Latest Odisha News

BREAKING NEWS

Browsing Category

ଓଡିଶା

Odisha

ଅଟୋ-ଟ୍ରକ ମୁହାଁମୁହିଁ ଧକ୍କା; ୮ ମାସର ଶିଶୁ ସମେତ ୨ ମୃତ, ୪ ଗୁରୁତର

କଟକ: ଅଟୋ-ଟ୍ରକ ମଧ୍ୟରେ ମୁହାଁମୁହିଁ ଧକ୍କା। ଏଥିରେ ୮ ମାସର ଶିଶୁ ସମେତ ୨ ମୃତ୍ୟୁ ଘଟିଥିବା ବେଳେ ୪ ଗୁରୁତର ହୋଇଛନ୍ତି। ଏହି ଘଟଣା ଘଟିଛି ଆଜି ସକାଳେ କଟକ ଜିଲ୍ଲା ତିଗିରିଆ ଥାନା ଖୁଣ୍ଟୁଣୀ ନରସିଂହପୁର ଠାରେ। ଘଟଣାସ୍ଥଳରୁ ସମସ୍ତ ମୃତାହତଙ୍କୁ ଉଦ୍ଧାର କରାଯାଇ ଡାକ୍ତରଖାନାରେ ଭର୍ତ୍ତି…

ପୁଣି ଥରେ ଶ୍ରୀମନ୍ଦିରରେ ଆରମ୍ଭ ହେବ ପାରମାଣିକ ଦର୍ଶନ, ପବିତ୍ର ସ୍ଥାନଗୁଡ଼ିକୁ ଦେଖିଲେ ତୀର୍ଥଯାତ୍ରୀଙ୍କୁ ଦେବାକୁ…

ପୁରୀ: ଜଗା ଦର୍ଶନ ପାଇଁ ଟଙ୍କା ଗଣିବେ ଭକ୍ତ । ଶ୍ରୀମନ୍ଦିରରେ ପୁଣି ଥରେ ଆରମ୍ଭ ହେବ ପାରମାଣିକ ଦର୍ଶନ । ବିଭିନ୍ନ ନିଯୋଗ ସହ ଆଲୋଚନା ପରେ ଏସଓପି ଜାରି କରିବ ଶ୍ରୀମନ୍ଦିର ପ୍ରଶାସନ । ଗତକାଲି ବସିଥିବା ଶ୍ରୀମନ୍ଦିର ଅର୍ଥ ସବକମିଟି ବୈଠକରେ ଏନେଇ ନିଷ୍ପତ୍ତି ହୋଇଛି । ଶ୍ରୀମନ୍ଦିର…

୨୪ ଘଣ୍ଟା ପରେ ମାଣିଆ ଘାଟରୁ ମିଳିଲା ମୃତଦେହ: ମଇଁଷି ଚରାଉଥିବାବେଳେ ଟାଣିନେଇଥିଲା କୁମ୍ଭୀର

କେନ୍ଦ୍ରାପଡା: ରାଜନଗର ବ୍ଳକ ରାଜପୁର ଗାଁରେ କୁମ୍ଭୀର ଟାଣି ନେବା ଘଟଣା  । ଦୀର୍ଘ ୨୪ ଘଣ୍ଟା ପରେ ଉଦ୍ଧାର ହେଲା ମଇଁଷି ଚରାଳି ଅଭୟ ରାଉତଙ୍କ ମୃତଦେହ ।  ବ୍ରାହ୍ମଣୀ ନଦୀର ତଳମୁଣ୍ଡ ମାଣିଆ ଘାଟରୁ  ମୃତଦେହ ଉଦ୍ଧାର ହୋଇଛି  । ରାଜନଗରରେ ଦିନକୁ ଦିନ ବଢୁଛି କୁମ୍ଭୀର ଆତଙ୍କ  । ଗୋଟିଏ…

ବାଙ୍କୀ କଚେରି ପଡ଼ିଆରେ ହାଇଡ୍ରାମା, ଅବସରପ୍ରାପ୍ତ ସେନା କର୍ମଚାରୀଙ୍କ ଉନ୍ମତ୍ତ କାଣ୍ଡ

ବାଙ୍କୀ: ଖଣ୍ଡା ବୁଲାଇ ପୋଲିସକୁ ଆକ୍ରମଣ । ଅବସରପ୍ରାପ୍ତ ସେନା କର୍ମଚାରୀଙ୍କ ଉନ୍ମତ୍ତକାଣ୍ଡ। ହାତରେ ଖଣ୍ଡା, ହାତୁଡି ଧରି ରାସ୍ତାରେ ବୁଲୁଛନ୍ତି । ଲୋକଙ୍କୁ ଭୟଭୀତ କରୁଛନ୍ତି । କଟକ ଜିଲ୍ଲା ବାଙ୍କୀ ବଜାରରେ ଆତଙ୍କରାଜ ଚଳାଇଛନ୍ତି ଅବସରପ୍ରାପ୍ତ ସେନା କର୍ମଚାରୀ । ତାଙ୍କ ନାଁ ସରୋଜ ଦାସ…

ବିଧାୟକଙ୍କ ଅଫିସ ପରିସରରୁ ମିଳିଲା ବୋମା

ତାଳଚେର: ବିଧାୟକଙ୍କ କ୍ୟାମ୍ପରୁ ମିଳିଲା ବୋମା । ତାଳଚେର ବିଜେଡି ବିଧାୟକ ବ୍ରଜକିଶୋର ପ୍ରଧାନଙ୍କ ଅଫିସ ପରିସରରୁ ବୋମା ଜବତ ହୋଇଛି । ଏ ବୋମା କିଏ ଆଣିଲା ଏବଂ କାହିଁକି ଆଣିଲା ତାହା ଜଣା ପଡିନାହିଁ । ତେବେ ବେମା ମିଳିବା ପରେ କ୍ୟାମ୍ପରେ ହଇଚଇ ପଡି ଯାଇଛି । ପୋଲିସ ଘଟଣାସ୍ଥଳରେ…

ନୂଆଁ ଅନ୍ନ ଖାଇ ନୂଆଖାଇ ପର୍ବ ପାଳିଲେ ମହିମା ଧର୍ମାବଲମ୍ବୀ

ନୂଆପଡା: ପଶ୍ଚିମ ଓଡିଶାର ଗଣପର୍ବ ନୂଆଖାଇ । ଭାଦ୍ରବ ମାସ ଶୁକ୍ଳ ପକ୍ଷ ପଞ୍ଚମୀ ତିଥିରେ ଧୁମଧାମର ସହ ପଶ୍ଚିମ ଓଡିଶା ବାସୀ ନୂଆଖାଇ ପାଳନ କରୁଥିବା ବେଳେ ଏହା ପୂର୍ବରୁ ଅର୍ଥାତ ଗହ୍ମା ପୂର୍ଣ୍ଣିମା ଦିନ ଅଲେଖ ଧର୍ମାବଲମ୍ବୀ ଲୋକେ ନୂଆଖାଇଥାନ୍ତି । ସାରା ପଶ୍ଚିମ ଓଡିଶା ନୂଆଖାଇ ପାଇଁ ସଜବାଜ…

ବିଜେଡିରୁ ବିଦା ହେଲେ ଜିଲ୍ଲା ପରିଷଦ ସଭ୍ୟ ବିପିନ ପ୍ରଧାନ

ବ୍ରହ୍ମପୁର:  ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ବ୍ଳକ ଜିଲ୍ଲା ପରିଷଦ ସଭ୍ୟ ବିପିନ ଚନ୍ଦ୍ର ପ୍ରଧାନଙ୍କୁ ଦଳରୁ ବହିଷ୍କୃତ କରାଯାଇଛି । ଦଳୀୟ ବିଶୃଙ୍ଖଳା ସୃଷ୍ଟି କରୁଥିବା  ତଥା ଦଳ ବିରୋଧୀ କାମ କରୁଥିବା ଅଭିଯୋରେ ତାଙ୍କୁ ବହିଷ୍କାର କରାଯାଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାଙ୍କୁ ଦଳରୁ…

ମାଣ୍ଡିଆ ଦୂର କରେ ଅନେକ ସମସ୍ୟା, ଜାଣନ୍ତୁ ଏହାର ଫାଇଦା

ଭୁବନେଶ୍ଵର: ଏବେ ଖୁବ୍ ଚର୍ଚ୍ଚାରେ ମିଲେଟ ଜାତୀୟ ଖାଦ୍ୟ, ଯେଉଁଥିରେ ମାଣ୍ଡିଆ, ଯଅ, ବାଜରା ଆଦି ବିଭିନ୍ନ ଫସଲ ଅନ୍ତର୍ଭୂକ୍ତ । ମିଲେଟରେ ଅଧିକ ପରିମାଣର ପୋଷକ ତତ୍ତ୍ଵ ରହିଥାଏ ତେଣୁ ଏହା ଆମ ସ୍ୱାସ୍ଥ୍ୟ ପାଇଁ ଖୁବ୍ ହୀତକାରକ ଅଟେ । ମିଲେଟରେ ପ୍ରସ୍ତୁତ ଖାଦ୍ୟ ପଦାର୍ଥକୁ ଆମର ପ୍ରତିଦିନର…

ସୁନା ଚେନ୍ ଲୁଟେରା ଗ୍ୟାଙ୍କକୁ ଧରିଲା ଜୟପୁର ପୋଲିସ : ମାଷ୍ଟରମାଇଣ୍ଡ ସହ ୪ଗିରଫ

ଜୟପୁର: ସୁନା ଚେନ ଲୁଟେରା ଗ୍ୟାଙ୍କକୁ ଧରିଲା ପୋଲିସ । ୪ଟି ସୁନା ଚେନ୍ ସହ ଚୋରିରେ ବ୍ୟବହୃତ ୪ଟି ମୋବାଇଲ, ମଟର ସାଇକଲକୁ ଜୟପୁର ପୋଲିସ  ଜବତ କରିଛି  ।  ଗିରଫ ଅଭିଯୁକ୍ତ ମାନେ ହେଲେ ସୁବାଷ ହରିଜନ , ନରେନ୍ଦ୍ର ମାଛ, ଅଭି ହରିଜନ ଏବଂ ହେମନ୍ତ ନାଗ  । ମାଷ୍ଟର ମାଇଣ୍ଡ ସୁବାଷ ହରିଚନର ଘର…

ନନ୍ଦନକାନନରେ ନୂଆ ଅତିଥି : ହାଇଦ୍ରାବାଦରୁ ଅଣାଯାଇଛି ଗୋଲ୍ଡେନ ହ୍ୟାଣ୍ଡେଡ୍ ଟାମାରିନ୍

ବାରଙ୍ଗ: ନନ୍ଦନକାନନ ପ୍ରାଣୀ ଉଦ୍ୟାନକୁ ଆସିଲେ ୪ ନୂଆ ଅତିଥି  । ହ୍ରାଇଦ୍ରାବାଦରୁ ଦୁଇଟି ପ୍ରଜାତିର ୪ ଜୀବଜନ୍ତୁ ନନ୍ଦନକାନନ  ପ୍ରାଣୀ ଉଦ୍ୟାନକୁ ଅଣାଯାଇଛି । ଗତକାଲି ନନ୍ଦନକାନନ ଚିଡିଆଖାନାକୁ ଏକ ଯୋଡା ଗୋଲ୍ଡେନ୍ ହ୍ୟାଣ୍ଡେଡ୍ ଟାମାରିନ୍ ଏବଂ ସ୍କ୍ବିରେଲ୍ ମଙ୍କି ଅଣାଯାଇଛି। ଉଭୟ…