Latest Odisha News

BREAKING NEWS

Browsing Category

ଓଡିଶା

Odisha

ନୂଆପଡ଼ା ଜିଲ୍ଲାର ଚାରୋଟି ବ୍ଲକରେ ରବି ଧାନ ମଣ୍ଡି ଆରମ୍ଭ

ନୂଆପଡ଼ା: ନୂଆପଡା ଜିଲ୍ଲାରେ ଆଜି ଠାରୁ ରବି ଧାନ କ୍ରୟ ପାଇଁ ମଣ୍ଡି ଉଦଘାଟିତ ହୋଇଯାଇଛି । ଖଡ଼ିଆଳ, ସିନାପାଲି, କୋମନା ଓ ବୋଡେନ ବ୍ଲକରେ ମଣ୍ଡି ଖୋଲିଥିବା ବେଳେ ନୂଆପଡ଼ା ବ୍ଲକରେ ଆରମ୍ଭ ହୋଇନାହିଁ । ଜିଲ୍ଳାରେ ମୋଟ ୨୬ ପାକ୍ସ ଅଧୀନରେ ୩୪ଟି ମଣ୍ଡି ଖୋଲିବାକୁ ଥିବା ବେଳେ ୮ ହଜାର ୫୩୪…

୨ ହଜାର ଟଙ୍କିଆ ନୋଟ୍ ବ୍ୟାଙ୍କରୁ ଏକ୍ସଚେଞ୍ଜ କରିବା ବେଳେ ୨ ମାଓବାଦୀ ଗିରଫ

ମାଲକାନଗିରି: ଗତ ୧୯ ତାରିଖରେ ୨ ହଜାର ଟଙ୍କିଆ ନୋଟ୍ ପ୍ରତ୍ୟାହାର ନେଇ ରିଜର୍ଭ ବ୍ୟାଙ୍କର ଘୋଷଣା ପରେ ଉଭୟ ସାଧାରଣ ଜନତା ଓ ମାଓବାଦୀ କ୍ୟାମ୍ପ ଏହି ବଡ ନୋଟକୁ ନେଇ ବିଚଳିତ ହୋଇପଡ଼ିଥିବା ବେଳେ ଓଡ଼ିଶା-ଛତିଶଗଡ଼ ସୀମାରେ ଡିଷ୍ଟ୍ରିକ୍ଟ ରିଜର୍ଭ ଗାର୍ଡ (ଡିଆରଜି) ଯବାନଙ୍କ ମିଳିତ ଅପରେସନ୍…

ଏମ୍ସ ହସ୍ପିଟାଲରେ ରୋଗୀଙ୍କ ସହ ଟିକେଟ୍ କାଟିବା ନେଇ ଦଲାଲି କରୁଥିବା ବେଳେ ଦୁଇ ଗିରଫ

ଭୁବନେଶ୍ୱର: ରାଜଧାନୀ ସ୍ଥିତ ଏମ୍ସ ମେଡିକାଲ ପରିସରରୁ ଦଲାଲି କରୁଥିବା ବେଳେ ପଶ୍ଚିମବଙ୍ଗର ଦୁଇ ବ୍ୟକ୍ତିଙ୍କୁ ଗିରଫ କରିଛି ପୋଲିସ। ଖଣ୍ଡଗିରି ଅଞ୍ଚଳରେ ଘର ଭଡ଼ା ନେଇ ରୋଗୀଙ୍କୁ ଟାର୍ଗେଟ କରୁଥିଲେ ଏହି ଦୁଇ ବଙ୍ଗବାସୀ। ସାହାଯ୍ୟ କରିବା ଆଳରେ ହଜାର ହଜାର ଟଙ୍କା ଠକୁଥିବାର ଅଭିଯୋଗ…

ଚଢାଉ କରିବାକୁ ଯାଇ ଦୁର୍ବୃତ୍ତଙ୍କ ଆକ୍ରମଣରେ ଲହୁଲୁହାଣ ହେଲେ ତହସିଲଦାର

ଢେଙ୍କାନାଳ:ଜେସିବି ଲଗାଇ ମାଟି ଖୋଳୁଥିଲେ । ତହସିଲଦାର ବିରୋଧ କରିବାରୁ ମାଡି ବସିଲେ ଦୁର୍ବୃତ୍ତ । ଦୁର୍ବୃତ୍ତଙ୍କ ଆକ୍ରମଣରେ ଲହୁ ଲୁହାଣ ହୋଇଛନ୍ତି  ଢେଙ୍କାନାଳ ଜିଲ୍ଲା   ପରଜଙ୍ଗ ତହସିଲଦାର  । ସେତିକି ନୁହେଁ,  ରେଡ଼ ସମୟରେ ଫଟୋ ଉଠାଉଥିବା ବେଳେ ତହସିଲଦାରଙ୍କ ଗାଡି ଉପରକୁ ଜେସିବି…

ନବଦାସ ହତ୍ୟା ଚାର୍ଜସିଟ ଦାଖଲ ପରେ କ୍ରାଇମବ୍ରାଞ୍ଚ ଉପରେ ବର୍ଷିଲା ବିଜେପି; ବିଜେଡି କହିଲା ‘ଏହା ବିରୋଧୀଙ୍କ କାମ’

ଭୁବନେଶ୍ୱର: ପୂର୍ବତନ ସ୍ୱାସ୍ଥ୍ୟମନ୍ତ୍ରୀ ନବକିଶୋର ଦାସ ହତ୍ୟାର  ୧୧୮ ଦିନ ପରେ ଆଜି ଝାରସୁଗୁଡା ଜେଏମଏଫସି କୋର୍ଟରେ ଚାର୍ଜସିଟ୍ ଦାଖଲ କରିଛି କ୍ରାଇମବ୍ରାଞ୍ଚ । ଚାର୍ଜସିଟ ଦାଖଲ ପରେ ମୁହାଁମୁହିଁ ହୋଇଛନ୍ତି ଶାସକ ଓ ବିରୋଧୀ ଦଳ । ନବଦାସ ହତ୍ୟା ପଛରେ ଯେଉଁ କାରଣ ଚାର୍ଜସିଟରେ…

କ୍ରାଇମବ୍ରାଞ୍ଚ ଚାର୍ଜସିଟରେ ଗୋପାଳ ନୁହେଁ ପାଗଳ, ଯୋଜନାବଦ୍ଧ ଭାବେ ନବଙ୍କୁ କରିଥିଲା ହତ୍ୟା

ଭୁବନେଶ୍ୱର: ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସ ହତ୍ୟା ମାମଲାର ୧୧୮ ଦିନ ଅର୍ଥାତ୍ ୩ ମାସ ୨୯ ଦିନ ପରେ ଆଜି ଚାର୍ଜସିଟ୍ ଦାଖଲ କରିଛି କ୍ରାଇମବ୍ରାଞ୍ଚ । ୫୪୩ ପୃଷ୍ଠାର କ୍ରାଇମବ୍ରାଞ୍ଚ ଚାର୍ଜସିଟରେ ଅଭିଯୁକ୍ତ ଗୋପାଳ ଦାସ କାହିଁକି ନବଙ୍କୁ ମାରିଲା ସେ ବାବଦରେ ଉଲ୍ଲେଖ ରହିଛି । ୨୦୨୩ ଜାନୁଆରୀ…

ମେଟ୍ରୋ ପ୍ରକଳ୍ପ ନେଇ ବଡ ଘୋଷଣା: ଜୁନରେ ଭିତ୍ତିପ୍ରସ୍ତର ସ୍ଥାପନ କରିବେ ମୁ୍ଖ୍ୟମନ୍ତ୍ରୀ

ଭୁବନେଶ୍ୱର: ରାଜଧାନୀରେ ଖୁବ ଶୀଘ୍ର ଗଡିବ ମେଟ୍ରୋ ଟ୍ରେନ । ଏ ନେଇ ପୂର୍ବପ୍ରସ୍ତୁତି ଆରମ୍ଭ ହୋଇ ଯାଇଛି । ଜୁନମାସରେ ମେଟ୍ରୋ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାନ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏ ନେଇ ସୂଚନା ଦେଇଛନ୍ତି ନଗର ଉନ୍ନୟନ ବିଭାଗ ସଚିବ ସଚିବ ଜି.ମାଥିଭାଥନନ ।…

୫ ଦିନ ଲାଗି ରହିବ କାଳବୈଶାଖୀ, ୭ ଜିଲ୍ଲାରେ ଛେଚିବ କୁଆପଥର

ଭୁବନେଶ୍ୱର: ଆଗାମୀ ୫ ଦିନ ଯାଏ ରାଜ୍ୟରେ କାଳବୈଶାଖୀ ଲାଗି ରହିବ । ଦିନ ତାପମାତ୍ରାରେ ବିଶେଷ ପରିବର୍ତ୍ତନ ହେବ ନାହିଁ । ଆଭ୍ୟନ୍ତରୀଣ ଓଡ଼ିଶାର କିଛି ସ୍ଥାନ ସହ ସୁନ୍ଦରଗଡ଼, ସମ୍ବଲପୁର, ଅନୁଗୁଳ, ବୌଦ୍ଧ, ସୋନପୁର, ଝାରସୁଗୁଡ଼ା ଓ ବରଗଡ଼ ଜିଲ୍ଲାରେ ୫ ଦିନ ଯାଏ ତାପମାତ୍ରା ୪୨ ଡିଗ୍ରୀ…

ଜମି କିଣାବିକା ପାଇଁ ଅନ୍ ଲାଇନ୍ ପଞ୍ଜିକରଣ ବାଧ୍ୟତାମୂଳକ, ଦେଶରେ ପ୍ରଥମ କହିଲେ ରାଜସ୍ବ ମନ୍ତ୍ରୀ

ଭୁବନେଶ୍ୱର: ଓଡ଼ିଶାରେ ଏବେ ଜମି ପଞ୍ଜୀକରଣ ପ୍ରକ୍ରିୟାରେ ଅନଲାଇନ୍ ସ୍ଲଟ୍ ବୁକିଂ ବାଧ୍ୟତାମୂଳକ କରାଯାଇଛି। ଜିମା କିଣିବା ବେଳେ ପଞ୍ଜିକରଣ ପାଇଁ ବିଳମ୍ବ ହେଉଥିବା ଲକ୍ଷ୍ୟ କରି ରାଜ୍ୟ ସରକାର ଏପରି ଏକ ପଦକ୍ଷେପ ନେଇଛନ୍ତି ବୋଲି ସୂଚନା ରହିଛି। ଯାହା ଲୋକଙ୍କୁ ଖରା, ବର୍ଷା ଓ ଶୀତ ଆଦି…

ଶୀତଳ ଷଷ୍ଠୀ ଯାତ୍ରା ଦେଖି ଫେରିବା ବେଳେ ଯୁବକଙ୍କୁ ହତ୍ୟା ମାମଲା, ୨ ଗିରଫ

ବଲାଙ୍ଗୀର: ଶୀତଳ ଷଷ୍ଠୀ ଯାତ୍ରା ଦେଖି ଫେରୁଥିବା ବେଳେ ଯୁବକଙ୍କୁ ଛୁରା ମାରି ହତ୍ୟା ଘଟଣାରେ ପୋଲିସ ଦୁଇ ଜଣ ଅଭିଯୁକ୍ତକୁ ଗିରଫ କରିଛି। ଗିରଫ ଦୁଇ ଜଣ ହେଲେ ବିମଲ ରାଉଳ ଓ ପ୍ରୀତମ କଲତା। ବଲାଙ୍ଗୀର ଏସପି ଋଷିକେଶ ଖିଲାରୀ ଗିରଫ ବାବଦରେ ସୂଚନା ଦେଇଛନ୍ତି। ମଙ୍ଗଳବାର ବିଳମ୍ବିତ ରାତିରେ…