Latest Odisha News

BREAKING NEWS

Browsing Category

ଓଡିଶା

Odisha

ଭଞ୍ଜକଳା ମଣ୍ଡପରେ ଟଳି ପଡିଲେ ମାଲେସିଆର ପ୍ରଖ୍ୟାତ ଭାରତନାଟ୍ୟମ ଗୁରୁ ଶ୍ରୀଗଣେଶନ

ଭୁବନେଶ୍ୱର: ଭଞ୍ଜକଳା ମଣ୍ଡପରେ ଆୟୋଜିତ ନୃତ୍ୟ କାର୍ଯ୍ୟକ୍ରମରେ ମାଲେସିଆର ପ୍ରଖ୍ୟାତ ଭାରତନାଟ୍ୟମ ଗୁରୁ ଶ୍ରୀଗଣେଶନଙ୍କ ପରଲୋକରେ ରାଜଧାନୀ ଭୁବନେଶ୍ୱର ସ୍ତବ୍ଧ ହୋଇଯାଇଛି। ତିନି ଦିନ ଧରି ଦର୍ଶକଙ୍କୁ ବାନ୍ଧି ରଖିଥିବା ଏହି କାର୍ଯ୍ୟକ୍ରମ ଶେଷ ହେବା ବେଳକୁ ମଞ୍ଚ ଉପରେ ହୃଦୟ ବିଦାରକ ଘଟଣା…

ବାହନଗା ହାଇସ୍କୁଲ ୫ଟିରେ ପୁନଃ ନିର୍ମାଣ ହେବ: ମୁଖ୍ୟମନ୍ତ୍ରୀ

ବାହନଗା: ବାଲେଶ୍ୱର ଜିଲ୍ଲାର ବାହନଗା ହାଇସ୍କୁଲ ତଥା ସ୍କୁଲ ପରିସରରେ ଥିବା ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ ସ୍କୁଲ ଗୃହ ୫-ଟି ରୂପାନ୍ତରଣ କାର୍ଯ୍ୟକ୍ରମରେ ସମ୍ପୂର୍ଣ୍ଣ ନବୀକରଣ କରାଯିବ। ସ୍କୁଲ ପରିସରର ପୁନଃନିର୍ମାଣ କରି ଏହାକୁ ଆଦର୍ଶ ସ୍କୁଲ ଭାବରେ ଗଢିବାକୁ ମୁଖ୍ୟମନ୍ତ୍ରୀ ନବୀନ…

ରେଲୱେ ପିଛା ଛାଡ଼ୁନି ଅଘଟଣ, କୋଇଲା ବୋଝେଇ ମାଲବାହୀ ଟ୍ରେନରେ ଲାଗିଲା ନିଆଁ

ଭୁବନେଶ୍ୱର: ଭାରତୀୟ ରେଳବାଇ ପିଛା ଛାଡ଼ୁନି ଅଘଟଣ । ୨ ଦିନ ମଧ୍ୟରେ ରାଜ୍ୟର ୩ଟି ସ୍ଥାନରେ ଟ୍ରେନ୍ ସହ ଜଡ଼ିତ ଛୋଟ ଛୋଟ ଅଘଟଣ ଘଟିଛି । ଶୁକ୍ରବାର ରାତିରେ ଖରିଆଡ଼ ରୋଡରେ ପୁରୀ ଇଣ୍ଟରସିଟିର ଏସି କୋଚରେ ନିଆଁ ଲାଗିଥିବା ବେଳେ ଆଜି ବାଲୁଗାଁ ନିକଟରେ କୋଇଲା ବୋଝେଇ ମାଲବାହୀ ଟ୍ରେନରେ ନିଆଁ…

କାଳବୈଶାଖୀ ବେଳେ ବିଦ୍ୟୁତ ସେବାକୁ ନେଇ ବର୍ଷିଲା କଂଗ୍ରେସ, ‘ଟାଟା ପାଓ୍ବାର ଅସୀମିତ କ୍ଷମତାର ଅଧିକାରୀ’

ଭୁବନେଶ୍ୱର: ଗୁରୁବାର ଅପରାହ୍ନରେ ହୋଇଥିବା କାଳବୈଶାଖୀ ପରେ ଭୁବନେଶ୍ୱରରେ ତୁରନ୍ତ ବିଦ୍ୟୁତ୍ ସେବା ଯୋଗାଇବାରେ ଟାଟା ପାଓ୍ୱାର ବିଫଳ ହେବାକୁ ନେଇ କଂଗ୍ରେସ ରାଜ୍ୟ ସରକାରଙ୍କୁ ତୀବ୍ର ସମାଲୋଚନା କରିଛି। କଂଗ୍ରେସ ଅଭିଯୋଗ କରିଛି ଯେ ଟାଟା ପାଓ୍ୱାର ଓଡ଼ିଶାରେ ଅନିୟନ୍ତ୍ରିତ କ୍ଷମତା ହାସଲ…

ଏସଇସିଆଇ ସହ ଗ୍ରିଡକୋର ବିଦ୍ୟୁତ୍ ବିକ୍ରି ରାଜିନାମା, ୬୦୦ ମେଗାୱାଟ୍ ପବନ ଶକ୍ତି କିଣିବ ଓଡ଼ିଶା

ଭୁବନେଶ୍ୱର: ଭାରତ ସରକାରଙ୍କ ନୂତନ ଓ ଅକ୍ଷୟ ଶକ୍ତି ମନ୍ତ୍ରଣାଳୟ ଅଧୀନ ଭାରତୀୟ ସୌର ଶକ୍ତି ନିଗମ (ଏସଇସିଆଇ), ଓଡ଼ିଶା ସରକାରଙ୍କ ଗ୍ରିଡକୋକୁ ୬୦୦ ମେଗାୱାଟ୍ ପବନ ବିଦ୍ୟୁତ୍ ଶକ୍ତି ଯୋଗାଇ ଦେବ । ଏଥିପାଇଁ ଉଭୟ ପକ୍ଷ ମଧ୍ୟରେ ଏକ ବିଦ୍ୟୁତ୍ ବିକ୍ରି ରାଜିନାମା ସ୍ୱାକ୍ଷରିତ ହୋଇଛି ।…

ଦୁର୍ଘଟଣା ପରେ ଦୁର୍ଗନ୍ଧ ବାହାରୁଥିବା ଟ୍ରେନ ବଗିରେ ଶବ ନୁହେଁ, ଥିଲା ୩ ଟନ୍ ପଚା ଅଣ୍ଡା

ବାହାନଗା: ଟ୍ରେନ ଦୁର୍ଘଟଣା ଘଟିଥିବା ବାହାନଗା ରେଳ ଷ୍ଟେସନରେ ଏକ ବଗି ଭିତରେ ମୃତଦେହ ଥିବା ନେଇ ହେଉଥିବା କଳ୍ପନାଜଳ୍ପନାର ଅନ୍ତ ଘଟାଇ ରେଳ ଅଧିକାରୀମାନେ ଏହି ଦୁର୍ଗନ୍ଧ ପଛର ପ୍ରକୃତ କାରଣ ଉନ୍ମୋଚନ କରିଛନ୍ତି। ଦକ୍ଷିଣ-ପୂର୍ବ ରେଳପଥର ମୁଖ୍ୟ ଲୋକସମ୍ପର୍କ ଅଧିକାରୀ ଆଦିତ୍ୟ କୁମାର…

କିଟରେ ପ୍ରଥମ ଜନଜାତି ଖେଳ ମହୋତ୍ସବ ଉଦଘାଟିତ

ଭୁବନେଶ୍ୱର: ପ୍ରଥମ ଜନଜାତି ଖେଳ ମହୋତ୍ସବ ଆଜି କିଟରେ ଉଦ୍‍ଘାଟିତ ହୋଇଯାଇଛି । କିଟ୍‍ କ୍ରିକେଟ ଷ୍ଟାଡିୟମରେ ଆୟୋଜିତ ଉଦ୍‍ଘାଟନୀ ଉତ୍ସବରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ, କେନ୍ଦ୍ର ଶିକ୍ଷା ଓ କୌଶଳ ବିକାଶ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ହକି ଇଣ୍ଡିଆ ସଭାପତି ପଦ୍ମଶ୍ରୀ ଦିଲୀପ ତିର୍କୀ,…

କର୍କଟ ରୋଗର ମୁକାବିଲା ନିମନ୍ତେ ସୋଆରେ ନୂତନ ଡ୍ରଗ୍ ବିକାଶ ଦିଗରେ ଗବେଷଣା ଜାରି

ଭୁବନେଶ୍ୱର: କର୍କଟ ରୋଗର ମୁକାବିଲା ନିମନ୍ତେ ସ୍ଥାନୀୟ ଶିକ୍ଷା ଓ ଅନୁସନ୍ଧାନ ବିଶ୍ୱବିଦ୍ୟାଳୟର ଗବେଷକମାନେ ନୂତନ ଡ୍ରଗ୍ ଓ ଡାଏଗ୍ନୋଷ୍ଟିକ୍ ଟେକ୍ନିକ୍‌ସର ବିକାଶ କ୍ଷେତ୍ରରେ କାର୍ଯ୍ୟ କରୁଛନ୍ତି । ଏହି ଗବେଷଣା କାର୍ଯ୍ୟ ପାଇଁ କେନ୍ଦ୍ର ସରକାରଙ୍କ ବାୟୋଟେକ୍ନୋଲୋଜି ବିଭାଗ ପକ୍ଷରୁ…

ଟ୍ରେନ ଟ୍ରାଜେଡି ବେଳେ ବିଜେଡି ନେତାଙ୍କ ବିଦେଶ ବୁଲା: ବର୍ଷିଲା ବିଜେପି, ଗସ୍ତ ସପକ୍ଷରେ ଯୁକ୍ତି ବାଢିଲେ ସୋର…

ଭୁବନେଶ୍ୱର: ଗତ ଜୁନ୍ ୨ ତାରିଖ (ଶୁକ୍ରବାର) ସନ୍ଧ୍ୟାରେ ବାଲେଶ୍ୱରର ବାହାନଗାରେ ଏକ ମର୍ମନ୍ତୁଦ ରେଳ ଦୁର୍ଘଟଣା ଖବର ସାରା ଦେଶ ଓ ବିଶ୍ୱକୁ ସ୍ତବ୍ଧ କରିଦେଇଥିଲା। ଦେଶର ସବୁଠାରୁ ଭୟଙ୍କର ରେଳ ଦୁର୍ଘଟଣା ମଧ୍ୟରୁ ଅନ୍ୟତମ ଏହି ଦୁର୍ଘଟଣାରେ ୨୮୮ ଜଣଙ୍କ ଜୀବନ ଯାଇଛି। ତା'ପର ଦିନ ମନ୍ତ୍ରୀ ଓ…

‘ରେଢ଼ାଖୋଲ ରାଜନୀତି’, ରୋହିତ ହାରିଲେ ଆସଫ ଜିତିଲେ!

ଭୁବନେଶ୍ୱର: ରୋହିତ ପୂଜାରୀଙ୍କୁ ମନ୍ତ୍ରୀପଦରୁ ବାଦ ଦେବା ପ୍ରସଙ୍ଗ ଏବେ ରାଜ୍ୟର ସବୁଠୁ ବଡ଼ ପ୍ରସଙ୍ଗ ବୋଲି ଚର୍ଚ୍ଚା ହେଉଛି। ରେଢ଼ାଖୋଲ ନିର୍ବାଚନମଣ୍ଡଳୀର ଦୁଇ ଦୁଇ ଥରର ବିଧାୟକ ତଥା ଯୁବ ନେତା ରୋହିତ ପୂଜାରୀ ପ୍ରଥମ ଥର ପାଇଁ ମନ୍ତ୍ରୀ ହୋଇଥିଲେ। ପୂର୍ବରୁ ଯେତେବେଳେ ବି…