Latest Odisha News

BREAKING NEWS

Browsing Category

ଓଡିଶା

Odisha

ପାଣ୍ଡିଆନଙ୍କ ସଭାରେ ଯୋଗ ଦେବା ପାଇଁ ଯାଉଥିଲେ ଛାତ୍ରୀ; ବସ ଧକ୍କାରେ ଡାକ୍ତରଖାନାରେ

ଗଞ୍ଜାମ: ଫାଇଭ ଟି ସଚିବଙ୍କ ଗସ୍ତକୁ ନେଇ ଗଞ୍ଜାମ ଜିଲ୍ଲାରେ ବିରୋଧର ନିଆଁ ଜଳୁଛି । ଏହି ସମୟରେ ସଚିବଙ୍କ କାର୍ଯ୍ୟକ୍ରମକୁ ଯାଉଥିବା ଜଣେ ଛାତ୍ରୀ ଦୁର୍ଘଟଣାର ଶିକାର ହୋଇଛନ୍ତି । ଏହାକୁ ନେଇ ବିରୋଧୀମାନେ ଆହୁରି ତାତିଛନ୍ତି । ଛାତ୍ରୀଜଣକ ସଚିବଙ୍କ କାର୍ଯ୍ୟରେ ଯୋଗ ଦେବା ପାଇଁ ସାଇକେଲ…

ହସପିଟାଲରେ ନାହାଁନ୍ତି ମହିଳା ଏସଆଇ: ବିଷପାନ ପରେ ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ

ବଲାଙ୍ଗିର: ବିଷ ପିଇ ଡାକ୍ତରଖାନାରେ ଚିକିତ୍ସିତ ହେଉଥିବା  ପୁଲିସ ଏସଆଇ ନିଖୋଜ ହୋଇଯାଇଛନ୍ତି ।  ହସ୍ପିଟାଲରୁ କୁଆଡେ ନିଖୋଜ ହାଇଯାଇଥିବା ଜଣାଯାଇଛି । ସେ ହସ୍ପିଟାଲରେ ନ ଥିବା  ବଲାଙ୍ଗୀର ମେଡିକାଲ କଲେଜ ସୁପରିଟେଣ୍ଡେଂଟ୍ ସଚଳା ବାଗ କହିଛନ୍ତି । ପୋଲିସ ଏସଆଇ କାଜଲ ବାଗ ଦୁଇ ଦିନ…

ନୂଆପଡ଼ାରେ ପୁଣି ଲାଲ ତାଣ୍ଡବ: ଜେସିବି ପୋଡିବା ସହ ଭାଙ୍ଗିଦେଲେ ଫରେଷ୍ଟ କ୍ବାଟର

ନୂଆପଡ଼ା: ପୁଣି ମାତିଲେ ମାଓବାଦୀ । ନୂଆପଡ଼ାରେ ରଚିଲେ ଲାଲ ତାଣ୍ଡବ । ଜେସିବି ପୋଡିବା ସହ ଭାଙ୍ଗିଦେଲେ ଫରେଷ୍ଟ କ୍ବାଟର । ଗତକାଲି ବିଳମ୍ବିତ ରାତିରେ ନୂଆପଡ଼ା ଥାନା ଅଭୟାରଣ୍ୟ ଭିତରେ ଥିବା ଗୋଲାବନ୍ଧ ଗାଁରେ ମାଓବାଦୀମାନେ ଭିଆଇଛନ୍ତି ଏଭଳି ବର୍ବର କାଣ୍ଡ । ଏଥିସହ ଘଟଣା ସ୍ଥଳରେ ୮ଟି…

କୁବେର ଡିଏଫଓ: ରଖିଥିଲେ ମାଳମାଳ ପ୍ଲଟ, ଏକାଧିକ କୋଠା

ଭୁବନେଶ୍ୱର: କୋଟିପତିଡିଏଫଓଙ୍କ ବାହାରିଲା ଅଚଳାଚଳ ସମ୍ପତ୍ତି । ସମ୍ପତ୍ତି ଦେଖି ଭିଜିଲାନ୍ସ  ଅଫିସର ବି ଟେରା । ଯେତେ ଖୋଜୁଥିଲେ ସେତେ ବାହାରୁଥିଲା । ମାଳ ମାଳ ପ୍ଲଟ ଓ ଫ୍ଲାଟ । ରାୟଗଡା  ଡିଏଫଓ ବିଜୟ କୁମାର ପରିଡାଙ୍କର କଟକ, ପୁରୀ, ଭୁବନେଶ୍ବର ଓ ଯାଜପୁର ପ୍ରମୁଖ ସ୍ଥାନରେ ରହିଛି…

ତିବତ ସହ ଭାରତର ଦୃଢ଼ ଧାର୍ମିକ ଓ ସାଂସ୍କୃତିକ ସମ୍ପର୍କ ରହିଛି: ତିବତୀୟ ନେତା

ଭୁବନେଶ୍ୱର: ଧର୍ମ ଓ ଭାଷା ଭିତିରେ ଭାରତ ସହ ତିବତର ଦୃଢ଼ ସମ୍ପର୍କ ରହିଆସିଛି ବୋଲି ବୁଧବାର ନିର୍ବାସନରେ ଥିବା ତିବତୀୟ ସଂସଦର ସଦସ୍ୟ ଶ୍ରୀମତି ୟୁଡନ୍ ଅକାତ୍‌ସାଙ୍ଗ୍ କହିଛନ୍ତି । ତିବତୀୟଙ୍କ ଦ୍ୱାରା ଅନୁସୃତ ବୌଦ୍ଧ ଧର୍ମ ଓ ଭାଷା ଭାରତରୁ ଆସିଛି ବୋଲି ଶିକ୍ଷା ଓ ଅନୁସନ୍ଧାନ (ସୋଆ)ର…

ମାସକ ଶିଶୁ ଶରୀରରେ ସଫଳ ଲାପ୍ରୋସ୍କୋପିକ୍ ସର୍ଜରୀ କଲେ ସମ୍ମମ୍ ସର୍ଜନ୍‌

ଭୁବନେଶ୍ୱର: ଏକ ମାସ ଶିଶୁ କନ୍ୟାର ଶରୀରରେ ଇନ୍‌ଗୁଇନାଲ୍ ହାର୍ନିଆର ଲାପ୍ରୋସ୍କୋପିକ୍ ପଦ୍ଧତିରେ ସଫଳତାର ସହ ଅସ୍ତ୍ରୋପଚାର କରିବାରେ ସକ୍ଷମ ହୋଇପାରିଛନ୍ତି ସମ୍ ଅଲ୍ଟିମେଟ ମେଡିକେୟାରର ପେଡିଆଟ୍ରିକ୍ ସର୍ଜନ୍ । “ଏଭଳି ଅସ୍ତ୍ରୋପଚାର ଆମେ ନିୟମିତ ହସ୍ପିଟାଲ୍‌ରେ କରୁଛୁ ତେବେ ଶିଶୁଟିର…

ଆଶ୍ୱସ୍ତିକର ଖବର; ରାଜ୍ୟରେ କମିଛି ସଡ଼କ ଦୁର୍ଘଟଣା ଓ ଦୁର୍ଘଟଣା ଜନିତ ମୃତ୍ୟୁହାର

କଟକ: ରାଜ୍ୟ ପାଇଁ ଆସିଲା ଆଶ୍ୱସ୍ତିକର ଖବର। ଓଡ଼ିଶାରେ କମିଛି ସଡ଼କ ଦୁର୍ଘଟଣା ଜନିତ ମୃତ୍ୟୁ ସଂଖ୍ୟା। ଗତବର୍ଷ ତୁଳନାରେ ଚଳିତ ବର୍ଷ ଓଡ଼ିଶାରେ କମିଛି ସଡ଼କ ଦୁର୍ଘଟଣା। ଗତବର୍ଷର ଦ୍ୱିତୀୟ ତ୍ରୈମାସିକ ତୁଳନାରେ ୨୦୨୩ର ଦ୍ୱିତୀୟ ତ୍ରୈମାସିକରେ ସଡ଼କ ଦୁର୍ଘଟଣା ଜନିତ ମୃତ୍ୟୁ ସଂଖ୍ୟା…

ଖ୍ୟାତିସମ୍ପନ୍ନ ସେଫ୍ ବିକାଶ ଖନ୍ନାଙ୍କ ସହ ଆଲୋଚନା କଲେ ନବୀନ; ଓଡ଼ିଶା ଆସିବାକୁ କଲେ ନିମନ୍ତ୍ରଣ

ଭୁବନେଶ୍ୱର: ଆନ୍ତର୍ଜାତିକ ଖ୍ୟାତିସଂପନ୍ନ ସେଫ୍‌, ଉଦ୍ୟୋଗୀ ତଥା ଲେଖକ ବିକାଶ ଖନ୍ନା ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହିତ ଭିଡିଓ କନ୍‌ଫରେନ୍‌ସିଂ ଜରିଆରେ ଆଲୋଚନା କରିଛନ୍ତି। ନିକଟରେ ବିକାଶ ଖନ୍ନା ସ୍ବାଧୀନତା ଦିବସ ପାଳନ ଅବସରରେ ନିୟୁୟର୍କ ସହରର ଟାଇମ୍‌ସ ସ୍କୋୟାରଠାରେ…

ବନ୍ତଳା ଅଗ୍ନିଶମ ସେବା କେନ୍ଦ୍ର ପାଇଁ ୧୫ଟି ନୂତନ ପଦବୀକୁ ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ

ଭୁବନେଶ୍ୱର: ଅନୁଗୁଳ ଜିଲ୍ଲା ବନ୍ତଳା ଠାରେ ନୂତନ ଭାବେ ସ୍ଥାପିତ ଅଗ୍ନିଶମ ସେବା କେନ୍ଦ୍ର ପାଇଁ ବିଭିନ୍ନ ବର୍ଗର ୧୫ଟି ପଦବୀକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅନୁମୋଦନ ଦେଇଛନ୍ତି। ପ୍ରକାଶଯୋଗ୍ୟ, ବନ୍ତଳା ଅଞ୍ଚଳରେ ମୁଖ୍ୟମନ୍ତ୍ରୀ ଏକ ନୂତନ ଅଗ୍ନିଶମ ସେବା କେନ୍ଦ୍ର ସ୍ଥାପନ ପାଇଁ ଗତ…

OUATର ୬୨ତମ ପ୍ରତିଷ୍ଠା ଦିବସ; ‘କୃଷିରେ ନୂତନ ଜ୍ଞାନକୌଶଳ ବ୍ୟବହାରକୁ ଲୋକପ୍ରିୟ କରାଇବା ଆବଶ୍ୟକ’

ଭୁବନେଶ୍ୱର: କୃଷିରେ ନୂତନ ଜ୍ଞାନକୌଶଳ ବ୍ୟବହାରକୁ ଲୋକପ୍ରିୟ କରାଇବା ଆବଶ୍ୟକ। ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟର ୬୨ତମ ପ୍ରତିଷ୍ଠା ଦିବସ ଅବସରରେ କୃଷି ଓ କୃଷକ ସଶକ୍ତିକରଣ, ମତ୍ସ୍ୟ ଓ ପ୍ରାଣୀସମ୍ପଦ ବିକାଶ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ଏପରି କହିଛନ୍ତି। ବିଗତ ଦୁଇ…