Latest Odisha News

BREAKING NEWS

Browsing Category

ଓଡିଶା

Odisha

ଅକ୍ଟୋବରରୁ ରାଜ୍ୟରେ ବାଘ ଗଣନା : ଆଜିଠୁ ଆରମ୍ଭ ହେବ ତାଲିମ ପ୍ରକ୍ରିୟା

ଭୁବନେଶ୍ୱର : ଅକ୍ଟୋବରରୁ ରାଜ୍ୟରେ ଆରମ୍ଭ ହେବାକୁ ଯାଉଛି ବାଘ ଗଣନା । ତେଣୁ ଆଜିଠୁ ଏ ନେଇ ରାଜ୍ୟରେ ତାଲିମ ପ୍ରକ୍ରିୟା ଆରମ୍ଭ ହେବ  । ରାଜ୍ୟ ବନ ବିଭାଗ ସ୍ବତନ୍ତ୍ର ଭାବେ ନିଜସ୍ବ ବାଘ ଗଣନା ପାଇଁ ପ୍ରକ୍ରିୟା ଆରମ୍ଭ କରିଛି। ବିଭିନ୍ନ ପର୍ଯ୍ୟାୟରେ ଗଣନାକାରୀଙ୍କୁ ଏହି ତାଲିମ ଦିଆଯିବା…

ଆଜି ରାଜ୍ୟ କ୍ୟାବିନେଟ୍ ଓ ମନ୍ତ୍ରୀ ପରିଷଦ ବୈଠକ : ୧୫ରୁ ଉର୍ଦ୍ଧ୍ବ ପ୍ରସ୍ତାବ ଉପରେ ବାଜିପାରେ ମୋହର

ଭୁବନେଶ୍ୱର : ଆଜି ବସିବ ରାଜ୍ୟ କ୍ୟାବିନେଟ ଓ ମନ୍ତ୍ରୀ ପରିଷଦର ଗୁରୁତ୍ବପୂର୍ଣ୍ଣ ବୈଠକ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ସନ୍ଧ୍ୟାରେ ଏହି ବୈଠକ ଅନୁଷ୍ଠିତ ହେବ । ୨୦୨୩-୨୪ ଆର୍ଥିକ ବର୍ଷ ପାଇଁ ଅତିରିକ୍ତ ବଜେଟ ଆଗତ ହେବାର ସମ୍ଭାବନା ରହିଛି  । ରାଜ୍ୟ କ୍ୟାବିନେଟ୍…

ମ୍ୟାଲେରିଆ ଚିହ୍ନଟ ପାଇଁ ମାଲକାନଗିରି ହସ୍ପିଟାଲରେ ଲାଗିଲା ଏଆଇ ମାଇକ୍ରୋସ୍କୋପ

ଭୁବନେଶ୍ୱର: ମ୍ଯାଲେରିଆ ଚିହ୍ନଟ ପାଇଁ ବ୍ୟବହାର ହେଲା ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ ଯୁକ୍ତ ମାଇକ୍ରୋସ୍କୋପ୍। ମାଲକାନଗିରି ଜିଲ୍ଲା ଚିକିତ୍ସାଳୟରେ ମ୍ୟାଲେରିଆକୁ କ୍ଲିନିକାଲ ନିର୍ଭୁଲତା ସହ ଚିହ୍ନଟ କରିବା ଲକ୍ଷ୍ୟରେ ଏପରି ଏକ ପଦକ୍ଷେପ ନିଆଯାଇଛି। ମୁଖ୍ୟ ଜିଲ୍ଲା ଚିକିତ୍ସା ଓ…

ଡାକ୍ତରଙ୍କ ଷ୍ଟିକର ବ୍ୟବହାର କରି କାରରେ ଗଞ୍ଜେଇ ଚାଲାଣ, ତିନି ଗିରଫ

ସମ୍ବଲପୁର: କାରରେ ଡାକ୍ତରଙ୍କ ଷ୍ଟିକର ଲଗାଇ ଚୋରା ଗଞ୍ଜେଇ ଚାଲାଣ ହେଉଥିବା ବେଳେ ଅବକାରୀ ବିଭାଗ ଏକ କାରରୁ ପ୍ରାୟ ଏକ କ୍ୱିଣ୍ଟାଲ ଓଜନର ଗଞ୍ଜେଇ ଜବତ କରିବା ପରେ ତିନି ଜଣ ଚୋରା ଗଞ୍ଜେଇ ବେପାରୀଙ୍କୁ ଗିରଫ କରିଛି। ସମ୍ବଲପୁର-ସୋନପୁର ୧୫ ନମ୍ବର ଜାତୀୟ ରାଜପଥର ଗୁଣ୍ଡେରପୁର ଠାରେ…

ବିପଦ ସଙ୍କେତ ଉପରେ ବଂଶଧାରା ନଦୀ

ରାୟଗଡା: ଲଗାଣ ବର୍ଷା ଯୋଗୁଁ ବଂଶଧାରା ନଦୀ ବିପଦ ସଙ୍କେତ ନିକଟରେ ପ୍ରବାହିତ ହେଉଛି। ଜିଲ୍ଲାର ଗୁଣୁପୁର ଠାରେ ଥିବା କେନ୍ଦ୍ରୀୟ ଜଳ ଆୟୋଗଙ୍କ କାର୍ଯ୍ଯାଳୟରୁ ମିଳିଥିବା ସୂଚନା ଅନୁଯାୟୀ, ଗୁଣୁପୁର ଠାରେ ବଂଶଧାରାର ଜଳସ୍ତର ୮୩.୭୫ ମିଟରକୁ ବୃଦ୍ଧି ପାଇଛି। ଏହି ସ୍ଥାନରେ ନଦୀର ବିପଦ ସଙ୍କେତ…

ଏବେ ହାଇସ୍କୁଲ ଶିକ୍ଷକ କହିଲେଣି ଦାବି ପୂରଣ ନହେଲେ ଯିବେ ସମୂହ ଛୁଟିରେ

ଭୁବନେଶ୍ୱର: ଯଦିଓ ଓ଼଼ଡ଼ିଶା ସରକାର ପ୍ରାଥମିକ ବିଦ୍ୟାଳୟ ଶିକ୍ଷକଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନକୁ ବିରୋଧ କରି କାର୍ଯ୍ୟରେ ଯୋଗଦେବାକୁ ଚେତାବନୀ ଦେଇଛନ୍ତି ଅନ୍ୟପଟେ ଆସନ୍ତା ସେପ୍ଟେମ୍ବର ୨୬ ତାରିଖରୁ ହାଇସ୍କୁଲ ଶିକ୍ଷକମାନେ ସେମାନଙ୍କ ଦାବି ପୂରଣ ପାଇଁ ଗଣ ଛୁଟିରେ ଯିବାକୁ ଚେତାବନୀ…

ଏନଆରଆଇ କୋଟାରେ ନାମଲେଖା ନାଁରେ ୨୦ ଲକ୍ଷ ଟଙ୍କାର ଠକେଇ, ଦୁଇ ଅଭିଯୁକ୍ତ ଗିରଫ

ଭୁବନେଶ୍ୱର: ଓଡ଼ିଶାରେ ଏନ୍ଆରଆଇ କୋଟାରେ ଇଞ୍ଜିନିୟରିଂ ଓ ମେଡିକାଲ କଲେଜରେ ନାମ ଲେଖାଇବା ନାଁରେ ୧୩ ଜଣ ଆଶାୟୀଙ୍କ ଠାରୁ ୨୦ ଲକ୍ଷରୁ ଅଧିକ ଟଙ୍କା ଠକେଇ ଅଭିଯୋଗରେ ଦୁଇ ଅଭିଯୁକ୍ତ ଗିରଫ। କମିସନରେଟ୍ ପୁଲିସର ସ୍ପେଶାଲ୍ କ୍ରାଇମ୍ ୟୁନିଟ୍ କଲେଜଗୁଡ଼ିକରେ ନାମଲେଖା ଦୁର୍ନୀତି ମାମଲାରେ ଦୁଇ…

ଓଡ଼ିଶାକୁ ୭୧୬.୩୧ କୋଟିର ଆଇଏଫଏଡି ସହାୟତା ସହ OPELIP II ପାଇଁ ଡିଇଏ ମଞ୍ଜୁରି

ଭୁବନେଶ୍ୱର: ଅର୍ଥନୈତିକ ବ୍ୟାପାର ବିଭାଗ ଗୁରୁବାର ଓଡ଼ିଶା ପିଭିଟିଜି (PVTG) ସଶକ୍ତିକରଣ ଏବଂ ଜୀବିକା ଉନ୍ନତି କାର୍ଯ୍ୟକ୍ରମ OPELIP II ପାଇଁ ରାଜ୍ୟ ସରକାରଙ୍କ ପ୍ରସ୍ତାବକୁ ଅନୁମୋଦନ କରିଛି। ଆର୍ଥିକ ମନ୍ତ୍ରଣାଳୟର ଏକ ସରକାରୀ ବିଜ୍ଞପ୍ତିରେ କୁହାଯାଇଛି ଯେ ଆନ୍ତର୍ଜାତୀୟ କୃଷି ବିକାଶ…

ମୁଖ୍ୟମନ୍ତ୍ରୀ ସମ୍ପୂର୍ଣ୍ଣ ପୁଷ୍ଟି ଯୋଜନାର ଶୁଭାରମ୍ଭ; ଆରମ୍ଭ ହେଲା ‘ପଡା ପୁଷ୍ଟି’ କାର୍ଯ୍ୟକ୍ରମ

ଭୁବନେଶ୍ୱର: ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟର ମା’, କିଶୋରୀ ଝିଅ ଓ ଶିଶୁମାନଙ୍କ ଉପଯୁକ୍ତ ପୁଷ୍ଟିସାଧନ ଉଦ୍ଦେଶ୍ୟରେ ରାଜ୍ୟରେ ‘ମୁଖ୍ୟମନ୍ତ୍ରୀ ସମ୍ପୂର୍ଣ୍ଣ ପୁଷ୍ଟି ଯୋଜନା’ର ଶୁଭାରମ୍ଭ କରିଛନ୍ତି। ଏହା ସହିତ ମୁଖ୍ୟମନ୍ତ୍ରୀ ‘ପଡା ପୁଷ୍ଟି’ କାର୍ଯ୍ୟକ୍ରମ ମଧ୍ୟ ଆରମ୍ଭ…

କଥା ରଖିଲେ ଅଶ୍ୱିନୀ : ବାଲେଶ୍ୱର ନିକଟ ଉପମାର୍ଗ ପାଇଁ ମଞ୍ଜୁର କଲେ ୧୪.୭ କୋଟି 

ନୂଆଦିଲ୍ଲୀ: କଥା ରଖିଲେ ରେଳ  ମନ୍ତ୍ରୀ  ଅଶ୍ୱିନୀ ବୈଷ୍ଣବ । ବାଲେଶ୍ୱର ନିକଟସ୍ଥ ନିଧିପଣ୍ଡା ନିକଟରେ ଉପମାର୍ଗ ନିର୍ମାଣ ପାଇଁ ୧୪.୭ କୋଟି ଟଙ୍କା ପାଣ୍ଠି ମଞ୍ଜୁର କଲେ  ।  ଗତ  ଜୁନ୨୧ ତାରିଖରେ  ବାଲେଶ୍ୱର ଗସ୍ତ ସମୟରେ ସ୍ଥାନୀୟ ଗ୍ରାମ ଗୁଡିକର ଲୋକମାନଙ୍କୁ ଭେଟି ସମସ୍ୟା ସମ୍ପର୍କରେ…