Latest Odisha News

BREAKING NEWS

Browsing Category

ଓଡିଶା

Odisha

ବାଲେଶ୍ୱର ରେଳ ଷ୍ଟେସନ ଭିତ୍ତିଭୂମି ପାଇଁ ୬.୪୯ କୋଟି ଓ ସମ୍ବଲପୁର ପାଇଁ ୫.୪୩ କୋଟି ଟଙ୍କା ଅନୁମୋଦନ

ଭୁବନେଶ୍ୱର: ସମ୍ବଲପୁର ସିଟି ରେଳ ଷ୍ଟେସନରେ ଟ୍ରେନ୍ କୋଚରେ ଜଳର ଉପଲବ୍ଧତାକୁ ସୁଗମ କରିବା ପାଇଁ ରେଳ ବୋର୍ଡ ଦ୍ୱାରା ୫.୪୩ କୋଟି ଟଙ୍କା ମୂଲ୍ୟରେ “ଦ୍ରୁତ ଜଳଯୋଗାଣ ବ୍ୟବସ୍ଥା” ବା କୁଇକ ୱାଟରିଂ ସିଷ୍ଟମ ନାମକ ଏକ ନୂତନ ବ୍ୟବସ୍ଥା ଅନୁମୋଦନ କରାଯାଇଛି। ଦ୍ରୁତ ଜଳ ଯୋଗାଣ ସୁବିଧା ଯାତ୍ରୀ…

ରେଳ ଧାରଣାରେ ପଡ଼ିଗଲା ଶାଳ ଗଛ, ଅଟକି ରହିଛି ଟ୍ରେନ୍

ବାରିପଦା: ମୟୂରଭଞ୍ଜ ଜିଲ୍ଲା ବେତନଟୀ ରେଳ ଷ୍ଟେସନରେ ଗୁରୁବାର ଦୁଇଟି ଟ୍ରାକ୍ ଉପରେ ଏକ ଶାଳଗଛ ପଡ଼ିଯିବାରୁ ଟ୍ରେନ ଚଳାଚଳ ଠପ୍ ହୋଇପଡ଼ିଛି। ବଡ଼ ବଡ଼ ଗଛ ଉପୁଡ଼ି ପଡ଼ିବାରୁ ରେଳ ଧାରଣା ଉପରେ ଥିବା ବିଦ୍ୟୁତ୍ ତାର ଛିଣ୍ଡି ପଡ଼ିବାରୁ ଟ୍ରେନ୍ ଚଳାଚଳ ବାଧାପ୍ରାପ୍ତ ହୋଇଛି। ଟ୍ରେନ୍ ଅଟକି ରହିବାରୁ…

ସେପ୍ଟେମ୍ବର ୧୬ରୁ କାର୍ଯ୍ୟକ୍ଷମ ହେବ କଟକ ନେତାଜୀ ବସ୍ ଟର୍ମିନାଲ

କଟକ: ନବନିର୍ମିତ କଟକ ନେତାଜୀ ବସ୍ ଟର୍ମିନାଲ (ସିଏନବିଟି) ଆସନ୍ତା ସେପ୍ଟେମ୍ବର ୧୬ ତାରିଖରୁ କାର୍ଯ୍ୟକ୍ଷମ ହେବ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ନୂଆ ବସ୍ ଟର୍ମିନାଲକୁ ଜନସାଧାରଣଙ୍କ ଉଦ୍ଦେଶ୍ୟରେ ଉତ୍ସର୍ଗ କରିବେ ବୋଲି କଟକ ମେୟର ସୁବାସ ସିଂହ ଗୁରୁବାର ସୂଚନା ଦେଇଛନ୍ତି।…

ବାଣୀବିହାରରେ ପୋଷ୍ଟର ଓ୍ବାର: ଏବିଭିପିର ଓଡ଼ିଆ ମହାପୁରୁଷ, ବିସିଜେଡିର ଫାଇଭ ଟି ସଚିବ !

ଭୁବନେଶ୍ୱର: ଉତ୍କଳ ବିଶ୍ବବିଦ୍ୟାଳୟ ପରିସରରେ ପୋଷ୍ଟର ଓ୍ବାର। ଆଗକୁ ଛାତ୍ର ସଂସଦ ନିର୍ବାଚନ ପାଇଁ ଦାବି ହେଉଛି। ଏହି ସମୟରେ ବିଜୁ ଛାତ୍ର ଜନତା ଦଳ ଓ ଏବିଭିପି ମଧ୍ୟରେ ପୋଷ୍ଟର ଯୁଦ୍ଧ ଆରମ୍ଭ ହୋଇଛି। ଗୋଟିଏ ପଟେ ବିଶ୍ବବିଦ୍ୟାଳୟ କାନ୍ଥରେ ଆଇଏଏସ ଅଫିସର ତଥା 5-ଟି ସଚିବ ଭି. କେ.…

ସେପ୍ଟେମ୍ବର ୨୦ରେ ଧାର୍ଯ୍ୟ ହେଲା ନୂଆଁଖାଇ ପାଇଁ ଶୁଭ ଲଗ୍ନ

ସମ୍ବଲପୁର: ପଶ୍ଚିମ ଓଡ଼ିଶାରେ ନୂଆଁଖାଇ ପର୍ବ ପାଇଁ ସେପ୍ଟେମ୍ବର ୨୦ ତାରିଖ ସକାଳ ୧୦ଟା ୨୭ରୁ ୧୦ଟା ୪୨ ମଧ୍ୟରେ ଶୁଭ ସମୟ ଧାର୍ଯ୍ୟ କରାଯାଇଛି। ଏହି ଦିନ ଲୋକେ ନୂଆ କରି କଟାଯାଇଥିବା ଧାନ (ନବାନ୍ନ)କୁ ମା' ସମଲେଶ୍ୱରୀଙ୍କୁ ଅର୍ପଣ କରିବେ। ଏହି ପର୍ବ ଫସଲ ଅମଳର ଉତ୍ସବ ଓ ପରିବାରର ଏକତ୍ରୀତ…

ଅକ୍ଟୋବର ୪ରୁ ଦଶମ ଶ୍ରେଣୀ ଷାଣ୍ମାସିକ ପରୀକ୍ଷା, ସୂଚୀ ଜାରି କଲା ମାଧ୍ୟମିକ ଶିକ୍ଷା ବୋର୍ଡ

କଟକ: ଦଶମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ଷାଣ୍ମାସିକ (ଅର୍ଦ୍ଧ ବାର୍ଷିକ) ପରୀକ୍ଷା ଅକ୍ଟୋବର ୪ ତାରିଖରୁ ହେବା ନେଇ ସୂଚୀ ଜାରି କଲା ମାଧ୍ୟମିକ ଶିକ୍ଷା ବୋର୍ଡ। ଦିନ ୧୦ଟାରୁ ୧୨ଟା ୩୦ ଯାଏ ପ୍ରଥମ ସିଟିଂ ରହିଥିବା ବେଳେ ଦିନ ସାଢ଼େ ୧ଟାରୁ ୪ଟା ଯାଏ ଦ୍ବିତୀୟ ସିଟିଂ ରଖାଯିବା ନେଇ ସମୟ ନିର୍ଘଣ୍ଟ…

ଅଶ୍ଳୀଳ ଭିଡିଓ ଭାଇରାଲ ଧମକ: ମହିଳାଙ୍କୁ ବ୍ଲାକମେଲିଂ କରିବା ଅଭିଯୋଗରେ ଜଣେ ଗିରଫ

ସୁବର୍ଣ୍ଣପୁର: ସହରର ବଡବଜାର ଅଞ୍ଚଳର ଜଣେ ବିବାହିତ ମହିଳାଙ୍କୁ ବ୍ଲାକମେଲିଂ କରି ଟଙ୍କା ମାଗିବା ଅଭିଯୋଗରେ ଜଣକୁ ଗିରଫ କଲା ସୋନପୁର ପୋଲିସ। ଅଶ୍ଳୀଳ ଭିଡ଼ିଓ ମାଧ୍ୟମରେ ବ୍ଲାକମେଲିଂ କରି ପ୍ରାୟ ୩ ଲକ୍ଷ ୭୮ ହଜାର ଟଙ୍କା ନେଇଥିଲା ଅଭିଯୁକ୍ତ। ଏହାସହ ମହିଳାଙ୍କୁ ବ୍ଲାକମେଲିଂ କରି ଶାରୀରିକ…

ରାଜଧାନୀରୁ ଅଢେଇ କିଲୋ ବେଆଇନ ସୁନା ଜବତ କଲା ଡିଆରଆଇ

ଭୁବନେଶ୍ୱର: ବେଆଇନ୍ ସୁନା ଚାଲାଣ  କରୁଥିବା ଅଭିଯୋଗରେ ଡାଇରେକ୍ଟୋରେଟ ଅଫ ରେଭିନ୍ୟୁ ଇଣ୍ଟେଲିଜେନ୍ସି (DRI) ଜଣଙ୍କୁ ଗିରଫ କରିଛି । ଗିରଫ ବ୍ୟକ୍ତିଙ୍କ  ପାଖରୁ ଫରେନ ମାର୍କ ଥିବା ୨.୪୬୫ କେଜି ବେଆଇନ ସୁନା ଜବତ କରିଛି । ଏହି ସୁନା ବିସ୍କୁଟ ଭୁବନେଶ୍ୱରରୁ ଜବତ କରାଯାଇଛି ।…

ଜାଗା ମିଶନକୁ ନେଇ ବର୍ଷିଲା ବିଜେପି; କହିଲା, ନୀଳବର୍ଣ୍ଣ ଶୃଗାଳ ରୂପ ବସ୍ତିବାସିନ୍ଦା ଚିହ୍ନି ସାରିଲେଣି

ଭୁବନେଶ୍ୱର:  ବିଏମସି କମିଶନର ବିଜେଡିର ମୁଖପାତ୍ର ସାଜି ବିଭ୍ରାନ୍ତକର ତଥ୍ୟ ଦେଉଛନ୍ତି । ବିଏମ୍‌ସି କମିଶନ  ପଟ୍ଟା ବଣ୍ଟନ କରି  ପ୍ରତିବଦଳରେ ଟଙ୍କା ନେଉଛନ୍ତି ।  ଆଇପିସି ଧାରା-୪୨୦ ଅନୁସାରେ କମିଶନଙ୍କ ନାଁରେ ମକଦ୍ଦମା ରୁଜୁ କରାଯିବ । ବସ୍ତିବାସିନ୍ଦାଙ୍କୁ ପଟ୍ଟା ନୁହେଁ ସାଧାରଣ କାଗଜ…