପେ ପ୍ରତିଫଳିତ କରାଇବା ପାଇଁ ସାରା ଭାରତ ବର୍ଷରେ ବିଭିନ୍ନ ପ୍ରକାର ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଛି । ଏହାରି ଭିତରେ ମୟୂରଭଞ୍ଜ ଜିଲ୍ଲା ପ୍ରଶାସନ ପକ୍ଷରୁ ମଧ୍ୟ ସଚେତନତା…

ବ୍ରାଉନସୁଗାର କାରବାର ବେଳେ ପୋଲିସର ଚଢାଉ, ୨ ଅଭିଯୁକ୍ତ ଗିରଫ

ଭୁବନେଶ୍ବର: ଖଣ୍ଡଗିରି ରମାମଣି ପେଟ୍ରୋଲ ପମ୍ପ ନିକଟରେ ପୋଲିସର ଅତର୍କିତ ଚଢଉ । ବ୍ରାଉନ ସୁଗାର ଡିଲ କାରବାର ବେଳେ ଦୁଇ ଅଭିଯୁକ୍ତଙ୍କୁ ଗିରଫ କରିବା ସହ ଘଟଣାସ୍ଥଳରୁ ୨୦.୨୯ ଗ୍ରାମ ଓଜନର ବ୍ରାଉନ ସୁଗାର ସହିତ ନଗଦ ୩୨୦୦ ଟଙ୍କା ଜବତ କରିଛି ପୋଲିସ । ଖବରମୁତାବକ, ଲୋକଙ୍କୁ ବେଆଇନ…

ଶ୍ରୀମନ୍ଦିରରେ କୁମାରପୂର୍ଣ୍ଣିମା, ଆସନ୍ତା କାଲିଠୁ କାର୍ତ୍ତିକ ବ୍ରତ ଆରମ୍ଭ, ଶ୍ରୀକ୍ଷେତ୍ରରେ ହବିଷ୍ୟାଳିଙ୍କ ଭିଡ

ପୁରୀ: ଆଜି ପବିତ୍ର କୁମାରପୂର୍ଣ୍ଣିମା । ସେଥିପାଇଁ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ସ୍ୱତନ୍ତ୍ର ନୀତିକାନ୍ତି ଅନୁଷ୍ଠିତ ହୋଇଛି । ସେପଟେ ଆସନ୍ତା କାଲିଠୁ ଆରମ୍ଭ ହେଉଛି ଧର୍ମମାସ କାର୍ତ୍ତିକ । ସେଥିପାଇଁ ଚଳଚଞ୍ଚଳ ଜଗନ୍ନାଥ ଧାମ । ବ୍ରତ କରିବାକୁ ଶ୍ରୀକ୍ଷେତ୍ରରେ ପହଞ୍ଚିଲେଣି ହବିଷ୍ୟାଳି ।…