Latest Odisha News

BREAKING NEWS

Browsing Category

ଓଡିଶା

Odisha

ମନ୍ତ୍ରୀ ପଦ କାଢ଼ିନେଲେ ଟିକେଟ ଦେବେ ତ ?

ଭୁବନେଶ୍ୱର: କାହିଁକି ମନ୍ତ୍ରୀମଣ୍ଡଳରୁ ବାଦ ପଡିଲେ ରୋହିତ ପୂଜାରୀ। ଉଚ୍ଚଶିକ୍ଷା ମନ୍ତ୍ରୀ ଭାବେ ରୋହିତ ପୂଜାରୀଙ୍କ ପ୍ରଦର୍ଶନ ଖରାପ ଥିବାରୁ ତାଙ୍କୁ ବାଦ ଦିଆଯାଇଥିବା ଦର୍ଶାଯାଇଛି। ମୁଖ୍ୟମନ୍ତ୍ରୀଙ୍କ ଦ୍ଵାରା ବିଭିନ୍ନ ବିଭାଗର ବାର୍ଷିକ ପ୍ରଦର୍ଶନକୁ ନେଇ ସମୀକ୍ଷା କରାଯାଇଥିଲା। କିନ୍ତୁ…

ମନ୍ତ୍ରୀଙ୍କ ପରେ ହଟିଲେ ଉଚ୍ଚଶିକ୍ଷା ବିଭାଗର ସଚିବ, ବିଭାଗରେ ହୋଇଛି କି ବଡ଼ କେଳେଙ୍କାରୀ ?

ଭୁବନେଶ୍ୱର: ଉଚ୍ଚଶିକ୍ଷା ମନ୍ତ୍ରୀ ପରେ ହଟିଲେ ସଚିବ । ଅପରାହ୍ଣରେ ମନ୍ତ୍ରୀ, ସନ୍ଧ୍ୟାରେ ଉଚ୍ଚଶିକ୍ଷା ସଚିବଙ୍କୁ ପଦରୁ ଅବ୍ୟାହତି ଦେଇଛନ୍ତି । ରୋହିତ ପୂଜାରୀଙ୍କ ଠାରୁ ଉଚ୍ଚଶିକ୍ଷା ମନ୍ତ୍ରୀ ପଦ କାଢ଼ି ନିଆଯିବାର କିଛି ଘଣ୍ଟା ମଧ୍ୟରେ ବିଭାଗୀୟ ସଚିବ ବିଷ୍ଣୁପଦ ସେଠୀଙ୍କୁ ସରକାର ବଦଳି…

୧୦ ଜିଲ୍ଲା ସଭାପତିଙ୍କ ନାଁ ଘୋଷଣା କଲା କଂଗ୍ରେସ, ପଞ୍ଚାନନ କାନୁନଗୋ ମାନିଫେଷ୍ଟୋ କମିଟି ଅଧ୍ୟକ୍ଷ

ଭୁବନେଶ୍ୱର: ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ପକ୍ଷରୁ ୧୦ ଜିଲ୍ଲା ସଭାପତିଙ୍କ ନାଁ ଘୋଷଣା ହୋଇଛି । ୨୦୨୪ ନିର୍ବାଚନ ପୂର୍ବରୁ କଂଗ୍ରେସ ତୃଣମୂଳ ସ୍ତରରେ ସଂଗଠନ ସଜାଡ଼ିବା ଲାଗି ଆରମ୍ଭ କରିଛି । କୋରାପୁଟ ଜିଲ୍ଲା ସଭାପତି ଥିବା କଂଗ୍ରେସ ବିଧାୟକ ତାରା ବାହିନୀପତିଙ୍କ ପତ୍ନୀ ମିନାକ୍ଷୀ…

ଝାରସୁଗୁଡ଼ା ଓ ସମ୍ବଲପୁରରେ ୪୫ ଟପିଲା ପାରଦ, ୧୩ ତାରିଖ ଯାଏ ହିଟୱେଭ୍ ନେଇ ୱାର୍ଣ୍ଣିଂ

ଭୁବନେଶ୍ୱର: ଅସହ୍ୟ ଗରମରେ ସିଝୁଛନ୍ତି ପଶ୍ଚିମ ଓଡ଼ିଶାବାସୀ । ଚଳିତବର୍ଷ ପ୍ରଥମଥର ପାଇଁ ରାଜ୍ୟରେ ସର୍ବୋଚ୍ଚ ତାପମାତ୍ରା ୪୫ ଡିଗ୍ରୀ ଟପିଛି । ଆଜି ପଶ୍ଚିମ ଓଡ଼ିଶାର ୨ ଜିଲ୍ଲା ଝାରସୁଗୁ଼ଡ଼ା ଓ ସମ୍ବଲପୁରରେ ପାରଦ ୪୫ ଡିଗ୍ରୀ ଉପରେ ରହିଛି । ଝାରସୁଗୁଡ଼ାରେ ସର୍ବୋଚ୍ଚ ଦିନ ତାପମାତ୍ରା…

ବାହାନଗା ଷ୍ଟେସନରେ ରିଲେ ରୁମକୁ ସିଲ୍ କଲା ସିବିଆଇ, ଏବେ ରହଣୀ କରିବନି ଟ୍ରେନ୍

ବାଲେଶ୍ୱର: କାହିଁକି ବାହାନଗା ଷ୍ଟେସନରେ ଏତେ ବଡ଼ ଦୁର୍ଘଟଣା ଘଟିଲା । ଦୁର୍ଘଟଣାର ତଦନ୍ତ କରୁଥିବା ସିବିଆଇ ତଦନ୍ତର ଦ୍ୱିତୀୟ ଦିନରେ କିଛି ରେଲୱେ ଅଧିକାରୀଙ୍କ ମୋବାଇଲ୍ ଫୋନକୁ ଜବତ କରାଯାଇଥିଲା । ଆଜି ସିବିଆଇ ବାହାନଗା ଷ୍ଟେସନର ରିଲେ ରୁମକୁ ସିଲ୍ କରିଛି । ଫଳରେ ରିଲେ ରୁମ୍ ସିଲ୍…

‘ମୁଖ୍ୟମନ୍ତ୍ରୀଙ୍କ ଆଶା ଯାହା ଥିଲା ହୁଏତ ପୂରଣ କରି ପାରିନି’: ରୋହିତ ପୂଜାରୀ

ଭୁବନେଶ୍ୱର: ନବୀନଙ୍କ କ୍ୟାବିନେଟରୁ ଉଚ୍ଚଶିକ୍ଷା ମନ୍ତ୍ରୀ ଭାବେ ବାଦ୍ ପଡ଼ିଛନ୍ତି ରୋହିତ ପୂଜାରୀ । ମନ୍ତ୍ରୀ ପଦ ଯିବା ପରେ ରେଢାଖୋଲ ବିଧାୟକ ରୋହିତ ପୂଜାରୀ ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି, ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମୋତେ ଆଶୀର୍ବାଦ ଦେଇଛନ୍ତି । ବିଗତ ଦିନରେ…

ନବୀନଙ୍କ କ୍ୟାବିନେଟରୁ ରୋହିତ ପୂଜାରୀ ବାଦ୍ ପଡ଼ିବା ପଛର ୫ ବଡ଼ କାରଣ !

ଭୁବନେଶ୍ୱର: ଦୁଇ ଥରର ବିଧାୟକ । ଠିକ୍ ବର୍ଷକରେ ନବୀନ କାଢ଼ି ନେଲେ ମନ୍ତ୍ରୀ ପଦ । ଉଚ୍ଚଶିକ୍ଷା ମନ୍ତ୍ରୀ ଥିବା ରେଢ଼ାଖୋଲ ବିଧାୟକ ରୋହିତ ପୂଜାରୀଙ୍କୁ ନବୀନ ତାଙ୍କ କ୍ୟାବିନେଟରୁ ବିଦା କରିଛନ୍ତି । ଗତବର୍ଷ ଜୁନ୍ ମାସରେ ଅରୁଣ ସାହୁଙ୍କ ପରେ ରୋହିତ ନବୀନଙ୍କ କ୍ୟାବିନେଟରେ ସାମିଲ୍…

ବିଦ୍ୟୁତ୍ କଟିଗଲା ବୋଲି ବାଡ଼େଇ ଭାଙ୍ଗିଦେଲେ ଟ୍ରାନ୍ସଫର୍ମର, ଖୁଣ୍ଟରେ ବାନ୍ଧି ଯୁବକଙ୍କୁ ପୋଲିସ ଜିମା ଦେଲେ ଲୋକ

ପାରାଦୀପ: ବିଦ୍ୟୁତ୍ କଟିଯିବା ପରେ ଯୁବକ ରାଗି ଯାଇ ଟ୍ରାନ୍ସଫର୍ମର ଭାଙ୍ଗି ଦେବା ତାଙ୍କୁ ମହଙ୍ଗା ପଡ଼ିଛି । ଟ୍ରାନ୍ସଫର୍ମରକୁ ବାଡ଼େଇ ଭାଙ୍ଗିବା ପରେ ଲୋକେ ଯୁବକଙ୍କୁ ଧରି ଉତ୍ତମମଧ୍ୟମ ଦେବା ସହ ପୋଲିସକୁ ହସ୍ତାନ୍ତର କରିଛନ୍ତି । ଗୁରୁବାର ବିଳମ୍ବିତ ରାତିରେ ଏଭଳି ଘଟଣା ଘଟିଛି ପାରଦାପୀ…

ନବୀନଙ୍କ ମନ୍ତ୍ରୀମଣ୍ଡଳରୁ ବାଦ ପଡିଲେ ଉଚ୍ଚଶିକ୍ଷା ମନ୍ତ୍ରୀ ରୋହିତ ପୂଜାରୀ

ଭୁବନେଶ୍ୱର: ନବୀନଙ୍କ ମନ୍ତ୍ରୀମଣ୍ଡଳରୁ ବାଦ ପଡିଲେ ମନ୍ତ୍ରୀ ରୋହିତ ପୂଜାରୀ । ଉଚ୍ଚଶିକ୍ଷା ବିଭାଗ ପଦରୁ ରୋହିତ ପୂଜାରୀଙ୍କୁ ବାଦ ଦିଆ ଯାଇଥିବା ନେଇ ଶୁକ୍ରବାର ସୂଚନା ଦିଆଯାଇଛି । ନିଜ ବିଭାଗରେ ରୋହିତଙ୍କ ପ୍ରଦର୍ଶନ ନୈରାଶ୍ୟଜନକ ଥିବା କାରଣରୁ ତାଙ୍କ ହାତରୁ ବିଭାଗ କାଢିନେବା…

ବଙ୍ଗୋପସାଗରରେ ସୃଷ୍ଟି ହେଲା ଲଘୁଚାପ, ୪ ଦିନ ଯାଏ ହିଟୱେଭ୍ ସହ କାଳବୈଶାଖୀ

ଭୁବନେଶ୍ୱର: ଅସହ୍ୟ ଗରମ ଓ ଗୁଳୁଗୁଳିରୁ ମିଳିବ ତ୍ରାହି । ଆଜି ଉତ୍ତରପୂର୍ବ ବଙ୍ଗୋପସାଗରରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି । ଯାହାକି ପରବର୍ତ୍ତୀ ୨୪ ଘଣ୍ଟାରେ ସ୍ପଷ୍ଟ ଚିହ୍ନିତ ଲଘୁଚାପ କ୍ଷେତ୍ରରେ ପରିଣତ ହେବାର ସମ୍ଭାବନା ରହିଛି । ପାଣିପାଗ ବିଭାଗର ବୁଲେଟିନ୍ ଅନୁସାରେ, ୧୨ ତାରିଖ…