Latest Odisha News

BREAKING NEWS

Browsing Category

ଓଡିଶା

Odisha

ପୂର୍ବତନ ମେୟରଙ୍କ କାରକୁ ବୋମାମାଡ଼, ପୋଲିସର ତଦନ୍ତ ଜାରି

ବ୍ରହ୍ମପୁର: ପୂର୍ବତନ ମେୟରଙ୍କ କାରକୁ ବୋମାମାଡ଼ । ଅଳ୍ପକେ ବର୍ତ୍ତିଲେ ମେୟର । ଗତକାଲି ଗୋଷାଣି ନୂଆଁଗାଁ ବଡ଼ ସାହିଠାରେ ବ୍ରହ୍ମପୁରର ପୂର୍ବତନ ମେୟର ଶିବଶଙ୍କର ଦାସଙ୍କ ଗାଡ଼ି ଉପରକୁ ବୋମାମାଡ଼ ହୋଇଛି । ଏଥିରେ କେହି ଆହତ ହୋଇନଥିବା ବେଳେ ଗାଡିର ଆଗ ଭାଗ ଭାଙ୍ଗିରୁଜି ଯାଇଛି ।…

ଓଡ଼ିଶା ହାଇକୋର୍ଟକୁ ମିଳିବ ନୁଆ ମୁଖ୍ୟ ବିଚାରପତି, ଏହି ତାରିଖରେ କରିବେ ଶପଥ ପାଠ

କଟକ: ଓଡ଼ିଶା ହାଇକୋର୍ଟକୁ ମିଳିବ ନୁଆ ମୁଖ୍ୟ ବିଚାରପତି । ନୁଆ ମୁଖ୍ୟ ବିଚାରପତି ଭାବେ ଶପଥ ଗ୍ରହଣ କରିବେ ଜଷ୍ଟିସ ଡକ୍ଟର ବିଦ୍ୟୁତ୍ ରଞ୍ଜନ ଷଡ଼ଙ୍ଗୀ । ଆସନ୍ତା ଅକ୍ଟୋବାର ୪ ତାରିଖରେ ସେ ହାଇକୋର୍ଟର ମୁଖ୍ୟ ବିଚାରପତି ଭାବେ ଶପଥ ଗ୍ରହଣ କରିବେ । ଏନେଇ ବିଜ୍ଞପ୍ତି ପ୍ରକାଶ କରିଛି…

ଚାଷ ବିଲରେ କାମ କରିବା ବେଳେ ବଜ୍ରପାତ, ୪ ମହିଳା ଗୁରୁତର

ସୁବର୍ଣ୍ଣପୁର: ଜିଲ୍ଲା ଉଲୁଣ୍ଡା ବ୍ଳକ କୋଟସମଲାଇ ଗ୍ରାମରେ ଆଜି ଅପରାହ୍ନ ପ୍ରାୟ ୪ଟା ରେ ଚାଷ ବିଲରେ କାମ କରୁଥିବା ସମୟରେ ଅଚାନକ ବଜ୍ରପାତ ହୋଇଥିଲା। ସେହି ବଜ୍ରାଘାତରେ ୪ ଜଣ ମହିଳା ଗୁରୁତର ହୋଇଛନ୍ତି। ଯାହା ଫଳରେ ସମସ୍ତେ ଗୁରୁତର ଅବସ୍ଥାରେ ଅଚେତ ହୋଇ ଯାଇଥିଲେ। ପରେ ଗାଁ ଲୋକଙ୍କ…

ପାଇକ ସଂଗ୍ରାମ କାହାଣୀକୁ ନେଇ ଆଧାରିକ ଫିଲ୍ମ : ଜୟୀ ରାଜଗୁରୁ ସିନେମା ଦେବ ଦେଶପ୍ରେମର ବାର୍ତ୍ତା

ଭୁବନେଶ୍ବର: ଜୟୀ ରାଜଗୁରୁ ସିନେମା ଦେବ ଦେଶପ୍ରେମର ବାର୍ତ୍ତା । ଏହି ବୀର ସନ୍ତାନଙ୍କ ସଂଘର୍ଷମୟ ପାଇକ ସଂଗ୍ରାମ କାହାଣୀକୁ ନେଇ ଜୟଭାରତ  ଏଣ୍ଟନମେଣ୍ଟ ତରଫରୁ ‘ଜୟୀ ରାଜଗୁରୁ’ନାମକ ଏକ ଚଳଚିତ୍ର ନିର୍ମାଣ ହୋଇଛି  ।  ଏହି ଚଳଚ୍ଚିତ୍ରଟି  ସୁଟିଂ  ଆରମ୍ଭରୁ ହିଁ ଚର୍ଚ୍ଚାକୁ ଆସିଛି। କାରଣ…

ରତ୍ନଭଣ୍ଡାର ସୁରକ୍ଷା ସମ୍ପର୍କିତ ମାମଲାରେ ହାଇକୋର୍ଟଙ୍କ ରାୟ: କାର୍ଯ୍ୟକାରିତା ଓ ସ୍ବଚ୍ଛତାକୁ ନେଇ ତଥାପି ରହିଛି…

ପୁରୀ: ରତ୍ନଭଣ୍ଡାର ସୁରକ୍ଷା ସମ୍ପର୍କିତ ମାମଲାରେ ଆଜି ରାୟ ପ୍ରକାଶ କରିଛନ୍ତି ହାଇକୋର୍ଟ  । ହାଇ ପାଓ୍ବାର କମିଟି ଗଠନ କରିବା ଲାଗି ହାଇକୋର୍ଟ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି  । ୨୦୧୮ ମସିହାରେ ରତ୍ନଭଣ୍ଡାର ଖୋଲିବାକୁ ନେଇ ହାଇକୋର୍ଟ ସରକାରଙ୍କୁ ନିର୍ଦ୍ଦେଶ ଦେଇଥିଲେ ବି ରାଜ୍ୟ…

ଭିଜିଲାନ୍ସ ପଞ୍ଝାରେ ସହକାରୀ ଯନ୍ତ୍ରୀ: ଠିକାଦାରଙ୍କ ଠାରୁ ନେଉଥିଲେ ୭ ହଜାର ଟଙ୍କା ଲାଞ୍ଚ

ରାୟଗଡା: ଆକ୍ସନ ମୋଡରେ ଭିଜିଲାନ୍ସ  । ଭିଜିଲାନ୍ସ ପଞ୍ଝାରେ ପଡିଛନ୍ତି ସହକାରୀ ଯନ୍ତ୍ରୀ  । ଜଣେ ଠିକାଦାରଙ୍କ ଠାରୁ ଲାଞ୍ଚ ନେଉଥିବାବେଳେ ଭିଜିଲାନ୍ସ ହାତରେ ଧରାପଡିଛନ୍ତି  । ଜଣେ ଠିକାଦାରଙ୍କ ଠାରୁ ୭ ହଜାର ଟଙ୍କା ଲାଞ୍ଚ ନେବା ବେଳେ ସହକାରୀ ଯନ୍ତ୍ରୀ ରମାକାନ୍ତ ମଲ୍ଲିକ ଭିଜିଲାନ୍ସ…

ଆସନ୍ତାକାଲି ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା: ଏହି ସବୁ ଜିଲ୍ଲା ପାଇଁ ରହିଛି ଅରେଞ୍ଜ ୱାର୍ଣ୍ଣିଂ

ଭୁବନେଶ୍ୱର:ବଙ୍ଗୋପସାଗରର ଉତ୍ତରପୂର୍ବ ଏବଂ ତତସଂଳଗ୍ନ ପୂର୍ବ କେନ୍ଦ୍ରାଞ୍ଚଳରେ ସୃଷ୍ଟ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି । ଏହାର ପ୍ରଭାବରେ ଶନିବାର ଓଡ଼ଶାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା ରହିଛି । ଲଘୁଚାପ ଆସନ୍ତା ୪୮ ଘଣ୍ଟା ମଧ୍ୟରେ ଅଧିକ ସ୍ପଷ୍ଟ ହୋଇ ଉତ୍ତର ଓଡ଼ିଶାର…

ବିଶ୍ୱ ପ୍ରସିଦ୍ଧ ବଳିଯାତ୍ରା ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ

ସୁବର୍ଣ୍ଣପୁର: ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷଠାରେ ବିଶ୍ୱ ପ୍ରଶିଦ୍ଧ ବଳିଯାତ୍ରା ପାଇଁ ଜିଲ୍ଲା ପ୍ରସାଶନ ପକ୍ଷରୁ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଅତିରିକ୍ତ ଜିଲ୍ଲାପାଳ ସୂର୍ଯ୍ୟ ନାରାୟଣ ଦାସଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ବୈଠକରେ ବଳିଯାତ୍ରାରେ କାର୍ଯ୍ୟ କରୁଥିବା…

ବିହାରରେ ଓଡ଼ିଆ ତୀର୍ଥଯାତ୍ରୀଙ୍କୁ ନେଇ ଯାଇଥିବା ବସ ଦୁର୍ଘଟଣାଗ୍ରସ୍ତ; ମହିଳା ମୃତ

ପାଟନା: ବିହାରରେ ଏକ ବସ ଦୁର୍ଘଟଣାରେ ଜଣେ ଓଡ଼ିଆ ମହିଳା ତୀର୍ଥଯାତ୍ରୀଙ୍କର ମୃତ୍ୟୁ ଘଟିଛି । ଦୁରଘଟଣାରେ ଅନେକ ଓଫିଆ ଆହତ ହୋଇଛନ୍ତି । ଶୁକ୍ରବାର ସକାଳେ ବିହାରର କୈମୁର ଜିଲ୍ଲାରେ ଏହ ଦୁର୍ଘଟଣା ଘଟିଛି । ସ୍ଥାନୀୟ ପୋଲିସ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ,  ମୃତା ମହିଳାଙ୍କ…

‘ଡାଲି’ ଆଉ ‘ଶ୍ରଦ୍ଧା’ ପ୍ରସଙ୍ଗକୁ କାହିଁକି ଡରୁଛି ବିଜେଡି ? ବିଜେପି ପ୍ରଶ୍ନର ଉତ୍ତର ରଖିଲେ ଶାସକ ଦଳ ମୁଖ୍ୟ ସଚେତକ

ଭୁବନେଶ୍ୱର:ଦିନକୁ ଦିନ ସରଗରମ ହେଉଛି ରାଜନୖତିକ ମାହୋଲ । ଆରୋପ-ପ୍ରତ୍ୟାରୋପର ବାକଯୁଦ୍ଧରେ  ଟିଭି ପରଦାଠାରୁ ଆରମ୍ଭ କରି ସୋସିଆଲ ମିଡିଆ କମ୍ପୁଛି । ଆଜି ବିଜେପି ସାଂସଦ ଏବଂ ବିଧାୟକ ବସନ୍ତ ପଣ୍ଡା ଏବଂ ବିଧାୟକ ଜୟ ନାରାୟଣ ମିଶ୍ର ବିଜେଡି ସରକାର ଉପରେ ଜୋରଦାର ବର୍ଷିଛନ୍ତି ।…