Latest Odisha News

BREAKING NEWS

Browsing Category

ଓଡିଶା

Odisha

ଫେକ୍ ଫେସବୁକ ଆକାଉଣ୍ଟ ଜରିଆରେ ୩୪ ଲକ୍ଷ ୩୭ ହଜାର ଟଙ୍କା ଲୁଟ୍, ଅଭିଯୁକ୍ତ ଗିରଫ

ଭୁବନେଶ୍ୱର: ସାଇବର ଥାନା ପୁଲିସ ଜଣେ ଯୁବକଙ୍କୁ ଗିରଫ କରିଛି। ସେ ଆର୍ଥିକ ଠକେଇ କରି ଫେକ୍ ଫେସ୍ବୁକ୍ ଆକାଉଣ୍ଟ୍ ଜରିଆରେ ଗଞ୍ଜାମ ଜିଲ୍ଲାର ଜଣେ ବ୍ୟକ୍ତିଙ୍କ ଠାରୁ ୩୪ ଲକ୍ଷ ୩୭ ହଜାରରୁ ଅଧିକ ଟଙ୍କା ଠକି ନେଇଥିବା ଅଭିଯୋଗ ହୋଇଛି। ଏକାଧିକ ସାଇବର ଅପରାଧ ଓ ଆର୍ଥିକ ଠକେଇରେ ସମ୍ପୃକ୍ତି…

ସରିଲା ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବ: ଅନନ୍ତ ମହାପାତ୍ର ପାଇଲେ ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର

ଭୁବେନଶ୍ୱର : ଓଡ଼ିଶାର ଅଗ୍ରଣୀ ଓଡ଼ିଶୀ ନୃତ୍ୟ ଅନୁଷ୍ଠାନ ସୃଜନ ଓ ଶ୍ରୀ ଶ୍ରୀ ବିଶ୍ୱବିଦ୍ୟାଳୟର ମିଳିତ ସହେଯାଗେର ଅନୁଷ୍ଠିତ ୨୯ତମ ଓଏମସି ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବ ଶନିବାର ଉଦ୍‌ଯାପିତ ହୋଇଯାଇଛି । ଭୁବେନଶ୍ୱରର ରବିନ୍ଦ୍ର ମଣ୍ଡପରେ ଚାରିଦିନ ଧରି ଆୟୋଜିତ ଏହି…

ଭିନ୍ନକ୍ଷମ ବିଦ୍ୟାଳୟରର ଅବ୍ୟବସ୍ଥା ନେଇ ରାଜ୍ୟପାଳଙ୍କ ତଦନ୍ତ ନିର୍ଦ୍ଦେଶ

ଭୁବନେଶ୍ୱର: ବାଲେଶ୍ୱର ଜିଲ୍ଲାର ମିଶନ୍ କମ୍ପାଉଣ୍ଡ ଭିନ୍ନକ୍ଷମ ବିଦ୍ୟାଳୟଟି ବିଭିନ୍ନ ଅବ୍ୟବସ୍ଥାରେ ଥିବା ନେଇ ଅଭିଯୋଗ ହୋଇଛି । ଫଳରେ ଦିବ୍ୟାଙ୍ଗ ଛାତ୍ରଛାତ୍ରୀ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ରାଜ୍ୟପାଳ ଗଣେଶୀ ଲାଲ ବିଦ୍ୟାଳୟର ଅଭିଯୋଗ ଜାଣିବା ପରେ ବାଲେଶ୍ୱର ଜିଲ୍ଲାପାଳଙ୍କୁ…

ସୌମ୍ୟ ପଟ୍ଟନାୟକଙ୍କୁ ନେଇ ଅପରାଜିତାଙ୍କୁ ଟାର୍ଗେଟ କଲେ ଶ୍ରୀମୟୀ: କହିଲେ, ଦଳରେ ମିଶିବା ପାଇଁ ଆମନ୍ତ୍ରଣ କରିବେ କି…

ଭୁବନେଶ୍ୱର: ବିଧାୟକ ସୌମ୍ୟ ପଟ୍ଟନାୟକଙ୍କୁ ନେଇ ଥମୁନି ରାଜନୀତି । ବିଜେଡି ଭିତରେ ଚାଲିଛି ଜବାବ ସୁଆଲ । ଏପଟେ ସୌମ୍ୟଙ୍କ ପ୍ରତି ଛୁଟିବାରେ ଚାଲିଛି ବିରୋଧୀଙ୍କ ସମର୍ଥନର ସୁଅ । କଂଗ୍ରେସ, ବିଜେପି ମଧ୍ୟ ସୌମ୍ୟ ପଟ୍ଟନାୟକଙ୍କୁ ସମର୍ଥନ କରିଛନ୍ତି ।  କଂଗ୍ରେସ ନେତା ସୁର ରାଉତରାୟ…

ଓଡ଼ିଶାରେ ଦୁର୍ନୀତି, ଭ୍ରଷ୍ଟାଚାର ଓ ପର୍ସେଣ୍ଟେଜର ସରକାର ଚାଲିଛି: ମନମୋହନ ସାମଲ

ଭୁବନେଶ୍ୱର/କେନ୍ଦୁଝର:ପ୍ରଧାନମନ୍ତ୍ରୀ  ନରେନ୍ଦ୍ର ମୋଦିଙ୍କ ସ୍ୱତନ୍ତ୍ର ଫୋକସରେ ସର୍ବଦା ଓଡିଶା ରହିଆସିଛି । କଂଗ୍ରେସ ନେତୃତ୍ୱ ୟୁପିଏ ଶାସନରେ  ୧୦ବର୍ଷରେ ଓଡ଼ିଶାକୁ ମାତ୍ର ୨ଲକ୍ଷ ୮୩ ହଜାର କୋଟି ଟଙ୍କା ମିଳିଥିବାବେଳେ ମୋଦି ସରକାର ଅମଳରେ ଗତ ୯ବର୍ଷରେ ଓଡ଼ିଶାକୁ ୧୮ଲକ୍ଷ ୮୩ହଜାର କୋଟି…

ମନ୍ତ୍ରୀ-ସଚିବଙ୍କୁ ସୌମ୍ୟଙ୍କ କଡା ଜବାବ: ତୃତୀୟ ମହଲାରୁ ଦଳ ଚାଲି ପାରିବ ନାହିଁ

ଭୁବନେଶ୍ୱର: ବିଜୁ ଜନତା ଦଳ କାହାର ପୈତୃକ ସମ୍ପତ୍ତି ନୁହେଁ । ମୁଖ୍ୟମନ୍ତ୍ରୀ ଭାଗ୍ୟବାନ, ଦଳକୁ ବହୁତ ଲୋକ ସମର୍ଥନ କରୁଛନ୍ତି। ହେଲେ ମୁଖ୍ୟମନ୍ତ୍ରୀଙ୍କର ବର୍ଷକ ତଳେ ଯେଉଁ ଗ୍ରହଣ ଯୋଗ୍ୟତା ଥିଲା ତାହା  କାହିଁକି କମି କମି ଯାଉଛି ? ଏକଥା ସୂଚାଇ ଦେବା କ‘ଣ ଦଳ ବିରୋଧୀ କାମ କି ? ଦଳକୁ…

‘ବୟସ୍କ ବ୍ୟକ୍ତି ବା  ରୋଗୀ ନୁହେଁ,  ସମସ୍ତଙ୍କ ପାଇଁ ଫିଜିଓଥେରାପିର ଆବଶ୍ୟକତା ରହିିଛି’

ଭୁବନେଶ୍ଵର :ଦୈନନ୍ଦିନ ଜୀବନରେ ଫିଜିଓଥେରାପୀର ଆବଶ୍ୟକତା ରହିଛି । ଏକ ଯନ୍ତ୍ରଣାମୁକ୍ତ ଜୀବନ ପାଇଁ ଫିଜିଓଥେରାପୀର ଆବଶ୍ୟକତା ରହିଛି । କେବଳ ବୟସ୍କ ବ୍ୟକ୍ତି ବା  ରୋଗୀ ନୁହେଁ,  ସମସ୍ତଙ୍କ ପାଇଁ ଫିଜିଓଥେରାପିର ଆବଶ୍ୟକତା ରହିିଛି  । ଏପରି ମତ ଦେଇଥିଲେ ପ୍ରାୟ ୨୦୦ରୁ ଅଧିକ ଫିଜିଓଥେରାପି…

ସୌମ୍ୟଙ୍କୁ ପୁଣି ବିଜେଡି ବାଣ: ଦଳ ଛାଡି ସମ୍ପାଦକୀୟ ଲେଖିବାକୁ କହିଲେ ଶକ୍ତିମନ୍ତ୍ରୀ ପ୍ରତାପ ଦେବ

ଭୁବନେଶ୍ଵର:ଅରୁଣ ସାହୁ, ଅତନୁ ସବ୍ୟସାଚୀଙ୍କ ପରେ ସୌମ୍ୟଙ୍କୁ ଶକ୍ତି ମନ୍ତ୍ରୀ ପ୍ରତାପ ଦେବଙ୍କ କଟାକ୍ଷ   । ସୌମ୍ୟଙ୍କୁ ସମାଲୋଚନ କରି ଶକ୍ତି ମନ୍ତ୍ରୀ ପ୍ରତାପ ଦେବ କହିଛନ୍ତି, ଦଳରେ ରହି ଦଳର ନେତା, ସରକାରଙ୍କୁ ସେ ନିରନ୍ତର ସମାଲୋଚନା କରୁଛନ୍ତି । ଏପରି କରିବାକୁ ବ୍ଲାକମେଲ ଟାକ୍ଟିସ…

ନାଚଗୀତରେ ମସଗୁଲ ମାଓବାଦୀ, ଭିଡିଓ ହେଲା ଭାଇରାଲ

ମାଲକାନଗିରି: ନାଚଗୀତରେ ମସଗୁଲ ହେଲେ ମାଓବାଦୀ । ହାତରେ ହାତକୁ ଛନ୍ଦି ବନ୍ଧୁକ ଧରି ନାଚି ନାଚି ଝୁମୁଛନ୍ତି ମାଓବାଦୀ। ମହିଳା ଓ ପୁରୁଷ ବର୍ଦ୍ଦି ଧାରୀ ମାଓବାଦୀ ଭରପୁର ଆନନ୍ଦ ଉଠାଇ ଜଙ୍ଗଲ ମଧ୍ୟରେ ନାଚିବାର ଦୃଶ୍ୟ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ତେବେ ଏଭଳି ଘଟଣା ଦେଖିବାକୁ ମିଳିଛି…

ଛତୁଆ ଠକେଇ , ପୁଷ୍ଟିକର ଖାଦ୍ୟ ନାଁରେ ଦିଆଯାଉଛି ଅପମିଶ୍ରିତ ଛତୁଆ

ନୂଆପଡା: ଗର୍ଭବତୀ ଓ ଶିଶୁମାନଙ୍କୁ ନିମ୍ନମାନର ଛତୁଆ ଗୁଡ଼ ଦିଆ ଯାଉଥିବାର ଅଭିଯୋଗ ହୋଇଛି । ପୁଷ୍ଟିକର ଖାଦ୍ୟ ବଦଳରେ ଅପୃଷ୍ଟିକର ଓ ଅସ୍ୱାସ୍ଥ୍ୟକର ଖାଦ୍ୟ ପ୍ରଦାନ କରାଯାଉଛି ଯାହାକୁ ନେଇ ଅଭିଯୋଗ ହୋଇ ଆସୁଛି । ବିଡ଼ିଓ, ସିଡ଼ିପିଓ ଓ ଜିଲ୍ଲାପାଳଙ୍କୁ ବାରମ୍ଵାର ଅଭିଯୋଗ ପରେ ମଧ୍ୟ…