Latest Odisha News

BREAKING NEWS

Browsing Category

ଓଡିଶା

Odisha

ମନ୍ତ୍ରୀ ପଦ ନପାଇବାରୁ ବିଧାୟକ ବ୍ଲାକମେଲିଂ କରୁଛନ୍ତି କହିଲେ ଅରୁଣ, ସୌମ୍ୟ କହିଲେ ଛାତିରେ ହାତ ରଖି ଆତ୍ମସମୀକ୍ଷା…

ଭୁବନେଶ୍ୱର: ପୂର୍ବତନ ମନ୍ତ୍ରୀ ତଥା ବିଜୁ ଜନତା ଦଳର ବିଧାୟକ ଅରୁଣ ସାହୁ ନିଜ ଦଳୀୟ ସହଯୋଗୀ ତଥା ଖଣ୍ଡପଡ଼ା ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକଙ୍କ ଉପରେ ବର୍ଷିବା ସହ ତାଙ୍କୁ କେବଳ ନିଜର ସ୍ୱାର୍ଥ ସାଧନ ପାଇଁ ଆଗ୍ରହୀ ବ୍ୟକ୍ତି ବୋଲି କହିଛନ୍ତି। ଅରୁଣ ସାହୁ କହିଛନ୍ତି ଯେ ସୌମ୍ୟ ପଟ୍ଟନାୟକ…

ରାଜଧାନୀରେ ଭଙ୍ଗାରୁଜା ଓ ପୁଲିସକୁ ଆକ୍ରମଣ କରି ୧୬ ପିନ୍ଧିଲେ ହାତକଡି

ଭୁବନେଶ୍ୱର: ରାଜଧାନୀରେ ଦୁଇଟି ପୃଥକ ଘଟଣାରେ ପୁଲିସ ଆକ୍ରମଣ ଓ ଭଙ୍ଗାରୁଜା ଅଭିଯୋଗରେ ୧୬ ଜଣଙ୍କୁ ଗିରଫ କରିଛି। କମିସନରେଟ୍ ପୁଲିସର ସୂଚନା ଅନୁଯାୟୀ, ଗତ ସେପ୍ଟେମ୍ବର ୧ ଓ ୨ ତାରିଖରେ ଅଭିଯୁକ୍ତମାନେ ସହରର ପଦ୍ମକେଶରୀପୁରରେ ଦୁଇଟି ଘର ଭାଙ୍ଗିଥିଲେ। ଉଭୟଙ୍କ ଘରୁ ଜିନିଷପତ୍ର ବାହାରକୁ…

ଘର ନିର୍ମାଣ ନାଁରେ ନକଲି ଅନୁମୋଦନ, ସମ୍ବଲପୁର ଉନ୍ନୟନ କର୍ତ୍ତୃପକ୍ଷର ତିନି ଅଧିକାରୀ ଗିରଫ

ସମ୍ବଲପୁର: ୨ ଲକ୍ଷରୁ ଅଧିକ ଟଙ୍କା ନେବା ପରେ ଜଣେ ବ୍ୟକ୍ତିଙ୍କୁ ନକଲି ବିଲଡିଂ ପ୍ଲାନ୍ ଅନୁମୋଦନ ଦେବା ଅଭିଯୋଗରେ ସମ୍ବଲପୁର ଉନ୍ନୟନ କର୍ତ୍ତୃପକ୍ଷ (ଏସଡିଏ)ର ଜଣେ ପ୍ଲାନ୍ ମେମ୍ବର ଓ ଅନ୍ୟ ଦୁଇଜଣଙ୍କୁ ଗିରଫ କରିଛି ପୁଲିସ। ଗିରଫ ଅଭିଯୁକ୍ତମାନେ ହେଲେ ଏସଡିଏର ପ୍ଲାନିଂ ମେମ୍ବର ବନ୍ଦିତା…

ରେଳଧାରଣାରେ ଯୁବକ ଯୁବତୀଙ୍କ ମୃତ ଦେହ ଉଦ୍ଧାର

ପୁରୀ: ଗୁରୁବାର ସନ୍ଧ୍ୟାରେ ପୁରୀ ରେଳ ଧାରଣାରୁ ଜଣେ ଯୁବକ ଓ ଜଣେ ଯୁବତୀଙ୍କ ମୃତଦେହ ଉଦ୍ଧାର କରାଯାଇଛି। ସେମାନଙ୍କ ଆଧାର କାର୍ଡରୁ ଯତୀନ ଶଙ୍କର ପାଢ଼ୀ ଓ ସନ୍ତୋଷ କୁମାର ସାହୁଙ୍କ ଝିଅ ତୃପ୍ତିମୟୀ ସାହୁଙ୍କ ପରିଚୟ ମିଳିଛି। ଜିଆରପି ପୁରୀ ପୁଲିସ ମୃତଦେହ ଜବତ କରି ତଦନ୍ତ ଆରମ୍ଭ କରିଛି।…

କେନ୍ଦ୍ର ଶ୍ରମ ଓ ନିଯୁକ୍ତି ମନ୍ତ୍ରଣାଳୟ ପକ୍ଷରୁ ଭିନ୍ନକ୍ଷମଙ୍କ ପାଇଁ ନିଯୁକ୍ତି ମେଳା

ଭୁବନେଶ୍ଵର: ଭିନ୍ନକ୍ଷମ ମାନଙ୍କ ପାଇଁ ଜାତୀୟ ଆଜୀବିକା ସେବା କେନ୍ଦ୍ର (NCSCDA), ଭୁବନେଶ୍ୱର, ରୋଜଗାର ମହାନିର୍ଦ୍ଦେଶାଳୟ (ଡିଜିଇ), ଶ୍ରମ ଓ ନିଯୁକ୍ତି ମନ୍ତ୍ରଣାଳୟ, ଭାରତ ସରକାର ଏବଂ ଜିଲ୍ଲା ନିୟୋଜନ କାର୍ଯ୍ୟାଳୟ, ଖୋର୍ଦ୍ଧାଙ୍କ ମିଳିତ ଆନୁକୁଲ୍ୟରେ ଏକ ନିଯୁକ୍ତି ମେଳା ୦୬…

ନବରଙ୍ଗପୁର ବିଜେଡିରେ ଅସନ୍ତୋଷ, ପ୍ରଦୀପ ମାଝୀଙ୍କ ଭାଇ ଖୋଜୁଛନ୍ତି ନୂଆ ଦଳ

ନବରଙ୍ଗପୁର: ନବରଙ୍ଗପୁର ଜିଲ୍ଲାରେ ଶାସକ ବିଜୁ ଜନତା ଦଳରେ ଅସନ୍ତୋଷ ଦେଖାଦେଇଛି। ବିଜେଡି ରାଜ୍ୟ ସାଧାରଣ ସମ୍ପାଦକ ପ୍ରଦୀପ ମାଝୀଙ୍କ ସାନ ଭାଇ ପ୍ରସନ୍ନ ମାଝୀଙ୍କୁ ରାଜନୈତିକ କାର୍ଯ୍ୟରୁ ଦୂରେଇ ରଖିବା ପାଇଁ ବିଜେଡିର ଝରିଗାଁ ବ୍ଲକ ଶାଖାକୁ ସମାଲୋଚନା କରିଛନ୍ତି। ଆଉ ଏବେ ସେ ନୂଆ ଦଳ…

ଗ୍ରାମାଞ୍ଚଳରେ ମିଳିବ ବିଏସଏନଏଲର ହାଇସ୍ପିଡ୍ ଇଣ୍ଟରନେଟ୍ କନେକ୍ଟିଭିଟି

ଭୁବନେଶ୍ୱର: ଓଡ଼ିଶା ଦୂରସଞ୍ଚାର ପରିମଣ୍ଡଳ ଗସ୍ତରେ ଅଛନ୍ତି ବିଏସ୍ଏନ୍ଏଲ୍ ବୋର୍ଡ ନିର୍ଦ୍ଦେଶକ (ଏଣ୍ଟରପ୍ରାଇଜ୍) ଭି. ରମେଶ। ତାଙ୍କର ଚାଲିଥିବା ଏହି ଗସ୍ତ ସମୟରେ ସେ ଭୁବନେଶ୍ୱରର BSNL ଭବନରେ ୭ ତାରିଖ ପୂର୍ବାହ୍ନ ୧୦.୩୦ ରେ ରାଜ୍ୟ ଟେଲିକମ୍ ପ୍ରଦର୍ଶନର ସମୀକ୍ଷା ବୈଠକ ଯୋଗ ଦେଇଥିଲେ।…

କୋଠାର ସେଣ୍ଟରିଂ ଭୁଶୁଡିବାରୁ ତିନି ଓଡ଼ିଆ ଶ୍ରମିକଙ୍କ ହାଇଦ୍ରାବାଦରେ ମୃତ୍ୟୁ, ତିନି ଗୁରୁତର

ମାଲକାନଗିରି: ଛାତ ନିର୍ମାଣ ପାଇଁ ଉଦ୍ଦିଷ୍ଟ ଏକ କାଠର ସେଣ୍ଟରିଂ ଭୁଶୁଡ଼ି ପଡ଼ିବା ଫଳରେ ଗୁରୁବାର ୩ ଜଣ ଓଡ଼ିଆ ଶ୍ରମିକଙ୍କ ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ୩ ଜଣ ଆହତ ହୋଇଛନ୍ତି। ମୃତକମାନେ ହେଲେ ମାଲକାନଗିରି ବଣ୍ଡା ଘାଟିର। ସେମାନେ ହେଲେ ବିକ୍ରମ ପ୍ରଧାନ, କୃଷ୍ଣ ପ୍ରଧାନ ଓ ରାମଚନ୍ଦ୍ର…

ଦୁଇ ଭାଇଙ୍କୁ ଛୁରୀ ମାଡ଼ କରି ଦୁର୍ବୃତ୍ତ ଲୁଟିନେଲେ ଦେଢ଼ ଲକ୍ଷ ଟଙ୍କା

କେନ୍ଦୁଝର: ଗୁରୁବାର ଦିନ ଦୁଇ ଜଣ ଅଜଣା ଦୁର୍ବୃତ୍ତ ଦୁଇ ଭାଇଙ୍କୁ ଆକ୍ରମଣ କରି ଦେଢ଼ ଲକ୍ଷ ଟଙ୍କା ଲୁଟି ନେଇଥିବା ଅଭିଯୋଗ ହୋଇଛି। ମିଳିଥିବା ସୂଚନା ଅନୁଯାୟୀ, ଢେଙ୍କାନାଳ କଙ୍କଡାହାଡା ଥାନା ଅନ୍ତର୍ଗତ ଗୋଲାଗଡିଆ ଗ୍ରାମର ଶରତ ସାହୁ ଓ ଭରତ ସାହୁ ନାମକ ଦୁଇ ଭାଇ କେନ୍ଦୁଝର ଜିଲ୍ଲା ତେଲକୋଇ…

ପୂର୍ବତଟ ରେଳପଥ ଦ୍ୱାରା କ୍ଷେତ୍ରୀୟ ରେଳ ବ୍ୟବହାରକାରୀ ପରାମର୍ଶଦାତା କମିଟି ବୈଠକ

ଭୁବନେଶ୍ୱର: ପୂର୍ବତଟ ରେଳପଥ ମହାପ୍ରବନ୍ଧକ ମନୋଜ ଶର୍ମାଙ୍କ ଅଧ୍ୟକ୍ଷତାରେ ଆଜି ରେଳପଥର ମୁଖ୍ୟାଳୟ ଭୁବନେଶ୍ୱରର ଚନ୍ଦ୍ରଶେଖରପୁରସ୍ଥ ରେଳ ସଦନଠାରେ ଜୋନାଲ ରେଳ ବ୍ୟବହାରକାରୀ ପରାମର୍ଶଦାତା କମିଟି (ZRUCC)ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ସାଂସଦ ଭର୍ତ୍ତୁହାରୀ ମହତାବ (ସାଂସଦ /…