Latest Odisha News

BREAKING NEWS

Browsing Category

ଓଡିଶା

Odisha

ଠେଙ୍ଗାରେ ପିଟି ବାପାକୁ ହତ୍ୟା କଲା ପୁଅ; ମା’ ଗୁରୁତର

 ଦେବଗଡ: ମହଙ୍ଗା ପଡ଼ିଲା ମଦ ନିଶା । ନିଶା ପାଖରେ ଫିକା ପଡିଲା ରକ୍ତ ସମ୍ପର୍କ । ହଜିଗଲା ବିବେକବୋଧ । ମଦ ନିଶାରେ ବାପାକୁ ହାଣିଦେଲା । ବାପାକୁ ବଞ୍ଚାଇବାକୁ ଆସି ମା’ ବି ହେଲା ଆକ୍ରୋଶର ଶିକାର । ଆଉ ଏପଟେ ନିଶା ଉତୁରିଲା ବେଳକୁ ହତ୍ୟାକାରୀ ପୁଅ ଏବେ ଜେଲ ଚାରିକାନ୍ଥ ଭିତରେ । ଏମିତି…

ଇଞ୍ଜିନିୟରଙ୍କ ସମ୍ପତ୍ତି ଦେଖି ଭିଜିଲାନ୍ସ ତାଟକା; ଯେତେ ଖୋଜୁଛି, ସେତେ ବାହାରୁଛି

ଭୁବନେଶ୍ୱର:ଆସିଷ୍ଟାଣ୍ଡ ଇଞ୍ଜିନିୟରଙ୍କ ସମ୍ପତ୍ତି ଦେଖି ଭିଜିଲାନ୍ସ ତାଟକା । ଯେତେ ଖୋଳୁଛି ସେତେ ବାହାରୁଛି ସମ୍ପତ୍ତି । ସୋମବାର କଟକ ସଦର ବ୍ଲକ ଆସିଷ୍ଟାଣ୍ଡ ଇଞ୍ଜନିୟର ବିକାଶ ଚରଣ ଭୂୟାଁଙ୍କ ଘରେ ଭିଜିଲାନ୍ସ ଚଢାଉ ବେଳେ ଜବତ ହୋଇଛି କୋଟି କୋଟି ଟଙ୍କାର ସମ୍ପତ୍ତି । ବାବୁଙ୍କର…

ବଲିଉଡ କଣ୍ଠଶିଳ୍ପୀଙ୍କ ବିରୋଧରେ ନିର୍ଯାତନା ଅଭିଯୋଗ, କଟକ ମହିଳା ଥାନାରେ ଏତଲା

କଟକ: ବଲିଉଡର ପ୍ରତିଷ୍ଠିତ କଣ୍ଠଶିଳ୍ପୀ ତଥା କୋଲକାତା ନିବାସୀ ସୌରିନ ଭଟ୍ଟଙ୍କ ନାଁରେ ଥାନାରେ ଏତଲା। ମାନସିକ ଓ ଶାରୀରିକ ନିର୍ଯାତନା ଅଭିଯୋଗ ଆଣି ଥାନାରେ ଏତଲା ଦେଇଛନ୍ତି ଯୁବତୀ। ମହିଳା ଜଣଙ୍କ ପ୍ରଥମେ ଜଗତପୁର ଥାନାକୁ ଯାଇଥିଲେ, ସେଠାରୁ ମହିଳା ଥାନା ପଠାଇଥିଲା ପୋଲିସ। ଗାୟିକା…

ବାହାନଗାରେ ଶକ୍ତିମନ୍ତ୍ରୀଙ୍କ ସଭାରେ ବିଜୁଳି କାଟ

ବାହାନଗା: ଟ୍ରେନ ଦୁର୍ଘଟଣାରେ ମୃତକଙ୍କ ପାଇଁ ବାହାନଗାରେ ଆୟୋଜିତ ହେଉଛି ବିଶ୍ବଶାନ୍ତି ଯଜ୍ଞ। ଏହି ସର୍ବଧର୍ମ ଶ୍ରଦ୍ଧାଞ୍ଜଳି ସଭାରେ ଯୋଗ ଦେବାକୁ ଶକ୍ତିମନ୍ତ୍ରୀ ପ୍ରତାପ ଦେବ ଆସିଥିଲେ। କିନ୍ତୁ ମନ୍ତ୍ରୀ, ସ୍ଥାନୀୟ ବିଧାୟକ ଓ ଅନ୍ୟାନ୍ୟ ଅଧିକାରୀ ଆସିଥିବା ବେଳେ ହଠାତ ସଭାରେ ବିଦ୍ୟୁତ…

ମୁକ୍ତା ଯୋଜନାରେ ଦକ୍ଷିଣାଞ୍ଚଳ ଆରଡିସି ଡିଭିଜନର ୧୦ ଜିଲ୍ଲାକୁ ୧୮୩ କୋଟି ମଞ୍ଜୁର

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ କର୍ମତତ୍ପରତା ଅଭିଯାନ ବା ମୁକ୍ତା ଯୋଜନାରେ ଦ୍ବିତୀୟ ପର୍ଯ୍ୟାୟରେ ଦକ୍ଷିଣାଞ୍ଚଳ ଆରଡିସି ଡିଭିଜନର ୧୦ଟି ଜିଲ୍ଲାର ୪୨ଟି ସହରାଞ୍ଚଳ ପାଇଁ ୧୮୩.୮୧ କୋଟି ଟଙ୍କା ମଞ୍ଜୁର କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏହି ପର୍ୟ୍ୟାୟରେ ଗଞ୍ଜାମ, ଗଜପତି,…

ଆବାସ ଯୋଜନାରେ ୧୦ ହଜାର ଟଙ୍କା ଲାଞ୍ଚ ନେବା ବେଳେ ଯନ୍ତ୍ରୀ ଗିରଫ

ନୂଆପଡ଼ା: ଖଡିଆଳରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ସେକ୍ସନର ଯନ୍ତ୍ରୀ ଲାଞ୍ଚ ନେଉଥିବା ବେଳେ ଧରାପଡ଼ିଛନ୍ତି। ଜଣେ ଆବାସ ହିତାଧିକାରୀଙ୍କଠାରୁ ୧୦ ହଜାର ଟଙ୍କା ନେବା ସମୟରେ ଅଭିଯୁକ୍ତ ଦେବ ଚନ୍ଦନ ରାଉତ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି। ଆବାସ ଯୋଜନାର ସେକ୍ସନରେ କନିଷ୍ଠ ଯନ୍ତ୍ରୀ ପଦବୀରେ…

ପାରାଦୀପ: ବିଦ୍ୟୁତ ଆଘାତରେ ଝିଅ ମୃତ, ୪ ଗୁରୁତର

ପାରାଦୀପ: ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଜଣେ ଯୁବତୀଙ୍କ ମୃତ୍ୟୁ ଘଟିଥିବା ବେଳେ ବାପା-ମା'ଙ୍କ ସମେତ ଚାରି ଜଣ ଗୁରୁତର ଆହତ ହୋଇଛନ୍ତି। କୁଜଙ୍ଗ ଥାନା ଅନ୍ତର୍ଗତ ବାଲିସାହି ଅଞ୍ଚଳରେ ଏହି ଅଘଟଣ ଘଟିଛି। ଆହତମାନଙ୍କୁ ତୁରନ୍ତ ଚିକିତ୍ସା ପାଇଁ କୁଜଙ୍ଗ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।…

ଶକ୍ତିମନ୍ତ୍ରୀଙ୍କ ଘର ଆଗରେ ଲଣ୍ଠନ ଓ ବିଞ୍ଚଣା ଧରି ପ୍ରତିବାଦ ପ୍ରଦର୍ଶନ ଓ ଟମାଟୋ ମାଡ଼

ଭୁବନେଶ୍ୱର: ଶକ୍ତି ମନ୍ତ୍ରୀ ପ୍ରତାପ ଦେବାଙ୍କ ଘର ଆଗରେ ଛାତ୍ର କଂଗ୍ରେସ ପକ୍ଷରୁ ବିକ୍ଷୋଭ। ଭୁବନେଶ୍ବର ବାସଭବନ ଆଗରେ ବିକ୍ଷୋଭ ପ୍ରଦର୍ଶନ। ଲଣ୍ଠନ ଓ ବିଞ୍ଚଣା ଧରି ପ୍ରତିବାଦ ପ୍ରଦର୍ଶନ କରିବା ସହ ଟମାଟୋ ମାଡ଼ କରିଛି ଛାତ୍ର କଂଗ୍ରେସ। ମନ୍ତ୍ରୀ ସରକାରୀ ବାସଭବନରେ ନଥିବା ସୂଚନା ରହିଛି।…

ଚଳନ୍ତା ଗାଡ଼ିରେ ଲାଗିଗଲା ନିଆଁ; ରାସ୍ତା ମଝିରେ ହୁତହୁତ ଜଳିଲା

ଭଦ୍ରକ: ରାସ୍ତା ମଝିରେ ଜଳୁ୍ଥିଲା ଗାଡି । ହୁତହୁତ ହୋଇ ଜଳୁଥିଲା । ଦ୍ରୁତଗତିରେ ଥିବା ଗାଡିଟିରେ ହଠାତ କେମିତି ନିଆଁ ଲାଗିଗଲା ବୁଝି ହେଉ ନ ଥିଲା । ଏମିତି ଘଟଣା ଘଟିଛି ଭଦ୍ରକ ଜିଲ୍ଲା ବାସୁଦେବ ପୁର ଅଞ୍ଚଳରେ । ଚମ୍ପୁଆ ଥାନା ୫୨୦ ନମ୍ବର ଜାତୀୟ ରାଜପଥ ବାସୁଦେବପୁର ବ୍ରିଜ ନିକଟରେ…

ଟ୍ବିନ୍ ସିଟିରେ ସ୍ବାଭାବିକଠୁ ଅଧିକ ରହିବ ତାପମାତ୍ରା, ୧୧ ଟା ୩୦ ସୁଦ୍ଧା ସମ୍ବଲପୁରରେ ଅଧିକ ତାତି

ଭୁବନେଶ୍ୱର: ଆଜି ଗ୍ରୀଷ୍ମ ପ୍ରବାହରେ ଆଉଟ ପାଉଟ ହେବ ଟ୍ବିନ ସିଟି। ସତର୍କ କଲା ଭୁବନେଶ୍ବର ପାଣିପାଗ କେନ୍ଦ୍ର। ସ୍ୱାଭାବିକ ତୁଳନାରେ ୬.୫ ଡ଼ିଗ୍ରୀ କିମ୍ବା ଅଧିକ ବ୍ୟବଧାନରେ ରେକର୍ଡ ହୋଇପାରେ ସର୍ବୋଚ୍ଚ ଦିନ ତାପମାତ୍ରା। ରାଜଧାନୀରେ ସକାଳ ୮.୩୦ ସୁଦ୍ଧା ୩୫ ଡ଼ିଗ୍ରୀ ତାପମାତ୍ରା ଏବଂ ୬୫%…