Latest Odisha News

BREAKING NEWS

Browsing Category

ଓଡିଶା

Odisha

ଆରବସାଗରରେ ସୃଷ୍ଟି ହେଲା ବାତ୍ୟା ‘ବିପର୍ଯ୍ୟୟ’, ମତ୍ସ୍ୟଜୀବୀଙ୍କୁ ସମୁଦ୍ର ମନା

ଭୁବନେଶ୍ୱର: ଦକ୍ଷିଣପୂର୍ବ ଆରବ ସାଗରରେ ଗଭୀର ଅବପାତ, ବାତ୍ୟା ‘ବିପର୍ଯ୍ୟୟ’ରେ ପରିଣତ ହୋଇଛି । ଏବେ ବାତ୍ୟା ବାତ୍ୟା ‘ବିପର୍ଯ୍ୟୟ’ ପୂର୍ବକେନ୍ଦ୍ରୀୟ ଏବଂ ତତସଂଲଗ୍ନ ଦକ୍ଷିଣପୂର୍ବ ଆରବ ସାଗରରେ ରହିଛି । ଏହା କ୍ରମଶଃ ଉତ୍ତର ଦିଗରେ ଗତି କରି ଆଗାମୀ ୨୪ ଘଣ୍ଟାରେ ଆହୁରି ଘନୀଭୂତ ହୋଇ ଭୀଷଣ…

୪୩.୮ ଡିଗ୍ରୀ ସହ ଝାରସୁଗୁଡ଼ା ସବୁଠୁ ଉତ୍ତପ୍ତ ସହର

ଭୁବନେଶ୍ୱର: ଜଳୁଛି ଓଡ଼ିଶା । ଆଜି ରାଜ୍ୟର ୧୬ଟି ସ୍ଥାନରେ ପାରଦ ୪୦ ଡିଗ୍ରୀ ଉପରେ ରହିଛି । ଝାରସୁଗୁଡ଼ାରେ ରାଜ୍ୟର ସର୍ବୋଚ୍ଚ ଦିନ ତାପମାତ୍ରା ୪୩.୮ ଡିଗ୍ରୀ ରେକର୍ଡ ହୋଇଛି । ପାଣିପାଗ ବିଭାଗର ଆକଳନ ଅନୁସାରେ, ୮ ତାରିଖରୁ ତାତି ସାମାନ୍ୟ ବଢ଼ିବ । ଆଭ୍ୟନ୍ତରୀଣ ଓଡ଼଼ିଶାରେ ତାପମାତ୍ର ୪୨…

ବଢ଼ିଛି ରେଳ ବଜେଟ୍, ତଥାପି କାହିଁକି ଲୌହଦାନବ ନେଉଛି ଜୀବନ ?

ଭୁବନେଶ୍ୱର: ଆମେରିକା, ଋଷିଆ ଓ ଚୀନ ପରେ ବିଶ୍ୱର ସବୁଠୁ ବଡ଼ ରେଳ ନେଟୱର୍କ ଭାରତରେ ରହିଛି । ୧ ଲକ୍ଷ ୨୬ ହଜାର ୩୬୬ କିଲୋମିଟର ଯାଏ ଭାରତରେ ରେଳ ଟ୍ରାକ୍ ଲମ୍ବିଥିବା ବେଳେ ରହିଛି ୭ ହଜାର ୭୩୫ଟି ରେଲୱେ ଷ୍ଟେସନ୍ । ଭାରତରେ ଦୈନିକ ୧୩ ହଜାର ୫୨୩ ଯାତ୍ରୀବାହୀ ଟ୍ରେନ୍ ସହ ୯ ହଜାର ୧୪୬ଟି…

‘ବାଲେଶ୍ଵର ଟ୍ରେନ ଦୁର୍ଘଟଣା ପଛରେ ତୃଣମୂଳ କଂଗ୍ରେସର ହାତ’

ଭୁବନେଶ୍ୱର: ଓଡ଼ିଶାର ବାଲେଶ୍ଵର ଟ୍ରେନ ଦୁର୍ଘଟଣା ଦେଶର ଏକ ପ୍ରମୁଖ ରାଜନୈତିକ ପ୍ରସଙ୍ଗ ପାଲଟିଛି। ଗୋଟିଏ ପଟେ ଏହି ଦୁର୍ଘଟଣାର ସିବିଆଇ ତଦନ୍ତ ଆରମ୍ଭ ହୋଇଥିବା ବେଳେ ବିରୋଧୀ କିନ୍ତୁ ଏହାକୁ ନେଇ ପ୍ରଶ୍ନ ଉଠାଇଛନ୍ତି। ତୃଣମୂଳ କଂଗ୍ରେସ ସିବିଆଇ ତଦନ୍ତ ପ୍ରସଙ୍ଗ ନେଇ ପ୍ରଶ୍ନ ଉଠାଇଥିବା…

ବାହାନଗା ଟ୍ରେନ୍ ଦୁର୍ଘଟଣାରେ ୨୮୮ ଜଣଙ୍କ ମୃତ୍ୟୁ, ସ୍ପଷ୍ଟ କଲେ ମୁଖ୍ୟ ଶାସନ ସଚିବ

ଭୁବନେଶ୍ୱର: ବାଲେଶ୍ୱର ବାହାନଗା ଟ୍ରେନ୍ ଦୁର୍ଘଟଣାରେ ୨୮୮ ଜଣଙ୍କ ମୃତ୍ୟୁ ହୋଇଛି । ଆଜି ଏ ସୂଚନା ଦେଇଛନ୍ତି ମୁଖ୍ୟ ଶାସନ ସଚିବ ପ୍ରଦୀପ ଜେନା । ସମସ୍ତ ପ୍ରକାରର ଯାଞ୍ଚ ପରେ ଜିଲ୍ଲାପାଳଙ୍କ ଚୂଡ଼ାନ୍ତ ରିପୋର୍ଟ ଆଧାରରେ ୨୮୮ ଜଣଙ୍କ ମୃତ୍ୟୁ ହୋଇଥିବା କହିଛନ୍ତି ମୁଖ୍ୟ ଶାସନ ସଚିବ ।…

ଏସସିବିରେ ଆହତଙ୍କୁ ଭେଟିଲେ ମମତା; କହିଲେ ଆମର ଆହୁରି ୩୧ ନିଖୋଜ ଅଛନ୍ତି

ଭୁବନେଶ୍ୱର: ଟ୍ରେନ ଦୁର୍ଘଟଣାରେ ଆହତ ରୋଗୀଙ୍କୁ ଦେଖିବା ପାଇଁ କଟକ ଏସିବିରେ ପହଞ୍ଚିଛନ୍ତି ରେଭେନ୍ସା ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ।  ଓଡ଼ିଶା ଗସ୍ତରେ ଆସି ରେଭେନ୍ସା ପଡିଆରେ ପହଞ୍ଚିଲେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । ସେଠାରୁ ଏସସିବି ହସ୍ପିଟାଲ ଯାଇ…

ବାହାନଗା ଟ୍ରେନ୍ ଟ୍ରାଜେଡି ଘଟଣାରେ ମାମଲା ରୁଜୁ କଲା ସିବିଆଇ

ଭୁବନେଶ୍ୱର: ବାହାନଗା ବଜାରରେ ଜୁନ୍ ୨ରେ ହୋଇଥିବା ଟ୍ରେନ୍ ଦୁର୍ଘଟଣାକୁ ନେଇ ମାମଲା ରୁଜୁ କରିଛି ସିବିଆଇ । ଆଜି ସିବିଆଇର ଏକ ଟିମ୍ ବାହାନଗା ଦୁର୍ଘଟଣାସ୍ଥଳରେ ତଦନ୍ତ ଆରମ୍ଭ କରିବା ସହ ରେଳ ମନ୍ତ୍ରଣାଳୟ ପକ୍ଷରୁ କରାଯାଇଥିବା ଆବେଦନ ଅନୁସାରେ ମାମଲା ରୁଜୁ କରିଛି । ଜୁନ୍ ୨ ଶୁକ୍ରବାର…

ରେଳ ଦୁର୍ଘଟଣା: ୭ ଜିଲ୍ଲାର ମୃତକଙ୍କ ଆତ୍ମୀୟଙ୍କୁ ମିଳିଲା ମୁଖ୍ୟମନ୍ତ୍ରୀ ସହାୟତା ରାଶି

ଭୁବନେଶ୍ୱର:ବାଲେଶ୍ୱର ଟ୍ରେନ ଦୁର୍ଘଟଣାରେ ୨୭୫ ଜଣଙ୍କର ମୃତ୍ୟୁ ଘଟିଛି । ଓଡ଼ିଶାରୁ ମୃତ୍ୟୁ ବରଣ କରିଥିବା ପ୍ରତ୍ୟେକ ବ୍ୟକ୍ତିଙ୍କ ପରିବାରକୁ ୫ ଲକ୍ଷ ଟଙ୍କାର ସହାୟତା ଯୋଗାଇ ଦେବାକୁ ଘୋଷଣା କରିଥିଲେ ମୁଖ୍ୟମନ୍ତ୍ରୀ । ଏହି ପରିପ୍ରେକ୍ଷୀରେ ମୁଖ୍ୟମନ୍ତ୍ରୀ ଆଜି ୭ଟି ଜିଲ୍ଲାର ମୃତକଙ୍କ…

ବାଲେଶ୍ୱର ଟ୍ରେନ ଦୁର୍ଘଟଣା: ମୃତକଙ୍କ ମଧ୍ୟରୁ ୪୦ ଜଣ ବିଦ୍ୟୁତ ଆଘାତରୁ ମରିଛନ୍ତି

ଭୁବନେଶ୍ୱର: ବାଲେଶ୍ୱର ବାହାନଗାଠାରେ ଗତ ଶୁକ୍ରବାର ସନ୍ଧ୍ୟାରେ ହୋଇଥିବା ଭୟଙ୍କର ଟ୍ରେନ ଦୁର୍ଘଟଣାରେ ୨୭୫ ଜଣଙ୍କର ମୃତ୍ୟୁ ଘଟିଛି । ୧୧୦୦ ଯାତ୍ରୀ ଆହତ ହୋଇଛନ୍ତି । ହେଲେ ମୃତକଙ୍କ ମଧ୍ୟରୁ ୪୦ ଜଣଙ୍କର ବିଦ୍ୟୁତ ଆଘାତରୁ ମୃତ୍ୟୁ ଘଟିଥିବା କୁହାଯାଉଛି । ଏମିତି ତଥ୍ୟ ରହିଛି ରେଳବାଇ…

୧୨ ଘଣ୍ଟାରେ ଆରବସାଗରରେ ସୃଷ୍ଟି ହୋଇପାରେ ବାତ୍ୟା ‘ବିପର୍ଯ୍ୟୟ’

ଭୁବନେଶ୍ୱର: ଦକ୍ଷିଣପୂର୍ବ ଆରବସାଗରରେ ଗତକାଲି ସୃଷ୍ଟି ହୋଇଥିବା ଲଘୁଚାପ ଆଜି ଅବପାତରେ ପରିଣତ ହୋଇଛି । ଅବପାତ କ୍ରମଶଃ ଉତ୍ତର ଦିଗରେ ଗତି କରି ଆଗାମୀ ୧୨ ଘଣ୍ଟାରେ ପୂର୍ବକେନ୍ଦ୍ରୀୟ ଆରବସାଗରରେ ବାତ୍ୟାରେ ପରିଣତ ହୋଇପାରେ ବୋଲି ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ଆକଳନ କରାଯାଇଛି ।…