Latest Odisha News

BREAKING NEWS

Browsing Category

ଓଡିଶା

Odisha

ପ୍ରକଳ୍ପ କାମ ଚାଲୁଥିବାବେଳେ ବିଦ୍ୟୁତ ଆଘାତରେ ଚାଲିଗଲା ୨ ଶ୍ରମିକଙ୍କ ଜୀବନ

ଯାଜପୁର: ପ୍ରକଳ୍ପ କାମ କରୁଥିବାବେଳେ ଚାଲିଗଲା ୨ ଶ୍ରମିକଙ୍କ ଜୀବନ । କାମ କରୁଥିବାବେଳେ ବିଦ୍ୟୁତ ଆଘାତ ଯୋଗୁ ଉଭଙ୍କର ମୃତ୍ୟୁ ଘଟିଛି ।  ମୃତ ଦୁଇ ଶ୍ରମିକଙ୍କ ଘର ପଶ୍ଚିମବଙ୍ଗ ରାଜ୍ୟ ମାଲଦା ଥାନା ଅଞ୍ଚଳରେ । ପଶ୍ଚିମବଙ୍ଗ ରାଜ୍ୟ ମାଲଦାରୁ କିଛି ଶ୍ରମିକ ଆସି ଏଠାରେ ରହି  ପ୍ରକଳ୍ପ…

ଭିଜିଲାନ୍ସ ଜାଲରେ ବଲାଙ୍ଗିର ବିଇଓ ଅଫିସ ଆକାଉଣ୍ଟାଣ୍ଟ, ଲାଞ୍ଚ ନେବାବେଳେ ଧରିଲା ଭିଜିଲାନ୍ସ

ବଲାଙ୍ଗିର: ଭିଜିଲାନ୍ସ ଜାଲରେ ବିଇଓ ଅଫିସ ଆକାଉଣ୍ଟାଣ୍ଟ । ପେନସନ ପାଇଁ ଲାଞ୍ଚ ନେବାବେଳେ ମାଡି ବସିଲା ଭିଜିଲାନ୍ସ ଟିମ୍ । ବଲାଙ୍ଗୀର ଜିଲ୍ଲା ସଇଁତଳା ବ୍ଲକ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟରେ କାର୍ଯ୍ୟରତ ଆକାଉଣ୍ଟାଣ୍ଟ ଅଜୟ ଖୁଣ୍ଟିଆ ଆଜି ଲାଞ୍ଚ ନେବା ସମୟରେ ଧରାପଡିଛନ୍ତି । ଜଣେ…

ଅକ୍ଟୋବରରେ ଓଡ଼ିଶା ଆସିବେ ରାହୁଲ ଓ ପ୍ରିୟଙ୍କା !

ନୂଆଦିଲ୍ଲୀ: ୨୦୨୪ ନିର୍ବାଚନ ଯେତେ ପାଖେଇ ଆସୁଛି ରାଜନୀତି ସେତେ ସରଗରମ ହେଉଛି। ନିର୍ବାଚନ ଜିତିବା ଲକ୍ଷରେ ସମସ୍ତ ଦଳର ନେତା। ରାଜ୍ୟରେ ପ୍ରମୁଖ ଦଳ ବିଜେପି, ବିଜେଡି ଓ କଂଗ୍ରେସ ନିଜ ଦଳ ପାଇଁ ରଣନୀତି ପ୍ରସ୍ତୁତ କରୁଛନ୍ତି। ଏହି ପରିପେକ୍ଷୀରେ ଅକ୍ଟୋବରର ଶେଷ ସପ୍ତାହରେ ରାହୁଲ ଗାନ୍ଧୀ…

ଅଧାବାଟରେ ପ୍ରଦୀପ ପାଣିଗ୍ରାହୀଙ୍କୁ ଅଟକାଇଲେ, ଗାଡି ଉପରକୁ ପାଣିବୋତଲ, ଅଣ୍ଡାମାଡ କଲେ

ବ୍ରହ୍ମପୁର: ବ୍ରହ୍ମପୁରରେ ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କୁ ଅଧାବାଟରେ ଅଟକାଇଲେ ।  ଅଣ୍ଡା,  ପାଣିବୋତଲ ମାଡ କଲେ  । ଏମିତି ଭାବେ ଆଜି ପ୍ରଦୀପ ସମର୍ଥକ ଓ  ବିଜେଡି ସମର୍ଥକଙ୍କ ମଧ୍ୟରେ ମୁହାଁମୁହିଁ ସ୍ଥିତି ଦେଖିବାକୁ ମିଳିଛି । ପରିସ୍ଥିତି ବିଷୟରେ ଜଣାଇ ମୁଖ୍ୟମନ୍ତ୍ରୀଙ୍କ…

ଓଡିଶା ପ୍ରସିଦ୍ଧ ମା ‘କାଳିଜାଈ’ ପୀଠ: ଜାଣନ୍ତୁ ଏହି ପୀଠର ମହିମା

ଖୋର୍ଦ୍ଧା: ଭାରତ ହେଉଛି ମନ୍ଦିରର ଭଣ୍ଡାର । ଏଠାରେ ରହିଛି ଅନେକ ଛୋଟ ବଡ ମନ୍ଦିର । କିଛି ମନ୍ଦିରର ରହିଛି କିଛି ଏପରି ଚମତ୍କାର ରହସ୍ୟ ଯାହା ଆଗରେ ସମସ୍ତେ ନତ ମସ୍ତକ। ସେଥିମଧ୍ୟରୁ ଓଡିଶାର ଅନ୍ୟତମ ଦେବୀ ପୀଠ ହେଉଛି ‘କାଳିଜାଈ’ ପୀଠ। ଖୋର୍ଦ୍ଧା ଜିଲ୍ଲା ବାଲୁଗାଁଠାରୁ ୧୮ କିଲୋମିଟର…

ପ୍ରଣବ ପଟ୍ଟନାୟକଙ୍କ ଆଶୁ ଆରୋଗ୍ୟ କାମନା କରି ଚିକିତ୍ସା ସହାୟତା ପ୍ରଦାନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ବିଶିଷ୍ଟ ଓଡ଼ିଆ କଣ୍ଠଶିଳ୍ପୀ ପ୍ରଣବ ପଟ୍ଟନାୟକ ଅସୁସ୍ଥ । ଭୁବନେଶ୍ୱରର ଏକ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି । ତାଙ୍କର ଆଶୁ ଆରୋଗ୍ୟ କାମନା କରି  ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୁଭେଚ୍ଛା ବାର୍ତ୍ତା ଜଣାଇଛନ୍ତି । ଏଥିସହ ଏକ ଲକ୍ଷ ଟଙ୍କାର  ଚେକ ଚିକିତ୍ସା ସହାୟତା…

ପାଣ୍ଡିଆନଙ୍କ ଗସ୍ତକୁ ନେଇ ତେଜିଲା ଗଞ୍ଜାମ ରାଜନୀତି: ବିଜେପି ନେତାଙ୍କୁ ଉଠାଇ ନେଲା ପୋଲିସ,ପ୍ରଦୀପ ପାଣିଗ୍ରାହୀଙ୍କୁ…

ବ୍ରହ୍ମପୁର:୫ଟି ସଚିବଙ୍କ ୩ ଦିନିଆ ଗଞ୍ଜାମ ଗସ୍ତକୁ ନେଇ ରାଜ୍ୟ ରାଜନୀତି ପଡୁଛି ଉଠୁଛି । ୫ଟିଙ୍କ ଗସ୍ତକୁ ନେଇ ଜୋରଦାର ବିରୋଧ କରିଛନ୍ତି ଗୋପାଳ ପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ । ତାଙ୍କୁ ଦଳରୁ ବହିଷ୍କୃତ କରାଯାଇଥିଲେ ହେଁ ସେ ବିଧାୟକ ପଦବୀରେ ଅଛନ୍ତି । ତେଣୁ ସେ ସରକାରୀ…

ଆପଣ ସୋରିୟାସିସ୍ ରୋଗରେ ପୀଡିତ କି? ତେବେ ଭୁଲରେ ବି ଖାଆନ୍ତୁ ନାହିଁ ଏସବୁ ଜିନିଷ

ଭୁବନେଶ୍ଵର: ଆଜିକା ଦିନରେ ପ୍ରଦୂଷଣ ଲୋକଙ୍କ ପାଇଁ ଏକ ବଡ଼ ସମସ୍ୟା ପାଲଟି ଯାଇଛି, ଯେଉଁ କାରଣରୁ ଅନେକ ଲୋକ ଅନେକ ପ୍ରକାର ରୋଗକୁ ସାମ୍ନା କରୁଛନ୍ତି। ସେଥିମଧ୍ୟରୁ ଚର୍ମ ରୋଗ ଜଟିଳ ରୂପ ଧାରଣ କରୁଛି। ଏଥିରେ ଆକ୍ରାନ୍ତ ଲୋକଙ୍କୁ ଯାଦୁ, କାଛୁ, କୁଣ୍ଡିଆ, ସୋରିୟାସିସ୍‌ ଆଦି ଚର୍ମ ରୋଗ…

ଅଧିକ କ୍ରିୟାଶୀଳ ହେବ ବିଏମସି; ଖୋଲିବ ୪୧୬ ନୂଆ ପଦବୀ

ଭୁବନେଶ୍ୱର:  ଭୁବନେଶ୍ବର ମହାନଗର ନିଗମ ବା ବିଏମସି ହେବ ଅଧିକ ଦକ୍ଷ ଓ କ୍ରିୟାଶୀଳ । ନିଗମରେ ନିଯୁକ୍ତି ପାଇବେ ଅଧିକ ବ୍ୟକ୍ତି ।  ଖୋଲିବ ୪୧୬ଟି ନୂତନ ପଦବୀ । ଏହି ପଦବୀକୁ ଅନୁମୋଦନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।  ବିଏମସିରେ ଆାହୁରି ୪୧୬ ଜଣ ବ୍ୟକ୍ତି ନିଯୁକ୍ତି ପାଇବେ …

ପାଣ୍ଡିଆନଙ୍କ ସଭାରେ ଯୋଗ ଦେବା ପାଇଁ ଯାଉଥିଲେ ଛାତ୍ରୀ; ବସ ଧକ୍କାରେ ଡାକ୍ତରଖାନାରେ

ଗଞ୍ଜାମ: ଫାଇଭ ଟି ସଚିବଙ୍କ ଗସ୍ତକୁ ନେଇ ଗଞ୍ଜାମ ଜିଲ୍ଲାରେ ବିରୋଧର ନିଆଁ ଜଳୁଛି । ଏହି ସମୟରେ ସଚିବଙ୍କ କାର୍ଯ୍ୟକ୍ରମକୁ ଯାଉଥିବା ଜଣେ ଛାତ୍ରୀ ଦୁର୍ଘଟଣାର ଶିକାର ହୋଇଛନ୍ତି । ଏହାକୁ ନେଇ ବିରୋଧୀମାନେ ଆହୁରି ତାତିଛନ୍ତି । ଛାତ୍ରୀଜଣକ ସଚିବଙ୍କ କାର୍ଯ୍ୟରେ ଯୋଗ ଦେବା ପାଇଁ ସାଇକେଲ…