Latest Odisha News

BREAKING NEWS

Browsing Category

ଓଡିଶା

Odisha

‘ଦୁର୍ଘଟଣାର କାରଣ ଇଲେକ୍ଟ୍ରୋନିକ୍ ଇଣ୍ଟରଲକିଂରେ ପରିବର୍ତ୍ତନ, କବଚ ନୁହେଁ’, ମମତାଙ୍କ ଦାବିକୁ ଖଣ୍ଡନ…

ବାଲେଶ୍ୱର: ରେଳ ସୁରକ୍ଷା କମିଶନର ବାହାନଗା ଟ୍ରେନ ଦୁର୍ଘଟଣାର ତଦନ୍ତ କରିଛନ୍ତି । କଣ ପାଇଁ ଦୁର୍ଘଟଣା ଘଟିଲା ଜଣାପଡ଼ିଛି। ତଦନ୍ତ ରିପୋର୍ଟ ଆସିଲେ ସମସ୍ତ ତଥ୍ୟ ସାମ୍ନାକୁ ଆସିବ ବୋଲି କହିଛନ୍ତି ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ନବ। ସେ କହିଛନ୍ତି ଆମେ ଘଟଣାର କାରଣ ଏବଂ ଏଥିପାଇଁ ଦାୟୀ…

ବୁଧବାର ସକାଳ ସୁଦ୍ଧା ରେଳ ଲାଇନ୍ ସଂଯୋଗୀକରଣ କାମ ଶେଷ ହେବା ସମ୍ଭାବନା: ରେଳମନ୍ତ୍ରୀ

ବାଲେଶ୍ୱର: ବାଲେଶ୍ୱରରେ ୩ଟି ଟ୍ରେନ୍ ଦୁର୍ଘଟଣାରେ ମୃତକଙ୍କ ସଂଖ୍ୟା ୨୮୮ରୁ ଅଧିକ ହୋଇଛି। ରାଜ୍ୟ ସରକାରଙ୍କ ମୁଖ୍ୟ ଶାସନ ସଚିବ ପ୍ରଦୀପ ଜେନା କହିଛନ୍ତି ଯେ ଭାରତୀୟ ରେଳବାଇ ଦୁର୍ଘଟଣାସ୍ଥଳରେ ଅତ୍ୟନ୍ତ ତତ୍ପରତାର ସହ ପୁନରୁଦ୍ଧାର କାର୍ଯ୍ୟ ଜାରି ରଖିଛି। ଯୁଦ୍ଧକାଳୀନ ଭିତ୍ତିରେ ଚାଲିଛି…

ବାହାନଗା ଟ୍ରେନ୍ ଦୁର୍ଘଟଣା: ମୃତକଙ୍କ ପରିବାରବର୍ଗଙ୍କୁ ୫ ଲକ୍ଷ ଟଙ୍କାର ଆର୍ଥିକ ସହାୟତା ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ବାହାନଗା ଟ୍ରେନ୍ ଦୁର୍ଘଟଣାରେ ମୃତକଙ୍କ ପରିବାରକୁ ସହାୟତା ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠି (ସିଏମ୍ଆରଫ୍)ରୁ ଏହି ସହାୟତା ପ୍ରଦାନ କରାଯିବ। ଏହି ଦୁଃଖଦ ସମୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମୃତକଙ୍କ ପରିବାରକୁ ୫…

ବୁଲା ବେପାରୀଙ୍କ ଠାରୁ ଆଇସ୍‌କ୍ରିମ୍‌ ଖାଇ ୧୦୦ରୁ ଅଧିକ ଅସୁସ୍ଥ; ଡାକ୍ତରଖାନାରେ ଚାଲିଛି ଚିକିତ୍ସା

କୋରାପୁଟ: ଗାଁ ଗାଁ ବୁଲି ଆଇସ୍‌କ୍ରିମ କରୁଥିବା ବେପାରୀଙ୍କ ଠାରୁ ଆଇସି୍‌କ୍ରିମ୍ ପାଇଁ ୧୦୦ରୁ ଅଧିକ ଅସୁସ୍ଥ ହୋଇପଡ଼ିଛନ୍ତି। କୋରାପୁଟ ଜିଲ୍ଲା ସେମିଳିଗୁଡ଼ା ବ୍ଲକ ବଦଳିଗୁଡ଼ା,ଘାଟଗୁଡା ଓ ଦୁଧାରୀ ଗାଁରେ ଏଭଳି ଘଟଣା ଦେଖିବାକୁ ମିଳିଛି। ବର୍ତ୍ତମାନ ଆହତମାନଙ୍କର ଡାକ୍ତରଖାନାରେ ଚିକିତ୍ସା…

୫ ତାରିଖ ଯାଏଁ ସମସ୍ତ କାର୍ଯ୍ୟକ୍ରମ ବାତିଲ କଲା ବିଜେପି

ଭୁବନେଶ୍ୱର: ବାଲେଶ୍ୱର ଜିଲ୍ଲା ବାହାନାଗାଠାରେ ଘଟିଯାଇଥିବା ଭୟଙ୍କର ରେଳ ଦୁର୍ଘଟଣାକୁ ଦୃଷ୍ଟିରେ ରଖି ବିଜେପି ତାର ସମସ୍ତ କାର୍ଯ୍ୟକ୍ରମକୁ ଆସନ୍ତା ୫ ତାରିଖ ଯାଏଁ ବାତିଲ କରିଦେଇଛି । ରାଜ୍ୟ ସଭାପତି ମନମୋହନ ସାମଲ ତାଙ୍କର ୩ ଦିନିଆ ଅବିଭକ୍ତ କୋରାପୁଟ ଜିଲା ଗସ୍ତ କାର୍ଯ୍ୟକ୍ରମକୁ ବାତିଲ…

ବିରୋଧୀଙ୍କ ଇସ୍ତଫା ଦାବିର ଜବାବ ଦେଲେ ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ

ଭୁବନେଶ୍ୱର: ବାହାନଗା ଦୁର୍ଘଟଣା ପରେ ବିରୋଧୀ ଦଳ ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କୁ ଟାର୍ଗେଟ୍ କରିଛନ୍ତି । ଶହ ଶହ ଯାତ୍ରୀଙ୍କ ମୃତ୍ୟୁ ପରେ ଅଶ୍ୱିନୀ ବୈଷ୍ଣବଙ୍କ ଇସ୍ତଫା ଦାବି କରିଥିବା ବେଳେ ଜବାବ ରଖିଛନ୍ତି ରେଳ ମନ୍ତ୍ରୀ । ଅଶ୍ୱିନୀ ବୈଷ୍ଣବ କହିଛନ୍ତି, ସମୟ ରାଜନୀତି କରିବାର…

ବାହାନଗା ରେଳ ଦୁର୍ଘଟଣା: ମନ ଇଛା ଭଡା ନ ବଢାଇବାକୁ ବିମାନ କମ୍ପାନୀଙ୍କୁ ନିର୍ଦ୍ଦେଶ

ନୂଆଦିଲ୍ଲୀ: ବାହାନଗା ରେଳ ଦୁର୍ଘଟଣା ପରେ ଏବେ ଅଚାନକ ବିମାନ ଯାତ୍ରା ଭଡ଼ା ବୃଦ୍ଧି ହେବା ନେଇ ଆଶଙ୍କା ସୃଷ୍ଟି ହୋଇଛି । ବିଶେଷକରି ରେଳ ଦୁର୍ଘଟଣାକୁ ଆଖିରେ ରଖି ଓ ଲୋକଙ୍କ ମାନସିକତାକୁ ଗୁରୁତ୍ୱ ଦେଇ ଏଭଳି ଆଶଙ୍କା ପ୍ରକାଶ ପାଇଛି । ଏହାକୁ ଦୃଷ୍ଟିରେ ରଖି କେନ୍ଦ୍ର ବେସାମରିକ ବିମାନ…

ବାଲୁକା କଳାରେ ମୃତକଙ୍କୁ ଶ୍ରଦ୍ଧାଞ୍ଜଳି, ଆହତଙ୍କ ଆରୋଗ୍ୟ କାମନା କଲେ ସୁଦର୍ଶନ

ପୁରୀ: ବାଲେଶ୍ୱର ବାହାନାଗାରେ ଘଟିଯାଇଥିବା ଛାତି ଥରା ଟ୍ରେନ ଦୁର୍ଘଟଣାକୁ ନେଇ ସାରା ବିଶ୍ୱରେ ଶୋକର ଛାୟା ଖେଳିଯାଇଛି । ବିଶ୍ୱର ବହୁ ବଡ଼ ବଡ଼ ନେତା ଏହି ଘଟଣାକୁ ନେଇ ଦୁଃଖ ପ୍ରକାଶ କରିବା ସହିତ ଆହତଙ୍କ ତ୍ୱରିତ ଆରୋଗ୍ୟ କାମନା କରିଛନ୍ତି । ଏହି ଘଟଣାକୁ ନେଇ ମଧ୍ୟ ଦୁଃଖ ପ୍ରକାଶ କରିଛନ୍ତି…

ମୃତଦେହରେ ଭର୍ତ୍ତି ହେଲା ସ୍କୁଲ ଘର

ଭୁବନେଶ୍ୱର: ଘଟଣାକୁ ଦୁଇଦିନ ପୁରିଲାଣି । କିନ୍ତୁ ଏବେ ବି ଦୁର୍ଘଟଣାଗ୍ରସ୍ତ କରମଣ୍ଡଳ ଏକ୍ସପ୍ରେସର କୋହରୁ କେହି ବର୍ତ୍ତି ପାରୁନାହାନ୍ତି । ଆତ୍ମୀୟସ୍ୱଜନ ହରାଇଥିବା ଲୋକଙ୍କ ଆଖିରୁ ଲୁହ ଶୁଖୁ ନ ଥିବା ବେଳେ ଏଭଳି ଅଭାବନୀୟ ଘଟଣା କେଉଁଠି ବି ନ ହେଉ ବୋଲି ଅନେକ ମତ ରଖିଛନ୍ତି । ଏସବୁ…

୨ ସାଙ୍ଗକୁ ଛାଡ଼ିବାକୁ ଯାଇ ଶବ ହୋଇ ଫେରିଲେ ଲକ୍ଷ୍ମୀଧର

ସାଲେପୁର: ବାଲେଶ୍ୱରର ବାହାନଗା ଟ୍ରେନ୍ ଟ୍ରାଜେଡି ଅନେକ ଜୀବନ ନେଇଛି । କିଏ ପେଟ ପୋଷିବାକୁ ରାଜ୍ୟ ବାହାରକୁ ଯାଉଥିବା ବେଳେ ଆଉ କିଏ ଘରକୁ ଫେରୁଥିବା ବେଳେ ଜୀବନ ହାରିଛି । ସେହିଭଳି କଟକ ଜିଲ୍ଲା ନେମାଳ ଥାନା କୁଆଡୋଳ ଗାଁର ୨୧ ବର୍ଷର ଲକ୍ଷ୍ମୀଧର ସାହାଣୀ କରମଣ୍ଡଳ ଏକ୍ସପ୍ରେସରେ ଘରକୁ…