Latest Odisha News

BREAKING NEWS

Browsing Category

ଓଡିଶା

Odisha

ଧର୍ମେନ୍ଦ୍ରଙ୍କୁ ଜବାବ ମାଗିଲା ବିଜେଡି- ୯ ବର୍ଷରେ ଜନ୍ମମାଟି ପାଇଁ କ’ଣ କରିଛ କୁହ

ଭୁବନେଶ୍ୱର: ଅନୁଗୁଳରେ ଗରିବ ବିକାଶ ଯୋଜନା ସମାବେଶରେ ଯୋଗ ଦେଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ବିଜେଡି ସରକାର ଉପରେ ବର୍ଷିଥିବାବେଳେ  ଢେଙ୍କାନାଳ ଓ ଅନୁଗୁଳର ବିକାଶକୁ ନେଇ ଆଜି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଏକାଧିକ ପ୍ରଶ୍ନ ପଚାରିଛି ବିଜେଡି । ନଅ ବର୍ଷର…

ଗରିବ କଲ୍ୟାଣ ସମାବେଶରେ କେନ୍ଦ୍ରମନ୍ତ୍ରୀଙ୍କ ଚେତାବନୀ-‘ନୀଳବର୍ଣ୍ଣ ଶୃଗାଳମାନଙ୍କ ମୁଖା ଖୋଲିବାକୁ ହେବ’

ଛେଣ୍ଡିପଦା: ଓଡ଼ିଶାର ଶାସନତନ୍ତ୍ର ଭୁଷୁଡି ପଡିଛି । ମୋଦି ପଠାଉଥିବା ଟଙ୍କାର ୫୦ ଭାଗ ପିସି ଆକାରରେ ରାଜ୍ୟ ସରକାର ଦଳୀୟ କର୍ମୀଙ୍କ ହାତରେ ଟେକି ଦେଇଛନ୍ତି । ଲୋକମାନଙ୍କ ଠାରୁ ଭୋଟ୍ ପାଇ ନିର୍ବାଚିତ ଲୋକମାନେ ଆଜି ବାବୁ ମାନଙ୍କର ଚେୟାର ଉଠାଇବା ସହ ସଭା ସମିତି ଆୟୋଜନ କରୁଛନ୍ତି । ଏ …

ଏଣିକି ରବିବାରରେ ଖୋଲିବ ଡାକ୍ତରଖାନା ପରିସର ଓ ନିକଟରେ ଥିବା ଆହାର କେନ୍ଦ୍ର

ଭୁବନେଶ୍ୱର: ଡାକ୍ତରଖାନା ପରିସର ଭିତରେ ଏବଂ ନିକଟରେ ଥିବା ଆହାର କେନ୍ଦ୍ରଗୁଡିକ ଏଣିକି ରବିବାରରେ ବି ଖୋଲିବ ।  ସହରର ପ୍ରମୁଖ ସ୍ଥାନରେ ଗରିବ ଲୋକଙ୍କୁ ୫ ଟଙ୍କାରେ ମିଲ  ଦେଉଥିବା  ଆହାର କେନ୍ଦ୍ର ରବିବାର ଖୋଲିବା ପାଇଁ ସରକାର ନିଷ୍ପତ୍ତି ନେଇଛନ୍ତି । ଆହାର କେନ୍ଦ୍ର ସୋସାଇଟିର…

୧୨ ଜୀବନ ନେଇଥିବା ଘରୋଇ ବସର ନଥିଲା ବୀମା ଓ ପରମିଟ୍, ମାଲିକଙ୍କ ବିରୋଧରେ ହେବ କାର୍ଯ୍ୟାନୁଷ୍ଠାନ

ବ୍ରହ୍ମପୁର: ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ୧୨ ଜଣଙ୍କ ଭୟଙ୍କର ମୃତ୍ୟୁ ପରେ ଦୁର୍ଘଟଣାଗ୍ରସ୍ତ ଘରୋଇ ବସର ପରମିଟ୍ ଓ ବୀମା ନଥିବା ଜଣାପଡ଼ିଛି । ବିଳମ୍ବିତ ରାତିରେ ଘରୋଇ ବସଟି ସରକାରୀ ଓଏସ୍ଆରଟିସି ବସକୁ ଧକ୍କା ଦେଇଥିଲା । ରାତିରେ ଚଳାଚଳ ପାଇଁ ଘରୋଇ ବସ୍ ପାଖରେ ଆବଶ୍ୟକୀୟ ପରିମିଟ୍ ନଥିବା…

ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀଙ୍କୁ ଦାବି ଜଣାଇଲେ ଓଡ଼ିଶା ରାଜ୍ୟ ଉଜ୍ଜ୍ୱଳା ଦିଦି ସଂଘ

ମୟୂରଭଞ୍ଜ: ତିନି ଦଫା ଦାବି ନେଇ ଭାରତୀୟ ମଜଦୁର ସଂଘ ଦ୍ବାରା ପରିଚାଳିତ ଓଡ଼ିଶା ରାଜ୍ୟ ଉଜ୍ଜ୍ଵଳା ଦିଦି ସଂଘ ମୟୂରଭଞ୍ଜ ଜିଲ୍ଲା ତରଫରୁ ଆଜି ବର୍ଷାରେ ଭିଜି ଭିଜି ମୟୂରଭଞ୍ଜ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। କେନ୍ଦ୍ର ସରକାରଙ୍କ ଦ୍ୱାରା ପ୍ରତିଟି…

ଆନ୍ତର୍ଜାତୀୟ ନିଶା ଅପବ୍ୟବହାର ଓ ଅବୈଧ ଚାଲାଣ ବିରୋଧୀ ଦିବସ ପାଳିତ

ରାଉରକେଲା: ଆଜି ହେଉଛି ଆନ୍ତର୍ଜାତୀୟ ନିଶା ଅପବ୍ୟବହାର ଓ ଅବୈଧ ଚାଲାଣ ବିରୋଧୀ ଦିବସ। ଏହି ଅବସରରେ ରାଉରକେଲା ଅବକାରୀ ବିଭାଗ ପକ୍ଷରୁ ସହରରେ ବ୍ୟାପକ ସଚେତନତା କାର୍ଯ୍ୟକ୍ରମ ହାତକୁ ନିଆଯାଇଛି। ସିଭିଲ ଟାଉନସିପ ସ୍ଥିତ ଡେଭଲପମେଣ୍ଟ ଏରିଆ ହାଇସ୍କୁଲରୁ ବାହାରି ଏକ ସଚେତନତା ଶୋଭାଯାତ୍ରା…

ରାଜଧାନୀରେ ନିଆରା ବାହାଘର; ବର ସାଙ୍ଗରେ ମାର୍କଣ୍ଡି ଗଲା ବାଛୁରୀ

ଭୁବନେଶ୍ୱର: ବର ସାଙ୍ଗରେ ମାର୍କଣ୍ଡି । କୁନି ପିଲାଟି ନୂଆ ଡ୍ରେସ ପିନ୍ଧି ଚନ୍ଦନ ଟିପା ଲଗାଇ, ଫୁଲମାଳ ପକେଇ ସଜେଇ ହେବ । ଠିକ ବର ପରି । ବର ପାଖରେ ବସି ସେ ବି ଯିବ କନ୍ୟା ଘରକୁ । ଆମ ବାହାଘରରେ ଏମିତି ପରମ୍ପରା ରହିଛି । କାର ଭିତରେ ବର କୋଳରେ ବାଛୁରୀ ମାର୍କଣ୍ଡି ହୋଇ ଯିବା କେବେ…

କାଲି ହାତଗଣ୍ଠି ଫିଟାଉଥିଲେ, ଆଜି ଶବ ହୋଇଗଲେ..ସାମ୍ନାକୁ ଆସିଲା ବାହାଘର ଉତ୍ସବର ଫଟୋ

ବ୍ରହ୍ମପୁର: ଦିଗପହଣ୍ଡି ଦୁର୍ଘଟଣା ପରେ ଭାଇରାଲ ହେଉଛି ବାହାଘରର ଫଟୋ । ଏଇ ବାହାଘରରେ  କେତେ ଖୁସି ମନେଇଥିଲେ । ହସିଥିଲେ, ନାଚିଥିଲେ । ସେ ସବୁର ଫଟୋ ଏବେ ସୋସିଆଲ ମିଡିଆାରେ ଘୁରି ବୁଲୁଛି । ହସଖୁସି ମୁହୂର୍ତ୍ତର ଏଇ ଫଟୋ ଦେଖି ପରିବାର ଲୋକଙ୍କ ଛାତି ଫାଟି ଯାଉଛି । ଏଇ ଫଟୋକୁ…

ଭାଇରାଲ ହେଉଛି ଶ୍ରୀମନ୍ଦିର ଏବଂ ତିନିଠାକୁରଙ୍କ ଫଟୋ, ଭିଡିଓ; ସୁରକ୍ଷା ବ୍ୟବସ୍ଥାକୁ ନେଇ ପ୍ରଶ୍ନବାଚୀ

ପୁରୀ: କଡା ସୁରକ୍ଷା ଭିତରେ ବି ଭାଇରାଲ ହେଉଛି ଶ୍ରୀମନ୍ଦିର ଭିତର ଫଟୋ । ଜଣେ ବ୍ୟକ୍ତି ଶ୍ରୀମନ୍ଦିର ଭିତରେ ଭିଡିଓ ସୁଟ କରିବା ସହ ଏହାକୁ ସୋସିଆଲ ମିଡିଆରେ ସେୟାର କରିଛନ୍ତି । ଖାଲି ଶ୍ରୀମନ୍ଦିର ନୁହେଁ, ଆଡପ ମଣ୍ଡପରେ ବିଜେ ଶ୍ରୀବିଗ୍ରହଙ୍କ ଫଟୋ ମଧ୍ୟ ଭାଇରାଲ ହୋଇଛି । ତେବେ ଏଠାରେ…

ଦିଗପହଣ୍ଡି ବସ୍‌ ଦୁର୍ଘଟଣା; ସହାୟତା ରାଶି ଘୋଷଣା କଲେ କେନ୍ଦ୍ର ସରକାର, ଗୃହମନ୍ତ୍ରୀ ଅମିତ ଶାହଙ୍କ ଶୋକ

ଗଞ୍ଜାମ: ଗଞ୍ଜାମ ଜିଲ୍ଲା ଦିଗପହଣ୍ଡିରେ ହୋଇଥିବା ଭୟଙ୍କର ସଡ଼କ ଦୁର୍ଘଟଣାରେ ଶୋକ ପ୍ରକାଶ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ। ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଟ୍ୱିଟ୍ କରି ଶୋକ ପ୍ରକାଶ କରିବା ସହିତ କ୍ଷତିପୂରଣ ମଧ୍ୟ ଘୋଷଣା…