Latest Odisha News

BREAKING NEWS

Browsing Category

ଓଡିଶା

Odisha

ବନ ସୁରକ୍ଷା ସମିତି ପାଇଁ ସାରା ରାଜ୍ୟରେ ନିର୍ମାଣ ହେବ ୧୦ ହଜାର ଗୃହ

ଭୁବନେଶ୍ୱର: କ୍ଯାବିନେଟ୍ ଅନୁମୋଦନ କରିଥିବା ନିଷ୍ପତ୍ତି ଭିତରେ ବନ ସୁରକ୍ଷା ସମିତି ଗୃହ ନିର୍ମାଣ ରହିଛି । ଜଙ୍ଗଲର ସଂରକ୍ଷଣ ଓ ସୁରକ୍ଷା କ୍ଷେତ୍ରରେ ବନ ସୁରକ୍ଷା ସମିତି ପ୍ରମୁଖ ଭୂମିକା ଗ୍ରହଣ କରିଥାଏ । ବନ ସୁରକ୍ଷା ସମିତି ପାଇଁ ସାରା ରାଜ୍ୟରେ ୧୦ ହଜାର ଗୃହ ନିର୍ମାଣ କରାଯିବା ନେଇ…

ଦଳୀୟ କନ୍ଦଳ ପାଇଁ ଦୁଇ ମାସ ପରେ ବି ପୂରଣ ହୋଇପାରୁନି ବାଚସ୍ପତି ପଦ: ବିରୋଧୀ

ଭୁବନେଶ୍ୱର: ବିଧାନସଭାର ବାଚସ୍ପତି ପଦ ଦୁଇ ମାସରୁ ଊର୍ଦ୍ଧ୍ୱ ହେବ ଖାଲି ପଡ଼ିଥିବା ବେଳେ ଏହା କେବେ ପୂରଣ ହେବ ସେନେଇ କୌଣସି ସ୍ପଷ୍ଟ ସୂଚନା ମିଳିନାହିଁ। ଶାସକ ବିଜୁ ଜନତା ଦଳ ନୂଆ ବାଚସ୍ପତି ନିଯୁକ୍ତିରେ ବିଳମ୍ବକୁ ନେଇ ବିରୋଧୀଙ୍କ ସମାଲୋଚନାର ଶିକାର ହୋଇଥିବା ବେଳେ ସରକାର ସାମ୍ବିଧାନିକ…

କ୍ୟାବିନେଟ୍ ବୈଠକରେ ୧୭ଟି ପ୍ରସ୍ତାବକୁ ମଞ୍ଜୁରୀ, ମାଆଙ୍କ ପାଇଁ ୧ ଲକ୍ଷ ସ୍କୁଟି ଋଣରେ ସୁଧ ସମ୍ପୂର୍ଣ୍ଣ ଛାଡ଼

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବସିଥିବା କ୍ୟାବିନେଟ୍ ବୈଠକରେ ୧୭ଟି ପ୍ରସ୍ତାବକୁ ଅନୁମୋଦନ ମିଳିଛି । ୧୧ଟି ବିଭାଗର ୧୭ଟି ପ୍ରସ୍ତାବ ଉପରେ ମୋହର ମାରିଛି ରାଜ୍ୟ କ୍ୟାବିନେଟ୍ । କ୍ୟାବିନେଟ୍ ବୈଠକରେ ମିଶନ ଶକ୍ତି ସ୍କୁଟର ଯୋଜନା ପାଇଁ ୫୨୮.୫୫ କୋଟି…

ରତ୍ନଭଣ୍ଡାର ଖୋଲିବାକୁ ପୁରୀ ଗଜପତିଙ୍କୁ ଚିଠି ଲେଖିଲେ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ

ପୁରୀ: ଖୋଲାଯାଉ ରତ୍ନଭଣ୍ଡାର । ଶ୍ରୀମନ୍ଦିର ରତ୍ନଭଣ୍ଡାର ଖୋଲିବାକୁ ଦାବି କରି ଅନ୍ତର୍ଜାତୀୟ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ଚିଠି ଲେଖିଛନ୍ତି । ପୁରୀ ଗଜପତି ମହାରାଜ ଦିବ୍ୟସିଂହ ଦେବଙ୍କୁ ଚିଠି ଲେଖି ଶ୍ରୀମନ୍ଦିର ରତ୍ନଭଣ୍ଡାର ଖୋଲିବାକୁ ଦାବି କରିଛନ୍ତି । ଚିଠିରେ ଉଲ୍ଲେଖ…

ବାଲି ବୋଝେଇ ଟ୍ରକ୍ ଛାଡ଼ିବାକୁ ଲକ୍ଷେ ଟଙ୍କା ଲାଞ୍ଚ ନେଇ ଧରା ପଡ଼ିଲେ ଆଇଆଇସି

ବୌଦ୍ଧ: ଭିଜିଲାନ୍ସ ଜାଲରେ ଆଉ ଜଣେ ପୋଲିସ ଅଧିକାରୀ । ବୌଦ୍ଧ ଜିଲ୍ଲା ହରଭଙ୍ଗା ଥାନା ଆଇଆଇସି ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଧରା ପଡ଼ିଛନ୍ତି । ଏକ ଲକ୍ଷ ଟଙ୍କା ଲାଞ୍ଚ ନେବା ବେଳେ ହରଭଙ୍ଗା ଥାନା ଆଇଆଇଲି ପୁଷ୍ପଲତା ରାଉତରାୟଙ୍କୁ ଲାଞ୍ଚ ଟଙ୍କା ସହ କାବୁ କରି ନେଇଛି ଭିଜିଲାନ୍ସ ।…

୧୦ ବର୍ଷ ବିତିଗଲା ଶୁଣିଲାନି ପ୍ରଶାସନ, ଶେଷରେ ଗ୍ରାମବାସୀ ପାଣି ମଡ଼ାଇବାକୁ ନିଜେ ଖୋଳିଲେ କେନାଲ

ରାୟଗଡ଼ା: କାହା ହାତରେ କୋଦାଳ ତ ଆଉ କାହା ହାତରେ ଶାବଳ । ଚାଷ ଜମିକୁ ଜଳ ସେଚନ ଲାଗି ଚାଲିଛି କେନାଲ ନିର୍ମାଣ । ହେଲେ କୌଣସି ସରକାରୀ ଯୋଜନାରେ ନୁହେଁ ବରଂ ଗ୍ରାମବାସୀ ନିଜସ୍ୱ ଉଦ୍ୟମରେ ଶ୍ରମ ଦାନ ତରି ତିଆରି କରୁଛନ୍ତି କେନାଲ୍ । ରାୟଗଡ଼ା ଜିଲ୍ଲା କାଶୀପୁର ବ୍ଲକ ନୂଆଗାଁ…

୩ ଦିନ ଯାଏ କମିବ ବର୍ଷା, ୨୫ରୁ ପୁଣି ବଢ଼ିବ

ଭୁବନେଶ୍ୱର: ଗତକାଲି ସୃଷ୍ଟି ହୋଇଥିବା ଲଘୁଚାପ କ୍ଷେତ୍ର ଆଜି ଦକ୍ଷିଣ ଓଡ଼ିଶା ଓ ଉତ୍ତର ଆନ୍ଧ୍ରପ୍ରଦେଶ ଏବଂ ସଂଲଗ୍ନ ଉତ୍ତରପଶ୍ଚିମ ଏବଂ ପଶ୍ଚିମକେନ୍ଦ୍ରୀୟ ବଙ୍ଗୋପସାଗର ଉପରେ ସକ୍ରିୟ ରହିବା ସହ ଆଉ ଏକ ଘୂର୍ଣ୍ଣିବଳୟ ସହ ଯୋଡ଼ି ହୋଇଛି । ଯାହାକି ଆଗାମୀ ୨ ଦିନ ଯାଏ ପଶ୍ଚିମ-ଉତ୍ତରପଶ୍ଚିମ…

ମୋକିମ୍ ଓ ଚିରଞ୍ଜୀବଙ୍କ ନିଲମ୍ବନକୁ ବିରୋଧ, କଂଗ୍ରେସ ଭବନ ଆଗରେ ସମର୍ଥକଙ୍କ ଆନ୍ଦୋଳନ

ଭୁବନେଶ୍ୱର: ନିଲମ୍ବନକୁ ନେଇ ବଢ଼ୁଛି ଅଡ଼ୁଆ, ବଢ଼ୁଛି ବିବାଦ । ଦଳ ବିରୋଧୀ କାର୍ଯ୍ୟ ଅଭିଯୋଗରେ ଏଆଇସିସି ମହମ୍ମଦ ମୋକିମ୍ ଓ ଚିରଞ୍ଜୀବ ବିଶ୍ୱାଳଙ୍କୁ ନିଲମ୍ବିତ କରିଥିଲା । ଆଉ ନିଲମ୍ବନ ନିଆଁ ଏବେ କର୍ମୀଙ୍କ ମଧ୍ୟରେ ଆକ୍ରୋଶ ହୋଇ ବ୍ୟାପିବାରେ ଲାଗିଛି । ମହମ୍ମଦ ମୋକିମ୍ ଓ ଚିରଞ୍ଜୀବ…

ଠାକୁର ଘରେ ରଖନ୍ତୁ ନାହିଁ ଏହି ବସ୍ତୁ, ନହେଲେ ହୋଇଯିବେ ବର୍ବାଦ…

ଓଡିଶା ସମ୍ବାଦ ବ୍ୟୁରୋ: ନକାରାତ୍ମକ ଶକ୍ତି ଆପଣଙ୍କ ଜୀବନ ଓ ସମସ୍ତ ଗତିବିଧି ପାଇଁ କ୍ଷତିକାରକ ହୋଇଥାଏ । ଘରେ କୌଣସି ପ୍ରକାରର ମଧ୍ୟ ନକାରାତ୍ମକ ଶକ୍ତି ବଢିବା ଉଚିତ ନୁହେଁ ,କାରଣ ବାସ୍ତୁଶାସ୍ତ୍ର ଅନୁସାରେ ପାଞ୍ଚଟି ବସ୍ତୁ ଘରେ ନକାରାତ୍ମକ ଉର୍ଜା ବା ଶକ୍ତିକୁ ଜନ୍ମ ଦେଇଥାଏ । ବାସ୍ତୁ…

୩୧ ହଜାର ଟଙ୍କା ଲାଞ୍ଚ ନେଇ ଧରା ପଡ଼ିଲେ ସମଗ୍ର ଶିକ୍ଷା ପ୍ରକଳ୍ପ କୋ-ଅର୍ଡିନେଟର୍

ବଲାଙ୍ଗିର: ଭିଜିଲାନ୍ସ ଜାଲରେ ବଲାଙ୍ଗିର ଜିଲ୍ଲା ସମଗ୍ର ଶିକ୍ଷା ପ୍ରକଳ୍ପ କୋ-ଅର୍ଡିନେଟର୍ ପୁଷ୍ପାଙ୍ଗିନୀ ଜୋଶୀ । ୩୧ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ପୁଷ୍ପାଙ୍ଗିନୀଙ୍କୁ ଧରିବା ସହ ଲାଞ୍ଚ ଟଙ୍କା ଜବତ କରିଛି । ସୂଚନା ଅନୁସାରେ, ଜଣେ ପ୍ରଧାନଶିକ୍ଷକ ତଥା ପୂର୍ବତନ…