Latest Odisha News

BREAKING NEWS

Browsing Category

ଓଡିଶା

Odisha

ଆଜି ହେରା ପଞ୍ଚମୀ; ଅଭିମାନରେ ମହାପ୍ରଭୁଙ୍କ ରଥ ଭାଙ୍ଗିବେ ମା’ ଲକ୍ଷ୍ମୀ

ପୁରୀ:ଜଗତର ଠାକୁର ସେ  । ହେଲେ ଭକ୍ତ ପାଇଁ ସତେ ଯେମିତି ଅତି ଆପଣାର କେହି ଜଣେ । ବିଶ୍ୱ ବ୍ରହ୍ମାଣ୍ଡର ଏହି କର୍ତ୍ତାଙ୍କର  ଅଦ୍ଭୂତ ଲୀଳାଖେଳା ମନରେ ବି ସେମିତି ଏକ ମାନବୀୟ ଭାବ ସୃଷ୍ଟି କରିଥାଏ । ମା’ ଲକ୍ଷ୍ମୀଙ୍କୁ ଛାଡି  ଭାଇ ଭଉଣୀ ସାଙ୍ଗରେ ଗୁଣ୍ଡିଚା ମନ୍ଦିରକୁ ଚାଲି ଆସିଛନ୍ତି…

ବିଶ୍ୱ ସ୍ତରୀୟ ହେବ ନନ୍ଦନକାନନ ପ୍ରାଣୀ ଉଦ୍ୟାନ; ଦୁଇଟି ପର୍ଯ୍ୟାୟରେ କାମ ସାରିବାକୁ ନିର୍ଦ୍ଦେଶ

ଭୁବନେଶ୍ୱର: ବିଶ୍ୱ ସ୍ତରୀୟ ହେବ ନନ୍ଦନକାନନ ପ୍ରାଣୀ ଉଦ୍ୟାନ। ୫-ଟି କାର୍ଯ୍ୟକ୍ରମ ଅଧୀନରେ ଏହାକୁ ବିଶ୍ୱସ୍ତରୀୟ ପ୍ରାଣୀ ଉଦ୍ୟାନରେ ପରିଣତ କରିବାକୁ ରାଜ୍ୟ ସରକାର ଯୋଜନା ପ୍ରସ୍ତୁତ କରିଛନ୍ତି। ଏନେଇ ବନ ବିଭାଗ ପକ୍ଷରୁ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିକଟରେ ରୂପାନ୍ତରଣ…

୧୯ ଜିଲ୍ଲାରେ ପ୍ରବଳ ବର୍ଷା ନେଇ ସତର୍କ ସୂଚନା ଜାରି

ଭୁବନେଶ୍ୱର: ସାରା ରାଜ୍ୟକୁ ଛୁଇଁଲା ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ। ଗତକାଲି ଠାରୁ ମୌସୁମୀ ବାୟୁ ସାରା ରାଜ୍ୟକୁ ଛୁଇଁଥିବା ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି। ମୌସୁମୀ ପ୍ରଭାବରେ ସାରା ରାଜ୍ୟରେ ମେଘୁଆ ପାଗ ହେବା ସହ ଅନେକ ସ୍ଥାନରେ…

କୂଅ ଭିତରକୁ ଖସିପଡ଼ିଥିବା ୧୮ ମାସର ଛୋଟ ଛୁଆକୁ ଉଦ୍ଧାର କଲେ ଅଗ୍ନିଶମ ଅଧିକାରୀ

ବଲାଙ୍ଗୀର : ଠିକ୍ ସମୟରେ ଅଗ୍ନିଶମ କର୍ମଚାରୀଙ୍କ ଉଦ୍ଧାର କାର୍ଯ୍ୟ ଯୋଗୁଁ ବଲାଙ୍ଗୀରରେ ଏକ ଖୋଲା କୂଅ ଭିତରକୁ ଖସିପଡ଼ିଥିବା ଶିଶୁଟିର ଜୀବନ ବଞ୍ଚିଯାଇଛି। ମିଳିଥିବା ସୂଚନା ଅନୁଯାୟୀ, ଶୁକ୍ରବାର ଅପରାହ୍ନରେ ପଦ୍ମପୁର ଗ୍ରାମର ଅଦ୍ୟାଶା ବିଶ୍ୱାଳ (୧୮ ମାସ) ନାମକ ଜଣେ ନାବାଳିକା ୩୦ ଫୁଟ…

ଫାଇଭ ଟି ସଚିବଙ୍କ ବିରୋଧରେ ବର୍ଷିଲେ ପିସିସି ସଭାପତି, ଇସ୍ତଫା ଦେବାକୁ କଲେ ଆହ୍ବାନ

ଭୁବନେଶ୍ୱର: ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି (ଓପିସିସି)ର ସଭାପତି ଶରତ ପଟ୍ଟନାୟକ ଭି. କେ. ପାଣ୍ଡିଆନଙ୍କ ବିରୋଧରେ ଜୋରଦାର ବର୍ଷିଛନ୍ତି। ଯେଉଁ ଅଫିସର ମାନେ ୫-ଟି ସଚିବଙ୍କ ପରି ବିଜେଡି ଓ ବିଜେପିର ଦଳୀୟ କର୍ମୀଙ୍କ ଭଳି କାମ କରିବାକୁ ଚାହୁଁଛନ୍ତି ପ୍ରଥମେ ସେମାନେ ନିଜ ପଦରୁ ଇସ୍ତଫା…

ମୟୂରଭଞ୍ଜ ଜିଲ୍ଲାରେ ଆରମ୍ଭ ହେଲା ରାଜ୍ୟର ପ୍ରଥମ ଏଜୁକେସନାଲ୍ ଇ-ଷ୍ଟୁଡିଓ

ବାରିପଦା: ରାଜ୍ୟର ପ୍ରଥମ ଶିକ୍ଷା ଷ୍ଟୁଡିଓ (ଏଜୁକେସନାଲ୍ ଇ-ଷ୍ଟୁଡିଓ) ବାରିପଦା ଡିପିଇପି କାର୍ଯ୍ଯାଳୟରେ ଆରମ୍ଭ ହୋଇଛି । ଆଜି ଶିକ୍ଷା ଷ୍ଟୁଡିଓର ଉଦଘାଟନ କରି ବିଭିନ୍ନ ସ୍କୁଲର ଛାତ୍ରଛାତ୍ରୀଙ୍କ ସହ କଥା ହୋଇଛନ୍ତି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସୁଦାମ ମାରାଣ୍ଡି  । ଜିଲ୍ଲା…

ପୁରୀ ରଥ ଯାତ୍ରାରେ ଜେଏସପି ଫାଉଣ୍ଡେସନ ପକ୍ଷରୁ ଭୋଜନ ସେବା, ସୁନା ବେଶ ପର୍ଯ୍ୟନ୍ତ ଚାଲିବ

ଭୁବନେଶ୍ୱର: ଜିନ୍ଦଲ ଷ୍ଟିଲ ଆଣ୍ଡ ପାୱାରର ସମାଜକଲ୍ୟାଣ ସଂସ୍ଥା ଜେଏସପି ଫାଉଣ୍ଡେସନ ପୁରୀର ବିଶ୍ୱ ପ୍ରସିଦ୍ଧ ଜଗନ୍ନାଥ ରଥ ଯାତ୍ରା ସମୟରେ ଏହାର ମିଶନ ଜିରୋ ହଙ୍ଗର କାର୍ଯ୍ୟକ୍ରମ ଅଧୀନରେ ବର୍ତ୍ତମାନ ପର୍ଯ୍ୟନ୍ତ ୩୦୦,୦୦୦ରୁ ଅଧିକ ଭକ୍ତଙ୍କୁ ସତେଜ ରନ୍ଧା ଖାଦ୍ୟ ପ୍ରଦାନ କରାଯାଇଛି । ଏହାର…

ଲିଙ୍ଗରାଜ ମନ୍ଦିରର ୪ ସେବାୟତ ଗିରଫ, ସେବାୟତଙ୍କୁ କରିଥିଲେ ଦୁର୍ବ୍ୟବହାର

ଭୁବନେଶ୍ୱର: ଶୁକ୍ରବାର କମିଶନରେଟ୍ ପୋଲିସ ଲିଙ୍ଗରାଜ ମନ୍ଦିରର ୪ ଜଣ ସେବାୟତଙ୍କୁ ଗିରଫ କରିଛି । ଭକ୍ତଙ୍କୁ ଦୁର୍ବ୍ୟବହାର, ଜୋର ଜବରଦସ୍ତି ଟଙ୍କା ଆଦାୟ ଓ ଅଳଙ୍କାର ଛଡ଼ାଇ ନେଇଯିବା ଅଭିଯୋଗରେ ଲିଙ୍ଗରାଜ ମନ୍ଦିରର ୪ ସେବାୟତଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି ପୋଲିସ ।…

ଆବାସ ଦୁର୍ନୀତିର ହେବ ତଦନ୍ତ କହିଲେ ନଡ୍ଡା, କେନ୍ଦ୍ରର ବିଭାଗୀୟ ମନ୍ତ୍ରୀ ରଖିଲେ ଜବାବ

ଭୁବନେଶ୍ୱର: ରାଜ୍ୟ ସରକାର ଦୁର୍ନୀତିରେ ବୁଡିଛି। ଆବାସ ଯୋଜନାରେ ପ୍ରକୃତ ହିତାଧିକାରୀ ଘର ପାଇନାହାନ୍ତି। ଏହା ଏକ ଦୁର୍ନୀତି ଏହାର ତଦନ୍ତ ହେବ । ଭବାନୀପାଟଣାରେ ବିଜେପି ସଭାପତି ଜେ.ପି ନଡ୍ଡା ଏହା କହିଛନ୍ତି। ଏହାର ତଦନ୍ତ ହେବା ଦରକାର ଏଥିପାଇଁ ସେ କେନ୍ଦ୍ରର ବିଭାଗୀୟ ମନ୍ତ୍ରୀଙ୍କୁ…

ମହାପ୍ରଭୁଙ୍କ ପୂଜା ନାଁରେ ଅନଲାଇନ୍ ଠକେଇ, ପଶ୍ଚିମବଙ୍ଗରୁ ହେଉଛି ପରିଚାଳିତ

ପୁରୀ: ଲୋକଙ୍କ ଧାର୍ମିକ ଭାବନାର ସୁଯୋଗ ନେଇ ପୁରୀ ଜଗନ୍ନାଥ ମନ୍ଦିରରେ ଅନଲାଇନରେ ପୂଜାର୍ଚ୍ଚନାର ସୁଯୋଗ। ଏକ ଡିଜିଟାଲ୍ ପ୍ଲାଟଫର୍ମ ଭକ୍ତଙ୍କ ଭାବାବେଗ ସହ ଖେଳି ଲକ୍ଷାଧିକ ଟଙ୍କା ଠକି ନେଇଥିବା ଅଭିଯୋଗ ହୋଇଛି। ରଥଯାତ୍ରା ସମୟରେ ପୁରୀକୁ ଆସି ପାରୁ ନ ଥିବା ଭକ୍ତଙ୍କୁ ମନ୍ଦିର ଓ…