Latest Odisha News

BREAKING NEWS

Browsing Category

ଓଡିଶା

Odisha

ଏସପି ଅଫିସଠୁ ୫୦୦ ମିଟର ଦୂରରେ ଥିବା କନେଷ୍ଟବଳଙ୍କ ଘରୁ ଚୋରି

କେନ୍ଦ୍ରାପଡା: ଏସପି ଅଫିସଠୁ ମାତ୍ର ୫୦୦ ମିଟର ଦୂରରେ ଥିବା ଜଣେ ପୋଲିସ କନଷ୍ଟେବଳଙ୍କ ଘରେ ଚୋରି ହୋଇଛି। ଯାହାକି ସହରରେ ଆଲୋଡ଼ନ ସୃଷ୍ଟି କରିଛି। ଆଉ ପୋଲିସ ପାଟ୍ରୋଲିଂ ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି। କେନ୍ଦ୍ରାପଡ଼ାର ଜାଜଙ୍ଗ ସ୍ଥିତ କନଷ୍ଟେବଳ ବିମାଲେନ୍ଦୁ ପାଢୀଙ୍କ ଘରୁ ଏହି…

ନୂଆପଡ଼ାରେ ଟ୍ରମା କେୟାର୍ ସେଣ୍ଟର ପାଇଁ ୭୫.୭୦ କୋଟି ଟଙ୍କା ମଞ୍ଜୁର

ଭୁବନେଶ୍ୱର: ନୂଆପଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଆଧୂନିକ ଟ୍ରମା କେଆର୍ କେନ୍ଦ୍ର ନିର୍ମାଣ ନିମନ୍ତେ ରାଜ୍ୟ ସରକାର ୭୫.୭୦ କୋଟି ଟଙ୍କା ମଞ୍ଜୁର କରିଛନ୍ତି । ପ୍ରକଳ୍ପର ଖର୍ଚ୍ଚ ଆକଳନକୁ ପ୍ରଶାସନିକ ଅନୁମୋଦନ ଦେଇ ନିର୍ଦ୍ଧାରିତ ସମୟ ସୀମା ମଧ୍ୟରେ କାର୍ଯ୍ୟ ପୂର୍ଣ୍ଣାଙ୍ଗ କରିବାକୁ…

କ୍ଷତ ବିକ୍ଷତ ଥିବା ହାତୀର ମୃତ ଦେହ ଉଦ୍ଧାର, ସ୍ଥାନୀୟ ଲୋକଙ୍କ ଦାବି

ଅନୁଗୁଳ: ଏକାଧିକ ଗୁଳି ବାଜି କ୍ଷତବିକ୍ଷତ ହୋଇଥିବା ଏକ ଦନ୍ତାହାତୀର ଶବ ଉଦ୍ଧାର ହୋଇଛି। ଅନୁଗୁଳ ବନ ଖଣ୍ଡ ଅଧୀନରେ ଥିବା ସାତକୋଶିଆର ଜିଲିନ୍ଦା ରେଞ୍ଜର ଏହି ଦନ୍ତା ହାତୀର ଗଳିତ ଶବକୁ ଉଦ୍ଧାର କରିଛନ୍ତି। ଜଙ୍ଗଲକୁ କାଠ ସଂଗ୍ରହ କରିବାକୁ ଆସିଥିବା ସ୍ଥାନୀୟ ବ୍ୟକ୍ତିମାନେ ଏହି…

ଦିନକରେ ଦୁଇ ଅଘଟଣ; ରାୟଗଡ଼ାରେ ମାଲବାହୀ ଟ୍ରେନ୍ ଲାଇନଚ୍ୟୁତ୍, ଢେଙ୍କାନାଳରେ ଲାଗିଲା ନିଆଁ

ରାୟଗଡ଼ା/କାମାକ୍ଷାନଗର: ଭାରତୀୟ ରେଳବାଇ ପିଛା ଅଘଟଣ, ଦୁର୍ଘଟଣା ପିଛା ଛାଡ଼ୁନି । ଆଜି ଗୋଟିଏ ଦିନରେ ରାଜ୍ୟର ୨ଟି ସ୍ଥାନରେ ଟ୍ରେନ୍ ଦୁର୍ଘଟଣା ସାମ୍ନାକୁ ଆସିଛି । ରାୟଗଡ଼ାରେ ମାଲବାହୀ ଟ୍ରେନ୍ ଲାଇନଚ୍ୟୁତ୍ ହୋଇଥିବା ବେଳେ ଢେଙ୍କାନାଳରେ ମାଲବାହୀ ଟ୍ରେନରେ ନିଆଁ ଲାଗି ଯାଇଛି ।…

ମନରେଗାରେ ନିର୍ମିତ ଖେଳ ପଡ଼ିଆରେ ଅନିୟମିତତା ଅଭିଯୋଗ, କାମ ବନ୍ଦ କଲେ ଗାଁ ଲୋକେ

ବାଲେଶ୍ୱର: ଭୋଗରାଇ ବ୍ଲକ ଅନ୍ତର୍ଗତ ଡୁବାସାହି ଗାଁର ବାସିନ୍ଦା ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଯୁକ୍ତି ଗ୍ୟାରେଣ୍ଟି ଆକ୍ଟ ମଧ୍ୟରେ ଏକ ବଡ଼ ଧରଣର ଦୁର୍ନୀତି ହୋଇଥିବା ଅଭିଯୋଗ ଆଣି ଏକ ନିର୍ମାଣ ପ୍ରକଳ୍ପକୁ ଅଟକାଇଛନ୍ତି। ଖବର ଅନୁଯାୟୀ, ଗୟା ପ୍ରସାଦ ଉଚ୍ଚ ବିଦ୍ୟାଳୟରେ ଏକ ଖେଳ…

୪୫ ଡିଗ୍ରୀରେ ଫୁଟିଲା ପଶ୍ଚିମ ଓଡ଼଼ିଶାର ୫ ସହର, ଭୁବନେଶ୍ୱରରେ ଆଜି ବି ୪୪ ପାର୍

ଭୁବନେଶ୍ୱର: ସକାଳୁ ତାତୁଛି, ରାତି ଯାଏ ଜାଳୁଛି । ଉପକୂଳରୁ ଆଭ୍ୟନ୍ତରୀଣ ଓ ପଶ୍ଚିମ ଓଡ଼ିଶା ଟକମକ ହୋଇ ଫୁଟୁଛି । ଆଜି ପଶ୍ଚିମ ଓଡ଼ିଶାର ୫ଟି ସ୍ଥାନରେ ପାରଦ ୪୫ ଡିଗ୍ରୀ ଉପରେ ରହିଥିବା ବେଳେ ରାଜ୍ୟର ୧୨ଟି ସ୍ଥାନରେ ତାପମାତ୍ରା ୪୦ ଡିଗ୍ରୀ ଉପରେ ରହିଛି । ସୋନପୁରରେ ରାଜ୍ୟର ସର୍ବାଧିକ…

ବରିଷ୍ଠ ରାଜସ୍ୱ ସହାୟକଙ୍କ ୧୫ ପ୍ଲଟ୍ ସହ ଅନ୍ୟ ସମ୍ପତ୍ତି ଠାବ

ଭୁବନେଶ୍ୱର: ମୟୂରଭଞ୍ଜ ଜିଲ୍ଲା ବାରିପଦା ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ବରିଷ୍ଠ ବରିଷ୍ଠ ରାଜସ୍ୱ ସହାୟକ ଭିଜିଲାନ୍ସ ଜାଲରେ ଫସିଛନ୍ତି । ବରିଷ୍ଠ ରାଜସ୍ୱ ସହାୟକ ରାମଚନ୍ଦ୍ର ସେନଙ୍କ ୫ଟି ସ୍ଥାନରେ ଭିଜିଲାନ୍ସ ରେଡ୍ କରିଥିବା ବେଳେ ବାବୁଙ୍କ ସମ୍ପତ୍ତି ସମସ୍ତଙ୍କୁ ତାଜୁବ୍ କରିଛି ।…

ଅପରାଜିତାଙ୍କ ପରେ ଶ୍ରୀମୟୀଙ୍କ ପ୍ରେସମିଟ; କଟାକ୍ଷ କରି କହିଲେ ‘ମାଡାମଙ୍କର ବ୍ୟୁରୋକ୍ୟାଟିକ୍‌ ସ୍ୱଭାବ ଯାଇନି’

ଭୁବନେଶ୍ୱର:ନାଁ ନ ନେଇ ୫ଟି ସଚିବଙ୍କ ଉପରେ ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀ ବର୍ଷିବା ପରେ ଏହାର ଜବାବ ରଖିଛନ୍ତି ବିଜେଡି ମୁଖପାତ୍ର ଶ୍ରୀମୟୀ ମିଶ୍ର । ଏକ ସାମ୍ବାଦିକ ସମ୍ମିଳନୀରେ ଶ୍ରୀମତୀ ମିଶ୍ର ଅପରାଜିତାଙ୍କ ସୁଧାସଳଖ ପ୍ରଶ୍ନର ଉତ୍ତର ନ ଦେଇ ଓଲଟା ଅପରାଜିତାଙ୍କୁ ଆକ୍ଷେପ କରି…

ଆୟଠୁ ଅଧିକ ୨୮୦ ପ୍ରତିଶତ ସମ୍ପତ୍ତି ଠାବ, ନିଲମ୍ବିତ ଯୋଗାଣ ଅଧିକାରୀଙ୍କୁ ବାନ୍ଧିଲା ଭିଜିଲାନ୍ସ

ଭୁବନେଶ୍ୱର: ନୟାଗଡ଼ର ନିଲମ୍ବିତ ଯୋଗାଣ ଅଧିକାରୀ ବ୍ରଜେନ୍ଦ୍ର କୁମାର ନାୟକଙ୍କୁ ଭିଜିଲାନ୍ସ ଗିରଫ କରିଛି । ତାଙ୍କ ଠାରୁ ଆୟଠୁ ଅଧିକ ୨୮୦ ପ୍ରତିଶତ ସମ୍ପତ୍ତି ଠାବ କରିଛି ଭିଜିଲାନ୍ସ । ଠାବ କରାଯାଇଥିବା ସମ୍ପତ୍ତି ନେଇ ବ୍ରଜେନ୍ଦ୍ର କୌଣସି ସନ୍ତୋଷଜନକ ଉତ୍ତର ଭିଜିଲାନ୍ସକୁ ଦେଇ ପାରି…

ଆଉ ୩ ଦିନ ଅତ୍ୟଧିକ ଗ୍ରୀଷ୍ମ ପ୍ରବାହ, ଦିନ ସାଢ଼େ ୨ଟା ସୁଦ୍ଧା ଭୁବନେଶ୍ୱରରେ ପାରଦ ୪୪ ଓ ସମ୍ବଲପୁରରେ ୪୫

ଭୁବନେଶ୍ୱର: ରାଜ୍ୟରେ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ଜାରି ରହିଛି । ପଶ୍ଚିମ ଓଡ଼ିଶାରୁ ଉପକୂଳ ସବୁଠି ତାତିର ପ୍ରକୋପ ଲାଗି ରହିଥିବା ବେଳେ ଗୁଳୁଗୁଳିରେ ଆଉଟୁ ପାଉଟୁ ହେଉଛନ୍ତି ଲୋକେ । ପାଣିପାଗ ବିଭାଗର ଆକଳନ ଅନୁସାରେ, ଏଭଳି ଗ୍ରୀଷ୍ମ ପ୍ରବାହ ଆଉ ୩ ଦିନ ଲାଗି ରହିବ ।…